Home Middle

କର୍ନାଟକ ବିଧାନସଭା ନିର୍ବାଚନ: ଭାଜପାକୁ ପୁଣି ଝଟ୍‌କା, ଦଳ ଛାଡ଼ିବା ନେଇ ଆଉ ଜଣେ ନେତା କଲେ ଘୋଷଣା

ବେଙ୍ଗାଲୁରୁ, ୧୯।୪: ଆସନ୍ତା ୧୦ ତାରିଖରେ କର୍ନାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ରାଜ୍ୟରେ ରାଜନୈତିକ ହଟଚମଟ ଦେଖାଯାଇଛି । ଟିକେଟ ବଣ୍ଟା ନେଇ ଭାଜପାରେ ଉତ୍ତେଜନା ଦେଖାଦେଇଛି। ଯେଉଁମାନେ ଟିକେଟ ପାଇନାହାନ୍ତି ସେମାନେ ଅନ୍ୟ ଦଳରୁ ଟିକେଟ୍‌…

ହ୍ବାଇଟ୍‌ ହାଉସକୁ ପଶିଆସିଲା ଶିଶୁ

ଓ୍ବାଶିଂଟନ,୧୯ା୪: ଆମେରିକାର ହ୍ବାଇଟ୍‌ ହାଉସକୁ ହଠାତ୍‌ ଏକ ଶିଶୁ ପଶିଯାଇଥିଲା। ଯାହାକୁ ଆମେରିକାର ଗୁପ୍ତ ସେବା ବାହାର କରିଦେଇଛି। ସିକ୍ରେଟ ସର୍ଭିସ ଯୋଗାଯୋଗ ମୁଖ୍ୟ ଆନ୍ଥୋନି ଗୁଗ୍‌ଲିମି କହିଛନ୍ତି, ଶିଶୁଟି ହ୍ବାଇଟ୍‌ ହାଉସର ଉତ୍ତର ପାର୍ଶ୍ୱରେ ଥିବା ବାଡ଼ ଦେଇ ପଶିଆସିଥିଲା।…

ପଶ୍ଚିମବଙ୍ଗ ମୁହାଁ ଶାହିସ୍ତା-ଶାର୍ପ ଶୁଟର ସବିର, ମିଳିଲା ଲୋକେଶନ ସୂଚନା…

ପ୍ରୟାଗରାଜ,୧୯।୪ : ଉମେଶ ପାଲ ହତ୍ୟା ମାମଲାରେ ପୋଲିସ ଏବଂ ଏସଟିଏଫ ଅତିକ ଅହମ୍ମଦଙ୍କ ସ୍ତ୍ରୀ ଶାହିସ୍ତା ପରଓ୍ବିନ, ବିସ୍ଫୋରଣକାରୀ ଗୁଡ୍ଡୁ ମୁସଲିମ ତଥା ଶାର୍ପ ଶୁଟର ସବିର ଏବଂ ଅରମାନଙ୍କୁ ଖୋଜୁଛି। ଏବେ ଏକ ବଡ ଖବର ବାହାରକୁ ଆସୁଛି…

ଦେଶର ବିକାଶ କାର୍ଯ୍ୟ ରାଜନୀତିଠାରୁ ଉର୍ଦ୍ଧ୍ୱରେ ରହିବା ଆବଶ୍ୟକ: ଥରୁର…

ଥିରୁଭାନନ୍ତପୁରମ,୧୯।୪ : କଂଗ୍ରେସ ଏମପି ଶଶି ଥରୁର ବୁଧବାର ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭଠାରୁ ସେ ବହୁତ ଉତ୍ସାହିତ…

ପୃଥିବୀର ୧୦ ଧନୀ ସହର: ତାଲିକାରେ ଆମେରିକାର ୪-ଚାଇନାର ୨, ଭାରତର ଶୂନ…

ଓ୍ବାଶିଂଟନ,୧୯।୪ : ନିବେଶ ସ୍ଥାନାନ୍ତରଣ ସଂସ୍ଥା ହେନଲି ଆଣ୍ଡ ପାର୍ଟନର୍ସଙ୍କ ଏକ ରିପୋର୍ଟରେ ପୃଥିବୀର ସବୁଠାରୁ ଧନୀ ସହରଗୁଡିକର ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ପ୍ରଥମ ୧୦ ଧନୀ ସହୀ ମଧ୍ୟରେ ଆମେରିକାର ୪ ଏବଂ ଚାଇନାର ୨…

ମୁଁ କାହା ବାପାଙ୍କୁ ବି ଭୟ କରେନା, ଯାହା କହିଛି ସତ କହିଛି: ସଞ୍ଜୟ ରାଉତ-ଅଜିତ ପାଓ୍ବାର ମୁହାଁମୁହିଁ…

ମୁମ୍ବାଇ,୧୯।୪ : ଅଜିତ ପାୱାରଙ୍କ ଉପରେ କଠୋର ଆଭିମୁଖ୍ୟ ଦର୍ଶାଇ ଶିବସେନା (ଉଦ୍ଧବ ବାଲ ଠାକରେ) ନେତା ସଞ୍ଜୟ ରାଉତ ସ୍ପଷ୍ଟ କରିଛନ୍ତି ଠାକରେ ସେନା ତାଙ୍କ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରିବା ସ୍ଥିତିରେ ଅଛନ୍ତି। ମୁଁ ସାମାନାରେ ସତ୍ୟ…

ଅସହ୍ୟ ତାତି: ଦେଶରେ ବ୍ଲାକଆଉଟ ହେବା ଆଶଙ୍କା ଘନେଇଲା…

ନୂଆଦିଲ୍ଲୀ,୧୯।୪ : ଏହା ଗ୍ରୀଷ୍ମର ଆରମ୍ଭ ମାତ୍ର, କିନ୍ତୁ ସୂର୍ଯ୍ୟର ଉତ୍ତାପ ଯୋଗୁ ଅସହ୍ୟ ତାତି ଲୋକଙ୍କୁ ଅସୁବିଧାରେ ପକାଉଛି। ଚଳିତ ସପ୍ତାହରେ ସାରା ଦେଶରେ ତାପମାତ୍ରା ବୃଦ୍ଧି ପାଉଛି। ଝାଞ୍ଜି ପବନ ଯୋଗୁ ଲୋକମାନେ ଅସୁବିଧାରେ ପଡୁଛନ୍ତି। ତେବେ ବଢୁଥିବା…

ଆଇପିଏଲର ୨୬ ତମ ମ୍ୟାଚ: ଆରଆର-ଏଲଏସଜି ମୁହାଁମୁହିଁ…

ଜୟପୁର,୧୯।୪ : ଆଇପିଏଲ ୨୦୨୩ ସିଜିନ ୧୬ର ୨୬ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଳଏସଜି) ମଧ୍ୟରେ ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ଚଳିତ ସିଜନରେ ଭଲ ପ୍ରଦର୍ଶନ କରିଛନ୍ତି ଏବଂ ପ୍ଲେ…

ପୋଲିସ କର୍ମଚାରୀଙ୍କ ଝିଅ ଏବେ ମୋଷ୍ଟ ଓ୍ବାଣ୍ଟେଡ, ଅତିକ ଗ୍ୟାଙ୍ଗର ‘ଗଡ଼ ମଦର’ ଶାହିସ୍ତା ପରଓ୍ବିନ…

ପ୍ରୟାଗରାଜ,୧୯।୪ : ଏପ୍ରିଲ ୧୫ ତାରିଖ ରାତିରେ ପୋଲିସ ହେପାଜତରେ ଗୁଳି ଚଳାଇ ହତ୍ୟା କରାଯାଇଥିବkା ମାଫିଆ-ରାଜନେତା ଅତିକ ଅହମ୍ମଦଙ୍କ ୫୧ ବର୍ଷିୟା ସ୍ତ୍ରୀ ଶାହିସ୍ତା ପରଓ୍ବିନ ବର୍ତ୍ତମାନ ଉତ୍ତରପ୍ରଦେଶ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଅଛନ୍ତି। ଯେକେହି ଅତିକଙ୍କ ଅପରାଧ…

ସମଲିଙ୍ଗୀ ବିବାହରେ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳଙ୍କୁ କରାଯାଉ ପକ୍ଷକାର: ସୁପ୍ରିମକୋର୍ଟରେ କେନ୍ଦ୍ରର ଦାବି…

ନୂଆଦିଲ୍ଲୀ,୧୯।୪ : ଦେଶରେ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚଲ୍‌ର ଶୁଣାଣି କରାଯାଉଛି। ଏହି ସମୟରେ କେନ୍ଦ୍ର କହିଛି , ଏହି ପ୍ରସଙ୍ଗରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟମାନଙ୍କ ସହିତ…

୧୦ହଜାର ଟଙ୍କିକିଆ କଏନ ଜମା କରି ପ୍ରାର୍ଥୀପତ୍ର ଦାଖଲ କଲେ ନିର୍ଦ୍ଦଳୀୟ ପ୍ରାର୍ଥୀ: ଲୋକଙ୍କଠାରୁ ମାଗି ସଂଗ୍ରହ କରିଥିଲେ…

ବେଙ୍ଗାଲୁରୁ,୧୯।୪ : ମେ ୧୦ରେ ହେବାକୁ ଥିବା କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି। ଏହି ସମୟରେ, ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। କର୍ନାଟକର ୟାଦଗିର ନିର୍ବାଚନମଣ୍ଡଳୀରୁ ତାଙ୍କ ନାମାଙ୍କନପତ୍ର…

ଚାଇନା ନୁହେଁ ଭାରତ ହେଉଛି ବିଶ୍ୱର ସବୁଠାରୁ ଜନବହୁଳ ଦେଶ

ନୂଆଦିଲ୍ଲୀ,୧୯।୪: ବିଶ୍ୱର ସବୁଠାରୁ ଅଧିକ ଜନବହୁଳ ଦେଶ ଚାଇନା ନୁହେଁ। ଏବେ ଭାରତ ହେଉଛି ବିଶ୍ୱର ସବୁଠାରୁୂ ଅଧିକ ଜନବହୁଳ ଦେଶ। ଚଳିତ ବର୍ଷ ଆରମ୍ଭରେ ଗ୍ଲୋବାଲ ଏକ୍ସପର୍ଟସ ଅନୁମାନ କରିଥିଲେ କି ୨୦୨୩ରେ ଭାରତ ସବୁଠାରୁ ଅଧିକ ଜନବହୁଳ ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri