ଡେଟ୍ ସିଲିଂ ଆଲୋଚନା ସ୍ଥଗିତ
ଓ୍ବାଶିଂଟନ୍/ହିରୋଶିମା, ୨୨ା୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରବିବାର କହିଛନ୍ତି, ଡେଟ୍ ସିଲିଂ ସୀମା ବୃଦ୍ଧି ପାଇଁ ସରକାରଙ୍କ ପ୍ରସ୍ତାବ ଉପରେ ବିରୋଧୀ ରିପବ୍ଲିକାନ୍ଙ୍କ ଅଫର୍ ଗ୍ରହଣଯୋଗ୍ୟ ନୁହେଁ। ତେବେ ଡିଲ୍ ପାଇଁ ଖର୍ଚ୍ଚ କାଟ୍ ସହ ଟିକସ ଆଡ୍ଜଷ୍ଟମେଣ୍ଟ (ସମାଯୋଜନ)…
କଶ୍ମୀରରେ ୨୬/୧୧ ଭଳି ଆକ୍ରମଣ ଯୋଜନା
ଶ୍ରୀନଗର, ୨୨ା୫: ଜମ୍ମୁ-କଶ୍ମୀରରେ ସୋମବାର ଜି୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗ୍ରୁପ୍ ସମ୍ମିଳନୀ ଅନୁଷ୍ଠିିତ ହେବାକୁ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଜି୨୦ ପ୍ରତିନିଧିମାନେ ରହିବାକୁ ଥିବା ହୋଟେଲରେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଲାଗି ଯୋଜନା ହେଉଥିବାର ସୂଚନା ମିଳିବା…
ରୁଷିଆ ଦଖଲରେ ବାଖ୍ମୁଟ୍
ମସ୍କୋ/ହିରୋଶିମା, ୨୨ା୫ : ୟୁକ୍ରେନ୍ର ଗୁରୁତ୍ୱପୂର୍ଣ୍ଣ ବାଖ୍ମୁଟ୍ ସହରକୁ ରୁଷିଆ ଦଖଲ କରିଥିବା ରବିବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରୁଷିଆ ସୈନ୍ୟମାନଙ୍କ ସହାୟତାରେ ଓ୍ବାଗ୍ନର ଘରୋଇ ସେନା ବାଖ୍ମୁଟ୍କୁ ନିୟନ୍ତ୍ରଣକୁ ନେଇଛି। ଓ୍ବାଗ୍ନର ମୁଖ୍ୟ ୟେଭ୍ଗେନି ପ୍ରିଗୋଝିନ୍ ମଧ୍ୟ…
ଆଜି ମନ୍ତ୍ରୀ ଭାବେ ଶପଥ ନେବେ ସୁଦାମ, ସାରଦା, ବିକ୍ରମ
ଭୁବନେଶ୍ବର, ୨୨ା୫(ବ୍ୟୁରୋ): ରାଜ୍ୟରେ ଖାଲି ପଡ଼ିଥିବା ମନ୍ତ୍ରୀ ପଦ ପାଇଁ ଲାଗି ରହିଥିବା ଚର୍ଚ୍ଚାରେ ଏବେ ବ୍ରେକ୍ ଲାଗିବାକୁ ଯାଉଛି। ରାଜ୍ୟର ନୂଆ ମନ୍ତ୍ରୀ ଭାବେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ, ରାଉରକେଲା ବିଧାୟକ ସାରଦା ନାଏକ ଏବଂ ପୂର୍ବତନ…
ପ୍ଲେ ଅଫ୍ ଦୌଡରୁ ବାଦ୍ ପଡ଼ିଲା ଆର୍ସିବି
ବେଙ୍ଗାଲୁରୁ,୨୧ା୫: ରବିବାର ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ବିପକ୍ଷ ମ୍ୟାଚ୍ରେ ଶୁବମନ ଗିଲ୍ଙ୍କ ଦମ୍ଦାର ଶତକୀୟ ଇନିଂସ୍ ବଲରେ ଗୁଜରାଟ ଟାଇଟନ୍ସ ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ ଆଇପିଏଲ୍ ପ୍ଲେ ଅଫ୍ ଦୌଡରୁ ବାଦ ପଡିଛି ଆର୍ସିବି। କୋହଲି ଆଇପିଏଲ୍…
ଗୁଜରାଟ ଆଗରେ ୧୯୮ ରନ୍ର ଟାର୍ଗେଟ୍
ବେଙ୍ଗାଲୁରୁ,୨୧ା୫: ଆଇପିଏଲ୍ରେ ଆଉ ଏକ ଶତକ ହାସଲ କରିଛନ୍ତି ବିରାଟ କୋହଲି। ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ କୋହଲି କ୍ୟାରିୟରର ସପ୍ତମ ଶତକ ହାସଲ କରିଛନ୍ତି। କୋହଲିଙ୍କ ୧୦୧ ରନ୍ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ୨୦ ଓଭରରେ ୫…
୨ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଦେବାକୁ ପଡିବନି ପରିଚୟ ପତ୍ର
ନୂଆଦିଲ୍ଲୀ, ୨୧ା୫ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ୨ ହଜାର ଟଙ୍କିଆ ନୋଟ୍କୁ ପ୍ରତ୍ୟାହାର କରିନେବା ଲାଗି ଘୋଷଣା କରାଯାଇଛି। ଏନେଇ ୨ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ବଦଳାଇବା କିମ୍ବା ଟଙ୍କା ଜମା କରିବା ପାଇଁ ଲୋକଙ୍କ ମଧ୍ୟରେ ତତ୍ପରତା…
ବେଙ୍ଗାଲୁରୁରେ ପ୍ରବଳ ବର୍ଷା: ଜଣେ ମହିଳାଙ୍କ ମୃତ୍ୟୁ…
ବେଙ୍ଗାଲୁରୁ,୨୧।୫ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁ ଜଣେ ଛୋଟ ଶିଶୁ ନିଖୋଜ ଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରରେ ରବିବାର ପ୍ରାୟ ୨ ଘଣ୍ଟା ଧରି ପ୍ରବଳ ବର୍ଷା ହୋଇଛି, ଯେଉଁଥିପାଇଁ ଅଣ୍ଡରପାସ ପାଣିରେ ବୁଡି…
ଗଣତନ୍ତ୍ର-ସ୍ବାଧୀନତାକୁ ଦିଆଯାଉ ସମ୍ମାନ: ଜେଲେନସ୍କି…
ଟୋକିଓ,୨୧।୫ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାପାନର ହିରୋସୀମାରେ ପହଞ୍ଚି ଜି-୭ ଦେଶର ମୁଖ୍ୟମାନଙ୍କୁ ଭେଟିଛନ୍ତି। ସେ ଯୁଦ୍ଧ ନେଇ ଜି-୭ ଦେଶର ସମର୍ଥନ ଲୋଡିଛନ୍ତି। ଜେଲେନସ୍କି ରବିବାର କହିଛନ୍ତି ସମସ୍ତ ସହଯୋଗୀ ଏବଂ ଅଂଶୀଦାରମାନଙ୍କଠାରୁ…
ଟସ ଜିତିଲା ଜିଟି, ପ୍ରଥମେ ବୋଲିଂ, ବର୍ଷା ଯୋଗୁ ମ୍ୟାଚରେ ବାଧା…
ବେଙ୍ଗାଲୁରୁ,୨୧।୫ : ଆଇପିଏଲ ୨୦୨୩ର ୭୦ତମ ତଥା ଶେଷ ଲିଗ ମ୍ୟାଚ ଗୁଜରାଟ ଟାଇଟାନ୍ସ(ଜିଟି ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ମଧ୍ୟରେ ଖେଳାଯାଉଛି। ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଜିଟି ଟସ ଜିତି ପ୍ରଥମେ ବୋଲିଂ…
ମୋଦିଙ୍କ ପାଦ ଛୁଇଁଲେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ…
ପୋର୍ଟ ମୋର୍ସବେ,୨୧।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନିରେ ପହଞ୍ଚିଛନ୍ତି। ଏହି ଅବସରରେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ଅନୁଷ୍ଠିତ ଜି -୭ ଶିଖର ସମ୍ମିଳନୀରେ ଯୋଗଦେବା…
୮ ଓ୍ବିକେଟରେ ଜିତିଲା ଏମଆଇ…
ମୁମ୍ବାଇ,୨୧।୫ : ଆଇପିଏଲ ୨୦୨୩ର ୬୯ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ ) ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ବିପକ୍ଷରେ ୮ ଓ୍ବିକେଟରେ ବିଜୟ ହାସଲ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଏମଆଇ ୧୮ ଓଭରରେ ୨ ଓ୍ବିକେଟ ହରାଇ ୨୦୧ ରନ କରିଥିଲା।…
Archives


