ତୁର୍କିରେ ଶକ୍ତିଶାଳୀ ଭୂକମ୍ପ, ତାସ ଭଳି ଗଳିପଡିଲା ବଡ ବଡ କୋଠା
ଅଙ୍କାରା,୬ ।୨: ତୁର୍କିର ନୁର୍ଦଗିଠାରୁ ୨୩ କିଲୋମିଟର ପୂର୍ବରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ବୋଲି ମପା ଯାଇଛି । ଏହି ଭୂକମ୍ପ ଦକ୍ଷିଣ ତୁର୍କିରେ ଆସିଛି । ବିଏନଓ ନ୍ୟୁଜର…
‘ଶେୟାର ବଜାର ଉପରେ ନଜର’
ନୂଆଦିଲ୍ଲୀ,୬।୨: ଅନ୍ତଃରାଷ୍ଟ୍ରୀୟ ମାର୍କେଟ ରିସର୍ଚ୍ଚ ୟୁନିଟ୍ ହିଣ୍ଡନ୍ବର୍ଗର ରିପୋର୍ଟ ପ୍ରକାଶ ପରେ ଭାରତୀୟ ଶେୟାର ମାର୍କେଟରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଏପରିକି ଗତ କିଛି ସପ୍ତାହ ହେବ ଶେୟାର ବଜାର କାରବାର ମଧ୍ୟ ସେହି ଅନୁଯାୟୀ ପରିବର୍ତ୍ତନ ହୋଇଚାଲିଛି।…
ଦୁବାଇରେ ୩୫,୫୦୦ କୋଟିର ଘର କିଣିଛନ୍ତି ଭାରତୀୟ
ଦୁବାଇ,୬।୨: ୨୦୨୨ରେ ଭାରତୀୟମାନେ ଦୁବାଇରେ ଘର କିଣିବାରେ ୩୫,୫୦୦ କୋଟି ଟଙ୍କା (୧୬ ବିଲିୟନ ଡିରହାମ୍) ବିନିଯୋଗ କରିଥିବା ରିଅଲ ଇଷ୍ଟେଟ୍ ତଥ୍ୟରୁ ଜଣାପଡ଼ିଛି। ୨୦୨୧ ତୁଳନାରେ ଏହା ଦୁଇଗୁଣ। ୨୦୨୧ରେ ଭାରତୀୟମାନେ ଦୁବାଇରେ ଘର କିଣାରେ ୯ ବିଲିୟନ ଡିରହାମ୍…
ଜୋଷୀମଠରେ ଅନିଶ୍ଚିତତା ଜାରି
ଜୋଷୀମଠ,୬।୨(ପି.ଟି.): ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ଜୋଷୀମଠ ସହରରେ ମାଟି ଦବିବା କାରଣରୁ ଘରଗୁଡ଼ିକରେ ଫାଟ ଦେଖାଦେଇ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି। ଲୋକମାନଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ଲାଗି ସରକାର ଉଦ୍ୟମ ଚଳାଇଥିବାବେଳେ ସ୍ଥାୟୀ ଥଇଥାନ ପାଇଁ ବାସିନ୍ଦାମାନେ…
କିଷାନ ସରକାରର ଆହ୍ବାନ ଦେଲେ କେସିଆର
ନାଣ୍ଡେଡ,୬।୨ : ଜାତୀୟ ରାଜନୀତି ଉପରେ ଆଖି ପକାଇଥିବା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର୍) ତାଙ୍କ ଦଳର ନାଁ ବଦଳାଇ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ରଖିଥିଲେ। ଏହି ଦଳ ପ୍ରଥମ ଥର ପାଇଁ ତେଲଙ୍ଗାନା ବାହାରେ ରାଲି…
ସ୍ବାଧୀନତା ପରେ ଦେଶରେ ୬ଗୁଣା ବଢ଼ିଛି ଭୋଟରଙ୍କ ସଂଖ୍ୟା, ୨୦୧୯ରେ ୩୦ କୋଟି ଭୋଟର ଦେଇ ନାହାନ୍ତି ଭୋଟ…
ନୂଆଦିଲ୍ଲୀ,୫।୨ : ସ୍ବାଧୀନତା ପରଠାରୁ ଦେଶରେ ଭୋଟରଙ୍କ ସଂଖ୍ୟା ୬ ଗୁଣା ବୃଦ୍ଧି ପାଇଛି। ଜାନୁଆରୀ ୧ ସୁଦ୍ଧା ଦେଶର ମୋଟ ଭୋଟରଙ୍କ ସଂଖ୍ୟା ୯୪.୫୦କୋଟିକୁ ବୃଦ୍ଧି ପାଇଛି। ଖବର ଅନୁଯାୟୀ, ୧୯୫୧ ମସିହାରେ ଦେଶର ମୋଟ ଭୋଟର ୧୭.୩୨ କୋଟି…
ପେଶାୱର ପରେ କ୍ୱେଟାରେ ବୋମା ବିସ୍ଫୋରଣ
ଇସଲାମାବାଦ,୫ ।୨: ପାକିସ୍ତାନର ବେଲୁଚିସ୍ତାନ ପ୍ରାନ୍ତରେ ଥିବା କ୍ୱେଟାରେ ରବିବାର ଏକ ପୋଲିସ ପୋଷ୍ଟକୁ ଟାର୍ଗେଟ କରି ବୋମା ବିସ୍ଫୋରଣ କରାଯାଇଛି । ଉଦ୍ଧାର କରୁଥିବା ଅଧିକାରୀମାନେ କହିଛନ୍ତି କ୍ୱେଟା ପୋଲିସ ଲାଇନ ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ଅତିକମରେ ୫ ଜଣ…
ଘରୋଇ ଅଶୋଧିତ ତୈଳ ଉପରେ ବଢ଼ିଲା ଅପ୍ରତ୍ୟାଶିତ ଲାଭ ଟିକସ…
ନୂଆଦିଲ୍ଲୀ,୫।୨ : ଅଶୋଧିତ ତୈଳ ଦର ବୃଦ୍ଧି ମଧ୍ୟରେ ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏକ କ୍ରମରେ, ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଡିଜେଲ ଏବଂ ଏଟିଏଫ ରପ୍ତାନି ଉପରେ…
ମୁସଲମାନ ମା’ଙ୍କ ସମ୍ପତ୍ତି ଉପରେ ହିନ୍ଦୁ ଝିଅଙ୍କର ନାହିଁ ଅଧିକାର: କୋର୍ଟ…
ଅହମଦାବାଦ,୫।୨ : ତିନି ହିନ୍ଦୁ ଝିଅଙ୍କ ପକ୍ଷରୁ ଦାଖଲ ହୋଇଥିବା ଏକ ମାମଲାକୁ ଅହମଦାବାଦର ଏକ କୋର୍ଟ ଖାରଜ କରିଦେଇଛନ୍ତି। ଏଥିରେ ଦାବି କରାଯାଇଥିଲା ଯେ ସେମାନଙ୍କ ମା’ଙ୍କ ମୃତ୍ୟୁ ପରେ ହିନ୍ଦୁ ଝିଅମାନଙ୍କର ମଧ୍ୟ ସମ୍ପତ୍ତି ଉପରେ ଅଧିକାର ରହିଛି।…
ଚାଇନା ଉପରେ ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ୍: ୨୩୨ ମୋବାଇଲ ଆପ୍ ବ୍ୟାନ କଲେ ଭାରତ ସରକାର…
ନୂଆଦିଲ୍ଲୀ,୫।୨ : ଚାଇନା ଆପ ଉପରେ ସରକାର ପୁଣି ଥରେ ଡିଜିଟାଲ ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି। ବର୍ତ୍ତମାନ ସୁରକ୍ଷାକୁ ଦର୍ଶାଇ ସରକାର ଚାଇନାର ଲିଙ୍କ ସହିତ ୨୩୨ ରୁ ଅଧିକ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆପରେ ୧୩୮ ବେଟିଂ…
୨୦ ହଜାର ଦେଇ ସୀମା ପାର କରୁଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ: ୪୦ଙ୍କୁ ଗିରଫ କଲା ଆଗ୍ରା ପୋଲିସ…
ଆଗ୍ରା,୫।୨ : ଉତ୍ତରପ୍ରଦେଶର ଆଗ୍ରା ଜିଲାରେ ହୋଇଥିବା ଚଢ଼ାଉରେ ବହୁ ସଂଖ୍ୟାରେ ବାଂଲାଦେଶୀଙ୍କୁ ପୋଲିସ ଗିରଫ କରିଛି। ପୋଲିସ ଗୁପ୍ତଚର ଏଜେନ୍ସିର ସୂଚନା ଉପରେ କାର୍ଯ୍ୟ କରିଥିଲା। ଜଣେ ବ୍ୟକ୍ତିଙ୍କ ଅନୁଯାୟୀ ଏହି ସୀମା ପାର ହେବା ପାଇଁ ସେମାନଙ୍କଠାରୁ ୧୫ରୁ…
ଅମୃତ ଉଦ୍ୟାନରେ ସିଜେଆଇଙ୍କ ସମେତ ଅନ୍ୟ ବିଚାରପତି…
ନୂଆଦିଲ୍ଲୀ,୫।୨ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ କ୍ରମେ ସୁପ୍ରିମକୋର୍ଟର ବିଚାରପତିମାନେ ଅମୃତ ଉଦ୍ୟାନରେ ରବିବାର ପହଞ୍ଚିଛନ୍ତି। ଏହି ସମୟରେ ଦେଶର ପ୍ରଧାନ ବିଚାରପତି(ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ସେ ଉଦ୍ୟାନରେ ରଙ୍ଗୀନ ଫୁଲ…
Archives


