Home Middle

ବାଲୁଚିସ୍ତାନରେ ଭୂକମ୍ପ

ଇସଲାମାବାଦ,୨୬ା୩: ରବିବାର ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଛି। ବାଲୁଚିସ୍ତାନ ପ୍ରଦେଶର ଝାଲ ମଗାସି ଜିଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ସମଗ୍ର ଅଞ୍ଚଳରେ କମ୍ପନ ଅନୁଭୂତ ହେଉଥିବାରୁ ଜିଲାର ଅନେକ ଲୋକ ଘରୁ ବାହାରକୁ ଚାଲିଆସିଥିଲେ। ପାଣିପାଗ…

ପୋଲିସ ଅନୁମତି ବିନା କଂଗ୍ରେସର ସତ୍ୟାଗ୍ରହ ଆରମ୍ଭ…

ନୂଆଦିଲ୍ଲୀ,୨୬।୩ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ବାତିଲ ଏବଂ ସୁରଟ କୋର୍ଟ ଦ୍ୱାରା ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ କଂଗ୍ରେସ ରବିବାର ଦିଲ୍ଲୀର ରାଜଘାଟରେ ଏକ ସତ୍ୟାଗ୍ରହ ଆୟୋଜନ କରିଛି। ଦିଲ୍ଲୀର ରାଜଘାଟରେ କଂଗ୍ରେସର ସତ୍ୟାଗ୍ରହ ପାଇଁ…

୨ ହଜାର ମୁହାଁ ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ୧,୮୮୭ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୬।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

କୋର୍ଟରେ ପରିବେଶ ସହ ଜଡିତ ୧.୩୬ ଲକ୍ଷ ବିଚାରାଧୀନ ମାମଲା,ଅପରାଧ ବୃଦ୍ଧି ହାର ୪ ପ୍ରତିଶତ…

ନୂଆଦିଲ୍ଲୀ,୨୬।୩ : ଦେଶର ସମସ୍ତ ଅଦାଲତରେ ଶୁଣାଣି ପାଇଁ ୧.୩୬ ଲକ୍ଷ ପରିବେଶ ଅପରାଧ ମାମଲା ରହିଛି। କୋର୍ଟ ଦୈନିକ ୧୩୦ ଟି ମାମଲା ଶୁଣାଣି କରୁଛନ୍ତି। କିନ୍ତୁ, ପଡ଼ିରହିଥିବା ମାମଲା ଶେଷ କରିବାକୁ ପ୍ରତିଦିନ ୨୪୫ଟି ମାମଲାର ସମାଧାନ କରିବାକୁ…

ପଞ୍ଜାବର ପରିସ୍ଥିତି ଉପରେ ଆମର ନଜର, କାନାଡାର ବୈଦେଶିକ ମନ୍ତ୍ରୀଙ୍କ ବିବୃତ୍ତି ନେଇ ଭାରତ କହିଲା ମିଥ୍ୟା ତଥ୍ୟରେ ବିଶ୍ୱାସ କରନ୍ତୁନି…

ଅଟଓ୍ବା,୨୬।୩ : କାନାଡାର ବୈଦେଶିକ ମନ୍ତ୍ରୀ ମେଲିନି ଜଲି ସଂସଦରେ ଏକ ବିବୃତ୍ତିରେ କହିଛନ୍ତି ଯେ ପଞ୍ଜାବର ପରିସ୍ଥିତି ଉପରେ କାନାଡା ତୀକ୍ଷଣ ନଜର ରଖିଛି ଏବଂ କାନାଡାରେ ରହୁଥିବା ସମ୍ପ୍ରଦାୟକୁ ଏହା ବିଷୟରେ ଅବଗତ କରାଇବ। ଏଥି ସହିତ ପଞ୍ଜାବ…

୩୬ ଉପଗ୍ରହ ସହିତ ଭାରତର ସର୍ବବୃହତ ଏଲଭି-ଏମ୍‌-୩ ରକେଟ ଉତକ୍ଷେପଣ କଲା ଇସ୍ରୋ…

ଶ୍ରୀହରିକୋଟା,୨୬।୩ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ୩୬ଟି ଉପଗ୍ରହ ନେଇ ଭାରତର ସର୍ବବୃହତ ଏଲଭି-ଏମ୍‌-୩ ରକେଟ ଉତକ୍ଷେପଣ କରିଛି। ପୂର୍ବାହ୍ନ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ…

ନେପାଳ ଜନସଂଖ୍ୟା ୧୧ ବର୍ଷରେ ବଢ଼ିଛି ୨୫ ଲକ୍ଷ…

କାଠମାଣ୍ଡୁ,୨୬।୩ : ୧୧ ବର୍ଷରେ ନେପାଳର ଜନସଂଖ୍ୟା ୨୫ ଲକ୍ଷ ବୃଦ୍ଧି ପାଇଛି। ଏହି ଆଧାରରେ, ପ୍ରତିବର୍ଷ ଦେଶର ଜନସଂଖ୍ୟା ବୃଦ୍ଧି ଦୁଇ ଲକ୍ଷରୁ ଅଧିକ ରେକର୍ଡ କରାଯାଇଛି। ନଭେମ୍ବର ୨୦୨୧ ରେ ନେପାଳରେ ଜନଗଣନା କରାଯାଇଥିଲା । ଜନଗଣନା ଆକଳନ…

ୱାଶିଂଟନ ଡିସିରେ ଭାରତୀୟ ଖବରଦାତାଙ୍କ ଉପରେ ଆକ୍ରମଣ କଲେ ଖଲିସ୍ତାନ ସମର୍ଥକ

ୱାଶିଂଟନ,୨୬ ।୩: ଖଲିସ୍ତାନ ସମର୍ଥକଙ୍କ ଦୁଃସାହସ ଭରା କାମକୁ ନେଇ ଲଗାତାର ଖବର ସାମ୍ନାକୁ ଆସୁଛି ।ଏବେ ବିଦେଶରେ ଭାରତକୁ ବଦନାମ କରିବା କାର୍ଯ୍ୟକଳାପ ସାମ୍ନାକୁ ଆସିଛି । ଏସବୁ ପଛରେ ସବୁଠରୁ ବଡ କାରଣ ହେଉଛି ଭାରତରେ ଖଲିସ୍ତାନୀ ସମର୍ଥକ…

‘ଦିଲ୍ଲୀରେ ତ୍ରିରଙ୍ଗା ହଟାଇ ଲଗାଇଲେ ଖଲିସ୍ତାନୀ ପତାକା’, ଅଡିଓ ମେସେଜରେ ଧମକ ଦେଲେ ଖଲିସ୍ତାନ ସମର୍ଥକ

ନୂଆଦିଲ୍ଲୀ,୨୬ ।୩: ‘ୱାରିସ ପଞ୍ଜାବ ଦେ’ର ମୁଖ୍ୟ ତଥା ଖଲିସ୍ତାନ୍ତୀ ସମର୍ଥକ ଅମୃତପାଲ ସିଂଙ୍କୁ ଧରିବାକୁ ପଞ୍ଜାବ ପୋଲିସ ତଲାସି ଅଭିଯାନ ଜାରି ରଖିଛି । ଏହାରି ଭିତରେ ଖଲିସ୍ତାନ ସମର୍ଥକ ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତୀୟ ତ୍ରିରଙ୍ଗାକୁ ହଟାଇ…

ନିର୍ବାଚନ ରାଲିକୁ ସମ୍ବୋଧନ କଲେ ଟ୍ରମ୍ଫ, କହିଲେ ଆମେରିକା ପୁଣି ଥରେ ହେବ ସ୍ୱତନ୍ତ୍ର ରାଷ୍ଟ!

ଟେକ୍ସାସ,୨୬ ।୩: କ୍ୟାପିଟଲ ହିଂସା ମାମଲାର ଯାଞ୍ଚ ସହିତ ପର୍ନ ଷ୍ଟାର ମାମଲା ପର୍ଯ୍ୟନ୍ତ ଯାଞ୍ଚ ମଧ୍ୟ ଦେଇ ଗତି କରୁଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଶନିବାର ରାଷ୍ଟ୍ରପତି ନିର୍ବାଚନ ଅଭିଯାନ କ୍ରମରେ ଟେକ୍ସାସର ୱାକୋରେ ରାଲି କରିଛନ୍ତି…

ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ନିକଟରେ ନିର୍ବାଚନ ପାଇଁ ଟଙ୍କା ନାହିଁ: ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ,୨୬ ।୩: ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଦେଶରେ ଅର୍ଥ ମନ୍ତ୍ରଣାଳୟ ନିକଟରେ ନିର୍ବାଚନ କରିବାକୁ ଟଙ୍କା ନାହିଁ । ସେ ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ ସହ ଏକ ପ୍ରେସବାର୍ତ୍ତାରେ ଅନ୍ତରାଷ୍ଟ୍ରୀୟ ମିଡିଆକୁ ସମ୍ବୋଧନ କରିବା ସମୟରେ ଏହା…

ୟୁକ୍ରେନକୁ ଲାଗି ରହିଥିବା ବେଲାରୁସରେ ରୁଷିଆ ରଖିବ ପରମାଣୁ ଅସ୍ତ୍ର

ମସ୍କୋ,୨୬ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଡୋଶୀ ଦେଶ ବେଲାରୁସ ସହ ଏକ ଡିଲ କରିଛନ୍ତି । ଏହି ଡିଲ ଆଧାରରେ ରୁଷିଆ ଜୁଲାଇ ପର୍ଯ୍ୟନ୍ତ ବେଳାରୁସ ସୀମାରେ ଟାକ୍ଟିକାଲ ପରମାଣୁ ଅସ୍ତ୍ର ରଖିବ । ରାଷ୍ଟ୍ରପତି ପୁଟିନ ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri