Home Middle

ବଜ୍ରପାତରେ ଚାଲିଗଲା ୧୪ ଜଣଙ୍କ ଜୀବନ

କୋଲକାତା,୨୮।୪: ପଶ୍ଚିମବଙ୍ଗର ୫ଟି ଜିଲାରେ ବଜ୍ରପାତରେ ଗୁରୁବାର ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଜ୍ରପାତ ହେତୁ ପୂର୍ବ ବରଦାମାନ ଜିଲାରେ ୪ ଜଣ, ମୁର୍ସିଦାବାଦରେ…

୨ ଘଣ୍ଟାରେ ଦୁଇଥର ଭୂକମ୍ପ

କାଠମାଣ୍ଡୁ,୨୮ା୪: ନେପାଳର ବାଜୁରା, ଦାହାକୋଟରେ ଗୁରୁବାର ରାତିରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାଶନାଲ ସେଣ୍ଟର ଫର୍‌ ସେସମୋଲୋଜି କହିଛି ଯେ, ଦୁଇ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଦୁଇ ଭୂକମ୍ପର ତୀବ୍ରତା ଯଥାକ୍ରମେ…

ଦୁଇ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୪ ନିଖୋଜ

ଓ୍ବାଶିଂଟନ,୨୮ା୪: ଟ୍ରେନିଂରୁ ଫେରୁଥିବା ଆମେରିକାର ଦୁଇଟି ସାମରିକ ହେଲିକପ୍ଟର ଗୁରୁବାର ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚଳିତ ବର୍ଷ ରାଜ୍ୟରେ ସାମରିକ ହେଲିକପ୍ଟର ସହ ଜଡିତ ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା। ଆମେରିକାର ସେନା ଆଲାସ୍କାର ମୁଖପାତ୍ର ଜନ ପେନେଲ କହିଛନ୍ତି, ପ୍ରତ୍ୟେକ…

ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ କରିଥିଲା ୟୁକ୍ରେନ୍‌

ଲଣ୍ଡନ,୨୮ା୪: ୟୁକ୍ରେନୀୟ ସିକ୍ରେଟ୍‌ ସର୍ଭିସ ଏଜେଣ୍ଟମାନେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ହତ୍ୟା ପାଇଁ ଉଦ୍ୟମ କରିଥିଲେ। ବିସ୍ଫୋରକ ଭର୍ତ୍ତି ଏକ କାମିକାଜି ଡ୍ରୋନ୍‌ରେ ପୁଟିନ୍‌ଙ୍କୁ ଉଡ଼ାଇଦେବାକୁ ଯୋଜନା ହୋଇଥିଲା। କିନ୍ତୁ ମାନବବିହୀନ ଏରିଆଲ ଭେହିକିଲ୍‌ (ୟୁଏଭି) ଲକ୍ଷ୍ୟ ଭେଦ କରିବା…

ଚେନ୍ନାଇକୁ ହରାଇ ରାଜସ୍ଥାନ ଶୀର୍ଷରେ

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୩୭ ତମ ହାଇସ୍କୋରିଂ ମ୍ୟାଚ୍‌ରେ ଅଧିନାୟକ ସଞ୍ଜୁ ସାମ୍‌ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ୩୨ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହ ରାଜସ୍ଥାନ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ…

ଚେନ୍ନାଇ ଆଗରେ ୨୦୩ ରନ୍‌ର ବିଜୟ ଟାର୍ଗେଟ୍‌

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯଶସ୍ବୀ ଜୟସ୍ବାଲଙ୍କ ୭୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦…

ସୀମାନ୍ତରେ ଆଜି ପୁଣି ମାଓବାଦୀଙ୍କ ତାଣ୍ଡବ

ମାଲକାନଗିରି,୨୭ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତଓ୍ବୋଡା ଜିଲାରେ ବୁଧବାର ମାଓବାଦୀମାନେ ଏକ ବଡ଼ ଧରଣର ଅଘଟଣ ଘଟାଇଥିବା ବେଳେ ବେଲେ ଆଜି ପୁଣିଥରେ ପୁଣିଥରେ ଦାନ୍ତଓ୍ବୋଡା ଜିଲା ଓରଛା ଗ୍ରାମର ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଖୋଳି ପଥର ଓ…

‘ଦେଶର ୬ ଜଣ ଲୋକ ହିଁ ମୋତେ ହତ୍ୟା କରିବାକୁ ରଚିଥିଲେ ଷଡ଼ଯନ୍ତ୍ର’

ଇସଲାମାବାଦ,୨୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁରୁବାର ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଏଥି ସହ ଇମ୍ରାନ କହିଛନ୍ତି, ଦେଶର ୬ ଜଣ ଲୋକ ହିଁ ମୋତେ ହତ୍ୟା କରିବାକୁ…

‘ଡାକୋଟା’ ବିମାନ ଦେଖି ଭାବବିହ୍ବଳ ହେଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର,୨୭ା୪(ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ରଖାଯାଇଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରିୟ ବିମାନ ‘ଡାକୋଟା’କୁ ବୁଲି ଦେଖିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ। ତାଙ୍କ ସହ ଏକ ଟିମ୍‌ ମଧ୍ୟ ‘ଡାକୋଟା’ ଦେଖିଛନ୍ତି। ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,…

ମହାକାଳପଡ଼ାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଇସ୍ପାତ ପ୍ରକଳ୍ପ, ସ୍ଥିତି ପରଖିଲେ ୫-ଟି ସଚିବ

ମହାକାଳପଡ଼ା,୨୭ା୪(ଡି.ଏନ୍‌.ଏ.): ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ଜାପାନର ସମୁଦ୍ର ପୋତାଯାଇ ନିପନ ଷ୍ଟିଲ କାରଖାନା ଦେଖି ଅଭିଭୂତ ହୋଇଥିଲେ…

ଟସ୍‌ ଜିତି ବ୍ୟାଟିଂ କରିବ ରାଜସ୍ଥାନ

ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍‌ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍‌ସନ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବ। ଅନ୍ୟପକ୍ଷେ ରାଜସ୍ଥାନ…

ଦାନ୍ତଓ୍ବୋଡା ମାଓବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଙ୍ଗଠନ

ଦାନ୍ତଓ୍ବୋଡା,୨୭।୪: ଛତିଶଗଡ଼ର ଦାନ୍ତଓ୍ବୋଡାରେ ହୋଇଥିବା ମାଓବାଦୀ ଆକ୍ରମଣକୁ ନେଇ ମାଓବାଦୀ ସଙ୍ଗଠନର ଦରଭା ଡିଭିଜନ କମିଟି ଏଥିପାଇଁ ନିଜକୁ ଦାୟୀ କରିଛି। ଘଟଣାକୁ ନେଇ ଦରଭା ଡିଭିଜନର ସଚିବ ସାଇନାଥ ପ୍ରେସ ନୋଟ ଜାରି କରିଛନ୍ତି। ଏଥିରେ ଦାବି କରାଯାଇଛି କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?