ବୈବାହିକ ବଳାତ୍କାର ମାମଲାରେ କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୬।୧ : ବୈବାହିକ ବଳାତ୍କାର ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ପାଇଁ ସୁପ୍ରିମକୋର୍ଟ ଏହା ଦ୍ୱାରା ଏକ ବଡ ପଦକ୍ଷେପ ନେଇଛନ୍ତି। ବୈବାହିକ ବଳାତ୍କାରକୁ ଅପରାଧ ଶ୍ରେଣୀରେ ଆଣିବା ଉଚିତ କି…
ବଢ଼ିପାରେ ନଡ୍ଡାଙ୍କ କାର୍ଯ୍ୟକାଳ…
ନୂଆଦିଲ୍ଲୀ,୧୬।୧ : ଦିଲ୍ଲୀରେ ଭାଜପା ପଦାଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି। ପାର୍ଟି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେଉଛି ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଭାଜପା ସାଧାରଣ ମହାସଚିବ (ସଂଗଠନ) ବିଏସ ସନ୍ତୋଷ ଏବଂ ଅନ୍ୟ ନେତାମାନେ…
ମିଳିଲା ବ୍ଲାକବକ୍ସ: ଜଣାପଡ଼ିବ ଦୁର୍ଘଟଣାର କାରଣ…
କାଠମାଣ୍ଡୁ,୧୬।୧ : ରବିବାର ଦିନ ନେପାଳର ପୋଖରାରେ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ୭୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କିନ୍ତୁ ତଥାପି ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ। ସେମାନଙ୍କର ସନ୍ଧାନ…
ଗେହଲଟଙ୍କ ଚିନ୍ତନ ବନାମ ପାଇଲଟଙ୍କ ମିଶନ…
ଜୟପୁର,୧୬।୧ : ବିଧାନସଭା ନିର୍ବାଚନର ପ୍ରାୟ ୧୦ ମାସ ପୂର୍ବରୁ ରାଜସ୍ଥାନରେ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଗୋଟିଏ ପଟେ ରାଜସ୍ଥାନ ସରକାର ‘ଚିନ୍ତନ’ ଶିବିର କରିବାକୁ ଯାଉଛନ୍ତି ଏବଂ ଅନ୍ୟ ପଟେ ପୂର୍ବ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ‘ମିଶନ -୨୩’…
ଦିଲ୍ଲୀରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ୧.୪ ଡିଗ୍ରୀ…
ନୂଆଦିଲ୍ଲୀ,୧୬।୧ : ଦିଲ୍ଲୀରେ ଶୀତ ଲହର ଯୋଗୁଁ ସୋମବାର ଭୋରରେ ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ଦିଲ୍ଲୀର ତାପମାତ୍ରା ୧.୪ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି। ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶ ଏବଂ…
ତାଲିବାନ ଶାସନରେ ମହିଳାଙ୍କ ଉପରେ ବଢ଼ିଲା ନିର୍ଯାତନା: ମହିଳା ଲୋକପ୍ରତିନିଧିଙ୍କୁ ଘରେ ପଶି ହତ୍ୟା…
କାବୁଲ,୧୬।୧ : ଆଫଗାନିସ୍ତାନରେ ତାଲିବାନ ଶାସନରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିବାରେ ଲାଗିଛି। ରାଜଧାନୀ କାବୁଲରେ ଜଣେ ପୂର୍ବତନ ସାଂସଦ ଏବଂ ତାଙ୍କ ଅଙ୍ଗରକ୍ଷୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଗଷ୍ଟ ୨୦୨୧ ରେ ତାଲିବାନ କ୍ଷମତା ଦଖଲ କରିବା ପରେ…
କଲେଜିୟମରେ ସରକାରୀ ପ୍ରତିନିଧିଙ୍କୁ ସାମିଲ କରାଯାଉ: ସିଜେଆଇଙ୍କୁ ଆଇନମନ୍ତ୍ରୀଙ୍କ ଚିଠି…
ନୂଆଦିଲ୍ଲୀ,୧୬।୧ : ସୁପ୍ରିମକୋର୍ଟ କଲେଜିୟମରେ ସରକାରଙ୍କ ପ୍ରତିନିଧୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରଧାନବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖିଛନ୍ତି। ସୂଚନାନୁସାରେ, କୋର୍ଟରେ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସରକାରଙ୍କ ଏହି ନୂତନ ପଦକ୍ଷେପ ସାମ୍ନାକୁ ଆସିଛି। କେନ୍ଦ୍ର ଆଇନ…
ଭାରତରେ ହିଂସା ଘଟଣା କମିଛି, ଆତଙ୍କବାଦୀ ଆକ୍ରମଣ ୭୦ ପ୍ରତିଶତ କମ…
ନୂଆଦିଲ୍ଲୀ,୧୬।୧ : ନିକଟ ଅତୀତରେ ଭାରତରେ ହିଂସା ଘଟଣାରେ ବ୍ୟାପକ ହ୍ରାସ ଘଟିଛି। ଏହି ଦାବି ଏକ ନୂତନ ପୁସ୍ତକରେ କରାଯାଇଛି। ଆମେରିକାର ଭିତ୍ତିକ ରାଜନୈତିକ ଅମିତ ଆହୁଜା ଏବଂ ଦେବେଶ କାପୁରଙ୍କ ଆଗାମୀ ପୁସ୍ତକ ଇଣ୍ଟରନାଲ ସିକ୍ୟୁରିଟି ଇନ ଇଣ୍ଡିଆ:…
କମିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୬।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା କମିଛି। ଲଗାତାର ଦୁଇ ଦିନ…
ରୁଷିଆ-ୟୁକ୍ରେନ ଯୁଦ୍ଧରୁ ଶିକ୍ଷା ଲାଭ କରି ଭବିଷ୍ୟତ ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିବା ଜରୁରୀ: ରାଜନାଥ…
ନୂଆଦିଲ୍ଲୀ,୧୬।୧ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ସମୟ ସହିତ ସୁରକ୍ଷା ଚ୍ୟାଲେଞ୍ଜ ବଦଳୁଛି। ସୁରକ୍ଷା ଚ୍ୟାଲେଞ୍ଜଗୁଡିକର ପରିବର୍ତ୍ତନ ଯାହା ଆମେ ଗତ ୧୦ ବର୍ଷ ମଧ୍ୟରେ ଦେଖୁଛୁ, ସେହି ପରିବର୍ତ୍ତନଗୁଡିକ ଗତ ୧୦୦ ବର୍ଷ ମଧ୍ୟରେ ମଧ୍ୟ…
ପୁରୁଣା ଗାଡ଼ିକୁ ଅଦରକାରୀ କରିବା ଲାଗି ୨ ହଜାର କୋଟି ପ୍ରୋତ୍ସାହନ ଦେବେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ,୧୬।୧ : ପୁରୁଣା ଯାନବାହାନକୁ ଅଦରକାରୀ କରିବା ଲାଗି ପୁଞ୍ଜି ବିନିଯୋଗ ଯୋଜନା ପାଇଁ ସ୍ବତନ୍ତ୍ର ସହାୟତା ଅନ୍ତର୍ଗତରେ କେନ୍ଦ୍ର ସରକାର ୨ ହଜାର କୋଟି ଟଙ୍କା ପ୍ରୋତ୍ସାହନ ଦେବେ। ଏହା ବ୍ୟତୀତ ସ୍କ୍ରାପ ପାଇଁ ଯାନ ପ୍ରଦାନ କରୁଥିବା ଲୋକଙ୍କୁ…
ଭାରତରେ ୨୧ ଧନ କୁବେରଙ୍କ ପାଖରେ ଗଦାଗଦା ଧନ, କରୋନା ମହମାରୀରେ ୧୨୧ ପ୍ରତିଶତ ବଢ଼ିଛି…
ନୂଆଦିଲ୍ଲୀ,୧୬।୧ : ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ନେଇ ଦୁନିଆରେ ଏକ ଦୀର୍ଘ ବିତର୍କ ଚାଲିଛି। ତେବେ ଭାରତ ପରି ବିକଶିତ ଦେଶରେ ମଧ୍ୟ ଏହି ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅକ୍ସଫାମର ରିପୋର୍ଟରେ ଏହା ପ୍ରକାଶ ପାଇଛି।…

