କାରଖାନାରେ ନିଆଁ ଲାଗି ୪ମୃତ୍ୟୁ
ମହାରାଷ୍ଟ୍ର,୨୪।୪: ମହାରାଷ୍ଟ୍ରର ନାଗପୁର ଜିଲାର ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟି ୪ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡରେ ଆଉ ତିନିଜଣ ଆହତ ହୋଇଛନ୍ତି ଯେଉଁମାନଙ୍କୁ ଡାକ୍ତରଖାନା ନିଆଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ, ସକାଳ ୧୧ଟାରେ ସୋନେଗାଁର ନେପାନି ଗ୍ରାମ…
ମମତାଙ୍କୁ ଭେଟିବେ ନୀତିଶ
କୋଲକାତା, ୨୪।୪: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧୀ ଦଳ ଏକଜୁଟ ହେବାରେ ଲାଗିଛନ୍ତି। ଆସନ୍ତା ନିର୍ବାଚନରେ ବିରୋଧୀ ଦଳ ଏକାଠି ହୋଇ ଦେଶରେ ଏନଡିଏ ସରକାରକୁ ହରାଇବାକୁ ସଜବାଜ ହେଲେଣି। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲୋକସଭା ନିର୍ବାଚନ…
ଭାରତୀୟ ପର୍ବତାରୋହୀଙ୍କ ଅବସ୍ଥାରେ ଆସୁଛି ସୁଧାର, ତଥାପି ବିପଦକୁ ଏଡ଼ାଇ ହେବନି
କାଠମାଣ୍ଡୁ,୨୪ା୪: ନେପାଳର ଅନ୍ନପୂର୍ଣ୍ଣା ପର୍ବତର ଏକ ଗଭୀର ଖାତ ମଧ୍ୟକୁ ଖସିଯିବା ପରେ ଉଦ୍ଧାର ହୋଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ ତାଙ୍କ ଭାଇ ଆଶିଷ ଏହି ସୂଚନା ଦେଇଛନ୍ତି। ତାଙ୍କ ଭାଇ କହିଛନ୍ତି, କାଠମାଣ୍ଡୁରେ…
ଆରମ୍ଭ ହେଲା ରଥକାର୍ଯ୍ୟ
ପୁରୀ ଅଫିସ,୨୪ା୪: ସୋମବାରଠାରୁ ବିଧିବଦ୍ଧ ଭାବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୂଳ ହୋଇଥିବା ବେଳେ ଆଜିଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ରଥ ନିର୍ମାଣ…
କଶ୍ମୀରକୁ ବିକ୍ରି କରି ଦେଇଛି ପାକିସ୍ତାନ: ଖବରଦାତାଙ୍କ ରିପୋର୍ଟ ନେଇ ଚର୍ଚ୍ଚା ଜାରି…
ଇସଲାମାବାଦ,୨୪।୪ : ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବିଷୟରେ ଜଣାଶୁଣା ଖବରଦାତା ହମିଦ ମିରଙ୍କ ଦ୍ୱାରା ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ରାଜନୈତିକ ଚର୍ଚ୍ଚା ଜାରି ରହିଛି। ଏକ ଭିଡିଓରେ ହମିଦ ମୀର ବାଜୱାଙ୍କ…
ବ୍ରିଟିଶ ସଂଗ୍ରହାଳୟରୁ ଭାରତ ଫେରିବ ୨୧୩ ନାଗାଙ୍କ ଅବଶେଷ…
ନୂଆଦିଲ୍ଲୀ,୨୪।୪ : ବ୍ରିଟିଶମାନେ ୨୧୩ ନାଗାଙ୍କର ଅବଶେଷ ନେଇ ଯାଇଥିଲେ। ଏହା ଏବେ ବ୍ରିଟିଶ ସଂଗ୍ରହାଳୟରେ ରହିଛି। ଏସବୁକୁ ବ୍ରିଟିଶ ସଂଗ୍ରହାଳୟରୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଅକ୍ସଫୋର୍ଡରେ ଥିବା ପିଟ ରିଭର୍ସ ମ୍ୟୁଜିୟମରେ ନାଗାଙ୍କର ଅବଶେଷ ରହିଛି। ନାଗାଙ୍କ…
ପାକିସ୍ତାନରେ ପୁଣି ସାମରିକ ଶାସନ ହେବା ନେଇ ଚର୍ଚ୍ଚା…
ଇସଲାମାବାଦ,୨୪।୪ : ପାକିସ୍ତାନ ପୁଣିଥରେ ସାମରିକ ଶାସନ ପଥରେ ଅଛି କି? ପୂର୍ବତନ ପ୍ରଧାନମନ୍ତ୍ରୀ ସହିଦ ଖକାନ ଅବ୍ବାସିଙ୍କ ଶେଷ ବିବୃତ୍ତିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନରେ ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଦେଖାଦେଇଛି ବୋଲି ଅବ୍ବାସି ଚେତାବନୀ…
ଦୈନିକ ସଂକ୍ରମଣରେ ବ୍ରେକ୍…
ନୂଆଦିଲ୍ଲୀ, ୨୪।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
ଏମଭିଏ ଆଜି ଅଛି କାଲି ରହିବ କି ନାହିଁ ସନ୍ଦେହ: ଶରଦ ପାଓ୍ବାରଙ୍କ ମନ୍ତବ୍ୟ ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ…
ମୁମ୍ବାଇ,୨୪।୪ : ୫୪ ବର୍ଷ ଧରି ସଂସଦ ରାଜନୀତିରେ ସକ୍ରିୟ ଥିବା ଶରଦ ପାୱାର ମହା ବିକାଶ ଅଘାଡି (ଏମଭିଏ) ମିଳିତ ମେଣ୍ଟ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ମହାରାଷ୍ଟ୍ରରେ ଏମଭିଏ ଆଜି ଅଛି କାଲି ରହିବ କି ନାହିଁ…
ହାଇଦ୍ରାବାଦରେ ଡିସି-ଏସଆରଏଚ ଲଢ଼େଇ, ଦିଲ୍ଲୀ ପାଇଁ କର ବା ମର ସ୍ଥିତି…
ହାଇଦ୍ରାବାଦ,୨୪।୪ : ଆଇପିଏଲ-୨୦୨୩ର ୩୪ ତମ ମ୍ୟାଚରେ ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ସା ସାଢ଼େ ୭ଟାରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ବିଜୟ ଆବଶ୍ୟକ।…
ଡେପସାଙ୍ଗ-ଡେମଚୋକ ଅଞ୍ଚଳରୁ ପିଏଲଏ ପ୍ରତ୍ୟାହାର ପାଇଁ ଭାରତର ଦାବି…
ନୂଆଦିଲ୍ଲୀ,୨୪।୪ : ଚାଇନାର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ଲି ଶାଙ୍ଗଫୁଙ୍କ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତରେ ଆସିବା ପୂର୍ବରୁ ଭାରତ ଏବଂ ଚାଇନା ମଧ୍ୟରେ ଶୀର୍ଷ ସ୍ତରୀୟ ସାମରିକ ଆଲୋଚନା ରବିବାର ଶେଷ ହୋଇଛି।…
ଦେଶରେ ୨୪,୨୪,୫୪୦ ଜଳ ଉତ୍ସ: ୯୭ ପ୍ରତିଶତ ଗ୍ରାମୀଣ ଅଞ୍ଚଳରେ…
ନୂଆଦିଲ୍ଲୀ,୨୪।୪ : ଭାରତ ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଜଳଉତ୍ସର ଗଣନା କରିଛନ୍ତି। ଏହା ଦେଶର ଜଳ ସମ୍ପଦର ଏକ ବିସ୍ତୃତ ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ପ୍ରାକୃତିକ ତଥା ମନୁଷ୍ୟକୃତ ଜଳ ଉତ୍ସ ଯେପରିକି…
Archives


