Home Middle

ବିବାହ ଏକ ସଂସ୍କାର, ଚୁକ୍ତି ନୁହେଁ: ହାଇକୋର୍ଟ…

ରାୟପୁର,୨୫।୩ : ବିବାହ ପୂର୍ବରୁ ଚୁକ୍ତିନାମା, ଯେଉଁଥିରେ ସର୍ତ୍ତ ରଖାଯାଇଛି ଯେ ସ୍ତ୍ରୀ ମାତୃତ୍ୱରୁ ବଞ୍ଚିତ ହେବେ । ଅର୍ଥାତ ନିଜର ସନ୍ତାନ ପ୍ରସବ କରିବେ ନାହିଁ। ଏପରି ସର୍ତ୍ତ କାର୍ଯ୍ୟକାରୀ ହୋଇପାରିବ ନାହିଁ। ଏହା ଅମାନବୀୟ। ହିନ୍ଦୁ ଆଇନରେ ବିବାହ…

୩୦୦ ଟଙ୍କା ଲାଞ୍ଚ ମାମଲା : ୨୦ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ…

ନୂଆଦିଲ୍ଲୀ,୨୫।୩ : ୨୦ ବର୍ଷ ପୂର୍ବେ ୩୦୦ ଟଙ୍କା ଲାଞ୍ଚ ନେଇ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଲାଞ୍ଚ ଦାବି କରିବା ତଥା ଏହାକୁ ଜବତ କରାଯିବାର କୌଣସି ପ୍ରମାଣ ନାହିଁ ବୋଲି କୋର୍ଟ କହିଛନ୍ତି।…

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ସ୍ବିଟିଙ୍କୁ ସ୍ବର୍ଣ୍ଣ ପଦକ…

ନୂଆଦିଲ୍ଲୀ,୨୫।୩ : ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ନୀତୁ ଘଂଘାସ ସ୍ବର୍ଣ୍ଣ ପଦକ ଜିତିବା ପରେ ଏବେ ସ୍ବିଟି ବୁରା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୮୧ କିଲୋଗ୍ରାମ ଓଜନ ବର୍ଗର ଫାଇନାଲରେ ଚାଇନାର ଓ୍ବାଙ୍ଗ ଲିନାଭ୍କୁ ପରାସ୍ତ…

ଏପ୍ରିଲରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ପ୍ରଥମ ସପ୍ତାହରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ଜାପାନ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପୁଞ୍ଜିନିବେଶକ ସମ୍ମିଳନୀରେ ଯୋଗ ଦେବା ସହ ଓସାକା ଯିବେ ବୋଲି ଜଣାପଡ଼ିଛି।…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ପୁଣି ଅବହେଳା: ଯୁବକ ରୋଡ ଶୋ’ରେ ଧସେଇ ପଶିଲେ…

ବେଙ୍ଗାଲୁରୁ,୨୫।୩ : ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଅବହେଳା ନେଇ ଏକ ଖବର ଆସିଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ କର୍ନାଟକ ଗସ୍ତ ସମୟରେ ଏହି ଅଘଟଣ ଘଟିଛି। ଯେତେବେଳେ ପିଏମ ମୋଦିଙ୍କ କାର ଦାଭାନଗେରେ ଯାଉଥିଲା, ଜଣେ ଯୁବକ ତାଙ୍କ…

କିନ୍ନରଙ୍କୁ ମହିଳା ଆଥଲେଟ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ମନା…

ଓ୍ବାଶିଂଟନ,୨୫।୩ : ଅନ୍ତର୍ଜାତୀୟ କ୍ରୀଡ଼ା ସଂସ୍ଥା ୱାଲର୍‌ଡ ଆଥଲେଟ କିନ୍ନର ମହିଳାମାନଙ୍କୁ ଟ୍ରାକ ଏବଂ ଫିଲ୍ଡ କ୍ରୀଡ଼ାରେ ଭାଗ ନେବାକୁ ବାରଣ କରିଛନ୍ତି। ୱାଲର୍‌ଡ ଆଥଲେଟ ଏଫଆଇଏନଏ ଅର୍ଥାତ ଆନ୍ତର୍ଜାତୀୟ ସନ୍ତରଣ ଫେଡେରେଶନର ନିଷ୍ପତ୍ତି ଅନୁଯାୟୀ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।…

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ନୀତୁଙ୍କୁ ସ୍ବର୍ଣ୍ଣ ପଦକ…

ନୂଆଦିଲ୍ଲୀ,୨୫।୩ : ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ନୀତୁ ଘଂଘାସ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୪୮ କିଲୋଗ୍ରାମ ଓଜନ ବର୍ଗରେ ନୀତୁ ଘଂଘାସ ମୋଙ୍ଗୋଲିଆର ଲୁଟସେଖନ ଆଲତେଙ୍ଗସେଙ୍ଗଙ୍କୁ ପରାସ୍ତ କରିଛନ୍ତି। ଭାରତୀୟ ବକ୍ସର ଏହି ମ୍ୟାଚକୁ ୫-୦ରେ ଜିତିଛନ୍ତି।…

୧୪୭ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଦେଶରୁ ଘଉଡ଼ାଇଲା ଇରାନ, ଘରକୁ ଫେରିବାରେ ସାହାଯ୍ୟ କଲା ଜାତିସଂଘ

କାବୁଲ,୨୫ା୩: ପୂର୍ବ ହେରାଟ ପ୍ରଦେଶର ଇସ୍‌ଲାମକାଲା ସୀମା ପାର କରି ଅତି କମ୍‌ରେ ୧୪୭ ଆଫଗାନିସ୍ତାନ ଶରଣାର୍ଥୀ ଇରାନରୁ ଫେରି ଆସିଛନ୍ତି। ତାଲିବାନର ଜଣେ ସୀମା ଅଧିକାରୀଙ୍କ କହିବାନୁସାରେ, ସେହି ୧୪୭ ଆଫଗାନିସ୍ତାନ ଶରଣାର୍ଥୀଙ୍କ ମଧ୍ୟରୁ ୬୭ ଜଣ ଖାଦ୍ୟ ଏବଂ…

ଭାରତୀୟ ବ୍ୟାଙ୍କଙ୍କୁ ସଙ୍କଟ ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ କହିଲେ ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ,୨୫।୩ : ବିଶ୍ୱସ୍ତରରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ବିଭିନ୍ନ ଆର୍ଥିକ ପାରାମିଟରଗୁଡିକର ମୂଲ୍ୟାଙ୍କନ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ବ୍ୟାଙ୍କଙ୍କୁ ସଙ୍କଟ ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ କହିଛନ୍ତି। ଶନିବାର ନୂଆଦିଲ୍ଲୀରେ ପବ୍ଲିକ ସେକ୍ଟର…

ସାବଧାନ! ପୃଥିବୀର ଅତି ନିକଟରେ ଅତିକ୍ରମ କରିବ ବିଶାଳକାୟ ଉଲକାପିଣ୍ଡ: ନାସା ଜାରି କଲା ସତର୍କ ସୂଚନା…

ଓ୍ବାଶିଂଟନ,୨୫।୩ : ଆମେରିକାର ମହାକାଶ ଏଜେନ୍ସି ନାସା ଏକ ଚେତାବନୀ ଦେଇଛି। ଏକ ବିଶାଳ ଉଲକାପିଣ୍ଡ ପୃଥିବୀ ଆଡକୁ ଗତି କରୁଛି। ଏହା ଏତେ ବଡ ଯେ ଯଦି ଏହା ପୃଥିବୀ ସହିତ ଧକ୍କା ହୁଏ, ତେବେ ଏହା ଏକ ବଡ଼…

କରୋନା ନେଇ କେନ୍ଦ୍ରର ଆଡଭାଇଜରୀ: ଏପ୍ରିଲ୍‌ ୧୦-୧୧ରେ ମକ ଡ୍ରିଲ୍‌ …

ନୂଆଦିଲ୍ଲୀ,୨୫।୩ : ଦେଶରେ କରୋନାଭାଇରସ ଏବଂ ଫ୍ଲୁ ସଂକ୍ରମଣ ବୃଦ୍ଧି ମଧ୍ୟରେ କେନ୍ଦ୍ର ଦ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଆଡଭାଇଜରୀ ଜାରି କରିଉନ୍ତି। ଏଥିରେ କରୋନା ପାଇଁ ସ୍ଥିର ହୋଇଥିବା ସୁରକ୍ଷା ପ୍ରୋଟୋକଲକୁ ଅନୁସରଣ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜନଗହଳି…

ରାହୁଲଙ୍କ ସଦସ୍ୟତା ରଦ୍ଦ ସହିତ ଆଦାନୀ ପ୍ରସଙ୍ଗର କିଛି ସମ୍ପର୍କ ନାହିଁ: ରବିଶଙ୍କର…

ନୂଆଦିଲ୍ଲୀ,୨୫।୩ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଶନିବାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଛି କାରଣ ସେ ଆଦାନୀ ପ୍ରସଙ୍ଗରେ ବିଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri