କେତେ ଶ୍ରମିକଙ୍କୁ ମିଳୁଛି ଖାଦ୍ୟ ଶସ୍ୟ: କେନ୍ଦ୍ର-ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୩୧।୧ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ସମ୍ପର୍କରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପଞ୍ଜୀକୃତ ୨୮ କୋଟି ୫୫ ଲକ୍ଷ ଶ୍ରମିକଙ୍କ ମଧ୍ୟରୁ କେତେଜଣଙ୍କର ରାଶନ କାର୍ଡ ଅଛି ଏବଂ କେତେଜଣ ଲୋକ…
ପିଏମ୍ କେୟାର୍ସ ଭାରତ ସରକାରଙ୍କ ପାଣ୍ଠି ନୁହେଁ: ହାଇକୋର୍ଟଙ୍କୁ କହିଲେ ପିଏମଓ…
ନୂଆଦିଲ୍ଲୀ,୩୧।୧ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ପିଏମ୍ କେୟାର୍ସ ଭାରତ ସରକାରଙ୍କ ପାଣ୍ଠି ନୁହେଁ ଏବଂ ଏହାକୁ ସରକାରୀ କର୍ତ୍ତୃପକ୍ଷ ଭାବରେ ବିବେଚନା କରାଯାଇପାରିବ ନାହିଁ। ପିଏମଓର ଅଣ୍ଡର ସେକ୍ରେଟେରୀଙ୍କ ଦ୍ୱାରା ଦାଖଲ ହୋଇଥିବା…
‘ଜୟ ଜୟ ମହାରାଷ୍ଟ୍ର ମାଝା’ ହେଲା ରାଜ୍ୟ ସଙ୍ଗୀତ: ଶିନ୍ଦେଙ୍କ କ୍ୟାବିନେଟ ନିଷ୍ପତ୍ତି…
ମୁମ୍ବାଇ,୩୧।୧ : ମହାରାଷ୍ଟ୍ର ସରକାର ମଙ୍ଗଳବାର ‘ଜୟ ଜୟ ମହାରାଷ୍ଟ୍ର ମାଝା’କୁ ରାଜ୍ୟ ସଙ୍ଗୀତ ଭାବରେ ସ୍ବୀକୃତି ଦେଇଛନ୍ତି। ଏହି ଗୀତଟି ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜନ୍ମ ବାର୍ଷିକୀ ଫେବୃଆରୀ ୧୯ ରେ ଗ୍ରହଣ କରାଯିବ। ମୁଖ୍ୟମନ୍ତ୍ରୀ…
ବ୍ୟଭିଚାର କ୍ଷେତ୍ରରେ ନିଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ସଶସ୍ତ୍ର ବାହିନୀ…
ନୂଆଦିଲ୍ଲୀ,୩୧।୧ : ବ୍ୟଭିଚାର ଉପରେ ସୁପ୍ରିମକୋର୍ଟ ନିଜର ୨୦୧୮ର ରାୟ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବ୍ୟଭିଚାର ପାଇଁ ସଶସ୍ତ୍ର ବାହିନୀ ସେମାନଙ୍କ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ବିଚାରପତି କେଏମ ଜୋଶେଫ, ଅଜୟ ରସ୍ତୋଗୀ, ଅନିରୁଦ୍ଧ…
ମ୍ୟାନମାରରେ ହିଂସା ଯୋଗୁ ସ୍ଥିତି ଅସମ୍ଭାଳ: ଜାତିସଂଘ…
ଜେନେଭା,୩୧।୧ : ମ୍ୟାନମାରରେ ସେନା ଦୁଇ ବର୍ଷ ପୂର୍ବେ ସରକାରଙ୍କଠାରୁ କ୍ଷମତା ଦଖଲ କରିଥିଲା। ବର୍ତ୍ତମାନ ମିଳିତ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଦେଶର ଲୋକଙ୍କ ଗଣତାନ୍ତ୍ରିକ ଆକାଂକ୍ଷା ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ଏହା ସହ ସେ ଚେତାବନୀ ଦେଇଛନ୍ତି…
ବଳାତ୍କାର ମାମଲାରେ ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ
ଗାନ୍ଧୀନଗର,୩୦।୧: ଏକ ଦଶନ୍ଧି ପୁରୁଣା ବଳାତ୍କାର ମାମଲାରେ ଗୁଜରାଟର ଏକ କୋର୍ଟ ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି। ମଙ୍ଗଳବାର ଗୁଜରାଟ ଗାନ୍ଧୀନଗରର ଆଡିଶନ୍ ଜିଲା ଏବଂ ସେସନ୍ କୋର୍ଟ ଆଶାରାମ ବାପୁଙ୍କ ବିରୋଧରେ ରାୟ…
ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ନିର୍ବାଚନ ଲଢ଼ିବାକୁ କଲେ ଘୋଷଣା…
କଲମ୍ବୋ,୩୧।୧ : ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନା ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ସେ ଶ୍ରୀଲଙ୍କା ଫ୍ରିଡମ ପାର୍ଟି ସମର୍ଥନରେ ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସିରିସେନା ୨୦୧୫-୨୦୧୯ରୁ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ।…
ମୋରବି ଝୁଲାପୋଲ ଦୁର୍ଘଟଣା: ଓରେଭା ଗ୍ରୁପ୍ ଏମଡି କୋର୍ଟରେ କଲେ ଆତ୍ମ ସମର୍ପଣ…
ଅହମଦାବାଦ,୩୧।୧ : ଗୁଜରାଟର ମୋରବି ଝୁଲା ପୋଲ ଭୁଶୁଡ଼ିବା ମାମଲାରେ ଅଭିଯୁକ୍ତ ଓରେଭା ଗ୍ରୁପର ପରିଚାଳନା ନିର୍ଦ୍ଦେଶକ (ଏମଡି) ଜୟସୁଖ ପଟେଲ ମଙ୍ଗଳବାର ମୋରବିସ୍ଥିତ ସିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଏହାପୂର୍ବରୁ ସିଜେଏମ କୋର୍ଟ ଜୟସୁଖ ପଟେଲଙ୍କ ବିରୋଧରେ ୱାରେଣ୍ଟ ଜାରି…
ମାରିନା ବିଚରେ କରୁଣାନିଧିଙ୍କ ସ୍ମାରକୀ ନିର୍ମାଣକୁ ବିରୋଧ…
ଚେନ୍ନାଇ,୩୧।୧ : ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡିଏମକେ ସୁପ୍ରିମୋ ଏମ କରୁଣାନିଧିଙ୍କ ସ୍ମୃତିରେ ମାରିନା ବିଚରେ ଏକ କଲମ ସ୍ମାରକୀ ନିର୍ମାଣ ପ୍ରସ୍ତାବ ଉପରେ ଏକ ଜନ ଶୁଣାଣି ସମୟରେ ଉତ୍ତେଜନା ପ୍ରକାଶ ପାଇଛି। ସେହି ସମୟରେ ହୋଇଥିବା…
୩ ଦିନରେ ୩୪ ଶହ କୋଟି ଡଲାର କ୍ଷତି, ଶୀର୍ଷ ୧୦ ଧନ କୁବେର ତାଲିକାରୁ ବାହାରିଲେ ଗୌତମ ଆଦାନୀ…
ନୂଆଦିଲ୍ଲୀ,୩୧।୧ : ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସିଆର ଅନ୍ୟତମ ଧନୀ ବ୍ୟକ୍ତି ଗୌତମ ଆଦାନୀ ବହୁ କ୍ଷତି ସହିଛନ୍ତି। ତାଙ୍କ ଗ୍ରୁପ କମ୍ପାନୀଗୁଡିକ ତିନି ଦିନ ମଧ୍ୟରେ ୩୪ ଶହ କୋଟି ଡଲାରର କ୍ଷତି କରିଛନ୍ତି। କେବଳ ଏତିକି…
ଅର୍ଥନୈତିକ ସର୍ଭେ ୨୦୨୨-୨୩ ରିପୋର୍ଟ: ୨୦୨୩-୨୪ ବର୍ଷରେ ବିକାଶ ହାର ୬.୫ ପ୍ରତିଶତ ଅନୁମାନ…
ନୂଆଦିଲ୍ଲୀ,୩୧।୧ : ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ସତ୍ତ୍ୱେ ଆସନ୍ତା ଆର୍ଥିକ ବର୍ଷରେ ଅର୍ଥାତ ୨୦୨୩-୨୪ ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଅବଶ୍ୟ, ଏହା ଚଳିତ ଆର୍ଥିକ ବର୍ଷରେ ୭ ପ୍ରତିଶତ ଏବଂ…
ବିଶାଖାପଟ୍ଟନମ ହେବ ଆନ୍ଧ୍ରପ୍ରଦେଶ ରାଜଧାନୀ: ଜଗନମୋହନ ରେଡ୍ଡୀଙ୍କ ଘୋଷଣା…
ହାଇଦ୍ରାବାଦ,୩୧।୧ : ବିଶାଖାପାଟ୍ଟନମ ରାଜ୍ୟର ପରବର୍ତ୍ତୀ ରାଜଧାନୀ ହେବ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଘୋଷଣା କରିଛନ୍ତି। ବାସ୍ତବରେ ହାଇଦ୍ରାବାଦକୁ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ସାଧାରଣ ରାଜଧାନୀ ଭାବରେ ମାତ୍ର ୧୦ ବର୍ଷ ପାଇଁ ଘୋଷଣା କରାଯାଇଛି। ଏହି…
Archives


