ଫ୍ରାନ୍ସର ପରାଜୟ ପରେ ପ୍ୟାରିସରେ ଦଙ୍ଗା…
ପ୍ୟାରିସ,୧୯।୧୨ : କତାରରେ ଫିଫା ବିଶ୍ୱକପ ୨୦୨୨ ର ଫାଇନାଲରେ ଆର୍ଜେଣ୍ଟିନାଠାରୁ ଫ୍ରାନ୍ସର ଲଢ଼ୁଆ ପରାଜୟ ପରେ ଫୁଟବଲ ପ୍ରଶଂସକମାନେ ଦଙ୍ଗା କରିଛନ୍ତି। ଫୁଟବଲ ପ୍ରଶଂସକମାନେ ଲିୟନ, ନିସ ଏବଂ ରାଜଧାନୀ ପ୍ୟାରିସ ରାସ୍ତାରେ ଭଙ୍ଗାରୁଜା କରିଛନ୍ତି। ଏହା ସହିତ ପୋଲିସ…
ମଝି ଆକାଶରେ ବିମାନ ଟଳମଳ, ୩୬ ଯାତ୍ରୀ ଆହତ…
ହନୋଲୁଲୁ,୧୯।୧୨ : ଫେନିକ୍ସରୁ ହନୋଲୁଲୁ ଅଭିମୁଖେ ଉଡାଣ କରୁଥିବା ହାୱାଇ ଏୟାରଲାଇନ୍ସର ବିମାନରେ ଏୟାର ଟର୍ବୁଲାନ୍ସ ବଢ଼ିବା ଯୋଗୁ ମଝି ଆକାଶ ଟଳମଳ ହୋଇଛି। ଏହା ଦ୍ୱାରା ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ୧୧ ଜଣ ଯାତ୍ରୀ ଗୁରୁତର ଆହତ…
ରୁଷିଆ ମୁତୟନ କଲା ବିପଜ୍ଜନକ କ୍ଷେପଣାସ୍ତ୍ର ଏଭନଗାର୍ଡ…
ମସ୍କୋ,୧୯।୧୨ : ରୁଷିଆ ଏକ କ୍ଷେପଣାସ୍ତ୍ର ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରି ଏହାକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିବାରେ ଲାଗିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଓରେନବର୍ଗ ଅଞ୍ଚଳରେ ଆନ୍ତଃମହାଦେଶୀୟ ହାଇପରସୋନିକ ଏଭନଗାର୍ଡ କ୍ଷେପଣାସ୍ତ୍ର ପ୍ରଣାଳୀ ନିୟୋଜିତ କରିଛି।…
ଗୁପ୍ତଚର ଉପଗ୍ରହର ପରୀକ୍ଷା କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୧୯।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ତାଙ୍କ ବିପଜ୍ଜନକ ଯୋଜନାରେ ସଫଳ ହୋଇଛନ୍ତି। ବାସ୍ତବରେ ଉତ୍ତର କୋରିଆ ଗୁପ୍ତଚର ଉପଗ୍ରହର ଶେଷ ପର୍ଯ୍ୟାୟ ପରୀକ୍ଷା କରିଛି। ଏହି ପରୀକ୍ଷା ଜାପାନ ଏବଂ ଦକ୍ଷିଣ…
ମୁଁ ଟୁଇଟର୍ ସିଇଓ ପଦ ଛାଡିଦେବା ଉଚିତ୍ କି, ୟୁଜର୍ସଙ୍କ ମତ ମାଗିଲେ ଏଲନ ମସ୍କ
ନ୍ୟୁୟର୍କ,୧୯।୧୨: ଟୁଇଟର୍ରେ ବାରମ୍ବାର ନୀତି ପରିବର୍ତ୍ତନ ହେତୁ କଡ଼ା ସମାଲୋଚନାର ଶିକାର ହେଉଛନ୍ତି ଟୁଇଟର୍ ମାଲିକ ଏଲନ ମସ୍କ। ଏବେ ସେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ସର୍ଭେ ଆରମ୍ଭ କରିଛନ୍ତି। ଏଥିରେ ସେ ଏହି ମାଇକ୍ରୋ ବ୍ଲଗିଂ ସାଇଟର…
ଚାଇନା ମାଲ୍ ଚାହିଦା କମୁଛି
ନୂଆଦିଲ୍ଲୀ ,୧୯।୧୨ (ଆଇଏଏନ୍ଏସ୍) : ସାମ୍ପ୍ରତିକ ଭୂରାଜନୈତିକ ସ୍ଥିତିକୁ ନେଇ ଚଳିତ ବର୍ଷ ୫୮ ପ୍ରତିଶତ ଭାରତୀୟ ‘ମେକ୍ ଇନ୍ ଚାଇନା’ ସାମଗ୍ରୀ କିଣା ହ୍ରାସ କରିଛନ୍ତି। ଫେଶନ, ପୋଷାକ, ଯାନ ଉପକରଣ ଏବଂ ଯନ୍ତ୍ରାଂଶ ବର୍ଗରେ ଭାରତୀୟ ବିକଳ୍ପ ଭଲ…
୨୦୨୧ରେ ୧୩ ହଜାର ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି
ନୂଆଦିଲ୍ଲୀ ,୧୯।୧୨(ଆଇଏଏନ୍ଏସ୍): ରାଜସ୍ଥାନର କୋଟାସ୍ଥିତ କୋଚିଂ ସେଣ୍ଟରର ୩ ଜଣ ମେଡିକାଲ ଓ ଇଞ୍ଜିନିୟରିଂ କ୍ୟାରିୟର ଆଶାୟୀଙ୍କ ଆତ୍ମହତ୍ୟା ଘଟଣା ବିତର୍କର ବିଷୟ ହୋଇଛି। ଜଟିଳ ପ୍ରତିଯୋଗିତା ଏବଂ ଅତ୍ୟଧିକ ଚାପକୁ ଏଥିପାଇଁ ଦାୟୀ କରାଯାଉଥିବା ବେଳେ ଦେଶରେ ପ୍ରତିବର୍ଷ ଏଭଳି…
ଇସ୍ତଫାପତ୍ର ଲେଖିଛନ୍ତି ପୋପ୍
ରୋମ୍,୧୯।୧୨: ୨୦୧୩ରେ କ୍ୟାଥୋଲିକ୍ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଇସ୍ତଫା ପତ୍ର ଲେଖି ରଖିଥିବା ସଦ୍ୟ ସାକ୍ଷାତ୍କାରରେ କହିଛନ୍ତି। ଆଗାମୀ ଦିନରେ ଯେତେବେଳେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସେ କାର୍ଯ୍ୟ କରିବାକୁ ଅକ୍ଷମ ବୋଧ କରିବେ,…
ଭାଜପାକୁ ‘ବେଲାଗାଭି’ ଅଡୁଆ
ବେଙ୍ଗାଲୁରୁ/ମୁମ୍ବାଇ/ନୂଆଦିଲ୍ଲୀ,୧୯ା୧୨: ପୁଣିଥରେ ମୁଣ୍ଡ ଟେକିଛି ୭ ଦଶନ୍ଧି ପୁରୁଣା ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ। ଉତ୍ତର କର୍ନାଟକ ସୀମାରେ ଆସୁଥିବା ମରାଠୀ ଭାଷୀ ଅଞ୍ଚଳ ବେଲାଗାଭିକୁ ନେଇ ଦୁଇ ଭାଜପା ଶାସିତ ରାଜ୍ୟ ମୁହଁାମୁହଁି। ଉଭୟ ପକ୍ଷର ବାକ୍ଯୁଦ୍ଧ ଜାତୀୟ ରାଜନୀତିକୁ ସରଗରମ…
ରହସ୍ୟ ହୋଇଯିବ କି ଅର୍ଚ୍ଚନାଙ୍କ କଳାସାମ୍ରାଜ୍ୟ
ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ):ବ୍ଲାକ୍ମେଲର ମହିଳା ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁହାଁମୁହିଁ ଜେରା କରି ବହୁ ତଥ୍ୟ ହାସଲ କରିଛି। ଏହାରି ଭିତରେ ରବିବାର ଅର୍ଚ୍ଚନାଙ୍କ ୬ ଦିନିଆ ରିମାଣ୍ଡ…
ଟିକେଟ ବିକ୍ରି ଆଜିଠାରୁ
ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି):ଭୁବନେଶ୍ୱର ଓ ରାଉରକେଲାରେ ୨୦୨୩ ଜାନୁୟାରୀ ୧୩ରୁ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ୍ ପାଇଁ ଉତ୍ସାହ କ୍ରମେ ବଢ଼ିବାରେ ଲାଗିଛି। ଅନ୍ଲାଇନ୍ ଟିକେଟ ପ୍ରତି ଦର୍ଶକ ଅହେତୁକ ଆଗ୍ରହ ଦେଖାଇଥିବାବେଳେ ବକ୍ସ ଅଫିସ ଟିକେଟ ବିକ୍ରି ସୋମବାରଠାରୁ…
ଓଡ଼ିଆରେ ହେବ ବିଜ୍ଞାନ, ବାଣିଜ୍ୟ ସ୍ନାତକ ପାଠ୍ୟକ୍ରମ
ଭୁବନେଶ୍ୱର, ୧୯।୧୨(ବ୍ୟୁରୋ):ଏଣିକି ସ୍ନାତକ (ୟୁଜି) ଶିକ୍ଷାରେ ଭାଷା ଆଉ ପ୍ରତିବନ୍ଧକ ହେବ ନାହିଁ। ଓଡ଼ିଆ ଭାଷାରେ ସ୍ନାତକ ପଢ଼ିପାରିବେ ଛାତ୍ରୀଛାତ୍ର। ଏଥିସହିତ ଓଡ଼ିଆ ଭାଷାରେ ବି ହେବ ପରୀକ୍ଷା। ଏଥିପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।…
Archives


