Home Middle

ଗୋମୂତ୍ର ମଣିଷ ପିଇବା ପାଇଁ ନୁହେଁ ଉପଯୁକ୍ତ, ରହିଛି କ୍ଷତିକାରକ ବ୍ୟାକ୍ଟେରିଆ: ରିସର୍ଚ୍ଚ ରିପୋର୍ଟ…

ନୂଆଦିଲ୍ଲୀ,୧୧।୪ : ଯଦିଓ ଆୟୁର୍ବେଦକୁ ଦର୍ଶାଇ କେତେକ ରୋଗରେ ଗୋମୂତ୍ର ପିଇବା ଉପକାରୀ ବୋଲି କୁହାଯାଏ, କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି , ଏହାକୁ ପିଇବା ମଣିଷ ପାଇଁ ଉପଯୁକ୍ତ ନୁହେଁ। ରିସର୍ଚ୍ଚ ଅନୁଯାୟୀ, ଏଥିରେ କିଛି କ୍ଷତିକାରକ…

ସଫେଇ ଦେଲେ ଶିନ୍ଦେଙ୍କ ଶିକ୍ଷାମନ୍ତ୍ରୀ: ଭାଜପା ଅବା ଶିବସେନା କର୍ମୀ ନୁହେଁ, ବାବ୍ରି ଭାଙ୍ଗିଛନ୍ତି ହିନ୍ଦୁ…

ମୁମ୍ବାଇ,୧୧।୪ : ମଙ୍ଗଳବାର ମହାରାଷ୍ଟ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ତଥା ଭାଜପା ନେତା ଚନ୍ଦ୍ରକାନ୍ତ ପାଟିଲ ତାଙ୍କ ବିବୃତ୍ତି ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ତାଙ୍କ ବିବୃତ୍ତିକୁ ସ୍ପଷ୍ଟ କରି ସେ କହିଛନ୍ତି, ଯେଉଁମାନେ ବାବ୍ରି ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିଛନ୍ତି ସେମାନେ…

କୋଓ୍ବିନ ପୋର୍ଟାଲରେ ବୁକ କରିପାରିବେ କୋଭୋଭ୍ୟାକ୍ସ ବୁଷ୍ଟର ଡୋଜ, ପୁନାଓ୍ବାଲା କହିଲେ ସବୁ ଭାରିଏଣ୍ଟ ପାଇଁ କରିବ କାମ

ନୂଆଦିଲ୍ଲୀ,୧୧।୪: ଦେଶର ଅଧିକାଂଶ ରାଜ୍ୟରେ କରୋନା ଭାଇରସ ସଂକ୍ରମଣ ବଢିଚାଲିଥିବା ବେଳେ ସୋମବାର କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟର କୋଭୋଭ୍ୟାକ୍ସ ଟିକାକୁ ବୟସ୍କଙ୍କ ପାଇଁ ହେଟେରୋଲାଗସ ବୁଷ୍ଟର ଡୋଜ ଭାବେ କୋଓ୍ବିନ ପୋର୍ଟାଲରେ ସାମିଲ କରିବାକୁ ମଞ୍ଜୁରୀ ଦେଇଥିଲେ। ମଙ୍ଗଳବାର ସିରମ…

ମୋ ଅଧିକାର ସହିତ ଖେଳିବାକୁ ପ୍ରୟାସ କର ନାହିଁ: ସିଜେଆଇ…

ନୂଆଦିଲ୍ଲୀ,୧୧।୪ : ମଙ୍ଗଳବାର ସୁପ୍ରିମକୋର୍ଟରେ ଏପରି କିଛି ଘଟିଛି ଯାହାକୁ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ ରାଗି ଯାଇଥିଲେ। ନ୍ୟାୟିକ ପ୍ରକ୍ରିୟା ସହିତ ଖେଳିବାକୁ ଚେଷ୍ଟା କରୁଥିବା ଜଣେ ଓକିଲଙ୍କୁ ସେ ଭର୍ତ୍ସନା କରିଥିଲେ। ଅସନ୍ତୋଷ ବ୍ୟକ୍ତ କରି ସେ…

ସୋନିଆ-ରିଜିଜୁ ମୁହାଁମୁହିଁ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସ ନେତା ସୋନିଆ ଗାନ୍ଧୀ ଏବଂ କେନ୍ଦ୍ର ଆଇନ ମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି। ଏକ ଇଂଲିଶ ଖବରକାଗଜ ପାଇଁ ଲେଖାଯାଇଥିବା ସମ୍ପାଦକୀୟରେ ସୋନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ବାଧ୍ୟତାମୂଳକ ଚୁପ୍‌ କରାଇବା…

ଯେଉଁ ପାର୍ଟି ଜୀବନ ସାରା ସମ୍ମାନ ଦେଲା, ଶେଷରେ ତାପ୍ରତି ବିଶ୍ୱାସଘାତକତା କଲ: ଗୁଲାମ ନବୀଙ୍କୁ କଂଗ୍ରେସ ନେତାଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୧।୪ : କଂଗ୍ରେସର ବରିଷ୍ଠ ନେତା ସୈଫୁଦ୍ଦିନ ସୋଜ ମଙ୍ଗଳବାର ଗୁଲାବ ନବୀ ଆଜାଦଙ୍କୁ ପାଲଟା ଜବାବ ଦେଇଛନ୍ତି। ସୋଜ କହିଛନ୍ତି, ଆଜାଦ ଲୋକଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ କରି ପାରିବେ ନାହିଁ ଯେ ଦଳ ପ୍ରତି ତାଙ୍କର ଅବିଶ୍ୱାସ ଯଥାର୍ଥ…

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୧୧।୪ (ବ୍ୟୁରୋ): ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ମଙ୍ଗଳବାର ସର୍ତ୍ତମୂଳକ ଜାମିନ ମିଳିଛି। ନୟାପଲ୍ଲୀ ଥାନା ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତଦନ୍ତରେ ସହଯୋଗ କରିବା ସହ ବାହାରକୁ ନ ଯିବାକୁ କୋର୍ଟଙ୍କ କଡ୍ଡା ନିର୍ଦ୍ଦେଶ…

ଇସ୍ତଫା ଦିଅନ୍ତୁ ଶିନ୍ଦେ: ଉଦ୍ଧବ…

ମୁମ୍ବାଇ,୧୧।୪ : ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲଙ୍କ ବିବୃତ୍ତି ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶିନ୍ଦେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ କିମ୍ବା ସେ ତାଙ୍କ ମନ୍ତ୍ରୀ…

ଚଳିତ ମୌସୁମୀ ରହିବ ସ୍ବାଭାବିକ: ପାଣିପାଗ ବିଭାଗର ପୂର୍ବାନୁମାନ…

ନୂଆଦିଲ୍ଲୀ,୧୧।୪ : ଦେଶରେ ତାତି ବୃଦ୍ଧି ନେଇ ସମସ୍ୟାରେ ପଡ଼ିଥିବା ଲୋକଙ୍କୁ ପାଣିପାଗ ବିଭାଗର ପୂର୍ବାନୁମାନ ଆଶ୍ୱସ୍ତି ଦେଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି , ଚଳିତ ମୌସୁମୀ ସ୍ବଭାବିକ ହେବ। ଆଇଏମଡି କହିଛି ଚଳିତ ବର୍ଷ…

ଆମେରିକାର ମିତ୍ର ହୋଇ ବି ରୁଷିଆକୁ ଇଜିପ୍ଟ ଯୋଗାଇବ ୪୦ ହଜାର ବିପଜ୍ଜନକ ରକେଟ…

କାଏରୋ,୧୧।୪ : ଗତ ବର୍ଷଠାରୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ବର୍ତ୍ତମାନ ଇଜିପ୍ଟକୁ ରୁଷିଆର ସାହାଯ୍ୟକାରୀ ମଧ୍ୟ କୁହାଯାଉଛି। ଆମେରିକାର ଗୁପ୍ତଚର ତଥ୍ୟ ଅନୁଯାୟୀ, ଯୁଦ୍ଧ ସମୟରେ ଗୁଳିଗୋଳା ସାମଗ୍ରୀ ବୃଦ୍ଧି ପାଇଁ ଇଜିପ୍ଟ ଗୁପ୍ତ ଭାବରେ ରୁଷିଆକୁ ପ୍ରାୟ ୪୦ ହଜାର…

୨୦୨୪ରେ ମୋଦି ତୃତୀୟ ଥର ପାଇଁ ହେବେ ପ୍ରଧାନମନ୍ତ୍ରୀ, ଭାଜପା ଜିତିବ ୩୦୦ରୁ ଅଧିକ ଆସନ: ଶାହା…

ଗୁଆହାଟୀ,୧୧।୪ : ଆସାମର ଦିବ୍ରୁଗଡରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୨୦୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ଆସାମର ୧୪ଟି ସିଟ ମଧ୍ୟରୁ ଭାଜପା ୧୨ଟି ଜିତିବ। ଏଥିସହ ଭାଜପା…

ମ୍ୟାନମାରରେ ସାମରିକ ଶାସକଙ୍କ ନରସଂହାର: ୩୦ରୁ ଅଧିକ ମୃତ…

ନାପିଦ୍ୱ,୧୧।୪ : ମ୍ୟାନମାରର କେନ୍ଦ୍ରୀୟ ଅଞ୍ଚଳରେ ସାମରିକ ଶାସକଙ୍କ ନରସଂହାରରେ ୩୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାମରିକ ନିୟମକୁ ବିରୋଧ କରିବା ପାଇଁ ଆନ୍ଦୋଳନକାରୀମାନେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ତେବେ ସାମରିକ ଶାସକ ବିଦ୍ରୋହୀଙ୍କ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri