Home Middle

ମ୍ୟାନମାର ସୀମାନ୍ତ ଅଞ୍ଚଳରେ ଗୃହଯୁଦ୍ଧ ତୀବ୍ର: ଆର୍ଥିକ କରିଡରରେ ସଙ୍କଟ…

ନାପିଦ୍ୱ,୨୩।୫ : ଥାଇଲାଣ୍ଡ ସହିତ ଏହାର ସୀମାରେ ମ୍ୟାନମାରର ସାମରିକ ଏବଂ ସାମରିକ ବିରୋଧୀ ଶାସକ ବିଦ୍ରୋହୀଙ୍କ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହି ଅଞ୍ଚଳରେ ମ୍ୟାନମାରର ଅଳ୍ପସଂଖ୍ୟକ ସମ୍ପ୍ରଦାୟ ବାସ କରନ୍ତି, ଯେଉଁମାନେ ଦେଶର ସାମରିକ ଶାସକଙ୍କ ବିରୁଦ୍ଧରେ…

ୟୁପିଏସ୍‌ସି ପରାକ୍ଷାଫଳ ପ୍ରକାଶ, ଈଶିତା କିଶୋର ଟପ୍ପର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି)ପକ୍ଷରୁ ୨୦୨୨ ସିଭିଲ ସର୍ଭିସ ପରାକ୍ଷାଫଳ ଘୋଷଣା କରାଯାଇଛି। ପରୀକ୍ଷାରେ ପୁଣି ଥରେ ପୁଅଙ୍କଠାରୁ ଝିଅ ଆଗରେ ରହିଛନ୍ତି। ତେବେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳକୁ ଅଫିସିଆଲ ୱେବସାଇଟ upsc.gov.in ରେ ଯାଞ୍ଚ କରିପାରିବେ। ଈଶିତା…

ଭାରତ ଗଣତନ୍ତ୍ରର ଜନନୀ: ପ୍ରଧାନମନ୍ତ୍ରୀ…

ସିଡନୀ,୨୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ତାଙ୍କ ଅଭିଭାଷଣରେ କହିଛନ୍ତି ଭାରତ ହେଉଛି ଗଣତନ୍ତ୍ରର ଜନନୀ। ହଜାର ହଜାର ବର୍ଷର ଭାରତ ଏକ ଜୀବନ୍ତ ସଭ୍ୟତା। ଆମେ ସମୟ ସହିତ ନିଜକୁ ଗଢ଼ିଛୁ କିନ୍ତୁ ସର୍ବଦା ଆମର ମୂଳ…

ଛତିଶଗଡ଼ରେ ନ ହେଉ କର୍ନାଟକ ସ୍ଥିତି: ଅସନ୍ତୁଷ୍ଟ ନେତାଙ୍କୁ ଭୋଜି ଦେବ ଭାଜପା…

ରାୟପୁର,୨୩।୫ : କର୍ନାଟକ ନିର୍ବାଚନରେ ଅପମାନଜନକ ପରାଜୟ ପରେ ଭାଜପା ଗୁରୁତ୍ୱପୂର୍ଣ୍ଣ ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଉପରେ ଧ୍ୟାନ ଦେବା ଆରମ୍ଭ କରିଛି। ଏହି ରାଜ୍ୟଗୁଡିକରେ ପାଞ୍ଚ ମାସ ପୂର୍ବରୁ ଦଳ ନିର୍ବାଚନ ଅଭିଯାନରେ ପ୍ରବେଶ କରିସାରିଛି। କେବଳ ବିଧାନସଭା ନିର୍ବାଚନ…

ରପ୍ତାନୀ ପୂର୍ବରୁ କଫ ସିରପର ହେବ ଗୁଣବତ୍ତା ଯାଞ୍ଚ୍‌: ଜୁନ୍‌ ୧ରୁ ନିୟମ ଲାଗୁ…

ନୂଆଦିଲ୍ଲୀ,୨୩।୫ : ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଦ୍ୱାରା ରପ୍ତାନି ହୋଇଥିବା କଫ ସିରପକୁ ନେଇ ବିଶ୍ୱବ୍ୟାପୀ ଆକ୍ରୋଶ ପରେ ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଔଷଧ ବିଦେଶ ପଠାଯିବା ପୂର୍ବରୁ ଗୁଣବତ୍ତା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ,…

ସ୍ବଇଛାରେ ଶାରୀରିକ ସମ୍ପର୍କ ରଖିବା ନୁହେଁ ଅପରାଧ, ମାତ୍ର ସର୍ବସାଧାରଣ ସ୍ଥାନରେ ବାରଣ: କୋର୍ଟ…

ମୁମ୍ବାଇ,୨୩।୫ : ମୁମ୍ବାଇର ଏକ ସେସନ୍ସ କୋର୍ଟ ୩୪ ବର୍ଷ ବୟସ୍କା ମହିଳା ଯୌନ କର୍ମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି କହିଛନ୍ତି ସ୍ବଇଛାରେ ସ୍ବଇଛାରେ ଶାରୀରିକ ସମ୍ପର୍କ ରଖିବାକୁ ଅପରାଧ ଭାବରେ ବିବେଚନା କରାଯାଇପାରିବ…

ଉତ୍ତରପ୍ରଦେଶରେ ଭାଜପାର ହେଲିକପ୍ଟର ଯୋଜନା: ୧୦ରୁ ୨୦ ମଧ୍ୟରେ ହେବ ୮୦ ରାଲି…

ନୂଆଦିଲ୍ଲୀ,୨୩।୫ : ଉତ୍ତରପ୍ରଦେଶରେ ଭାଜପା ଲୋକସଭା ନିର୍ବାଚନ ପୂର୍ବରୁ ତୋଫାନୀ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିଛି। ମେ ୩୦ ରୁ ଜୁନ ୩୦ ମଧ୍ୟରେ ପ୍ରସ୍ତୁତ ଯୋଜନାଗୁଡିକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଲି ହେବ। ସେଥିମଧ୍ୟରୁ ହେଲିକପ୍ଟର ଯୋଜନା ଅନ୍ତର୍ଗତ ଜୁନ୍‌…

କୁଡୋସ ବ୍ୟାଙ୍କରେ ମନ୍ତ୍ରୋଚାରଣ ସହିତ ମୋଦିଙ୍କୁ ସ୍ବାଗତ…

ସିଡନୀ,୨୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଷ୍ଟ୍ରେଲିଆ ଗସ୍ତର ଦ୍ୱିତୀୟ ଦିନରେ ସିଡନୀର କୁଡୋସ ବ୍ୟାଙ୍କ ମଇଦାନରେ ପହଞ୍ଚି ଛନ୍ତି। ତାଙ୍କ ସହ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ମଧ୍ୟ ଉପସ୍ଥିତ ଅଛନ୍ତି। କୁଡୋସ ବ୍ୟାଙ୍କ ମଇଦାନରେ ଦୁଇ ପ୍ରଧାନମନ୍ତ୍ରୀଙ୍କୁ…

ଦୈନିକ ସଂକ୍ରମଣ ୪ ଶହ ..

.ନୂଆଦିଲ୍ଲୀ, ୨୩।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି କମିଛି। ସେହିପରି ସକ୍ରିୟ…

ମୋଦିଙ୍କ ପ୍ରଶଂସାରେ ଅଷ୍ଟ୍ରେଲିଆର ବଡ ବଡ ବ୍ୟକ୍ତିତ୍ୱ, କହିଲେ ତାଙ୍କୁ ଭେଟିବା ସମ୍ମାନର କଥା

ସିଡନୀ,୨୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ମଙ୍ଗଳବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆର ବରିଷ୍ଠ ଶିଳ୍ପପତିମାନଙ୍କୁ ଭେଟିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ଶିଳ୍ପପତିମାନଙ୍କୁ ଭାରତରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ…

ଆଜି ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳିବେ ସିଏସ୍‌କେ-ଜିଟି

ଆଇପିଏଲ ୨୦୨୩ର ୧୬ ତମ ସିଜନରେ ମଙ୍ଗଳବାରଠାରୁ ପ୍ଲେ ଅଫ ମ୍ୟାଚ ଖେଳାଯିବ। ତେବେ ଏହି ସିଜନର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)କୁ ଭେଟିବ ଗୁଜୁରାଟ ଟାଇଟାନ୍ସ (ଜିଟି)। ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ…

ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

ବରଗଡ଼ ଅଫିସ,୨୩।୫: ବରଗଡ଼ ଜିଲା ଭଟଲି ଥାନା ଅଧୀନ ଝିକିଝିକି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ପରିବାରର ୪ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ, ଗ୍ରାମର ଗୁରୁଦେବ ବାଗ(୫୫) ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?