Home Middle

ପ୍ରବଳ ବର୍ଷା ସମ୍ଭାବନା: ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୭ା୩(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ପ୍ରବଳ ବର୍ଷା ନେଇ ୧୦ ୧୦ ଜିଲାକୁ ଶୁକ୍ରବାର ୟେଲୋ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ ଶନିବାର ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର…

ନଟୋର ପ୍ରଥମ ଦେଶ, ଯେ କି ୟୁକ୍ରେନକୁ ଦେବ ଫାଇଟର ଜେଟ, ଯୁଦ୍ଧ ମଇଦାନକୁ ପଠାଇବ ଏମଆଇଜି ୨୯

ୱାରସ,୧୭ ।୩: ୟୁକ୍ରେନ୍ ରୁଷିଆ ମଧ୍ୟରେ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଯୁଦ୍ଧ ଲାଗି ରହିଛି । ଏବେ ଉଭୟ ଦେଶର ହଜାର ହଜାର ସେନା ଶହୀଦ ହୋଇଥିବା ବେଳେ ହଜାର ହଜାର ସାଧାରଣ ନାଗରିକଙ୍କ ଜୀବନ ବି ଯାଇଛି…

ଆନ୍ଦୋଳନ ବଢ଼ାଇଛି ତେଲ ଚିନ୍ତା

ଭୁବନେଶ୍ୱର,୧୭ା୩(ବ୍ୟୁରୋ):ପେନ୍‌ସନ, ବୀମା, ମୃତ୍ୟୁକାଳୀନ ସହାୟତା, ସାମାଜିକ ସୁରକ୍ଷା ଆଦି ୧୦ ଦଫା ଦାବିରେ ବୁଧବାରଠାରୁ ଡ୍ରାଇଭର ଏକତା ମହାସଂଘ ପକ୍ଷରୁ କରାଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଗୁରୁବାର ୨ୟ ଦିନରେ ପହଞ୍ଚତ୍ଛି। ତେବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ…

ଘୂର୍ଣ୍ଣିଝଡ଼ ‘ଫ୍ରେଡି’ର ଭୟଙ୍କର ରୂପ, ଦକ୍ଷିଣପୂର୍ବ ଆଫ୍ରିକାରେ ୩୦୦ରୁ ଅଧିକ ମୃତ

ଲିଲୋଂୱେ,୧୭ ।୩: ଟ୍ରପିକାଲ ସାଇକ୍ଲୋନ ‘ଫ୍ରେଡି’ ଦକ୍ଷଣ-ପୂର୍ବ ଆଫ୍ରିକାର ମାଲ୍ୟାରେ ଭୟଙ୍କର ରୂପ ଦେଖାଇଛି । ଏହି ଘୂର୍ଣ୍ଣିଝଡ଼ରେ ମାଲ୍ୟାରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଲ୍ୟାଣ୍ଡଲକ ହୋଇଥିବା ଦେଶର ବିପର୍ଯ୍ୟୟ ପରିଚାଳନା ବିଭାଗର ଉଦ୍ଦେଶ୍ୟରେ ସିଏନଏନ ଏହି…

ଶୁକ୍ରାବାରରୁ ଆରମ୍ଭ ହେବ ଦିଲ୍ଲୀ ବଜେଟ ଅଧିବେଶନ: ଉପସ୍ଥାପନ କରିବେ ନୂତନ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୬।୩: ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରରୁ ଆରମ୍ଭ ହେବାକୁ ଯାଉଛି। ବଜେଟ ଅଧିବେଶନର ପ୍ରଥମ ଦିନରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ନିଜର ଅଭିଭାଷଣ ରଖିବେ। ଏହାପରେ ମଙ୍ଗଳବାର ଅର୍ଥାତ୍‌ ମାର୍ଚ୍ଚ ୨୧ରେ ବଜେଟ ଉପସ୍ଥାପନ କରାଯିବ ବୋଲି…

ଦୁର୍ଭାଗ୍ୟବଶତଃ ମୁଁ ଏମ୍‌ପିି: ଖବରଦାତା ସମ୍ମିଳନୀରେ କିଛି ଏଭଳି କହିଲେ ରାହୁଲ

ନୂଆଦିଲ୍ଲୀ,୧୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ୍‌ରେ ଦେଇଥିବା ଏକ ବିବୃତ୍ତିକୁ ନେଇ ଭାଜପା ତାଙ୍କଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିଦେଶରୁ ଫେରିବା ପରେ ରାହୁଲ ଗାନ୍ଧୀ ଗୁରୁବାର ଅପରାହ୍ନ ୩ଟା ୩୦ରେ ଏକ ଖବରଦାତା ସମ୍ମିଳନୀ କରିଥିଲେ। ଯେଉଁଥିରେ…

ନିଜ ଜାଲରେ ଫସିଛି ପାକିସ୍ତାନ

ଇସଲାମାବାଦ,୧୬ା୩: ପାକିସ୍ତାନ ଗୁପ୍ତଚର ଏଜେନ୍ସି ଆଇଏସ୍‌ଆଇ ଭାରତରେ ହଇଚଇ ସୃଷ୍ଟି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲା କିନ୍ତୁ ବର୍ତ୍ତମାନ ଆତଙ୍କବାଦୀମାନେ ପାକିସ୍ତାନରେ ହଇଚଇ ସୃଷ୍ଟି କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ରିପୋର୍ଟରୁ ଜଣାପଡ଼ିଛି ଯେ, ଆତଙ୍କବାଦୀମାନେ ପାକିସ୍ତାନରେ ଆକ୍ରମଣ କରିବା…

ଏହି ଦେଶରେ ଦେଖିବାକୁ ମିଳିଛି ପ୍ଲାଷ୍ଟିକ୍‌ ଚଟାଣ, ଚିନ୍ତାରେ ବୈଜ୍ଞାନିକ

ବ୍ରାସିଲିଆ,୧୬ା୩: ପରାନା ଫେଡେରାଲ ୟୁନିଭର୍ସିଟିର ଅନୁସନ୍ଧାନକାରୀମାନେ ବ୍ରାଜିଲର ଟ୍ରାଇଡେଣ୍ଟ ଦ୍ୱୀପରେ ଏକ ପ୍ଲାଷ୍ଟିକ ଚଟାଣ ଆବିଷ୍କାର କରିଛନ୍ତି। ଯାହା ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭୂବିଜ୍ଞାନୀମାନେ କହିଛନ୍ତି, ଏହାର କାରଣ ହେଉଛି ପ୍ରଦୂଷଣ, ସମୁଦ୍ରରେ ଆବର୍ଜନା ଏବଂ ସମୁଦ୍ରରେ ଭୁଲ୍‌ ଭାବରେ…

ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର,୧୬ ।୩: ଭାରତୀୟ ସେନାର ଚିତା ହେଲିକପ୍ଟର ଅରୁଣାଚଳ ପ୍ରଦେଶର ମଂଡଲା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେଶନ ଜାରି ରହିଛି । ସେନା ସୂତ୍ରରୁ ଏହି ସୂଚନା ଦିଆଯାଇଛି । ହେଲିକପ୍ଟର ସେନ୍‌ଗେରୁ ମିସାମାରି…

୨୦ ବର୍ଷ ବୈଠକ ପରେ ୨୦୦ ଦେଶ ପ୍ରଣୟନ କଲେ ନୂଆ ସମୁଦ୍ର ଆଇନ: ୨୦୩୦ ସୁଦ୍ଧା ୩୦ ପ୍ରତିଶତ ମହାସାଗର ହେବ ସଂରକ୍ଷିତ…

ନ୍ୟୁୟର୍କ,୧୬।୩ : ବିଶ୍ୱ ୨୦୦ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଯାହାର ନାମ ‘ହାଇ ସି ଟ୍ରିଟି’ ରଖାଯାଇଛି। ୨୦ ବର୍ଷର ବିଚାର ବିମର୍ଷ ପରେ ଏହି ଚୁକ୍ତିନାମା ହୋଇଛି। ଏହା କୁହାଯାଉଛି ଯେ ଏହା ସାମୁଦ୍ରିକ ପ୍ରାଣୀଙ୍କ ସଂରକ୍ଷଣରେ…

ଗିରଫଦାରୀରୁ ରକ୍ଷା ପାଇଁ ସର୍ତ୍ତ ରଖିଲେ କୋର୍ଟ, ଇମ୍ରାନ କରିବେ ଆତ୍ମ ସମର୍ପଣ-ରାଲିକୁ ମନା…

ଇସଲାମାବାଦ,୧୬।୩ : ଗିରଫଦାରୀରୁ ରକ୍ଷା ପାଇଁ ପାକିସ୍ତାନୀ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ମୁଖରେ ସର୍ତ୍ତ ରଖିଛନ୍ତି। ତୋସାଖାନା ମାମଲାର ଶୁଣାଣି ସମୟରେ ଅତିରିକ୍ତ ଜିଲା ତଥା ସେସନ୍ସ କୋର୍ଟ ବିଚାରପତି କହିଛନ୍ତି ଯେ ଯଦି ଇମ୍ରାନ ଖାନ କୋର୍ଟରେ…

ପାକିସ୍ତାନରେ ଥମୁନି ଅତ୍ୟାଚାର: ହିନ୍ଦୁ ଯୁବତୀଙ୍କୁ ଅପହରଣ ପରେ ଧର୍ମପରିବର୍ତ୍ତନ…

ଇସଲାମାବାଦ,୧୬।୩ : ହିନ୍ଦୁ ଯୁବତୀମାନଙ୍କୁ ଅପହରଣ ଏବଂ ବାଧ୍ୟତାମୂଳକ ଧର୍ମପରିବର୍ତ୍ତନ ପ୍ରକ୍ରିୟା ପାକିସ୍ତାନରେ ଥମୁନି। ସମ୍ପ୍ରତି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୨୦ ବର୍ଷ ବୟସ୍କ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଜବରଦସ୍ତ ଧର୍ମପରିବର୍ତ୍ତନ କରାଯାଇଥିଲା। ସିନ୍ଧର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?