ସିସୋଡିଆଙ୍କୁ ଗିରଫ କଲା ଇଡି
ନୂଆଦିଲ୍ଲୀ,୯।୩: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଅଡ଼ୁଆ ବେଳକୁ ବେଳ ବଢ଼ିବାରେ ଲାଗିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସିସୋଡିଆଙ୍କୁ ପ୍ରାୟ ୮ଘଣ୍ଟା ଧରି ପଚରାଉଚରା କରିବା ପରେ ଗୁରୁବାର ଗିରଫ କରିଛି। ଦିଲ୍ଲୀର ଅବକାରୀ ନୀତି ମାମଲା…
ଜେଲରେ ଦ୍ୱିତୀୟଥର ଲାଗି ସିସୋଡିଆଙ୍କୁ ଜେରା କଲା ଇଡି
ନୂଆଦିଲ୍ଲୀ,୯ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ଦିଲ୍ଲୀ ଅବକାରୀ ନୀତି ମାମଲାରେ କଥିତ ଅନିୟମିତତା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନିଷ ସିସୋଡିଆଙ୍କୁ ତିହାଡ ଜେଲରେ ପଚରା ଉଚରା କରାଯାଇଛି । ଏହା ପୂର୍ବରୁ ମଙ୍ଗଳବାର ବି ସିସୋଡିଆଙ୍କୁ…
ଜଳୁଛି ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସ: ନିଆଁ ଲିଭାଇବାକୁ ନାକେଦମ୍ ହେଲେଣି ୧୨ ଅଗ୍ନିଶମ ଟିମ୍
ପୁରୀ ଅଫିସ,୯ା୩: ଶ୍ରୀମନ୍ଦିରଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂର ମରିଚିକୋଟ ଛକ ନିକଟସ୍ଥ ବଡ଼ଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି। ବୁଧବାର ରାତିରୁ ଏହି ନିଆଁ ଲାଗିଥିବା ବେଳେ ଗୁରୁବାର ଅପରାହ୍ନ ସୁଦ୍ଧା ଲିଭିନାହିଁ। ଏକ ଲୁଗା ଦୋନାନରେ…
ମୋଦିଙ୍କ ‘କ୍ରିକେଟ କୁଟନୀତି’କୁ ନେଇ କଂଗ୍ରେସର ଟାର୍ଗେଟ
ନୂଆଦିଲ୍ଲୀ,୯ ।୩: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବାର ବର୍ଡର-ଗାଭାସ୍କର ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳ ଆରମ୍ଭ ଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବାନିଜ ଟେଷ୍ଟ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମରେ…
ଆଫଗାନିସ୍ତାନ ବିସ୍ଫୋରଣ ଘଟଣା: ଗଭର୍ନରଙ୍କ ସମେତ ୩ ମୃତ
କାବୁଲ,୯ା୩: ଆଫଗାନିସ୍ତାନର ମଜାର-ଇ-ସରିଫରେ ପୁଣି ଥରେ ବୋମା ବିସ୍ଫୋରଣ ହେବାରୁ ଆଫଗାନିସ୍ତାନର ତାଲିବାନ ଗଭର୍ନରଙ୍କ ସମତେ ଅନ୍ୟ ଦୁଇଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସ୍ଥାନୀୟ ପୋଲିସ ମୁଖ୍ୟଙ୍କ ତାଲିବାନ ଦ୍ୱାରା ନିଯୁକ୍ତ ମୁଖପାତ୍ର ମହମ୍ମଦ ଅସିଫ ଓ୍ବାଜିର୍ଙ୍କ କହିବାନୁସାରେ, ବଲ୍ଖ ପ୍ରଦେଶର…
ମାସ୍କ ହଟିବାରୁ ଇନଫ୍ଲୁଏଞ୍ଜା ସଂକ୍ରମଣ ୬ ମାସରେ ବଢ଼ିଛି ୨୦୦ ପ୍ରତିଶତ…
ନୂଆଦିଲ୍ଲୀ,୯।୩ : କରୋନା ମହାମାରୀର ଦୁଇ ବର୍ଷ ପରେ ହଠାତ ଫ୍ଲୁ ସଂକ୍ରମଣ ବଢ଼ିିଚାଲିଛି। ଫ୍ଲୁ ସଂକ୍ରମଣ ଦେଶର ସବୁ ରାଜ୍ୟରେ ରିପୋର୍ଟ କରାଯାଉଛି। ଏହାର ପଛରେ ସବୁଠାରୁ ବଡ କାରଣ ହେଉଛି ମାସ୍କ ହଟିବା ଏବଂ ଇନଫ୍ଲୁଏଞ୍ଜା ଭାଇରସ। ନଭେମ୍ବର୨୦୨୨…
୪ ବର୍ଷରେ ୩ ଦଳ ଛାଡ଼ିଛନ୍ତି ଭାଜପା ଶିବିର,ଏବେ ଏଆଇଏଡିଏମ୍କେ ହାତ ଛାଡ଼ିବା ନେଇ ଚର୍ଚ୍ଚା…
ନୂଆଦିଲ୍ଲୀ,୯।୩ : ୧୯୯୮ରେ, ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ୧୬ଟି ଦଳ ମିଳିତ ଭାବେ ଏନଡିଏ ଗଠନ କରିଥିଲେ। ୨୦୧୯ରେ, ୨୦ଟି ଦଳ ଏନଡିଏରେ ଅନ୍ତର୍ଭୁକ୍ତ ହୋଇଥିଲେ। ତେବେ ବର୍ତ୍ତମାନ ମେଣ୍ଟରେ ସହଯୋଗୀଙ୍କ ସଂଖ୍ୟା ୧୭କୁ ଖସି ଆସିଛି। ଗତ ୪…
ଆଫଗାନିସ୍ତାନରେ ବିସ୍ଫୋରଣ: ତାଲିବାନ ଗଭର୍ନର ନିହତ
କାବୁଲ,୯ା୩: ଆଫଗାନିସ୍ତାନରେ କିଛିଦିନ ହେବ ବୋମା ବିସ୍ଫୋରଣ ଖବର ସାମ୍ନାକୁ ଆସୁଛି। ଆଜି ଅର୍ଥାତ୍ ଗୁରୁବାର ବି ଆଫଗାନିସ୍ତାନରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଆଫଗାନିସ୍ତାନ ପ୍ରଦେଶର ତାଲିବାନ ଗଭର୍ନର ନିହତ ହୋଇଛନ୍ତି। ପୋଲିସର…
ପଞ୍ଜାବ ସରକାରଙ୍କ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ୧୧ ହଜାରରୁ ଅଧିକ ଲୋକଙ୍କୁ ମିଳିବ ସମ୍ପତ୍ତି ଅଧିକାର…
ନୂଆଦିଲ୍ଲୀ,୯।୩ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଞ୍ଜାବ ସରକାରଙ୍କ ଏକ ବିଲକୁ ଅନୁମୋଦନ କରିଛନ୍ତି। ଯାହା ପରେ ଏହା ଆଇନରେ ପରିଣତ ହୋଇଛି । ଏହି ନୂତନ ନିୟମ ଅନୁଯାୟୀ, ରାଜ୍ୟର ୧୧,୨୦୦ର ଲୋକ ସମ୍ପତ୍ତି ଅଧିକାର ପାଇଛନ୍ତି। ୪ ହଜାର…
କ୍ୟାପିଟୋଲ ଆକ୍ରମଣ ଏକ ଲଜ୍ଜାଜନକ ଘଟଣା: ବାଇଡେନ…
ଓ୍ବାଶିଂଟନ,୯।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିକୁ ନିନ୍ଦା କରିଛନ୍ତି। ବାସ୍ତବରେ, ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକଙ୍କ ଏକ ଦଳ ୬ ଜାନୁଆରୀ ୨୦୨୧ ରେ ସଂସଦ ଉପରେ ଆକ୍ରମଣ କରିଥିଲେ। ଅଭିଯୋଗ ହୋଇଥିଲା…
ଆଫଗାନିସ୍ତାନକୁ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ: ଭାରତ…
ଜେନେଭା,୯।୩ : ଭାରତ ପୁଣି ଥରେ ପାକିସ୍ତାନକୁ ଟାର୍ଗେଟ କରିଛି। ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦରେ ଭାରତ କହିଛି ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ବନ୍ଦ କରିବା, ତାଲିମ ଦେବା, ଯୋଜନା କରିବା କିମ୍ବା ଆର୍ଥିକ ସହାୟତା ଦେବା ପାଇଁ ଆଫଗାନିସ୍ତାନକୁ ବ୍ୟବହାର…
ନୋବେଲ ଶାନ୍ତି ପୁରସ୍କାର-୨୦୨୩ ଦୌଡ଼ରେ ଚାଇନାର ଉଇଗରଙ୍କ ସମସ୍ୟା ଉପସ୍ଥାପନ କରୁଥିବା ସଂସ୍ଥା…
ବେଜିଂ,୯।୩ : ୨୦୨୩ ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଉଇଗର ମୁସଲମାନମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ବିଶ୍ୱ ଉଇଗର୍ କଂଗ୍ରେସ ସାମିଲ ହୋଇଛି। ସଂସ୍ଥାର ନାମକୁ ତାଲକାରେ ସୂଚୀବଦ୍ଧ ପାଇଁ ମନୋନୀତ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜର୍ମାନୀ ଭିତ୍ତିକ…
Archives


