‘କେବଳ ନରେନ୍ଦ୍ର ମୋଦି କରିପାରିବେ ମାନହାନୀ ମୋକଦ୍ଦମା’: ସୁରଟ କୋର୍ଟରେ ରାହୁଲଙ୍କ ଯୁକ୍ତି
ସୁରଟ,୪।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୁରଟ କୋର୍ଟରେ ତାଙ୍କୁ ହୋଇଥିବା ସଜା ଉପରେ ଚ୍ୟାଲେଞ୍ଜ କରି କହିଛନ୍ତି, କେବଳ ନରେନ୍ଦ୍ର ମୋଦି ହିଁ ତାଙ୍କ ବିରୋଧରେ ମାମଲା କରିପାରିବେ। କଂଗ୍ରେସ ନେତା ଅପରାଧିକା ମାନହାନି ମାମଲାରେ ତାଙ୍କର ସଜାକୁ ଚ୍ୟାଲେଞ୍ଜ…
ଭାରତ ହେଉଛି ବିଶ୍ୱର ଉଦୀୟମାନ ଶକ୍ତି: ଚାଇନା
ବେଜିଂ,୪।୪: ଭାରତକୁ ନେଇ ଚାଇନା ଏକ ବଡ ବୟାନ ଦେଇଛି। ମଙ୍ଗଳବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଂଗ କହିଛନ୍ତି, ଭାରତ ବିଶ୍ୱର ଉଦୀୟମାନ ଶକ୍ତି। କେବଳ ସେତିକି ନୁହେଁ ଚାଇନା ନୂଆଦିଲ୍ଲୀ ସହ ସମ୍ପର୍କ ବଢାଇବା କଥା ମଧ୍ୟ…
ଆଧ୍ୟାତ୍ମିକ ଗୁରୁ ଅସୀମାନନ୍ଦ ସରସ୍ବତୀଙ୍କ ପରଲୋକ
କଟକ ଅଫିସ,୪।୪: କଟକ ଚହଟା ସ୍ଥିତ ରାମ ନିଗମେଶ୍ୱର ଆଶୟମରେ ମଙ୍ଗଳବାର ଭୋରରେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ବତୀ ମହାରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।…
ଓଡ଼ିଶାରେ ବଢ଼ିଛି ବାଲ୍ୟବିବାହ
ନୂଆଦିଲ୍ଲୀ, ୪ା୪: ମହିଳା ସଶକ୍ତୀକରଣ ଲାଗି ‘ବେଟି ବଚାଓ-ବେଟି ପଢ଼ାଓ’ ଏବଂ ଅନ୍ୟାନ୍ୟ ଯୋଜନା ସତ୍ତ୍ୱେ ବାଲ୍ୟ ବିବାହ ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରେ ଏବେ ବି ସାମାଜିକ ବ୍ୟାଧି ଭାବେ ରହିଆସିଛି। ଗତ ୫ ବର୍ଷ ମଧ୍ୟରେ ଦେଶରେ…
ପିଲା ପଢ଼ିବେନି ମୋଗଲ ସାମ୍ରାଜ୍ୟ ଅଧ୍ୟାୟ
ଭୁବନେଶ୍ୱର (ବ୍ୟୁରୋ)/ନୂଆଦିଲ୍ଲୀ,୪ା୪: ଏନ୍ସିଇଆର୍ଟି କେବଳ ଇତିହାସ ବହି ନୁହେଁ, ଅନ୍ୟ କେତେକ ପାଠ୍ୟପୁସ୍ତକରେ ମଧ୍ୟ ପରିବର୍ତ୍ତନ ଆଣି କିଛି ଅଧ୍ୟାୟକୁ ବାଦ୍ ଦେଇଛି। ଏହି ସଂଶୋଧନ ଚଳିତ ଶିକ୍ଷାବର୍ଷ ୨୦୨୩-୨୦୨୪ରୁ ଲାଗୁ ହେବ। ଏନ୍ସିଇଆର୍ଟିକୁ ଅନୁସରଣ କରୁଥିବା ସିବିଏସ୍ଇ ସମେତ ଉତ୍ତରପ୍ରଦେଶ…
ଆଇପିଏଲ୍-୨୦୨୩: ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍କୁ ୧୨ ରନ୍ରେ ପରାସ୍ତ କଲା ସିଏସକେ
ଚେନ୍ନାଇ, ୩।୪- ସ୍ଥାନୀୟ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ ୧୨ ରନରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍କୁ ପରାସ୍ତ କରିଛି। ଋତୁରାଜ ଗାଏକ୍ୱାଡଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଚେନ୍ନାଇ ୨୦ ଓଭରରେ…
ଲକ୍ଷ୍ନୌ ଆଗରେ ୨୧୮ର ଟାର୍ଗେଟ: ଋତୁରାଜ ଗାଏକ୍ୱାଡ୍ଙ୍କ ଦ୍ରୁତ ଅର୍ଦ୍ଧଶତକ
ଚେନ୍ନାଇ,୩।୪: ସ୍ଥାନୀୟ ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ସୋମବାର ଚେନ୍ନାଇ ସୁପରକିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ ଅନୁଷ୍ଠିତ ହୋଇଛି। ଋତୁରାଜ ଗାଏକ୍ୱାଡଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଅନ୍ୟ ବ୍ୟାଟରଙ୍କ ଉପଯୋଗୀ ଅବଦାନ ବଳରେ…
ଟ୍ରେନ୍ ଅଗ୍ନିକାଣ୍ଡରେ ପୋଲିସ ଜାରି କଲା ଅଭିଯୁକ୍ତଙ୍କ ସ୍କେଚ୍: ଏସ୍ଆଇଟି ଗଠନ
କୋଝିକୋଡ୍, ୩ା୪: କେରଳର କୋଝିକୋଡ୍ ଜିଲାରେ ଏକ ଏକ୍ସପ୍ରେସ୍ ଟ୍ରେନ୍ର ଯାତ୍ରୀଙ୍କୁ ଜଣେ ବ୍ୟକ୍ତି ନିଆଁ ଲଗାଇଦେଇଥିଲେ। ରବିବାର ରାତି ୯ଟା ୪୫ରେ ଏହି ମର୍ମନ୍ତୁଦ ଘଟଣା ଘଟିଥିବା ବେଳେ ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୮ଯାତ୍ରୀ…
ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ
ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ସୁରଟ କୋର୍ଟ ସୋମବାର ଜାମିନ ପ୍ରଦାନ କରିଛନ୍ତି। ଏପ୍ରିଲ ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଅନ୍ୟପଟେ, ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା…
କୋଭିଡ-୧୯: ପୁଣିଥରେ ବିଶ୍ୱର ଟପ ୫ ସଂକ୍ରମିତ ଦେଶ ତାଲିକାରେ ସାମିଲ ହେଲା ଭାରତ
ନୂଆଦିଲ୍ଲୀ,୩।୪: ପୁଣିଥରେ ୨୦୨୦ ମସିହା ପରି ଡରାଇଲାଣି କରୋନା। ଭାରତ ପୁଣିଥରେ ବିଶ୍ୱର ସେହି ଦେଶମାନଙ୍କ ସହ ସାମିଲ ହୋଇଯାଇଛି ଯେଉଁସବୁ ଦେଇ ସଂକ୍ରମିତ ମାମଲାରେ ଆଗରେ ରହିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ…
ପୃଥିବୀର ଲୋକପ୍ରିୟ ନେତା ମୋଦି, ବାଇଡେନ-ସୁନକଙ୍କୁ ପଛରେ ପକାଇଲେ…
ନୂଆଦିଲ୍ଲୀ,୩।୪ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବ୍ରିଟେନର ମୂଳ ଭାରତୀୟ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପଛରେ ପକାଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପୃଥିବୀର ସବୁଠାରୁ ଲୋକପ୍ରିୟ ନେତା ଭାବରେ ଉଭା ହୋଇଛନ୍ତି। ଏହି ସର୍ବଶେଷ…
ଗଣତନ୍ତ୍ର-ନ୍ୟାୟ ମାର୍ଗରେ ବଡ ପ୍ରତିବନ୍ଧକ ଦୁର୍ନୀତି: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିଲ୍ଲୀରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସିବିଆଇ ନ୍ୟାୟର ବ୍ରାଣ୍ଡ ଭାବରେ ଲୋକଙ୍କ ସ୍ବରରେ ଅଛି। ସିବିଆଇ ୬୦ ବର୍ଷର…
Archives


