Posted inଜାତୀୟ

ପରାକ୍ରମ ଦିବସରେ ପରମବୀର ଚକ୍ର ବିଜେତାଙ୍କ ନାମରେ ନାମିତ ହେଲା ୨୧ ଦ୍ୱୀପ…

ନୂଆଦିଲ୍ଲୀ,୨୩।୧ : ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଅନ୍ତର୍ଗତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପରାକ୍ରମ ଦିବସ ଅବସରରେ ଆଣ୍ଡାମାନ ନିକୋବରର ୨୧ ଦ୍ୱୀପକୁ ପରମବୀର ଚକ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ଯବାନଙ୍କ ନାମରେ ନାମିତ କରାଯାଇଛି। ପରାକ୍ରମ ଦିବସରେ ପୂର୍ବାହ୍ନ ୧୧ଟାରେ ଭିଡ଼ିଓ କନଫେରନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ଯୋଗଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏସବୁ ଦ୍ୱୀପର କୌଣସି ନାମ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଆମେ ଆପଣଙ୍କ ଜନ୍ମଦିନକୁ ମନେ ରଖିଛୁ’ ମୋଦିଙ୍କ ସହ ସାକ୍ଷାତ୍ ସମୟରେ କହିଲେ ପୁଟିନ

ନୂଆଦିଲ୍ଲୀ/ସମରକନ୍ଦ,୧୭ ।୯: ଉଜବେକିସ୍ତାନର ସମରକନ୍ଦରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କର ସାକ୍ଷାତ ହୋଇଥିଲା । ଏହି ସମୟରେ ପୁଟିନ...

ଡୋଭାଲ୍‌ଙ୍କୁ କ୍ୟାବିନେଟ୍‌ ର଼୍ୟାଙ୍କ୍‌: ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ,୩।୬: ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  କ୍ୟାବିନେଟ୍‌ ର଼୍ୟାଙ୍କ୍‌ ପ୍ରଦାନ କରିଛନ୍ତି। ଏହା ସହିତ ସେ ଏହି ପଦବୀରେ ଆଗାମୀ...

ଦେଶ ଗୃହ ଯୁଦ୍ଧ ଆଡ଼କୁ ଗତି କରୁଛି: ଲାଲୁ

ପାଟଣା,୯।୨: କର୍ନାଟକରେ ଦେଖାଯାଉଥିବା ହିଜାବ ବିବାଦକୁ ନେଇ ରାଜନୀତି ଜୋରଦାର ଚାଲିଛି। କଂଗ୍ରେସ ସମେତ ଅନ୍ୟ ସମସ୍ତ ବିରୋଧୀ ଦଳ କେନ୍ଦ୍ର ସହ କର୍ନାଟକର ଭାଜପା...

ପଶ୍ଚିମବଙ୍ଗରେ ଭାଜପାକୁ ଲାଗିପାରେ ଆଉ ଏକ ଝଟ୍‌କା

କୋଲକତା,୬।୧୦: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜିତିବା ପରେ ତୃଣମୂଳ କଂଗ୍ରେସ କ୍ରମାଗତ ଭାବରେ ଭାଜପାକୁ ଝଟକା ଦେଉଛି। ନିର୍ବାଚନ ଫଳାଫଳ ଆସିବା ପରେ ଭାଜପାର ଅନେକ...

ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ କ’ଣ ହେବ ଫଳାଫଳ

ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଏବେ ପାକିସ୍ତାନ ବିଚଳିତ ହୋଇପଡିଛି। ଏହି ପ୍ରସ୍ତଙ୍ଗରେ ଜାତିସଂଘଠାରୁ ଆରମ୍ଭ କରି ବିଭିନ୍ନ ଦେଶର ସହାୟତା ମାଗୁଥିଲେ ମଧ୍ୟ...

ଜମି ବିକ୍ରି ବିରୋଧରେ ଭାଜପାର ଧାରଣା: ନେତାଙ୍କ ସହ ତଳେ ଶୋଇଲେ ୟଦିରୁପ୍ପା

ବେଙ୍ଗାଲୁର,୧୫।୬: କର୍ନାଟକରେ ଜେଏସ୍‌ଡବ୍ଲୁ ଭୂମିର ଡିଲକୁ ନେଇ ରାଜନୀତି ସରଗରମ ହୋଇଛି। କର୍ନାଟକର ଜିନ୍ଦଲ ଷ୍ଟିଲ ଗ୍ରୁପ୍‌କୁ ୩ହଜାର ୬ଶହ ୬୭ ଏକର ଜମି ରାଜ୍ୟସରକାର...

ତ୍ରିଶୂଳ, ଉଦିତ ସୂର୍ଯ୍ୟ କିମ୍ବା ମଶାଲ

ନୂଆଦିଲ୍ଲୀ,୧୦ା୧୦: ନଭେମ୍ବର ୩ରେ ହେବାକୁ ଥିବା ଉପନିର୍ବାଚନରେ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ଶିନ୍ଦେ ଗୋଷ୍ଠୀ ଶିବସେନା ନାଁ ଏବଂ ଧନୁତୀର ଚିହ୍ନ ବ୍ୟବହାର କରିପାରିବେ...

ପିଏମ୍‌ସି ବ୍ୟାଙ୍କ୍‌ ଠକେଇ ମାମଲା: ମହାରାଷ୍ଟ୍ରର ୬ଟି ସ୍ଥାନରେ ଇଡି ଚଢାଉ

ମୁମ୍ବାଇ,୪।୧୦: ପଞ୍ଜାବ ଏବଂ ମହାରାଷ୍ଟ କୋଅପରେଟିଭ୍‌ ବ୍ୟାଙ୍କ୍‌ ଠକେଇ ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମୁମ୍ବାଇର ୬ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ମାମଲାରେ...

Advertisement
Archives

Model This Week