Posted inଜାତୀୟ

ଭୟରେ ସିବିଆଇଠାରୁ ପଳାୟନ କରୁଛନ୍ତି ସିସୋଡିଆ: ଭାଜପା…

ନୂଆଦିଲ୍ଲୀ,୧୯।୨ : ସିବିଆଇ ପାଖରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମୟ ମାଗିବା ନେଇ ଦିଲ୍ଲୀର ଭାଜପା ଏମ୍‌ପି ପ୍ରବେଶ ବର୍ମା କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସିସୋଡିଆ ଭୟଭୀତ ହୋଇ ପଳାୟନ କରୁଛନ୍ତି। କିନ୍ତୁ ଅଧିକ ସମୟ ଏହା ଜାରି ରହି ପାରିବ ନାହିଁ। ତାଙ୍କୁ ଜେଲ ଯିବାକୁ ପଡିବ।

ଗତକାଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେ ଯେ ଆମର ଉପମୁଖ୍ୟମନ୍ତ୍ରୀ ତଦନ୍ତରେ ସହଯୋଗ କରିବେ, କିନ୍ତୁ ଆଜି ସେ ପଳାୟନ କରୁଛନ୍ତି। ସିବିଆଇର ଭୟ ଯୋଗୁଁ ସେ ପଳାୟନ କରୁଛନ୍ତି। କେଜରିଓ୍ବାଲ ୮ବର୍ଷ ଧରି ଅଯଥାରେ ଖାଲି ବସିଛନ୍ତି। ଦେଶର ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୋଟିଏ ବା ଅନ୍ୟ ବିଭାଗ ଅଛି ଏବଂ ଅର୍ଥ ବିଭାଗ ମୁଖ୍ୟତଃ ଦେଶର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି। ଦିଲ୍ଲୀ ହେଉଛି ଏକମାତ୍ର ରାଜ୍ୟ ଯାହାର ମୁଖ୍ୟମନ୍ତ୍ରୀଙ୍କର ୮ ବର୍ଷ ଧରି କୌଣସି ପୋର୍ଟଫୋଲିଓ ନାହିଁ।

ପ୍ରବେଶ ପଚାରିଛନ୍ତି କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ୧୦ ଦିନ ପାଇଁ ବଜେଟ ପ୍ରସ୍ତୁତ କରିପାରିବେ ନାହିଁ? ଗତ ୮ ବର୍ଷ ଧରି ସେ ବିନା କାମରେ ଖାଲି ବସିଛନ୍ତି। ସେ ସିସୋଡିଆଙ୍କ ଅପେକ୍ଷା ଅଧିକ ଶିକ୍ଷିତ ବ୍ୟକ୍ତି। ସେ ଆଇଆଇଟିରେ ଅଧ୍ୟୟନ କରିଛନ୍ତି, ସେ ଜଣେ ଆଇଆରଏସ ଅଧିକାରୀ, ଅର୍ଥ ବିଭାଗ ବିଷୟରେ ତାଙ୍କର ଅଧିକ ଜ୍ଞାନ ଅଛି। ସେମାନେ କଣ କରୁଛନ୍ତି? ସେହି ବଜେଟ ଆପଣ ପ୍ରସ୍ତୁତ କରନ୍ତୁ।

ପ୍ରବେଶ ପଚାରିଛନ୍ତି କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ୧୦ ଦିନ ପାଇଁ ବଜେଟ ପ୍ରସ୍ତୁତ କରିପାରିବେ ନାହିଁ? ଗତ ୮ ବର୍ଷ ଧରି ସେ ବିନା କାମରେ ଖାଲି ବସିଛନ୍ତି। ସେ ସିସୋଡିଆଙ୍କ ଅପେକ୍ଷା ଅଧିକ ଶିକ୍ଷିତ ବ୍ୟକ୍ତି। ସେ ଆଇଆଇଟିରେ ଅଧ୍ୟୟନ କରିଛନ୍ତି, ସେ ଜଣେ ଆଇଆରଏସ ଅଧିକାରୀ, ଅର୍ଥ ବିଭାଗ ବିଷୟରେ ତାଙ୍କର ଅଧିକ ଜ୍ଞାନ ଅଛି। ସେମାନେ କଣ କରୁଛନ୍ତି? ସେହି ବଜେଟ ଆପଣ ପ୍ରସ୍ତୁତ କରନ୍ତୁ।

ଯେତେବେଳେ ଏକ ନୂତନ ଫିଲ୍ମ ଆସେ, ସିସୋଡିଆ ଏହାର ପ୍ରଥମ ଦିନର ପ୍ରଥମ ଶୋ ଦେଖିବାକୁ ଯାଆନ୍ତି। ପଠାନ ମଧ୍ୟ ଫିଲ୍ମ ଦେଖିବାକୁ ଯାଇଥିଲେ। ସେ ସେତେବେଳେ ବଜେଟ ବିଷୟରେ ଚିନ୍ତିତ ନ ଥିଲେ କି? ଆମେ ସମସ୍ତେ ଜାଣୁ ଯେ ସିସୋଡିଆ ନାମକ ଜଣେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ସମସ୍ତ ନିର୍ଦ୍ଦେଶ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ଆସିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

‘ସଂଘର୍ଷ ଉଭୟ ପକ୍ଷର କ୍ଷତି ଘଟାଇବ’, ଆମେରିକା ଗସ୍ତ ସମୟରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଦୃଢ଼ ବାର୍ତ୍ତା

ଓ୍ବାଶିଂଟନ,୨୪।୯: ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଏକ କାର୍ଯ୍ୟକ୍ରମ ମଞ୍ଚରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲେ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

ଆରପାରିରେ ବଲିଉଡ୍‌ର ମଲ୍ଟି-ଟାଲେଣ୍ଟେଡ୍ ଅଭିନେତା ମୁସ୍ତାକ୍ ଖାନ୍, ୫୬ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଓ ଟେଲିଭିଜନ୍ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣାଶୁଣା ବରିଷ୍ଠ ଅଭିନେତା ମୁସ୍ତାକ୍ ଖାନ୍‌ଙ୍କର ୫୬ ବର୍ଷ ବୟସରେ ପରଲୋକ…

କଳାହାଣ୍ଡିରେ ଥମିବାର ନା ଧରୁନି ବର୍ଷା, କୁତ୍ରିମ ନଦୀ ହେଲା ଫତେନଗର ପଡା ମୁଖ୍ୟ ରାସ୍ତା

ଭବାନୀପାଟଣା ୨୪।୯,(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଗତ ତିନିଦିନ ଧରି କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ଜନଜୀବନ…

ଅକ୍ଟୋବର ୧ରୁ ଧନବର୍ଷା! ରାହୁଙ୍କ ସ୍ୱାତୀ ନକ୍ଷତ୍ରକୁ ଯିବେ ବୁଧ, ମାଲାମାଲ୍ ହେବେ ଏହି ୫ ରାଶି

ଅକ୍ଟୋବର ୧ ତାରିଖ ସକାଳ ୯ଟା ୩୩ ମିନିଟ୍‌ରେ ଗ୍ରହମାନଙ୍କ କୁମାର ‘ବୁଧ’ ତୁଳା ରାଶିରେ ବିରାଜମାନ ଥାଇ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି। ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?