Home Middle

ସତ କହି ନାହାନ୍ତି ରାହୁଲ: ଉପରାଷ୍ଟ୍ରପତି…

ନୂଆଦିଲ୍ଲୀ,୧୧।୩ : ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ଶନିବାର କହିଛନ୍ତି ଯେ ଗଣତନ୍ତ୍ରର ମନ୍ଦିରର ସମ୍ମାନ ହ୍ରାସ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ସେ ତାଙ୍କୁ ଟାର୍ଗେଟ…

ଆମେ ମିଶି ଯିବାରୁ ପୁଣି ୫ ବର୍ଷ ପରେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ : ନୀତୀଶ…

ପାଟନା,୧୧।୩ : ଚାକିରି ପାଇଁ ଜମି ମାମଲାରେ ସିବିଆଇ ଶନିବାର ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଛି। ଏହି ମାମଲାରେ ସମଗ୍ର ଲାଲୁ ପରିବାର ସିବିଆଇ ସ୍କାନରରେ ଅଛନ୍ତି। ସିବିଆଇ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ…

ଚାଇନା ପାଖରେ ସର୍ବାଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର: ଆମେରିକା…

ଓ୍ବାଶିଂଟନ,୧୧।୩ : ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ପାଖରେ ସର୍ବାଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର ରହିଛି। ରୁଷିଆଠାରୁ ଅଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର ଚାଇନା ପାଖରେ ରହିଛି। ଏଭଳି ଅସ୍ତ୍ରଶସ୍ତ୍ରକୁ ଚିହ୍ନଟ…

ଘରେ ବସି ଭୋଟ ଦେଇପାରିବେ ୮୦ ବର୍ଷ ବୟସ୍କ ବ୍ୟକ୍ତି : ଇସି ଆରମ୍ଭ କଲେ ‘ଭୋଟ ଫର୍ମ ହୋମ୍‌’ ପ୍ରକ୍ରିୟା…

ବେଙ୍ଗାଲୁରୁ,୧୧।୩ : ନିର୍ବାଚନ ଆୟୋଗ ଶନିବାର କହିଛନ୍ତି ଯେ ଆଗାମୀ କର୍ନାଟକ ବିଧାନସଭା ନିର୍ବାଚନରେ ୮୦ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଘରେ ବସି ଭୋଟ ଦେବା ଲାଗି ‘ଭୋଟ ଫର୍ମ ହୋମ୍‌’ ସୁବିଧା ଆରମ୍ଭ…

ଆର୍ଥିକ ସଙ୍କଟ ଯୋଗୁ ରାଷ୍ଟ୍ରୀୟ ଦିବସ ପାଳନରେ ଖର୍ଚ୍ଚ କାଟ କଲା ପାକିସ୍ତାନ…

ଇସଲାମାବାଦ,୧୧।୩ : ପାକିସ୍ତାନରେ ଆର୍ଥିକ ସଙ୍କଟ ଗୁରୁତର ହେବାରେ ଲାଗିଛି। ସଙ୍କଟର ପ୍ରଭାବ ସେନା ଉପରେ ମଧ୍ୟ ଅନୁଭୁତ ହେବା ଆରମ୍ଭ କରିଛି। ପ୍ରତିବର୍ଷ ମାର୍ଚ୍ଚ ୨୩ ରେ ପାକିସ୍ତାନର ରାଷ୍ଟ୍ରୀୟ ଦିବସ ପରେଡକୁ ସୀମିତ କରିବାକୁ ପାକିସ୍ତାନ ସେନା ନିଷ୍ପତ୍ତି…

ଚିନ୍ତା ବଢ଼ାଇଲା ଏଚ୍‌୩ଏନ୨ ଭାଇରସ୍‌: କରୋନା ପରି ଲକ୍ଷଣ, ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଦେଶରେ ଏଚ୍‌୩ଏନ୨ ଭାଇରସ୍‌ ବା ଇନ୍‌ଫ୍ଲୁଏଞ୍ଜାର ସଂକ୍ରମଣ ଚିନ୍ତା ବଢ଼ାଇଥିବା ବେଳେ ଆମ ରାଜ୍ୟରେ ମଧ୍ୟ ଏହି ଭାଇରସ୍‌କୁ ନେଇ ଲୋକେ ଭୟଭୀତ ହୋଇଛନ୍ତି। ଓଡ଼ିଶାରେ ୫୯ଟି ଏଚ୍‌୩ଏନ୍‌୨ ଭାଇରସ୍‌ ଚିହ୍ନଟ ହୋଇଛନ୍ତି । ଗତ ଜାନୁୟାରୀ ଓ ଫେବୃୟାରୀରେ…

କରୋନା ମହାମାରୀ ସମୟରେ ମିଛ ଖବର ପ୍ରସାର ଯୋଗୁ ହଜାର ହଜାର ଲୋକଙ୍କ ଜୀବନ ଯାଇଛି: ଅନୁରାଗ ଠାକୁର…

ପୁଣେ,୧୧।୩ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର କରୋନା ମହାମାରୀ ସମୟରେ ପ୍ରଦାନ କରାଯାଇଥିବା ଭୁଲ ତଥ୍ୟ ଏବଂ ମିଥ୍ୟା ପ୍ରଚାର ସମ୍ପର୍କରେ ସୂଚନା ଦେଇଛନ୍ତି। ଏହାଦ୍ୱାରା ସାରା ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ପୁଣେ ସହରର…

ଯୁଦ୍ଧକାଳୀନ ଆଇନ ପ୍ରଣୟନ ପାଇଁ ଜିନପିଙ୍ଗ ସରକାରଙ୍କୁ ପିଏଲଏର ଆହ୍ବାନ…

ବେଜିଂ,୧୧।୩ : ତାଇୱାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ତିକ୍ତତା ଏପର୍ଯ୍ୟନ୍ତ କମିନାହିଁ। ଏହି ସମୟରେ ଦେଶର ସାର୍ବଭୌମତ୍ୱ ତଥା ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ଆବଶ୍ୟକ ହେଲେ ଯୁଦ୍ଧକାଳୀନ ଆଇନ ପ୍ରଣୟନ କରିବାକୁ ଚାଇନା ସୈନ୍ୟବାହିନୀ ସରକାରଙ୍କୁ ଆହ୍ବାନ…

ବୁଡିଗଲା ସିଲିକନ ଭ୍ୟାଲି ବ୍ୟାଙ୍କ: ୪୮ ଘଣ୍ଟାରେ ଡ୍ର କରାଗଲା ୪୨ ବିଲିୟନ ଡଲାର…

ସାନ୍ତାକ୍ଲାରା,୧୧।୩ : ପୁରୁଣା ଆମେରିକୀୟ ଋଣଦାତା ଏବଂ ଟେକ ଷ୍ଟାର୍ଟଅପର ମୂଳଦୁଆ ଭାବରେ ବିବେଚିତ ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିବି)ର ପତନ ମାତ୍ର ୪୮ ଘଣ୍ଟା ମଧ୍ୟରେ ହୋଇଛି। ୨୦୦୮ର ମହାମାନ୍ଦାବସ୍ଥା ପରେ, ଏହା ଆମେରିକୀୟ ଋଣଦାତାଙ୍କର ସବୁଠାରୁ ବଡ ବିଫଳତା…

ସ୍ମୃତି ମୋ-ତୁମ ମଧ୍ୟରେ ଏକ ନୂଆ ସେତୁ : ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରେ ‘ମା’ ବିଭାଗ ଆରମ୍ଭ…

ନୂଆଦିଲ୍ଲୀ,୧୧।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ ୱେବସାଇଟରେ ତାଙ୍କ ମା ହୀରାବେନ ମୋଦିଙ୍କୁ ଏକ ଅନନ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶନିବାର ହିରବାଙ୍କୁ ଉତ୍ସର୍ଗୀକୃତ ଏକ ମାଇକ୍ରୋସାଇଟ ‘ମା’ ଲଞ୍ଚ କରାଯାଇଛି। ଏହି ମାଇକ୍ରୋସାଇଟରେ ଚାରୋଟି ଭିନ୍ନ ବିଭାଗ ସୃଷ୍ଟି…

ମୋ ପିତା କରିଥିଲେ ମୋର ଯୌନ ଶୋଷଣ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ…

ନୂଆଦିଲ୍ଲୀ,୧୧।୩ : ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲୁ) ଅଧ୍ୟକ୍ଷା ସ୍ବତୀ ମାଲିୱାଲ ଶନିବାର ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି। ତାଙ୍କ ପିତାଙ୍କୁ ପିଲାଦିନେ ତାଙ୍କ ପ୍ରତି ଯୌନ ଶୋଷଣ କରିଥିବା ଅଭିଯୋଗ ସେ କରିଛନ୍ତି। ନ୍ୟୁଜ ଏଜେନ୍ସି ସହିତ…

ଏଚ-୩ ଏନ-୨ ଭୂତାଣୁ ଆତଙ୍କ ଘନେଇଲା: ମାର୍ଗଦର୍ଶିକା ଜାରି କଲେ ସରକାର…

ନୂଆଦିଲ୍ଲୀ,୧୧।୩ : ସମଗ୍ର ଭାରତରେ କୋଭିଡ ଭଳି ଲକ୍ଷଣ ଥିବା ଏକ ସ୍ବାଇନ ଫ୍ଲୁ ଏଚ-୩ ଏନ-୨ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri