Home Middle

ଶିବଶକ୍ତି-ଭୀମଶକ୍ତି ମିଳିତ: ଆମ୍ବେଡ଼କରଙ୍କ ନାତିଙ୍କ ଦଳ ସହ ମେଣ୍ଟ କଲେ ଉଦ୍ଧବ…

ମୁମ୍ବାଇ,୨୩।୧ : ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ଭୀମରାଓ ଆମ୍ବେଡ଼ରକଙ୍କ ନାତି ପ୍ରକାଶ ଆମ୍ବେଡକରଙ୍କ ବଞ୍ଚିତ ବହୁଜନ ଅଘାଡି (ଭିବିଏ) ସହିତ ଏକ ମେଣ୍ଟ ଘୋଷଣା କରିଛନ୍ତି। ଆସନ୍ତା ବିଏମସି ନିର୍ବାଚନକୁ ଦୃଷ୍ଟିରେ ରଖି ଶିବଶକ୍ତି-ଭୀମଶକ୍ତି ମିଳିତ ହୋଇ…

ପୁଷ୍ଟିହୀନତା ରୋଗରେ ମରୁଛନ୍ତି ପିଲା

ବ୍ରାସିଲିଆ,୨୩ା୧: ବ୍ରାଜିଲରେ ପୁଷ୍ଟିହୀନତା ଏବଂ ଅନ୍ୟାନ୍ୟ ରୋଗ ହେତୁ ପିଲାମାନେ ପ୍ରତିଦିନ ମରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ୟାନୋମାମି ଅଞ୍ଚଳରେ ମେଡିକାଲ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ବେଆଇନ ସୁନା ଖନନ ହେତୁ ପିଲାମାନଙ୍କ ମଧ୍ୟରେ…

ଅବିବାହିତା ମହିଳାଙ୍କୁ ମିଳୁ ସରୋଗେସି ଅଧିକାର: କେନ୍ଦ୍ରକୁ ନୋଟିସ ଜାରି କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୩।୧ : ଅବିବାହିତ ମହିଳାମାନେ ମଧ୍ୟ ସରୋଗେସିର ଅଧିକାର ପାଇବା ଉଚିତ କି? ସୁପ୍ରିମକୋର୍ଟ ଏହି ମାମଲାର ପରୀକ୍ଷଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହାର ଉତ୍ତର ଲୋଡି କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଅବିବାହିତା ମହିଳାଙ୍କୁ ସରୋଗେସି ପାଇବାକୁ…

ବେଞ୍ଚର ଅଭାବ: ରାଣା ଆୟୁବଙ୍କ ଅବେଦନ ଉପରେ ଶୁଣାଣି ସ୍ଥଗିତ…

ନୂଆଦିଲ୍ଲୀ,୨୩।୧ : ବେଞ୍ଚ ଉପଲବ୍ଧତା ନ ଥିବାରୁ ଗଣମାଧ୍ୟମ ପ୍ରତିନିଧି ରାଣା ଆୟୁବଙ୍କ ଆବେଦନ ଉପରେ ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୫ ରେ ହେବ। ଏହି ଆବେଦନରେ ରାଣା ଆୟୁବ ଗାଜିଆବାଦ…

ଭାରତ ଅଣାଯାଉ ନେତାଜୀଙ୍କ ଅବଶେଷ: ଅନୁରୋଧ କଲେ ଅନୀତା ବୋଷ…

ନୂଆଦିଲ୍ଲୀ/ବର୍ଲିନ,୨୩।୧ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ ଜନ୍ମ ବାର୍ଷିକୀ ପାଳନ ଅବସରରେ ତାଙ୍କ ଝିଅ ଅନୀତା ବୋଷ ଫାଫ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଭାରତ ସରକାରଙ୍କୁ ଏକ ଅନୁରୋଧ କରିଛନ୍ତି। ସୁଭାଷ ଚନ୍ଦ୍ର ବୋଷଙ୍କ ଅବଶେଷକୁ ଭାରତକୁ…

ବିବିସି ଡକ୍ୟୁମେଣ୍ଟାରୀକୁ ବ୍ଲକ୍‌ କରାଗଲା କିନ୍ତୁ ଗଡସେଙ୍କ ଫିଲ୍ମକୁ ନୁହେଁ: ଓଓ୍ବାଇସି…

ନୂଆଦିଲ୍ଲୀ,୨୩।୧ : ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ବିବିସି ଡକ୍ୟୁମେଣ୍ଟାରୀ ବିରୋଧରେ ସରକାରଙ୍କ କାର୍ଯ୍ୟକଳାପକୁ ହାଇଦ୍ରାବାଦ ଏମ୍‌ପି ଅସଦୁଦ୍ଦିନ ଓୱାଇସି ସମାଲୋଚନା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଏଆଇଏମଆଇଏମ ନେତା ଜାନୁଆରୀ ୨୬, ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବାକୁ ଥିବା ଗାନ୍ଧୀ ଗଡସେ:…

ଲଦାଖରେ ସବୁକିଛି ଠିକ ନାହିଁ: ଫିଲ୍ମ ଥ୍ରୀ ଇଡିୟଟସକୁ ପ୍ରେରଣା ଦେଇଥିବା ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ କଲେ ଅପିଲ, ମାଇନସ୍‌ ୪୦ ଡିଗ୍ରୀରେ ଦେବେ ଧାରଣା… …

ଲେହ,୨୩।୧ : ଲଦାଖର ସାମାଜିକ ସଂସ୍କାରକ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦେଶରେ ଏକ ଜଣାଶୁଣା ନାମ। ତାଙ୍କ ଜୀବନରୁ ଅନୁପ୍ରାଣିତ ହୋଇ ବଲିଉଡ ଫିଲ୍ମ ଇଡିୟଟସ ମଧ୍ୟ ନିର୍ମାଣ କରାଯାଇଛି। ନିକଟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲଦାଖର ସୁରକ୍ଷା ତଥା…

‘ଦେଶ ପ୍ରତି ଥିବା ଦୃଢ଼ ଆତ୍ମବିଶ୍ୱାସ ଓ ପରାକ୍ରମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ’

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସୋମବାର ଅର୍ଥାତ୍‌ ୨୩ା୧ା୨୩ରେ ମହାନ ଜନନାୟକ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ମହାନ ବୀର ସ୍ବାଧୀନତା ସଂଗ୍ରାମୀ, ଭାରତ ମାତାର ସୁଯୋଗ୍ୟ…

ଶହେ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୩।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ନେତାଜୀ-ବାଲ୍‌ ଠାକରେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୩।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶିବସେନା ପ୍ରତିଷ୍ଠାତା ବାଲ ଠାକରେଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସ୍ମରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଏକ ଟୁଇଟରେ ଲେଖିଛନ୍ତି ଯେ ତାଙ୍କ ଜନ୍ମ ବାର୍ଷିକୀରେ ବାଲାସାହେବ ଠାକରେଙ୍କୁ ସ୍ମରଣ…

ପରାକ୍ରମ ଦିବସରେ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ୨୧ ଦ୍ୱୀପ…

ନୂଆଦିଲ୍ଲୀ,୨୩।୧ : ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଅନ୍ତର୍ଗତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପରାକ୍ରମ ଦିବସ ଅବସରରେ ଆଣ୍ଡାମାନ ନିକୋବରର ୨୧ ଦ୍ୱୀପକୁ ପରମବୀର ଚକ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ଯବାନଙ୍କ ନାମରେ…

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ

ବ୍ୟାଙ୍କକ୍‌/ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ ଦେଶପ୍ରେମୀ, ତେଜସ୍ବୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୂତାର ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗତ ବର୍ଷ ସେ ଭିଏତନାମାରେ ନେତାଜୀଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇଥିଲେ। ଚଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri