Home Middle

ହାର୍ଭାର୍ଡ ଛାତ୍ରରୁ ସିରିଏଲ୍‌ କିଲର

ଓ୍ବାଶିଂଟନ୍‌,୧୨ା୬: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିବା କୁଖ୍ୟାତ୍‌ ଗଣିତଜ୍ଞ ଟେଡ୍‌ କଜିନ୍‌ସ୍କିଙ୍କ ଶନିବାର ୮୧ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଆମେରିକାର ନର୍ଥ କାରୋଲିନା ଜେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ୟୁନାବମ୍ବର ନାମରେ କୁଖ୍ୟାତ୍‌ ଏହି ସିରିଏଲ୍‌ କିଲର…

ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏଲ ନିନୋ ସକ୍ରିୟ: ଭାରତର ମୌସୁମୀକୁ କରିପାରେ ଦୁର୍ବଳ,ବୈଜ୍ଞାନିକ ଦେଲେ ଚେତାବନୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୬ : ଆମେରିକାର ବୈଜ୍ଞାନିକମାନେ ଏଲ ନିନୋ ଆରମ୍ଭକୁ ନିଶ୍ଚିତ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପୃଥିବୀର ପାଣିପାଗ ଉପରେ ପ୍ରଭାବ ପକାଇପାରେ ଏବଂ ଭାରତର ମୌସୁମୀକୁ ଦୁର୍ବଳ କରିପାରେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ପୃଥିବୀର ତାପମାତ୍ରାକୁ ବୃଦ୍ଧି କରିପାରେ…

ଜର୍ମାନୀରେ ନାରୀ ନିର୍ଯାତନା: ଏକ ତୃତୀୟାଂଶ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା…

ବର୍ଲିନ,୧୧।୬ : ବିକଶିତ ଦେଶ ତାଲିକାରେ ଥିବା ଜର୍ମାନୀରୁ ଏକ ଲଜ୍ଜାଜନକ ଖବର ଆସିଛି। ଜର୍ମାନୀରେ କରାଯାଇଥିବା ଏକ ସର୍ଭେ ପରେ ଏହା ଜଣାପଡିଛି ଦେଶର ଏକ ତୃତୀୟାଂଶରୁ ଅଧିକ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା।ମହିଳାଙ୍କ ପ୍ରତି ହେଉଥିବା…

ଇରାନ ଆଣବିକ ଅସ୍ତ୍ର ବିକଶିତ କରିବାକୁ ଚାହିଁଲେ କେହି ରୋକି ପାରିବେ ନାହିଁ…

ତେହେରାନ,୧୧।୬ : ଆମେରିକା ସହିତ ପରମାଣୁ ଚୁକ୍ତି ସଂପର୍କରେ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପଶ୍ଚିମ ଦେଶ ସହ ଆଣବିକ ଚୁକ୍ତିରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି। ତେବେ ଇରାନର…

ବଂଶବାଦ ସବୁ ରାଜନୈତିକ ଦଳରେ ଅଛି: ସୁପ୍ରିୟା ସୁଲେ…

ମୁମ୍ବାଇ,୧୧।୬ : ଏନସିପିରେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ପାଇବା ପରେ ସୁପ୍ରିୟା ସୁଲେ କହିଛନ୍ତି ତାଙ୍କୁ ଏକ ବଡ ତଥା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି, ଏଥିପାଇଁ ସେ ସମସ୍ତଙ୍କ ପ୍ରତି କୃତଜ୍ଞ। ତାଙ୍କର ଏକ ସାକ୍ଷାତକାରରେ ସେ କହିଛନ୍ତି ମୁଁ ବଂଶବାଦଠାରୁ…

ରାହୁଲଙ୍କ ସହ ଲଢ଼ିବାକୁ ଆମେ ପ୍ରସ୍ତୁତ, ନୀତୀଶ ସାଜିଛନ୍ତି ମୁନ୍‌ସୀ: ସୁଶୀଲ ମୋଦି…

ପାଟନା,୧୧।୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନଅ ବର୍ଷ ପୂରଣ ହେବା ପରେ ଭାଜପା ନେତାମାନେ ଲୋକଙ୍କ ମଧ୍ୟରେ ଯାଇ ସରକାରଙ୍କ ସଫଳତାକୁ ଗଣନା କରୁଛନ୍ତି। ଏହି ବିଷୟରେ ସିଟି-ଟୁ-ସିଟି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି। ଏହି କ୍ରମରେ ରାଜ୍ୟସଭା…

ଚାଇନାକୁ ନାଟୋର ଗୁପ୍ତ ସୂଚନା ଦେଉଛନ୍ତି ଜର୍ମାଜୀ ପାଇଲଟ…

ବର୍ଲିନ,୧୧।୬ : ଜର୍ମାନୀର ଅବସରପ୍ରାପ୍ତ ପାଇଲଟମାନେ ଏବେ ଚାଇନା ବାୟୁସେନାର ପାଇଲଟମାନଙ୍କୁ ତାଲିମ ଦେଉଛନ୍ତି। ଏହି ସମୟ ମଧ୍ୟରେ, ଏହି ଜର୍ମାନ ପାଇଲଟମାନେ ମୋଟା ମୋଟା ଅର୍ଥ ବଦଳରେ ନାଟୋ ବିଷୟରେ ଅନେକ ଗୁପ୍ତ ତଥ୍ୟ ମଧ୍ୟ ଚାଇନାକୁ ଶେୟାର କରିଛନ୍ତି।…

ବଡ଼ ପ୍ରକଳ୍ପ ନେଇ ତାଲିବାନରେ କଳହ: ଜାତିସଂଘ ରିପୋର୍ଟ…

କାବୁଲ,୧୧।୬ : ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ନିଯୁକ୍ତ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ପ୍ରମୁଖ ଅର୍ଥନୈତିକ ପ୍ରକଳ୍ପର ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ବୋଲି ସୂଚନା ଦେଇଛନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି…

ଭାଜପା ଭୟଭୀତ ହୋଇଛି: ସଞ୍ଜୟ ରାଉତ…

ମୁମ୍ବାଇ,୧୧।୬ : ଶିବସେନା (ୟୁବିଟି) ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ରବିବାର ଦାବି କରିଛନ୍ତି ଭାରତୀୟ ଜନତା ପାର୍ଟି (ଭାଜପା) ତାଙ୍କ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭୟ କରୁଛି, ଯାହା ଏକ ଭଲ କଥା। ସଞ୍ଜୟ ରାଉତ କହିଛନ୍ତି ଉଦ୍ଧବଙ୍କୁ…

ମହିଳା ଜୁନିୟର ଏସିଆ କପ୍‌ ହକିରେ ଭାରତ ଚାମ୍ପିୟନ୍‌

କାକାମିଗହରା(ଜାପାନ),୧୧ା୬: ଜାପାନରେ ଅନୁଷ୍ଠିତ ମହିଳା ଜୁନିୟର ଏସିଆ କପ୍‌ ହକିରେ ଭାରତ ଚାମ୍ପିୟନ୍‌ ହୋଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ଭାରତ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ଜୁନିୟର ଏସିଆ କପ୍‌ ହକି ଟାଇଟଲ୍‌…

ବଦଳିଲା କେଜରିଓ୍ବାଲଙ୍କ ମନ୍ତବ୍ୟ: ସିବଲଙ୍କୁ କହୁଥିଲେ ଦୁର୍ନୀତିଗ୍ରସ୍ତ,ଏବେ କହିଲେ ସଚ୍ଚୋଟ…

ନୂଆଦିଲ୍ଲୀ,୧୧।୬ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ଅରବିନ୍ଦ କେଜରିୱାଲ ରବିବାର ରାମଲୀଲା ମୈଦାନରେ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଏଏପି ଏକ ରାଲିର ଆୟୋଜନ କରିଥିଲା। ଏଥି…

ରଥଯାତ୍ରା ସମୟରେ ଡ୍ରୋନ୍‌ ଉଡ଼ାଣ ମନା

ପୁରୀ ଅଫିସ,୧୧ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ସମୟରେ ଡ୍ରୋନ ଉଡ଼ାଣ ଉପରେ କଟକଣା ଲାଗୁ କରାଯାଇଛି। ଏନେଇ ପୁରୀ ପୋଲିସ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ଟୁଇଟ୍‌ରେ କୁହାଯାଇଛି, ଶ୍ରୀଜଗନ୍ନାଥ ମନ୍ଦିର ରେଡ୍‌ ଜୋନ୍‌ରେ ଯାଉଛି। ତେଣୁ ଡ୍ରୋନ୍‌ ଉଡ଼ାଣ ମନା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?