ପୁଣିଥରେ ବାଲେଷ୍ଟିକ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ
ସିଓଲ,୧୬ ।୩: ଉତ୍ତର କୋରିଆ ଗୁରୁବାର ସକାଳେ ପୁଣିଥରେ ଅନ୍ତରମହାଦ୍ୱିପୀୟ ବାଲେଷ୍ଟିକ ମିଶାଇଲ(ଆଇସିବିଏମ)ର ପରୀକ୍ଷା କରିଛି । ଦକ୍ଷିଣ କୋରିଆର ସେନା ଏହି ସୂଚନା ଦେଇଛି । ଦକ୍ଷିଣ କୋରିଆ ସେନା କହିଛି ପ୍ୟୋଙ୍ଗୟାଙ୍ଗରୁ ସ୍ଥାନୀୟ ସମୟ ସକାଳ ୭ଟା ୧୦ରେ…
ଆଦାନୀ, ମୋଦିଙ୍କ ସମ୍ପର୍କର ତଦନ୍ତ ହେଉ
ନୂଆଦିଲ୍ଲୀ,୧୬ା୩: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ଉପରେ ଆମେରିକୀୟ ଶର୍ଟସେଲର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ପକ୍ଷରୁ ପ୍ରଘଟ ରିପୋର୍ଟକୁ ନେଇ ଭାରତୀୟ ରାଜନୀତି ଦିନକୁ ଦିନ ଚଳଚଞ୍ଚଳ ହେବାରେ ଲାଗିଛି। ଆଦାନୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କି ସମ୍ପର୍କ…
ଉଦ୍ଧବଙ୍କ ହାତ ଛାଡିଲେ ଘନିଷ୍ଠ ସହଯୋଗୀ
ପୁଣେ,୧୫।୩: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ବୁଧବାର ଠାକ୍ରେଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ଦୀପକ ସାୱନ୍ତ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇଛନ୍ତି। ଦୀପକ ପ୍ରକୃତ ଶିବସେନାରେ ଯୋଗ…
ତିବ୍ବତୀୟ ପିଲାଙ୍କୁ ମାତା-ପିତାଙ୍କଠାରୁ କରାଯାଉନି ଅଲଗା, ଜାତିସଂଘ ରିପୋର୍ଟର ଜବାବ ଦେଲା ଚାଇନା…
ବେଜିଂ,୧୫।୩ : ଜାତିସଂଘର ସ୍ବତନ୍ତ୍ର ରିପୋର୍ଟର ଦାବି କରାଯାଇଛି ଯେ ଚାଇନା ଏକ ଲକ୍ଷ ତିବ୍ବତୀୟ ପିଲାଙ୍କୁ ସେମାନଙ୍କ ପରିବାରଠାରୁ ଅଲଗା କରିଛି। ଧାର୍ମିକ, ସାଂସ୍କୃତିକ ତଥା ଭାଷାଭିତ୍ତିକ ପ୍ରାଧାନ୍ୟ ହାନ ଚାଇନିଜ ସଂସ୍କୃତିରେ ଅନୁକରଣ କରିବାକୁ ସେମାନଙ୍କର ପ୍ରୟାସର ଏକ…
ପାକିସ୍ତାନ ସେନା ନିର୍ବାଚନ ଡ୍ୟୁଟି ପାଇଁ ହେବନି ଉପଲବ୍ଧ…
ଇସଲାମାବାଦ,୧୫।୩ : ପଞ୍ଜାବ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟରେ ସୁରକ୍ଷା ଯୋଗାଇବା ପାଇଁ ସରକାର ସେନାର ସହାୟତା ଲୋଡିଥିଲେ। ଏହା ଉପରେ ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) କୁ ସେନା ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ନିର୍ବାଚନ…
ଇ-ଫାର୍ମାସି ନିୟମ : ବନ୍ଦ ହେବ ଏସବୁ ଔଷଧ ଦୋକାନ, ସରକାର ଆଣିବେ ନୂଆ ଆଇନ…
ନୂଆଦିଲ୍ଲୀ,୧୫।୩ : ଯଦି ଆପଣ ଅନଲାଇନରେ ଔଷଧ କିଣୁଛନ୍ତି କିମ୍ବା ବିକ୍ରୟ କରୁଛନ୍ତି ତେବେ ସାବଧାନ ରୁହନ୍ତୁ। ଅନଲାଇନରେ ଔଷଧ ବିକ୍ରୟ କରୁଥିବା ସମସ୍ତ ଔଷଧ ଦୋକାନ ପାଇଁ ସରକାର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏହା ଦ୍ୱାରା ଦେଶରେ ଅନଲାଇନରେ…
ଚାକିରି-ଉନ୍ନତ ଜୀବନ-ଟଙ୍କା ପାଇଁ ୩.୭ ଲକ୍ଷ ଭାରତୀୟ ୨୦୨୨ରେ ଛାଡ଼ିଛନ୍ତି ଦେଶ: ରିପୋର୍ଟ..
ନୂଆଦିଲ୍ଲୀ,୧୫।୩ : ଆମ ଦେଶରେ ଏପରି ଏକ ସମୟ ଥିଲା ଯେତେବେଳେ ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସୁଥିଲେ। ହ୍ୟୁଏନ ଶାଙ୍ଗ ସପ୍ତମ ଶତାବ୍ଦୀରେ ଚାଇନାରୁ, ଏକାଦଶ ଶତାବ୍ଦୀରେ ଆଲବେରୁନି ସେହିପରି ଚତୁର୍ଦ୍ଦଶ ଶତାବ୍ଦୀରେ ଇବାନ ବତ୍ତୁତା ଭାରତ ଆସିଥିଲେ।…
୨୦୨୩ରେ ୪ ସଂଗଠନକୁ ଆତଙ୍କବାଦୀ ତାଲିକାଭୁକ୍ତ କରାଯାଇଛି…
ନୂଆଦିଲ୍ଲୀ,୧୫।୩ : ରାଜ୍ୟସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ୁ ସୂଚନା ଦେଇଛନ୍ତି ଯେ ୨୦୨୩ ମସିହାରେ ଏପର୍ଯ୍ୟନ୍ତ ଚାରୋଟି ସଂଗଠନକୁ ୟୁଏପିଏ ଅଧୀନରେ ଆତଙ୍କବାଦୀ ସଂଗଠନ ଭାବରେ ସୂଚିତ କରାଯାଇଛି। ସେମାନଙ୍କ ନାମ ଅଧିନିୟମର ପ୍ରଥମ ସୂଚୀରେ ଯୋଡା…
ମିଠାଇ ବଣ୍ଟାଗଲା-ପୋଷାକ ଚିରିଲା: ଲାଲଙ୍କୁ ଜାମିନ ନେଇ ଭାଜପା-ଆରଜେଡି ମୁହାଁମୁହିଁ…
ପାଟନା,୧୫।୩ : ଜମି ପାଇଁ ଚାକିରି ସ୍କାମରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଜାମିନ ପାଇବାର ପ୍ରଭାବ ବିହାରରେ ଦୃଶ୍ୟମାନ ହୋଇଛି। ବିଧାନସଭା ତଥା ବାହାରେ ଶାସକ ତଥା ବିରୋଧୀ ବିଧାୟକମାନେ ପରସ୍ପର ସହ ମୁହାଁମୁହିଁ ହୋଇଥିବା ଦେଖାଯାଇଛି। ଲାଲୁ ଯାଦବଙ୍କୁ…
ଦଳ ଭିତରେ ମତଭେଦ ଶକ୍ତି ପରୀକ୍ଷାର ଆଧାର ହୋଇ ନ ପାରେ: ଶିବସେନା ବନାମ ଶିବସେନା ମାମଲାରେ ରାଜ୍ୟପାଳଙ୍କୁ କହିଲେ ସିଜେଆଇ…
ନୂଆଦିଲ୍ଲୀ,୧୫।୩ : ଶିବସେନା ବନାମ ଶିବସେନା ମାମଲାରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ ଚନ୍ଦ୍ରଚୂଡ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ କହିଛନ୍ତି ଦଳ ଭିତରେ ମତଭେଦ ଶକ୍ତି ପରୀକ୍ଷାର ଆଧାର ହୋଇ ନ ପାରେ। ଏଭଳି ସ୍ଥଳେ ଶକ୍ତି ପରୀକ୍ଷା ଡକାଯିବା ଉଚିତ…
ଫିଫା ବିଶ୍ୱକପ-୨୦୨୬: ଯୋଜନାରେ ପରିବର୍ତ୍ତନ, ୪-୪ ଟିମର ୧୨ ଗ୍ରୁପ୍ ରହିବେ…
ଓ୍ବାଶିଂଟନ,୧୫।୩ : ଉତ୍ତର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ-୨୦୨୬ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆସନ୍ତା ବିଶ୍ୱକପରେ ୪-୪ ଟିମର ୧୨ ଟି ଗ୍ରୁପ୍ ହେବ ବୋଲି ଫିଫା ଏକ ବିବୃତ୍ତିରେ କହିଛି। ପୂର୍ବରୁ ୩-୩ ଟିମର…
ବିଶ୍ୱ ତାପନ ଯୋଗୁ ମରୁଡି-ବନ୍ୟା ବୃଦ୍ଧି ପାଉଛି: ନାସା…
ଓ୍ବାଶିଂଟନ,୧୫।୩ : ପୃଥିବୀର ଅନେକ ଅଞ୍ଚଳରେ ଭୟଙ୍କର ମରୁଡ଼ି, ଅତ୍ୟଧିକ ବୃଷ୍ଟିପାତ ଏବଂ ବନ୍ୟା ପରିସ୍ଥିତି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସାର ନେଚର ଓ୍ବାଟର ଜର୍ନାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଏହି ସୂଚନା ପ୍ରକାଶ…
Archives


