Home Middle

ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଶାନ୍ତି ବନ ପହଞ୍ଚିଲେ ରାହୁଲ ଗାନ୍ଧୀ, ଖର୍ଗେ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଶନିବାର ଅର୍ଥାତ୍‌ ୨୭ମେ’ରେ ପାଳନ ହେଉଛି ୫୯ ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ମନେପକାଇବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୋଦି…

ଆଜି ନୀତି ଅୟୋଗର ବୈଠକ, ମମତା କେଜରିଓ୍ବାଲଙ୍କ ସମେତ ଆଉ କେତେଜଣ ମୁଖ୍ୟମନ୍ତ୍ରୀ କରିଛନ୍ତି ବହିଷ୍କାର

ନୂଆଦିଲ୍ଲୀ,୨୭।୫: ଦେଶରେ ନୂଆ ସଂସଦ ଭବନ ଉଦଘାଟନକୁ ବିରୋଧ କରିବା ପରେ ଏବେ ବିରୋଧୀ ରାଜନୈତିକ ଦଳ ସରକାରଙ୍କ ନୀତି ଆୟୋଗ ବୈଠକକୁ ବି ବିରୋଧ କରିଛନ୍ତି। ଶନିବାର ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନୀତୀଶ କୁମାର,…

ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକାର ବଡ ପଦକ୍ଷେପ, ଦୀପାବଳି ଛୁଟି ଘୋଷଣା ପାଇଁ ସଂସଦରେ ବିଧେୟକ ଉପସ୍ଥାପନ

ଓ୍ବାଶିଂଟନ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ ପଦକ୍ଷେପ ନେଇଛି। ଆମେରିକାରେ ଦୀପାବଳିରେ ସଂଘିୟ ଅବକାଶ ଘୋଷଣା କରିବାକୁ ୟୁଏସ କଂଗ୍ରେସ(ସଂସଦ)ରେ ବିଧେୟକ ଉପସ୍ଥାପନ କରାଯାଇଛି। ଆମେରିକାର ମହିଳା ସାଂସଦ ଗ୍ରେସ ମେଂଗ ଶୁକ୍ରବାର ପ୍ରତିନିଧି ସଭାରେ ଦୀପାବଳି…

ରେସଲରଙ୍କୁ ସମର୍ଥନ କଲେ ବାବା ରାମଦେବ

ନୂଆଦିଲ୍ଲୀ,୨୭।୫: ଯୌନ ଉତ୍ପିଡନ ଭଳି ସମସ୍ୟାକୁ ସାମ୍ନା କରୁଥିବା ଭାରତୀୟ କୁସ୍ତି ସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କୁ ନିଜ ଘରୁ ଏବେ ଚ୍ୟାଲେଞ୍ଜ ମିଳିଛି। ଯୋଗଗୁରୁ ବାବା ରାମଦେବ ଭାରତୀୟ ଜନତା ପାଟର୍ଇ(ଭାଜପା)ର ଏମପିଙ୍କ ବିରୋଧରେ ଦିଲ୍ଲୀର ଜନ୍ତର…

୧୯୨୭ରୁ ପାର୍ଲାମେଣ୍ଟ ବିଲ୍ଡିଂର ଯାତ୍ରା

ନୂଆଦିଲ୍ଲୀ,୨୭ା୫: ପୁରୁଣା ପାର୍ଲାମେଣ୍ଟ ବିଲ୍ଡିଂ ସ୍ଥାପତ୍ୟ ଉତ୍କର୍ଷର ଐତିହାସିକ ପ୍ରତୀକ, ଯାହାକି ଭାରତର ଭାଗ୍ୟକୁ ପ୍ରାୟ ୧ ଶତାବ୍ଦୀ ଧରି ନିର୍ଦ୍ଧାରିତ କରିଆସିଛି। ଏହାର ଜାଜୁଲ୍ୟମାନ ଧରୋହର ଏବେ ଇତିହାସ ପୃଷ୍ଠାକୁ ଚାଲିଯିବାକୁ ବସିଛି। ୧୯୨୭ ଜାନୁୟାରୀ ୧୮ରେ ତତ୍କାଳୀନ ଭାଇସରାୟ…

ଏଲିଜାବେଥ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା

ଓ୍ବାଶିଂଟନ୍‌,୨୭ା୫: ବ୍ରିଟେନର ଦିବଂଗତ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା। ୧୯୮୩ରେ ଏଲିଜାବେଥ୍‌ ଦ୍ୱିତୀୟ ଆମେରିକା ଗସ୍ତରେ ଥିବାବେଳେ ତାଙ୍କ ହତ୍ୟା ଷଡ଼ଯନ୍ତ୍ର ରଚାଯାଇଥିବା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ନିଜ ନୂଆ ଦସ୍ତାବିଜରେ ପ୍ରଘଟ କରିଛି।…

ମୋଦିଙ୍କ ୯ ବର୍ଷ, କଂଗ୍ରେସର ୯ ପ୍ରଶ୍ନ

ନୂଆଦିଲ୍ଲୀ,୨୭ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରକୁ ୯ ବର୍ଷ ପୂରିଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ତାଙ୍କୁ ଦରଦାମ ବୃଦ୍ଧି, ବେରୋଜଗାରି, କୃଷକଙ୍କ ଆୟ ଆଦି ନେଇ ୯ଟି ପ୍ରଶ୍ନ କରାଯାଇଛି। ମୋଦି ନିଜ ଶାସନ କାଳରେ ଦେଶବାସୀଙ୍କ ସହ…

ପୁଣି ପାଣ୍ଡିଆ ବାହିନୀ ଫାଇନାଲରେ

ଅହମ୍ମଦାବାଦ,୨୬।୫: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ ୨୦୨୩ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିଲା । ଏଥିରେ ଗୁଜୁରାଟ ଟାଇଟନ୍ସ ୬୨ ରନରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି…

ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତିକୁ ସ୍ମୃତି କରି ରଖିବାକୁ ଭାଜପାର ମେଗା ପ୍ଲାନ, ମୋଦି ଆଜମେରରେ କରିବେ କ୍ୟାମ୍ପେନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୬।୫: ନରେନ୍ଦ୍ର ମୋଦି ଆଜିର ଦିନରେ ଅର୍ଥାତ୍‌ ୨୮ ମେ ୨୦୧୪ରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ୯ ବର୍ଷର ଯାତ୍ରାକୁ ଅଭୁଲା କରି ରଖିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ଏକ ମେଗା ପ୍ରଚାରର ଯୋଜନା କରିଛି। ଏଥିରେ…

କଂଗ୍ରେସର ୯ ପ୍ରଶ୍ନର ଉତ୍ତର ରଖିଲା ଭାଜପା

ନୂଆଦିଲ୍ଲୀ,୨୬।୫: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରର ୯ ବର୍ଷ ପୂରଣ ହେବା ପରେ କଂଗ୍ରେସ ୯ଟି ପ୍ରଶ୍ନ କରିଛି। ଏହି ପ୍ରଶ୍ନର ଉତ୍ତର ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଇଛନ୍ତି।…

ଜୁନରେ ଆସିବ ମୌସୁମୀ

ନୂଆଦିଲ୍ଲୀ,୨୬।୫: ଉତ୍ତର ଭାରତ ସମେତ ଦେଶର ପ୍ରାୟ ସବୁ ରାଜ୍ୟରେ ଖୁବଶୀଘ୍ର ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳିବ। ନିକଟରେ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାରୁ ତାପମାତ୍ରା କମ ହୋଇଯାଇଛି। ହେଲେ କିଛିଦିନ ମଧ୍ୟରେ ପାଣିପାଗରେ ଆହୁରି ପରିବର୍ତ୍ତନ ହେବ। ତେବେ ଆଇଏମଡି…

ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୬ସପ୍ତାହ ପାଇଁ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ପୂର୍ବତନ ସ୍ବାସ୍ଥମନ୍ତ୍ରୀ ତଥା ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। ସୁପ୍ରିମକୋର୍ଟ ଜୈନଙ୍କୁ ୬ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇ କହିଛନ୍ତି, ସେ ଘରୋଇ ଡାକ୍ତରଖାନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?