ଇମ୍ରାନଙ୍କ ଘରୁ ଏକେ-୪୭, ଗୁଳି ଜବତ…

ଇସଲାମାବାଦ,୧୮।୩ : ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପୋଲିସ ପକ୍ଷରୁ କରାଯାଇଥିବା ତଲାସୀ ଅଭିଯାନରେ ଆଶଲ୍ଟ ରାଇଫଲ ସହିତ ଗୁଳି ମିଳିଛି। ପୋଲିସର ତଲାସୀ କାର୍ଯ୍ୟରେ ବାଧା ଦେବା ପାଇଁ ଇମ୍ରାନଙ୍କ ପାର୍ଟି ପିଟିଆଇର ୬୦ ଅଧିକ କର୍ମକର୍ତ୍ତା ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।

ଏହା ସହିତ ପେଟ୍ରୋଲ ବମ୍‌ ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା କାଚ ବୋତଲ ମଧ୍ୟ ଇମ୍ରାନଙ୍କ ଘରୁ ମିଳିଛି।

ପୋଲିସ ଏବଂ ସମର୍ଥକ ମୁହାଁମୁହିଁ ହେବାରୁ ଉଭୟପକ୍ଷରୁ ବହୁ ଆହତ ହୋଇଥିବା କୁହାଯାଉଛି। ଇମ୍ରାନଙ୍କ ବାସଭବନ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକ୍‌ଟକ୍‌ ବିରୋଧରେ ବ୍ରିଟେନ-ନ୍ୟୁଜିଲାଣ୍ଡରେ ପ୍ରତିବନ୍ଧକ..

ଲଣ୍ଡନ/ଓ୍ବିଲିଣ୍ଟନ,୧୮।୩ : ଆମେରିକା ପରେ ଚାଇନା ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍‌ଟକ୍‌ ବିରୋଧରେ ବ୍ରିଟେନ ଏବଂ ନ୍ୟୁଜିଲାଣ୍ଡ ବର୍ତ୍ତମାନ ପ୍ରତିବନ୍ଧକ ଲଗାଇଛନ୍ତିି। ନ୍ୟୁୟର୍କ ଟାଇମ୍ସ ଏହି...

ପ୍ରଥମ କିନ୍ନର ନ୍ୟୁଜ୍‌ ଆଙ୍କର, ମାର୍ଚ୍ଚ ୮ରୁ ପଢ଼ିବେ ଖବର

ଢାକା,୬।୩: ଇତିମଧ୍ୟରେ ବାଂଲାଦେଶ ସ୍ବାଧୀନତା ପାଇବା ୫୦ ବର୍ଷ ପୂରଣ କରିଛି। ଏହି ଦେଶକୁ ପ୍ରଥମଥର ପାଇଁ କିନ୍ନର ନ୍ୟୁଜ ଆଙ୍କର ମିଳିଛନ୍ତି। ଏଠାକାର ଏକ...

ପାକିସ୍ତାନ ସେନା ନିର୍ବାଚନ ଡ୍ୟୁଟି ପାଇଁ ହେବନି ଉପଲବ୍ଧ…

ଇସଲାମାବାଦ,୧୫।୩ : ପଞ୍ଜାବ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟରେ ସୁରକ୍ଷା ଯୋଗାଇବା ପାଇଁ ସରକାର ସେନାର ସହାୟତା ଲୋଡିଥିଲେ। ଏହା ଉପରେ ପାକିସ୍ତାନର...

ଦୁଇଦିନ ପରେ ପୁଣି ଥରିଲା ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୬।୯: ଦୁଇ ଦିନ ପରେ ପୁଣି ଗୁରୁବାର ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ଥିଲା ବୋଲି ପାଣିପାଗ...

ବର୍ଷକୁ ୯ କୋଟି ଦରମା ପାଉଥିବା ଅଧିକାରୀ ଖାଦ୍ୟ ଚୋରି କରି ହେଲେ ନିଲମ୍ବିତ

ଲଣ୍ଡନ,୪।୨: ବର୍ଷକୁ ୯ କୋଟିରୁ ଅଧିକ ଟଙ୍କା ଦରମା ପାଉଥିବା ଜଣେ ଅଧିକାରୀ ଖାଦ୍ୟ ଚୋରି କରି ନିଲମ୍ବିତ ହୋଇଛନ୍ତି। ସେ କ୍ୟାଣ୍ଟିନ୍‌ରୁ ସ୍ୟାଣ୍ଡ୍‌ଓ୍ବିଚ୍‌ ଚୋରି...

ସିଟିଭେନି ରାବୁକା ଫିଜିର ନୂଆ ପ୍ରଧାନମନ୍ତ୍ରୀ

ସୁଭା,୨୫।୧୨: ୧୯୮୭ରେ ଦୁଇଟି ବିଦ୍ରୋହର ନେତୃତ୍ୱ ନେଇଥିବା ପୂର୍ବତନ ସାମରିକ ଅଧିକାରୀ ସିଟିଭେନି ରାବୁକା ଶନିବାର ଫିଜିର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ...

ମୋଟର ସାଇକେଲ ବୋମା ବିସ୍ଫୋରଣ: ୩ ମୃତ ୧୩ ଆହତ

କ୍ୱେଟା,୨୪।୩: ପାକିସ୍ତାନ ଆଫଗାନିସ୍ତାନ ସୀମାରେ ଥିବା କ୍ୱେଟାର ଚାମନ ଅଞ୍ଚଳରେ ଏକ ମୋଟର ସାଇକେଲ ବମୋ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ...

ତାଇଓ୍ବାନରେ ଭୂକମ୍ପ

ତାଇପାଇ,୨୪ା୧୦: ତାଇଓ୍ବାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୂର୍ବ ତାଇଓ୍ବାନର ୟିଲାନ କାଉଣ୍ଟି ଥିଲା।...

Advertisement
Archives

Model This Week