ରାଜନୈତିକ ଲାଭ ପାଇଁ ଜନସାଧାରଣଙ୍କ ଟଙ୍କାର ବ୍ୟବହାର କରାଯାଉଛି…
କୋଲକାତା,୧୯।୨ : ପଶ୍ଚିମବଙ୍ଗ ର ବିରୋଧୀ ଦଳର ନେତା ସୁଭେନ୍ଦୁ ଅଧିକାରୀ ରାଜ୍ୟ ମୁଖ୍ୟମନ୍ତ୍ରୀ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ଏକ ଟୁଇଟ ଜରିଆରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜନୈତିକ ଆବଶ୍ୟକତା ପୂରଣ କରିବା ପାଇଁ ଜନସାଧାରଣଙ୍କ ଟଙ୍କା…
ବିହାରକୁ ସମ୍ଭାଳି ପାରୁ ନ ଥିବା ନୀତୀଶ ବାବୁ ଦେଶ ଶାସନ କରିବାକୁ ସ୍ବପ୍ନ ଦେଖୁଛନ୍ତି: ରବିଶଙ୍କର…
ନୂଆଦିଲ୍ଲୀ,୧୯।୨ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ମସିହାରେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରି ଭାଜପାକୁ କ୍ଷମତାରୁ ହଟାଇବାକୁ ଆହ୍ବାନ ଦେଇଛନ୍ତି। ୍ସେ କହିଛନ୍ତି ଯେ ଯଦି କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଏକାଠି ହୁଅନ୍ତି,…
ଭଙ୍ଗାଯିବ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବା ହୋଟେଲ: ଏନଜିଟି…
କୋଲକାତା,୧୯।୨ : ପଶ୍ଚିମବଙ୍ଗର ସୁନ୍ଦରବନରେ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମିତ ହୋଇଥିବା ହୋଟେଲଗୁଡ଼ିକୁ ଭାଙ୍ଗିବାକୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ନିର୍ଦ୍ଦେଶ ଦେଇଛନ୍ତି। ଏନଜିଟି ସୁନ୍ଦରବନରେ ହୋଟେଲ ନିର୍ମାଣ ପାଇଁ ଅନୁମତି ସମ୍ପର୍କିତ ଏକ ମାମଲାର ଶୁଣାଣି କରିଥିଲେ। ପଶ୍ଚିମବଙ୍ଗ ରାଜ୍ୟ…
ଚାଇନା ନିର୍ମିତ ପାକିସ୍ତାନୀ ଡ୍ରୋନକୁ ଗୁଳି ଖସାଇଲେ ବିଏସଏଫ ଯବାନ, ୪ ପ୍ୟାକେଟ ହେରୋଇନ ଜବତ…
ଗୁରୁଦାସପୁର,୧୯।୨ : ପଞ୍ଜାବର ଗୁରୁଦାସପୁରରେ ବିଏସଏଫ ଯବାନମାନେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛନ୍ତି। ଏଥିରୁ ୪ ପ୍ୟାକେଟ ହେରୋଇନ ଜବତ କରାଯାଇଇଛି। ଶନିବାର ରାତି ୯ ଟା ୧୫ ରେ, ବିଏସଏଫ ଯବାନମାନେ ଭାରତ-ପାକିସ୍ତାନ ସୀମାର ଗୁରୁଦାସପୁର ସୀମାର…
ତୁର୍କୀ, ସିରିଆ ପରେ ଥରିଲା ଓମାନ
ମସ୍କଟ,୧୯ ।୨: ତୁର୍କୀ ଓ ସିରିଆରେ ଆସିଥିବା ବିନାଶକାରୀ ଭୂକମ୍ପର କ୍ଷତ ପୂରଣ ହୋଇ ନ ଥିବା ବେଳେ ଏବେ ଥରି ଉଠିଛି ଓମାନ । ଓମାନର ବନ୍ଦର ସହର ଡୁକମରେ ୪.୧ ତୀବ୍ରତାର ଭୂକମ୍ପ ଆସିଥିବା ସୂଚନା ମିଳିଛି ।…
ମାଟି କାମୁଡିଲା ଅଷ୍ଟ୍ରେଲିଆ: ଦ୍ୱିତୀୟ ଟେଷ୍ଟରେ ଭାରତର ଜବରଦସ୍ତ ବିଜୟ
ନୂଆଦିଲ୍ଲୀ,୧୯।୨: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଭାରତ ଜବରଦସ୍ତ ବିଜୟ ହାସଲ କରିଛି। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟରେ ଭାରତ ତୃତୀୟ ଦିନରେ ୬ ଉଇକେଟ୍ରେ ମ୍ୟାଚ୍ କବ୍ଜା କରିଛି। ଏହା ସହ ଭାରତ ଚାରି ମ୍ୟାଚ…
ଦେବାଳିଆ ପାକିସ୍ତାନ ପାଇଁ ଅମଲାତନ୍ତ୍ର-ସେନା-ନେତା ଦାୟୀ…
ଇସଲାମାବାଦ,୧୯।୨ :ପୂର୍ବରୁ ଆଥର୍ର୍ିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବର୍ତ୍ତମାନ ଦେବାଳିଆ ହୋଇଯାଇଥିବା ସ୍ବୀକାର କରିଛି। ଏହାକୁ ନିଶ୍ଚିତ କରି ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ କହିଛନ୍ତି ଯେ ଦେଶ ଦେବାଳିଆ ହୋଇସାରିଛି। ବର୍ତ୍ତମାନର ଅର୍ଥନୈତିକ ସଙ୍କଟ ପାଇଁ ସେ…
ଭୟରେ ସିବିଆଇଠାରୁ ପଳାୟନ କରୁଛନ୍ତି ସିସୋଡିଆ: ଭାଜପା…
ନୂଆଦିଲ୍ଲୀ,୧୯।୨ : ସିବିଆଇ ପାଖରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମୟ ମାଗିବା ନେଇ ଦିଲ୍ଲୀର ଭାଜପା ଏମ୍ପି ପ୍ରବେଶ ବର୍ମା କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସିସୋଡିଆ ଭୟଭୀତ ହୋଇ ପଳାୟନ କରୁଛନ୍ତି। କିନ୍ତୁ ଅଧିକ ସମୟ ଏହା…
ଶିବସେନା ଶାଖା ଉପରେ ଶିନ୍ଦେଙ୍କ ନଜର…
ମୁମ୍ବାଇ,୧୯।୨ : ଶିବସେନା ଶାଖାଗୁଡ଼ିକୁ ଦଳର ମୂଳ ଭିତ୍ତିଭୂମି ଏବଂ ମେରୁଦଣ୍ଡ ଭାବରେ ବିବେଚନା କରାଯାଏ। ଯେପର୍ଯ୍ୟନ୍ତ ଶାଖା ଅଛନ୍ତି, ଉଦ୍ଧବ ଠାକରେ ପରିବାର ମହାରାଷ୍ଟ୍ର ରାଜନୀତିରେ ଯେକୌଣସି ସମୟରେ ପ୍ରତ୍ୟାବର୍ତ୍ତନ କରିପାରିବେ। ଏଭଳି ପରିସ୍ଥିତିରେ ପର୍ଯ୍ୟବେକ୍ଷକମାନେ ମତ ପୋଷଣ କରୁଛନ୍ତି…
ଉଦ୍ଧବଙ୍କ ପୂର୍ବରୁ ସୁପ୍ରିମ୍କୋର୍ଟରେ ପହଞ୍ଚିଲେ ଶିନ୍ଦେ…
ମୁମ୍ବାଇ,୧୯।୨ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳ ଶିବସେନାର ନାମ ଏବଂ ନିର୍ବାଚନ ଚିହ୍ନକୁ ଉଦ୍ଧବ ଠାକରେଙ୍କ ହାତରୁ ଛଡ଼ାଇ ନେବା ପରେ ମଧ୍ୟ ଚୁପ ହୋଇ ବସି ନାହିଁ। ଶିବସେନାକୁ ନେଇ ନିର୍ବାଚନ ଆୟୋଗର ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ…
ଆଜା-ଆଜା କହିବା ମଧ୍ୟ ଯୌନ ଉତ୍ପୀଡନ: କୋର୍ଟ…
ମୁମ୍ବାଇ,୧୯।୨ : ମୁମ୍ବାଇର ଏକ କୋର୍ଟ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୋଗ ହୋଇଛି ଯେ ଯୁବକ ଜଣକ ନାବାଳିକାକୁ ଆଜା-ଆଜା ବୋଲି କହି ଡାକିଥିଲେ। ମୁମ୍ବାଇର ଦିନଦୋଶିର ଏକ…
ଆଫଗାନିସ୍ତାନକୁ ଡରୁଛି ପାକିସ୍ତାନ !…
ଇସଲାମାବାଦ,୧୯।୨ : ଆଫଗାନିସ୍ତାନକୁ ପାକିସ୍ତାନ ଡରୁଛି। ଆତଙ୍କବାଦକୁ ରୋକିବା ପାଇଁ ପରାମର୍ଶ ଦେବା ସମ୍ପର୍କରେ କହି ପାକିସ୍ତାନ ଏହି ଭୟ ପ୍ରକାଶ କରିଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଯଦି ମଧ୍ୟବର୍ତ୍ତୀ ଆଫଗାନିସ୍ତାନ ସରକାର ନିଜ…
Archives


