Home Middle

ଭୟଙ୍କର ସ୍ଥିତି: ଚିକେନ କେଜି ୯୦୦, କ୍ଷୀର ଲିଟରକୁ ୨୧୦ ଟଙ୍କା

ଇସଲାମାବାଦ,୧୧ା୩: ପାକିସ୍ତାନରେ ଆର୍ଥିକ ସ୍ଥିତି ଅତ୍ୟନ୍ତ ଭୟଙ୍କର। ମୁଦ୍ରାସ୍ଫିତୀ ବୃଦ୍ଧି ହେତୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍‌ ଆକାଶଛୁଆଁ ହୋଇଛି। ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ଏତେ ମହଙ୍ଗା ଯେ, ସାଧାରଣ ଲୋକ ପେଟ…

ଯୋଗୀଙ୍କ ମୋକ୍ଷ ଯୋଜନା: ବାରାଣସୀରେ ପ୍ରତିଷ୍ଠା ହେବ ଅସ୍ଥି ବ୍ୟାଙ୍କ…

ଲକ୍ଷ୍ନୌ,୧୧।୩ : ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ଜନସାଧାରଣଙ୍କ ପାଇଁ ମୋକ୍ଷ ଯୋଜନା କରିଛନ୍ତି। ଏହା ଅର୍ନ୍ତଗତ ବାରାଣସୀର ମଣିକର୍ଣ୍ଣିକା ଘାଟରେ ଅସ୍ଥି ବ୍ୟାଙ୍କ ପ୍ରତିଷ୍ଠା ହେବ। ମଣିକର୍ଣ୍ଣିକା ଘାଟ ଭାରତର ସବୁଠାରୁ ବଡ ଏବଂ ପବିତ୍ର ଶ୍ମଶାନ ଭାବରେ…

ଭାରତକୁ “ବନ୍ଧୁ” କହି ପରେ କହିଲେ”ପଡୋଶୀ”: ଜାତିସଂଘ ସୁରକ୍ଷା ପରିଷଦରେ ବିଲୱାଲ…

ଜେନେଭା,୧୧।୩ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ସ୍ବୀକାର କରିଛନ୍ତି ଯେ ଭାରତର କୂଟନୈତିକ ଉଦ୍ୟମ ଯୋଗୁଁ କଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘର ଏଜେଣ୍ଡାର କେନ୍ଦ୍ରକୁ ଆଣିବା କଷ୍ଟକର ହୋଇପଡ଼ିଛି। ମିଳିତ ଜାତିସଂଘ କମିଶନ ଅଫ ଷ୍ଟାଟସ ଅଫ…

ୟୁକ୍ରେନ ପରେ ଆଉ ଏକ ପଡ଼ୋଶୀ ଦେଶ ଉପରେ ରୁଷିଆର ନଜର

ଓ୍ବାଶିଂଟନ,୧୧ା୩: ଆମେରିକାର ଗୁପ୍ତଚର ଅଧିକାରୀ କହିଛନ୍ତି, ରୁଷିଆର ଗୁପ୍ତଚର ସଂସ୍ଥାର ଲୋକମାନେ ମୋଲଡୋଭାନ ସରକାରକୁ ଟପିଯିବା ଉଦ୍ଦେଶ୍ୟରେ ପ୍ରଦର୍ଶନ କରିବାକୁ ଯୋଜନା କରୁଛନ୍ତି। ହ୍ବାଇଟ୍‌ ହାଉସର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଜନ କିର୍ବି କହିଛନ୍ତି, ଗୁପ୍ତଚର ସହ ଲିଙ୍କ୍‌ ଥିବା…

୧୦ ବର୍ଷ ପରେ ବଦଳିଲେ ଚାଇନା ପ୍ରଧାନମନ୍ତ୍ରୀ, ଲି କିଆଙ୍ଗଙ୍କ ହାତରେ ଡୋର…

ବେଜିଂ,୧୧।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଶନିବାର ଚାଇନା ସଂସଦର ବାର୍ଷିକ ବୈଠକରେ ଲି କିଆଙ୍ଗଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି। କିଆଙ୍ଗ ଗତ ଦଶ ବର୍ଷ ଧରି ପ୍ରଧାନମନ୍ତ୍ରୀ ଥିବା ଲି କେକିଆଙ୍ଗଙ୍କ ସ୍ଥାନ ନେବେ। ଗତ…

ତୁମେ ମୋତେ ପ୍ଲଟ ଦିଅ, ମୁଁ ତୁମକୁ ଚାକିରି ଦେବି ଥିଲା ଲାଲୁଙ୍କ ସ୍ଲୋଗାନ: ଭାଜପାର କଟାକ୍ଷ…

ନୂଆଦିଲ୍ଲୀ,୧୧।୩ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ବିରୋଧରେ ଇଡି-ସିବିଆଇ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ କଟାକ୍ଷ କରିଛନ୍ତି। ଠାକୁର କହିଛନ୍ତି, ଲାଲୁ ପ୍ରସାଦ ଯାଦବଙ୍କର କେବଳ ଗୋଟିଏ ସ୍ଲୋଗାନ ଥିଲା ତାହା ହେଉଛି ତୁମେ ମୋତେ…

ସବୁ ଦୁର୍ନୀତିଗ୍ରସ୍ତ ଧରାପଡ଼ିବେ: ଭାଜପା…

ନୂଆଦିଲ୍ଲୀ,୧୧।୩ : ଇଡିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଭାରତୀୟ ଜନତା ପାର୍ଟି ଏହାର ପାଲଟା ଜବାବ ଦେଇଛି। ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଦୁର୍ନୀତି ସହ ଜଡିତ ସମସ୍ତ ଆଞ୍ଚଳିକ ଦଳର ନେତାଙ୍କୁ ଧରାଯିବ।…

ନାସାର ଚେତାବନୀ: ୩ ଦିନ ପରେ ପୃଥିବୀ ସହ ମାଡ଼ ହେବ ବିଶାଳକାୟ ଗ୍ରହ, ୧୦ ମହଲାଠାରୁ ବି ବଡ଼

ଓ୍ବାଶିଂଟନ,୧୧ା୩: ଅନେକ ଥର ଏମିତି ଖବର ସାମ୍ନାକୁ ଆସିଥାଏ, ଯେଉଁଥିରେ ସୃଷ୍ଟି ଧ୍ୱଂସ ହେବାର ସମ୍ଭାବନା ପ୍ରକାଶ ପାଇଥାଏ। କୁହାଯାଏ, ବିଶ୍ୱ ଏପରି ଦିନେ ନା ଦିନେ ଶେଷ ହେବ। ପୁଣି ସେମିତି ଏକ ଖବର ସାମ୍ନାକୁ ଆସିଛି। ନାସା ଅନୁଯାୟୀ,…

ମଜାର-ଇ-ଶରିଫରେ ବିସ୍ଫୋରଣ, ଜଣେ ମୃତ-୫ ଆହତ…

କାବୁଲ,୧୧।୩ : ଦୁଇ ଦିନ ପରେ ଆଫଗାନିସ୍ତାନର ମଜାର-ଇ-ଶରିଫ ସହରରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସହରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପୁରସ୍କାର କାର୍ଯ୍ୟକ୍ରମରେ ଶନିବାର ବୋମା ବିସ୍ଫୋରଣ ହୋଇଛି। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ…

ନେପାଳରେ ବଢୁଛି ଚାଇନା ଅପରାଧୀଙ୍କ ସଂଖ୍ୟା, ସର୍ବାଧିକ ୨୭ ଜଣ ଭାରତୀୟ ଗିରଫ…

କାଠମାଣ୍ଡୁ,୧୧।୩ : ନେପାଳରେ ଅପରାଧ ସହ ଜଡିତ ଚାଇନା ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବର୍ତ୍ତମାନର ସବୁଠାରୁ ଚର୍ଚ୍ଚିତ ଘଟଣା ହେଉଛି ୟାଙ୍ଗ ଲିମ୍ପିଙ୍ଗ ନାମକ ଜଣେ ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କ…

୨୬ରେ ଓଡ଼ିଶା ଆସିବେ ଶାହା

ଭୁବନେଶ୍ୱର,୧୧ା୩(ବ୍ୟୁରୋ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚଳିତମାସ ୨୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ଆସି ଶାହା ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀ ସାଆଁଳପୁରରେ ଏକ ସାଧାରଣ ସଭା କରିବେ। ଏନେଇ ଶନିବାର ଏକ ଖବରଦାତା ସମ୍ମିଳନୀରେ…

ଜାପାନରେ ଅଣ୍ଡା ଅଭାବ, ଖାଇବାକୁ ମିଳୁନି ବର୍ଗର…

ଟୋକିଓ,୧୧।୩ : ଅତୀତରେ ବ୍ରିଟେନ, ଉତ୍ତର କୋରିଆ, ଫିଲିପାଇନ୍ସ ଭଳି ଦେଶରେ ଖାଦ୍ୟ ସଙ୍କଟ ଖବର ଆସିଥିଲା। ବ୍ରିଟେନରେ ପରିସ୍ଥିତି ଏପରି ହୋଇଥିଲା ଯେ ସେଠାରେ ଥିବା ଅନେକ ବଡ ବଡ ଦୋକାନ ବଜାରରେ କିଛି ଫଳ ଏବଂ ପନିପରିବା ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri