Home Middle

‘ମୁଁ ବି ଶୁଣିନି ମଙ୍କି ବାତ’, ମହୁଆଙ୍କ ବିବାଦୀୟ ଟୁଇଟ

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ୧୦୦ତମ ଏପିସୋଡରେ ସାମିଲ ନ ହେବାରୁ ୩୬ ଜଣ ନିର୍ସିଂ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏବେ ଏହାକୁ ନେଇ ତ୍ରୁଣ ମୂଳ କଂଗ୍ରେସ(ଟିଏମସି) ଏମପି ମହୁଆ ମୋଇତ୍ରା…

ଆଇପିଏଲର ୫୭ ତମ ମ୍ୟାଚ: ଆଜି ଜିଟି-ଏମ୍‌ଆଇ ଲଢେଇ

ମୁମ୍ବାଇ,୧୨।୫: ଆଇପିଏଲ ୨୦୨୩ର ୫୭ ତମ ମ୍ୟାଚରେ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ)ଏବଂ ଗୁଜୁରାଟ ଟାଇଟାନ୍ସ(ଜିଟି) ମୁହାଁମୁହିଁ ହେବେ। ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ ମୁମ୍ବାଇର ୱାଖେଡେ ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଏହି ମ୍ୟାଚ ଜିତି ଗୁଜୁରାଟ ଦଳ…

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୫(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି। ମୋଟ୍‌ ପାସ୍‌ ହାର ୯୩.୧୨ ପ୍ରତିଶତ ରହିଥିବା ବେଳେ ଗତଥର ଅପେକ୍ଷା ଏଥର ପାସ୍‌ ହାର ୧.୨୮ ପ୍ରତିଶତ କମ୍‌…

ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ପ୍ରସଙ୍ଗରେ ସମ୍ବିଧାନ ବେଞ୍ଚର ନିଷ୍ପତ୍ତିର ପରଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଏହି ସମୟରେ କେଜ୍‌ରିଓ୍ବାଲ ସେବା ସଚିବଙ୍କ ସ୍ଥାନାନ୍ତର ପ୍ରସଙ୍ଗ ସୁପ୍ରିମକୋର୍ଟରେ ଉଠାଇଛନ୍ତି ଏବଂ କହିଛନ୍ତି…

ଏକନାଥ ଶିନ୍ଦେ, ଭାଜପାକୁ ଚ୍ୟାଲେଞ୍ଜ କଲେ ଉଦ୍ଧବ ଠାକରେ

ମୁମ୍ବାଇ,୧୨।୫: ଶିବସେନା(ୟୁଟିବି) ଅଧ୍ୟକ୍ଷ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଉଦ୍ଧବ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ସରକାରର ସହଯୋଗୀ ଦଳ ଭାଜପାକୁ ନିର୍ବାଚନର ସାମ୍ନା କରିବାକୁ…

ଦିଲ୍ଲୀ ପୋଲିସ ସାମ୍ନାରେ ହାଜର ହେଲେ ବ୍ରିଜ ଭୂଷଣ, ରେକର୍ଡ କଲେ ବୟାନ, ଅଭିଯୋଗକୁ ଖଣ୍ଡନ

ନୂଆଦିଲ୍ଲୀ,୧୨।୫: ମହିଳା ରେସଲରଙ୍କୁ ଯୌନ ଶୋଷଣ ଅଭିଯୋଗରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂ ଶୁକ୍ରବାର ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇଛନ୍ତି। ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବୟାନ ରେକର୍ଡ କରିଛି। ଏହା ସହିତ…

ବଜରଙ୍ଗ ପୁନିଆଙ୍କ ଅଭିଯୋଗ, ‘ଆମ ଫୋନ ନମ୍ବର କରାଯାଉଛି ଟ୍ରାକ’

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀର ଜନ୍ତର ମନ୍ତରରେ ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା କୁସ୍ତି ଯୋଦ୍ଧାମାନେ କଳା ପଟି ପିନ୍ଧିଥିବାର ନଜର ଆସିଥିଲେ। କୁସ୍ତିଯୋଦ୍ଧାମାନେ ଗୁରୁବାର ଅର୍ଥାତ ୧୧ ମେକୁ କଳା ଦିନ…

ୟୁକ୍ରେନକୁ ପୁଣି ସହଯୋଗର ହାତ ବଢାଇଲା ବ୍ରିଟେନ

ଲଣ୍ଡନ,୧୨।୫: ୟୁକ୍ରେନ ସହ ରୁଷିଆର ଯୁଦ୍ଧ ବର୍ଷକରୁ ଊର୍ଦ୍ଧ୍ୱ ସମୟ ହେବ ଲାଗି ରହିଥିବା ବେଳେ ବିଭିନ୍ନ ଦେଶରୁ ଦୁଇ ଦେଶକୁ ସହାୟତା ବି ଯୋଗାଇ ଦିଆଯାଉଛି। ବ୍ରିଟେନ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ ବ୍ରିଟେନ ୟୁକ୍ରେନକୁ ଦୀର୍ଘ ଦୂରଗାମୀ…

ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ଜୀବନ ଗଲା

ଗୁଣୁପୁର/ପାରଳାଖେମୁଣ୍ଡି,୧୨ା୫(ଡି.ଏନ୍‌.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲା କାତ୍ରାଗାଡ଼ା ନିକଟରେ ଶୁକ୍ରବାର ୪ ହାତୀଙ୍କ ମୃତଦେହ ଠାବ ହୋଇଛି। ପ୍ରକୃତରେ ହାତୀଙ୍କ ମୃତ୍ୟୁ କେମିତି ଘଟିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଥିବା ସନ୍ଦେହ…

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ରେଜଲ୍ଟ

ନୂଆଦିଲ୍ଲୀ,୧୨ା୫: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ମୋଟ୍‌ ୧୭ ଲକ୍ଷ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ମୋଟ୍‌ ପାସ୍‌ ହାର ୮୭.୩୩ ପ୍ରତିଶତ ରହିଛି। ଗତଥର ଅପେକ୍ଷା ଚଳିତ…

ବଢିଲା ଟ୍ରମ୍ଫଙ୍କ ସମସ୍ୟା, ହ୍ବାଇଟ ହାଉସର ପୂର୍ବତନ କର୍ମଚାରୀ କହିଲେ ମହିଳାଙ୍କୁ କରନ୍ତି ଦୁର୍ବବ୍ୟହାର

ଓ୍ବାଶିଂଟନ,୧୨।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ବିବାଦ ତାଙ୍କ ପିଛା ଛାଡୁନି। କିଛିଦିନ ହେବ ବିବାହ ତାଙ୍କ ସହ ଲାଗି ରହିଛି। ଲେଖିକା ଜିନ କ୍ୟାରୋଲଙ୍କ ସହ ଯୌନ ନିର୍ଯ୍ୟାତନା ମାମଲାରେ ଟ୍ରମ୍ଫଙ୍କୁ ନିକଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବେ…

ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଓଡ଼ିଶା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୫(ବ୍ୟୁରୋ): ଓଡ଼ିଶା ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଦି ଇକୋନୋମିକ୍‌ ଟାଇମ୍ସର ମିଳିତ ଆନୁକୂଲ୍ୟରେ ‘ଟ୍ରାନ୍ସଫର୍ମିଂ ଓଡ଼ିଶା କନ୍‌କ୍ଲେଭ’ର ଦ୍ୱିତୀୟ ସଂସ୍କରଣ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଆଭାସି ଜରିଆରେ ଏହି କାର୍ଯ୍ୟକ୍ରମକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri