ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ୩ୟ ସ୍ଥାନରେ ନବୀନ, ସମ୍ପତ୍ତିର ମୂଲ୍ୟ ଏତିକି କୋଟି

ଭୁବନେଶ୍ୱର,୧୨ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ। ଗତ ନିର୍ବାଚନ ସମୟରେ ଦେଶର ମୁଖ୍ୟମନ୍ତ୍ରୀମାନେ ଦେଇଥିବା ସମ୍ପତ୍ତି ମୂଲ୍ୟକୁ ଭିତ୍ତିକରି ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୦ ମୁଖ୍ୟମନ୍ତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ଜାଣନ୍ତୁ ଏହି ତାଲିକା ସମ୍ପର୍କରେ…

୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଧନୀ ମୁଖ୍ୟମନ୍ତ୍ରୀଙ୍କ ଶୀର୍ଷରେ ରହିଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫୧୦ କୋଟି। ସେହିପରି ଦ୍ୱିତୀୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ନିକଟରେ ୧୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସର୍ବାଧିକ ଧନୀ ତାଲିକାରେ ଅଛନ୍ତି। ନବୀନଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ମୋଟ୍‌ ୬୩ କୋଟି ଟଙ୍କା।

୧. ଆନ୍ଧ୍ରପ୍ରଦେଶ ଜଗମୋହନ ରେଡ୍ଡୀ- ସମ୍ପତ୍ତି-୫୧୦ କୋଟି
୨. ଅରୁଣାଚଳ ପ୍ରଦେଶ -ପ୍ରେମା ଖାଣ୍ଡୁ-ସମ୍ପତ୍ତି-୧୬୩ କୋଟି
୩. ଓଡ଼ିଶା- ନବୀନ ପଟ୍ଟନାୟକ -ସମ୍ପତ୍ତି-୬୩କୋଟି
୪.ନାଗାଲଣ୍ଡ-ନିଫ୍ୟୁ ରିଓ- ସମ୍ପତ୍ତି- ୪୬ କୋଟି
୫. ପୁଡୁଚେରୀ- ଏନ୍‌ ରାଙ୍ଗା ସ୍ବାମୀ-ସମ୍ପତ୍ତି-୩୮ କୋଟି
୬. ତେଲେଙ୍ଗାନା- ଚନ୍ଦ୍ରଶେଖର ରାଓ-ସମ୍ପତ୍ତି-୨୩ କୋଟି
୭. ଛତିଶଗଡ଼- କୁମାର ବାଘେଲ- ସମ୍ପତ୍ତି-୨୩ କୋଟି
୮. ଆସାମ- ହେମନ୍ତ ବିଶ୍ୱଶର୍ମା-ସମ୍ପତ୍ତି-୧୭ କୋଟି
୯. ମେଘାଳୟ-କର୍ଣ୍ଣଡ ସଙ୍ଗମ-ସମ୍ପତ୍ତି ୧୪ କୋଟି
୧୦. ତ୍ରିପୁରା- ମାଣିକ ସାହା ସମ୍ପତ୍ତି- ୧୩ କୋଟି
୧୧. ମହାରାଷ୍ଟ୍ର-ଏକ୍‌ନାଥ ସିନ୍ଧେ-ସମ୍ପତ୍ତି-୧୧କୋଟି
୧୨. ଗୋଆ- ଡ.ପ୍ରମୋଦ ସାଓ୍ବାଦ -ସମ୍ପତ୍ତି- ୯କୋଟି
୧୩. କର୍ଣ୍ଣାଟକ- ବାସରାଜ ବାମଲ, ସମ୍ପତ୍ତି -୪କୋଟି
୧୪. ତାମିଲନାଡୁ -ଏମ୍‌ କେ ଷ୍ଟାଲିନ, ସମ୍ପତ୍ତି- ୮କୋଟି
୧୫. ଝାଡ଼ଖଣ୍ଡ- ହେମନ୍ତ ସୋରେନ, ସମ୍ପତ୍ତି – ୮କୋଟି
୧୬. ଗୁଜରାଟ- ଭୁପେନ୍ଦ୍ରଭାଲ ରାଜନାଥ ପଟେଲ, ସମ୍ପତ୍ତି ୮- କୋଟି
୧୭. ହିମାଚଳ ପ୍ରଦେଶ- ସୁକେନ୍ଦର ସିଂହ, ସମ୍ପତ୍ତି – ୭କୋଟି
୧୮. ମଧ୍ୟପ୍ରଦେଶ- ଶିବରାଜ ସିଂହ ଚୌହାନ, ସମ୍ପତ୍ତିି- ୭କୋଟି
୧୯. ରାଜସ୍ଥାନ- ଅଶୋକ ଗେହଲେଟ, ସମ୍ପତ୍ତି-୬କୋଟି
୨୦. ଉତ୍ତରାଖଣ୍ଡ-ପୁଷ୍କର ସିଂହ ଧାମି, ସମ୍ପତ୍ତି- ୪ କୋଟି
୨୧. ସିକିମ୍‌- ପ୍ରେମ ସିଂହ ତମାଙ୍ଗ ସମ୍ପତ୍ତି- ୩କୋଟି
୨୨. ମିଜୋରାମ୍‌- ଜରାମ ଥାଙ୍ଗା, ସମ୍ପତ୍ତିି- ୩କୋଟି
୨୩. ଦିଲ୍ଲୀ- ଅରବିନ୍ଦ କେଜ୍ରିଓ୍ବାଲ,ସମ୍ପତ୍ତିି- ୩ କୋଟି
୨୪. ବିହାର- ନୀତିଶ କୁମାର, ସମ୍ପତ୍ତି ୩ କୋଟି
୨୫. ପଞ୍ଜାବ-ଭଗବତ୍‌ ମାନ ସମ୍ପତ୍ତି -୧ କୋଟି
୨୬. ଉତ୍ତରପ୍ରଦେଶ- ଆଦିତ୍ୟ ନାଥ- ସମ୍ପତ୍ତି-୧ କୋଟି
୨୭. ମଣିପୁର- ବୀରେନ ସିଂହ, ସମ୍ପତ୍ତି-୧କୋଟି
୨୮. ହରିୟାଣା- ମନୋହର୍‌ ଲାଲ- ସମ୍ପତ୍ତି-୧ କୋଟି
୨୯. କେରଳ- ପିନାରାଇ ବିଜୟନ, ସମ୍ପତ୍ତି-୧କୋଟି
୩୦. ପଶ୍ଚିମବଙ୍ଗ- ମମତା ବାନାର୍ଜୀ, ସମ୍ପତ୍ତି-୧୫ଲକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସାଧାରଣ ଲେକଙ୍କୁ ବଡ଼ ଆଶ୍ୱସ୍ତି: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୯।୬:ସରକାର ପେଟ୍ରୋଲ ଏବଂ ଡିଜେଲ ସମ୍ପର୍କରେ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନ ଉପରେ ଅସ୍ଥାୟୀ…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

ପାନ ଦୋକାନୀ,ତାଙ୍କ ବାପାଙ୍କୁ ହତ୍ୟା ଉଦ୍ୟମ: ୨ ଗିରଫ

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

ଥୁଆମୂଳ ରାମପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ୭୮ଟି ଆବେଦନ ଗ୍ରହଣ, ସମାଧାାନକୁ ନେଇ ଉଠିଲା ପ୍ରଶ୍ନ

ଥୁଆମୂଳ ରାମପୁର, ୨୯/୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ବ୍ଲକସ୍ତରୀୟ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଓ ସମାଧାନ…

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri