Home Middle

ଭୁଟାନ ରାଜକୁମାର ହେଲେ ଦେଶର ପ୍ରଥମ ଡିଜିଟାଲ ନାଗରିକ…

ଥିମ୍ପୁ,୨୨।୨ : ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ (ଏନଡିଆଇ) ମୋବାଇଲ ୱାଲେଟ ସହ ଜଡିତ ହୋଇ ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇପାରିଛନ୍ତି। ଭୁଟାନର ଗଣମାଧ୍ୟମ ଅନୁଯାୟୀ, ନାଗରିକମାନଙ୍କୁ ସୁରକ୍ଷିତ ଏବଂ ଯାଞ୍ଚଯୋଗ୍ୟ ପରିଚୟ…

ଶୀଘ୍ର ଭାରତ ଗସ୍ତରେ ଆସିବେ ନେତାନ୍ୟାହୁ…

ନୂଆଦିଲ୍ଲୀ,୨୨।୨ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଖୁବ ଶୀଘ୍ର ଭାରତ ଗସ୍ତ କରିପାରନ୍ତି। ଭାରତରେ ଇସ୍ରାଏଲର ରାଷ୍ଟ୍ରଦୂତ ନିଓର ଗିଲାନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଖୁବ ଶୀଘ୍ର ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ କରିବାକୁ…

ଏଲଏସିରେ ନିୟନ୍ତ୍ରଣ ହରାଇଛନ୍ତି କେନ୍ଦ୍ର ସରକାର: ଓଓ୍ବାଇସି…

ନୂଆଦିଲ୍ଲୀ,୨୨।୨ : ଏଲଏସି ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ବିବୃତ୍ତି ପରେ ରାଜନୀତି ତୀବ୍ର ହୋଇଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳର ନେତାମାନେ ସେମାନଙ୍କ ସମାଲୋଚନା ଜାରି ରଖିଛନ୍ତି। ଏହି କ୍ରମରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି…

ଜୟଶଙ୍କର ଜଣେ ଅସଫଳ ବହିର୍ବ୍ୟାପାର ମନ୍ତ୍ରୀ: କଂଗ୍ରେସ…

ନୂଆଦିଲ୍ଲୀ,୨୨।୨ : ନିକଟରେ ଏକ ସାକ୍ଷାତକାରରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କଂଗ୍ରେସ ନିୟମକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏସ ଜୟଶଙ୍କରଙ୍କୁ ପାଲଟା ଜବାବ ଦେଇଛି। ଏକ ଗଣମାଧ୍ୟମ ସମ୍ମିଳନୀରେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ଜୟଶଙ୍କର…

ରୁଷିଆ-ୟୁକ୍ରେନ ଯୁଦ୍ଧର ସମାଧାନ କ୍ଷୀଣ: ବର୍ଷକରେ ୩ ଲକ୍ଷରୁ ଅଧିକ ମୃତ, ହଜାର ହଜାର ନିଖୋଜ, ଚାରିଆଡେ ଧ୍ୱଂସସ୍ତୁପ…

ମସ୍କୋ/କିଭ୍‌,୨୨।୨ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷ ପୂରଣ ହେବାକୁ ଯାଉଛି। ୨୪ ଫେବୃଆରୀ ୨୦୨୨ ରୁ ଦୁଇ ଦେଶ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା। ତଥାପି ଏହି ଯୁଦ୍ଧ ଚାଲିଛି । ଦୁଇ ଦେଶ ମଧ୍ୟ ପଛକୁ…

କେରଳର ୮୦ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ୍‌, ୨୦ ପ୍ରତିଶତଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା…

ଥିରୁଭାନନ୍ତପୁରମ,୨୨।୨ : କେରଳର ପ୍ରାୟ ୮୦ ଲକ୍ଷ ଲୋକଙ୍କର ଜୀବନଶୈଳୀ ରୋଗ ପାଇ ଯାଞ୍ଚ୍‌ କରାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ପ୍ରତିଶତଙ୍କଠାରେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଥିବା ଜଣାପଡ଼ିଛି। ସେଥିମଧ୍ୟରେ ଉଚ୍ଚ ରକ୍ତଚାପ,ମଧୁମେହ ସମେତ ଅନ୍ୟ କେତେକ ସ୍ବାସ୍ଥ୍ୟ…

ହିମାଳୟ ଅଞ୍ଚଳରେ ଯେ କୌଣସି ସମୟରେ ହୋଇପାରେ ବଡ଼ ଭୂକମ୍ପ…

ହାଇଦ୍ରାବାଦ,୨୨।୨ : ନ୍ୟାଶନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଏନଜିଆରଆଇ)ର ବୈଜ୍ଞାନିକ ଦାବି କରିଛନ୍ତି ଯେ ଖୁବ ଶୀଘ୍ର ହିମାଳୟ ଅଞ୍ଚଳରେ ଏକ ବଡ଼ ଭୂକମ୍ପ ହୋଇପାରେ। ସେମାନେ କହିଛନ୍ତି ଭୂକମ୍ପର ତୀବ୍ରତା ଯଥେଷ୍ଟ ଅଧିକ ହୋଇପାରେ ଯାହା ଏହି ଅଞ୍ଚଳରେ ବ୍ୟାପକ…

ପୁଣି ଶହେ ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୨।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…

ସପ୍ତାହରେ ୪ ଦିନ କାମ, ୩ ଦିନ ଆରାମ, ନୀତିକୁ ପସନ୍ଦ କରୁଛନ୍ତି ବ୍ରିଟେନ ଲୋକେ…

ଲଣ୍ଡନ,୨୨।୨ : ବ୍ରିଟେନରେ, ଅନେକ କମ୍ପାନୀ ସପ୍ତାହରେ ଚାରି ଦିନ କାମ ଏବଂ ତିନି ଦିନ ଛୁଟି ପାଇଁ ପରୀକ୍ଷା ଆରମ୍ଭ କରିଛନ୍ତି । ଏହାର ରିପୋର୍ଟ ପ୍ରକାଶ ପାଇଛି। ଏହି ପରୀକ୍ଷା ବହୁତ ସଫଳ ବୋଲି କୁହାଯାଉଛି। ବ୍ରିଟେନର କର୍ମଚାରୀମାନେ…

୩୦୦ ଯାତ୍ରୀଙ୍କୁ ନେଇ ଆମେରିକାରୁ ଭାରତକୁ ଆସୁଥିବା ଏୟାର ଇଣ୍ଡିଆର ବିମାନ ସ୍ବିଡେନରେ କଲା ଜରୁରୀ ଅବତରଣ…

ଓ୍ବାଶିଂଟନ,୨୨।୨ : ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନ ଏଆଇ -୧୦୬ ସ୍ବିଡେନର ଷ୍ଟକହୋମ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନରେ ଏକ ବୈଷୟିକ ତ୍ରୁଟି ଦେଖିବା ପରେ ଜରୁରୀକାଳୀନ ଅବତରଣ କରାଯାଇଥିବା କୁହାଯାଉଛି। ବିମାନରେ ଥିବା ସମସ୍ତ ୩୦୦ ଯାତ୍ରୀ ସୁରକ୍ଷିତ…

ଭାଜପା-ଏନପିପି କରୁଛନ୍ତି ନାଟକ, ଶେଷକଥା ଲେଖିବେ ମେଘାଳୟ ଜନତା: କଂଗ୍ରେସ…

ଶିଲଂ,୨୨।୨ : ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ଏବଂ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ଦ୍ୱାରା ଖେଳାଯାଇଥିବା ନାଟକକୁ ମେଘାଳୟର ଲୋକମାନେ ଦେଖୁଛନ୍ତି। ତେବେ ଏହାର ଶେଷକଥା(କ୍ଲାଇମାକ୍ସ) ଫେବୃଆରୀ ୨୭ ରେ ରାଜ୍ୟର…

ଜାତିଆଣ ଭେଦଭାବ ନିଷିଦ୍ଧ କରିଥିବା ପ୍ରଥମ ଆମେରିକୀୟ ସହର ହେଲା ସିଆଟେଲ, ସିଟି କାଉନସିଲରେ ପ୍ରସ୍ତାବ ପାରିତ…

ଓ୍ବାଶିଂଟନ,୨୨।୨ : ଜାତିଆଣ ଭେଦଭାବକୁ ନିଷିଦ୍ଧ କରିବାରେ ସିଆଟେଲ ଆମେରିକାର ପ୍ରଥମ ସହର ହୋଇପାରିଛି। ସିଆଟେଲ ସିଟି ପରିଷଦ ଜାତିଭେଦକୁ ସହରର ଭେଦଭାବ ବିରୋଧୀ ଆଇନରେ ଅନ୍ତର୍ଭୁକ୍ତ କରିବାକୁ ଭୋଟ ଦେଇଥିଲା। ଏହା ହେଉଛି ଆମେରିକାର ପ୍ରଥମ ସହର ଯାହାକି ଜାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?