୧୯୬୫ ଯୁଦ୍ଧ ଯବାନ ଓଡ଼ିଶାର ଆନନ୍ଦ ପତ୍ରୀ ପାକିସ୍ତାନ ଜେଲରେ, ମୁକ୍ତି ପାଇଁ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପୁଅ…
ନୂଆଦିଲ୍ଲୀ/ଭୁବନେଶ୍ୱର,୨୬।୨ : ୧୯୬୫ ଭାରତ-ପାକିସ୍ଥାନ ଯୁଦ୍ଧରେ ଭାରତୀୟ ସେନାର ଅନେକ ଯବାନ ଶହୀଦ ହୋଇଥିଲେ ଏବଂ ଅନେକ ନିଖୋଜ ହୋଇଯାଇଥିଲେ। ଏହି ଯୁଦ୍ଧରେ ଭାରତୀୟ ସେନାର ଜଣେ ଯବାନ ଆନନ୍ଦ ପତ୍ରୀ ଏବେ ମଧ୍ୟ ପାକିସ୍ତାନର ଲାହୋର ଜେଲରେ ରହିଛନ୍ତି। ଏହି…
ଶିବସେନା ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ହେବାକୁ ମତେ କହିଥିଲେ ଉଦ୍ଧବ: ଫଡନାଭିସ…
ମୁମ୍ବାଇ,୨୬।୨ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦାବି କରିଛନ୍ତି ଯେ ଶିବସେନାରେ ବିଦ୍ରୋହ ପରେ ଉଦ୍ଧବ ଠାକରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିଥିଲେ। ଏବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ମନ୍ତବ୍ୟ ବିରୋଧରେ…
୪ ଦିନିଆ ଗସ୍ତରେ ଭାରତରେ ପହଞ୍ଚିଲେ ଡେନମାର୍କର କ୍ରାଉନ ପିନ୍ସେସ-ପ୍ରିନ୍ସ…
ନୂଆଦିଲ୍ଲୀ,୨୬।୨ : ଚାରି ଦିନିଆ ଗସ୍ତରେ ଡେନମାର୍କର କ୍ରାଉନ ପ୍ରିନ୍ସ ଫ୍ରେଡେରିକ ଆଣ୍ଡ୍ରେ ହେନ୍ରିକ ଖ୍ରୀଷ୍ଟିଆନ ଏବଂ କ୍ରାଉନ ପ୍ରିନ୍ସେସ ମେରି ଏଲିଜାବେଥ ଭାରତରେ ପହଞ୍ଚିଛନ୍ତି। ସେମାନେ ଫେବୃଆରୀ ୨୬ ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଭାରତ ଗସ୍ତରେ ରହିବେ। ଏହି…
ବାଇଡେନ ପାକିସ୍ତାନକୁ ସାମରିକ ସହାୟତା ଜାରି ରଖିଛନ୍ତି, ମୁଁ ରାଷ୍ଟ୍ରପତି ହେଲେ ଶତ୍ରୁଙ୍କୁ ସହାୟତା ହେବ ବନ୍ଦ: ନିକ୍କି ହାଲେ…
ଓ୍ବାଶିଂଟନ,୨୬।୨ : ଆମେରିକାର ରାଷ୍ଟ୍ରପତି ପଦ ପାଇଁ ନିଜକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲେତାଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ପ୍ରତି, ଏକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଆମେରିକାରେ ତାଙ୍କୁ…
ଉତ୍ତର କୋରିଆରେ ଘନେଇଲା ଖାଦ୍ୟ ସଙ୍କଟ, କିମ୍ଙ୍କୁ ଘାରିଛି କ୍ଷମତା ଚ୍ୟୁତ ଚିନ୍ତା…
ପ୍ୟୋଙ୍ଗୟାଙ୍ଗ,୨୬।୨ : ଉତ୍ତର କୋରିଆରେ ଏବେ ଖାଦ୍ୟ ସଙ୍କଟ ଗୁରୁତର ହେବାରେ ଲାଗିଛି। କରୋନା ମହାମାରୀ ପରେ ଏଠାରେ ଖାଦ୍ୟଶସ୍ୟର ଅଭାବ ବଢ଼ି ଚାଲିଛି।କେତେକ ରିପୋର୍ଟରୁ ଜଣାପଡିଛି ଯେ ଉତ୍ତର କୋରିଆ ବହୁ ଅଞ୍ଚଳରେ ଲୋକେ ଭୋକରେ ଅଛନ୍ତି। କୁହାଯାଉଛି ସେମାନେ…
ରୋମାଞ୍ଚକର ହେଲା ନେପାଳ ରାଷ୍ଟ୍ରପତି ନିର୍ବାଚନ, ଶେଷ ଦିନରେ ଦାଖଲ ହେଲା ୨ ପ୍ରାର୍ଥିପତ୍ର
କାଠମାଣ୍ଡୁ,୨୬ ।୩: ନେପାଳରେ ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚ ୯ରେ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ରୋମାଞ୍ଚକର ହୋଇଛି । ଶନିବାର ପ୍ରାର୍ଥିପତ୍ର ଦାଖଲର ଶେଷ ଦିନରେ ୨ ପ୍ରାର୍ଥୀ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନେପାଳର…
ପପୁଆ ନ୍ୟୁ ଗିନିରେ ୬.୫ ତୀବ୍ରତାର ଭୂକମ୍ପ, ପୁଣି ଥରିଲା ଆଫଗାନିସ୍ତାନ
ପୋର୍ଟ ମୋରେସ୍ୱି,୨୬ ।୨: ପପୁଆ ନ୍ୟୁ ଗିନିର ବ୍ରିଟେନ ଅଞ୍ଚଳରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୫ । ୟୁଏସ ଜିଓଲଜିକାଲ ସର୍ଭେ(ୟୁଏସଜିଏସ) ଏହି ସୂଚନା ଦେଇଛି । ୟୁଏସଜିଏସର ସୂଚନା…
ଚାଇନାକୁ କଡ଼ା ଜବାବ ଦେବାକୁ ତାଇଓ୍ବାନରେ ୨୦୦ ସୈନ୍ୟ ମୁତୟନ କରିବ ଆମେରିକା…
ଓ୍ବାଶିଂଟନ,୨୫।୨ : ଦକ୍ଷିଣ ଚାଇନା ସାଗରରେ ଚାଇନା ସହିତ ଯୁଦ୍ଧର ବିପଦକୁ ଦୃଷ୍ଟିରେ ରଖି ଆମେରିକା ୧୦୦ ରୁ ୨୦୦ ସୈନ୍ୟ ନିୟୋଜିତ କରିବାକୁ ଯାଉଛି। ସମ୍ପ୍ରତି ତାଇୱାନରେ ପ୍ରାୟ ୩୦ ଆମେରିକୀୟ ସୈନିକ ଅଛନ୍ତି । ସେମାନେ ତାଇୱାନ ସେନାକୁ…
୬୬ ଘଣ୍ଟାରେ ୩୭ ଥର ଭୂକମ୍ପ: ଶୋଇବାକୁ ବି ଲାଗୁଛି ଭୟ…
ଆଙ୍କରା,୨୫।୨ : ଭୂକମ୍ପ ତୁର୍କୀକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସସ୍ତୁପରେ ପରିଣତ କରିଦେଇଛି। ଗତ ଭୂକମ୍ପ ଯୋଗୁ ତୁର୍କୀରେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାର କାର୍ଯ୍ୟ ଚାଲିଛି। ଗତ ୬୬ ଘଣ୍ଟା ମଧ୍ୟରେ ଏଠାରେ…
ହୁଗୁଳି ନଦୀରେ ବୁଡ଼ିଲା ବାଂଲାଦେଶ ମାଲବାହୀ ଜାହାଜ, ଚାଳକ ଦଳର ୯ ସଦସ୍ୟ ଉଦ୍ଧାର…
କୋଲକାତା,୨୫।୨ : ଫ୍ଲାଏ ଆଶ୍ ନେଇ ସ୍ବଦେଶ ଫେରୁଥିବା ବାଂଲାଦେଶର ମାଲ ପରିବହନକାରୀ ଜାହାଜ ଅନ୍ୟ ଏକ ଜାହାଜ ସହିତ ମୁହାଁମୁହିଁ ହେବା ପରେ ହୁଗୁଳି ନଦୀରେ ବୁଡ଼ି ଯାଇଛି। ଶନିବାର ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଜଣେ ଅଧିକାରୀ ଏହି ସୂଚନା…
ଆମେ ବଡ଼ ଭାଇ କଂଗ୍ରେସକୁ ଅପେକ୍ଷା କରିଛୁ,ଶୀଘ୍ର ନିଷ୍ପତ୍ତି ନିଅନ୍ତୁ: ନୀତୀଶ କୁମାର…
ପୁର୍ନିଆ,୨୫।୨ : ପୁର୍ନିଆରେ ଆୟୋଜିତ ମହାମେଣ୍ଟ ରାଲିରେ ନୀତୀଶ କୁମାର କହିଛନ୍ତି ଯେ ଯଦି କଂଗ୍ରେସ ସମେତ ଆମ ସମସ୍ତେ ଏକାଠି ହେବା, ତେବେ ଭାଜପା ୧୦୦ରୁ କମ ଆସନ ପାଇବ। ଏଥିପାଇଁ କଂଗ୍ରେସ ଦଳକୁ କ୍ଷମତା ଦେଖାଇବାକୁ ପଡିବ। ଦୀର୍ଘ…
କଂଗ୍ରେସର ମିନି ଘୋଷଣାପତ୍ର: ବିରୋଧୀଦଳଙ୍କ ସହିତ କ୍ଷମତାକୁ ଫେରିବା ପ୍ରୟାସ…
ରାୟପୁର,୨୫।୨ : ଛତିଶଗଡର ରାଜଧାନୀ ରାୟପୁରର ଅନୁଷ୍ଠିତ ୮୫ ତମ ଜାତୀୟ ସମ୍ମିଳନୀରେ କଂଗ୍ରେସ ଆଗାମୀ ଦିନର ଲଢ଼େଇର ରୂପରେଖ ସ୍ପଷ୍ଟ କରିଛି । ଦଳ ଦ୍ୱାରା ଜାରି କରାଯାଇଥିବା ‘ରାଜନୈତିକ ପ୍ରସଙ୍ଗ ଉପରେ ସଂକଳ୍ପ’ ଚଳିତ ବର୍ଷ ହେବାକୁ ଥିବା…
Archives


