ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ଉଦ୍ଘାଟନୀ ସମାରୋହରେ ସାମିଲ ହେବେ ୨୪ ଦଳ
ନୂଆଦିଲ୍ଲୀ,୨୫ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୮ତାରିଖରେ ନୂଆ ପାର୍ଲାମେଣ୍ଟ ବିଲ୍ଡିଂକୁ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ନୂତନ ସଂସଦ ଗୃହର ଉଦ୍ଘାଟନୀ ସମାରୋହରେ କେଉଁ ଦଳ ଅଂଶଗ୍ରହଣ କରିବେ ଏବଂ କେଉଁ ଦଳ ଅଂଶଗ୍ରହଣ କରିବେ ନାହିଁ, ଏହି ଚିତ୍ର ପ୍ରାୟ…
ୟୁପିରେ ‘ମିଶନ ୨୪’ ପାଇଁ ପ୍ରସ୍ତୁତି: ଏହି ଭାଜପା ମନ୍ତ୍ରୀଙ୍କ କଟିପାରେ ଟିକେଟ୍
ଲକ୍ଷ୍ନୌ,୨୫।୫: ଭାରତୀୟ ଜନତା ପାର୍ଟି(ଭାଜପା) ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ସମୟରେ ଉତ୍ତରପ୍ରଦେଶରୁ ନିର୍ବାଚିତ କେନ୍ଦ୍ର ସରକାରଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା କେତେକ ନେତାଙ୍କ ଟିକେଟ୍ କଟିପାରେ ବୋଲି ଚର୍ଚ୍ଚା ଜୋର ଧରିଛି।…
ରାତିରେ ପ୍ରଥମ ଥର ପାଇଁ ଆଇଏନ୍ଏସ୍ ବିକ୍ରାନ୍ତରେ ଅବତରଣ କଲା ମିଗ୍-୨୯କେ
ନୂଆଦିଲ୍ଲୀ,୨୫।୫: ଭାରତୀୟ ନୌସେନା ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ମିଗ୍-୨୯କେ ରାତିରେ ଆଇଏନ୍ଏସ୍ ବିକ୍ରାନ୍ତରେ ଅବତରଣ କରି ଇତିହାସ ସୃଷ୍ଟି କରିଛି। ଏଥିସହିତ ଆତ୍ମର୍ନିଭର ଭାରତ ଦିଗରେ ମଧ୍ୟ ଏହା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏନେଇ ଭାରତୀୟ…
ସଫଳ କ୍ଷେପଣାସ୍ତ୍ର ପରୀକ୍ଷା କଲା ଇରାନ
ତେହରାନ,୨୫ା୫: ଇରାନ ଗୁରୁବାର ଏକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ପରୀକ୍ଷା ଇସ୍ରାଏଲ ଏବଂ ଆମେରିକାକୁ ଚେତାବନୀ ଦେବାକୁ କରାଯାଇଛି। ପରୀକ୍ଷଣ ସହିତ ଇରାନ କହିଛି ଯେ, ଏହା ଶତ୍ରୁମାନଙ୍କର କୌଣସି କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ। ଇରାନର ଖେର୍ସମସହର-୪ କ୍ଷେପଣାସ୍ତ୍ର…
ସକାଳ ସାଢେ ସାତଟାରୁ ପୂଜାରୁ ଆରମ୍ଭ ହେବ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୨୫।୫: ନୂଆ ସଂସଦ ଭବନର ଉଦଘାଟନ ୨୮ ମେ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯିବ। ପ୍ରଧାନମନ୍ତ୍ରୀ ଏହାର ଉଦଘାଟନ ଦିନ ୧୨ଟାରେ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ସକାଳ ୭ଟାରେ ପୂଜାପୂଜି କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ସକାଳ…
ଧାରା ୨୪୫କୁ ‘ଅଘୋଷିତ ମାର୍ଶଲ ଲ’ କହିଲେ ଇମ୍ରାନ
ଇସଲାମାବାଦ,୨୫ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଭିନ୍ନ ପ୍ରଦେଶରେ ଧାରା ୨୪୫ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଇମ୍ରାନ ଏହାକୁ ‘ଅଘୋଷିତ ମାର୍ଶଲ ଲ’ ବୋଲି କହିଛନ୍ତି। ପାକିସ୍ତାନର ସମ୍ବିଧାନର ଧାରା ୨୪୫ ଅନୁଯାୟୀ,…
ଆସନ୍ତା ଶିକ୍ଷାବର୍ଷରୁ କଲେଜ ଛାତ୍ରୀଛାତ୍ରଙ୍କୁ ମାଗଣା ଓ୍ବାଇଫାଇ
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟର ସବୁ କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ମାଗଣା ଓ୍ବାଇଫାଇ ଏବଂ ଓ୍ବାନ ଜିବି ଡାଟା ମିଳିବ ବୋଲି ସମୀକ୍ଷା ବୈଠକ ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଏହା ଘୋଷଣା କରିଛନ୍ତି। ମାଗଣା ଓ୍ବାନ୍ ଜିବି…
ଲୋକ ସଭା ନିର୍ବାଚନ ପୂର୍ବରୁ ପିକେଙ୍କ ବଡ ଘୋଷଣା, କହିଲେ କାହାର ବିଜୟ ପାଇଁ ଲଗାଇବେ ଶକ୍ତି
ନୂଆଦିଲ୍ଲୀ,୨୫।୫: ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର (ପିକେ) ଜନ ସୁରଜ ପଦଯାତ୍ରାରେ ଏବେ ବିହାରରେ ଗାଁକୁ ଗାଁ ଯାଉଛନ୍ତି। ବିହାରର ଲୋକଙ୍କ ସହ ମିଶିବା ଓ ସେମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସେ ଏହି ଯାତ୍ରାରେ ଯାଉଛନ୍ତି। ଏମିତି ଭାବେ…
ଆସନ୍ତା ୨୯ରୁ ଯୁକ୍ତଦୁଇ ଆବେଦନ
ଭୁବନେଶ୍ୱର,୨୫ା୫(ବ୍ୟୁରୋ): ମେ’ ୨୯ରୁ ଯୁକ୍ତଦୁଇ ନାମ ଲେଖା ପାଇଁ ଆବେଦନ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୯ରୁ କ୍ଲାସ୍ ଆରମ୍ଭ ହେବ। ଏସ୍ଏମ୍ଏସ୍ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ଛାତ୍ରୀଛାତ୍ର।…
ବହୁ ମହଲା କୋଠାରେ ଲାଗିଲା ନିଆଁ
ସିଡ୍ନୀ,୨୫ା୫: କେନ୍ଦ୍ରୀୟ ସିଡ୍ନୀରେ ଥିବା ବହୁ ମହଲା କୋଠାରେ ଗୁରୁବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଚେଷ୍ଟା…
ଯୋଗୀ ସରକାରଙ୍କ ଏନକାଉଣ୍ଟର: ୬ ବର୍ଷରେ ୧୮୬…
ଲକ୍ଷ୍ନୌ,୨୫।୫ : ଉତ୍ତରପ୍ରଦେଶରେ ଏନକାଉଣ୍ଟର ସଂସ୍କୃତିକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ୨୦୧୭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଗତ ୬ ବର୍ଶରେ ରାଜ୍ୟରେ ମୋଟ ୧୮୬…
ମୋଦି ନୁହେଁ ତ ଆଉ କ’ଣ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିବେ ସଂସଦର ଉଦଘାଟନ: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ…
ନୂଆଦିଲ୍ଲୀ,୨୫।୫ :ଦେଶର ନୂତନ ସଂସଦର ଉଦଘାଟନ ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। କଂଗ୍ରେସ ସମେତ ଦେଶର ୧୯ ଟି ବିରୋଧୀ ଦଳ ଉଦଘାଟନୀ ସମାରୋହକୁ ବଜର୍ନ କରିଛନ୍ତି। କଂଗ୍ରେସ କହିଛି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂସଦ ଭବନର ଉଦଘାଟନ…
Archives


