‘ଆମେରିକା ସୁପ୍ରିମକୋର୍ଟରେ ୮୦ ଦିନ ହୋଇଥାଏ କାମ’, ବିଚାରପତିଙ୍କୁ ମିଳୁଥିବା ଛୁଟିକୁ ନେଇ ଏମିତି କହିଲେ ସିଜେଆଇ
ନୂଆଦିଲ୍ଲୀ,୧୯ ।୩: ଚିଫ ଜଷ୍ଟିଶ ଅଫ ଇଣ୍ଡିଆ ଡିୱାଇ ଚନ୍ଦ୍ରଚୁଡ କଲେଜିୟମ ସିଷ୍ଟମକୁ ବଞ୍ଚାଇଛନ୍ତି । ସେ ଶନିବାର କଲେଜିୟମ ସିଷ୍ଟମକୁ ନେଇ କହିଛନ୍ତି, କୌଣସି ସିଷ୍ଟମ ସବୁଠାରୁ ଭଲ ନୁହେଁ । ହେଲେ ଆମେ ଯାହା ବିକଶିତ କରିଛୁ ତାହା…
ଗିରଫ ୱାରେଣ୍ଟ ପରେ ଏମିତି ଢଙ୍ଗରେ ନଜର ଆସିଲେ ପୁଟିନ
ମସ୍କୋ,୧୯ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଳୟ ପକ୍ଷରୁ ଗିରଫ ୱାରେଣ୍ଟ ଜାରି ହେବାର ଗୋଟିଏ ଦିନ ପରେ କ୍ରିମିଆ ଗସ୍ତ କରିଛନ୍ତି । ଏହା ତାଙ୍କର ଅଚାନକ ଗସ୍ତ ବୋଲି କୁହାଯାଉଛି । କ୍ରିମିଆ ଉପରେ…
ଟ୍ରମ୍ଫ ଗିରଫ ହେବା ଦାବି କରିବାରୁ ମସ୍କ କହିଲେ, ଯଦି ଏମିତି ହେବ ପୁଣିଥରେ ବହୁମତରେ ରାଷ୍ଟ୍ରପତି ଭାବେ ବିଜୟୀ ହେବେ
ୱାଶିଂଟନ,୧୯ ।୩: ଟେଲସା ଓ ଟୁଇଟରର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏଲନ ମସ୍କ ଦାବି କରିଛନ୍ତି କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଯଦି ଗିରଫ କରାଯାଏ ତେବେ ସେ ପୁଣିଥରେ ବହୁମତରେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ…
ଇକ୍ୱାଡୋରରେ ଶକ୍ତିଶାଳୀ ଭୂକମ୍ପ, ୧୨ ମୃତ, ରିକ୍ଟର ସ୍କେଲରେ ତୀବ୍ରତା ୬.୭
କ୍ୱିଟୋ,୧୯ ।୩: ଶନିବାର ଇକ୍ୱେଡୋରରେ ଏକ ଶକ୍ତିଶାଳୀ ଭୂକମ୍ପ ଆସିବାର ସୂଚନା ମିଳିଛି । ୟୁଏସ ଜିଓଲଜିକାଲ ସର୍ଭେ ଇକ୍ୱେଡୋରର ଗୁୟାସ ଅଞ୍ଚଳରେ୬.୭ ତୀବ୍ରତାର ଭୂକମ୍ପ ହୋଇଥିବା ସୂଚନା ଦେଇଛି । ନ୍ୟୁଜ ଏଜେନ୍ସି ଏପି କହିଛି ଭୂକମ୍ପ ଯୋଗୁ ଦେଶର…
ଆଇନମନ୍ତ୍ରୀଙ୍କ ସହିତ ଅଯଥା ବିବାଦ କରିବାକୁ ଚାହୁଁନି: ସିଜେଆଇ…
ନୂଆଦିଲ୍ଲୀ,୧୮।୩ : କଲେଜିୟମ ପ୍ରସଙ୍ଗରେ ଏବଂ ଆଇନମନ୍ତ୍ରୀ କିରେନ ରିଜିଜୁଙ୍କୁ ନେଇ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି(ସିଜେଆଇ) ଡିଓ୍ବାଇ ଚନ୍ଦ୍ରଚୂଡ଼ ଶନିବାର ପୁଣି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ମୋର ୨୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ କୌଣସି ମାମଲାର ବିଚାର କିପରି ହେବ…
ଏଚ-୧-ବି ଭିଜା ନେଇ ସଙ୍କଟ: ୬୦ ଦିନରେ ଆମେରିକା ଛାଡ଼ିବା ନିୟମ…
ଓ୍ବାଶିଂଟନ,୧୮।୩ : ଆମେରିକାକୁ ଚାକିରି କରିବାକୁ ଯାଇଥିବା ଭାରତୀୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କୁ ପକ୍ଷରୁ ଏଚ-୧-ବି ଭିଜା ଉପରେ ଅଣାଯାଇଥିବା ଆଇନ ଅନୁସାରେ ଆମେରିକାରେ ଚାକିରିରୁ ଛଟେଇ ହୋଇଥିବା ଲୋକଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡ଼ିବ। ଏହାଯୋଗୁ…
ଇମ୍ରାନଙ୍କ ଘରୁ ଏକେ-୪୭, ଗୁଳି ଜବତ…
ଇସଲାମାବାଦ,୧୮।୩ : ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପୋଲିସ ପକ୍ଷରୁ କରାଯାଇଥିବା ତଲାସୀ ଅଭିଯାନରେ ଆଶଲ୍ଟ ରାଇଫଲ ସହିତ…
ମାର୍ଚ୍ଚ ୨୧ରେ ମତେ କରାଯିବ ଗିରଫ: ଟ୍ରମ୍ପ…
ଓ୍ବାଶିଂଟନ,୧୮।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ ଶୀଘ୍ର ଜେଲ ଯିବେ। ଏନେଇ ସେ ନିଜେ ଦାବି କରିଛନ୍ତି। ମାର୍ଚ୍ଚ ୨୧ ମଙ୍ଗଳବାର ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି। ତେଣୁ ସମର୍ଥକମାନେ ଏକଜୁଟ ହେବାକୁ ସେ ଆହ୍ବାନ…
ନାରୀଶକ୍ତିଙ୍କୁ ସମ୍ମାନ ଭାରତୀୟ ପରମ୍ପରା: ଓମ ବିର୍ଲା…
ନୂଆଦିଲ୍ଲୀ,୧୮।୩ : ଭାରତର ସ୍ବାଧୀନତା ଆନ୍ଦୋଳନରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାସ୍ତବରେ, ରାଣୀ ଲକ୍ଷ୍ମୀ ବାଈ ହିଁ ସ୍ବାଧୀନତା ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ବହୁ ସଂଖ୍ୟାରେ ମହିଳାଙ୍କ ଅଂଶଗ୍ରହଣ ଯୋଗୁ ଆମର ସ୍ବାଧୀନତା ସଂଗ୍ରାମ ସଫଳ ହୋଇଥିଲା। ଶନିବାର…
ବାଲାଘାଟରେ ଟ୍ରେନର ବିମାନ ଦୁର୍ଘଟଣା ଗ୍ରସ୍ତ: ୨ ପାଇଲଟ ମୃତ…
ଭୋପାଳ,୧୮।୩ : ମଧ୍ୟପ୍ରଦେଶରେ ବାଲାଘାଟରେ ଏକ ଟ୍ରେନର ଚାର୍ଟର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଶିକ୍ଷାର୍ଥୀ ପାଇଲଟ ଥିବାବେଳେ ଅନ୍ୟ ଜଣେ ଟ୍ରେନର ପାଇଲଟ ଅଛନ୍ତି। ବାଲାଘାଟର…
ଜାତିସଂଘରେ ଭାରତୀୟ ବିକାଶ ମଡେଲକୁ ପ୍ରଶଂସା…
ଜେନେଭା,୧୮।୩ : ଜେନେଭାରେ ଅନୁଷ୍ଠିତ ୫୨ ତମ ଜାତିସଂଘ ମାନବ ଅଧିକାର ପରିଷଦ ବୈଠକରେ ଭାରତୀୟ ବିକାଶ ମଡେଲକୁ ପ୍ରଶଂସା କରାଯାଇଛି। ଏହି ଅବସରରେ ଅଣ-ସରକାରୀ ସଂଗଠନଗୁଡ଼ିକ ଭାରତୀୟ ଶିକ୍ଷା ମଡେଲ ଉପରେ ଆଲୋକ ପାତ କରିଥିଲେ ଏବଂ ଏହାର ଗୁଣ…
୧୦ ଦିନ ଧରି ଧର୍ମଘଟ କରିବେ ବିମାନବନ୍ଦର ସୁରକ୍ଷାକର୍ମୀ
ଲଣ୍ଡନ,୧୮ା୩: ଲଣ୍ଡନର ହେଥ୍ରୋ ବିମାନବନ୍ଦରରେ ସୁରକ୍ଷାକର୍ମୀମାନେ ୧୦ ଦିନ ପର୍ଯ୍ୟନ୍ତ ଧର୍ମଘଟ କରିବେ। ଦରମା ବୃଦ୍ଧି ଦାବିରେ ସମସ୍ତ କର୍ମଚାରୀ ଏହି ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁନିଅନ ୟୁନିଟ୍ କହିଛି, ୟୁରୋପର ଅନ୍ୟତମ ବ୍ୟସ୍ତବହୁଳ ବିମାନବନ୍ଦର ହେଥ୍ରୋ ବିମାନବନ୍ଦରରେ କାର୍ଯ୍ୟ…

