Home Middle

ମଙ୍ଗଳରୁ ପୃଥିବୀକୁ ଆସିଲା ଏଲିଅନଙ୍କ ସିଗନାଲ, ବୈଜ୍ଞାନିକ କଲେ ଡିକୋଡ…

ପ୍ୟାରିସ,୨୮।୫ : ୨୬ ମେରେ ଅନ୍ତର୍ଜାତୀୟ ସ୍ପେସ ଏଜେନ୍ସି(ଇଏସଏ) ନିଶ୍ଚିତ କରିଥିଲା ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହରୁ ପୃଥିବୀକୁ ଏକ ଏଲିଅନ ସିଗନାଲ ଆସିଥିଲା। ଏହା ମେ ୨୪ ରାତି ୯ ଟାରେ ମଙ୍ଗଳ ଗ୍ରହର କକ୍ଷପଥରେ ଗତି କରୁଥିବା…

ସର୍ବିଆ ରାଷ୍ଟ୍ରପତିଙ୍କ ଇସ୍ତଫା…

ବେଲଗ୍ରେଡ,୨୮।୫ : ସର୍ବିଆର ରାଜଧାନୀରେ ଲୋକମାନେ ନିରନ୍ତର ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ବେଲଗ୍ରେଡରେ ଜନସାଧାରଣଙ୍କ ଏହି ବିରୋଧ ଚତୁର୍ଥ ସପ୍ତାହରେ ପ୍ରବେଶ କରିଛି। ଏହାପୂର୍ବରୁ ବେଲଗ୍ରେଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଦୁଇଥର ଗୁଳିକାଣ୍ଡ ଘଟିଥିଲା। ଏହା ପରେ ପ୍ରଶାସନ…

ନୂଆ ସଂସଦରେ ଡାକ ଟିକଟ, ୭୫ ଟଙ୍କିଆ ମୁଦ୍ରା ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଲୋକ ସଭାରେ ବାଚସ୍ପତିଙ୍କ ଆସନ ନିକଟରେ ଐତିହାସିକ ରାଜଦଣ୍ଡ ‘ସେଙ୍ଗୋଲ’ ସ୍ଥାପନ କରିଛନ୍ତି। ସଂସଦ ଗୃହର ଉଦ୍‌ଘାଟନ ପରେ ପ୍ରଧାନମନ୍ତ୍ରୀ ନୂତନ ସଂସଦ ଭିତରେ…

ଆଫଗାନିସ୍ତାନରେ ଭୂକମ୍ପ: ଦିଲ୍ଲୀ ସମେତ ଉତ୍ତର ଭାରତରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଅନେକ ସ୍ଥାନରେ ରବିବାର ୫.୨ ତୀବ୍ରତାର ଭୂକମ୍ପ ଝଟକା। ଦିଲ୍ଲୀ, ହରିୟାଣା ସମେତ ଜମ୍ମୁ, ପୁଞ୍ଛ, ରାଜୋରୀ, ଶ୍ରୀନଗରରେ ପୂର୍ବାହ୍ନ ୧୧.୩୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଏନେଇ ନ୍ୟାଶନାଲ ଫର ସେସମୋଲୋଜି ପକ୍ଷରୁ ସୂଚନା…

ସଂସଦ ଭବନର ଉଦ୍‌ଘାଟନୀକୁ ରାଜ୍ୟାଭିଷେକ ବୋଲି ଭାବୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ ୧୯ ଦଳ ବିରୋଧ କରିଛନ୍ତି। ତେବେ ଉଦ୍‌ଘାଟନ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ,…

ଜନ୍ତର ମନ୍ତରରେ ଉତ୍ତେଜନା, କେତେଜଣ କୁସ୍ତିଯୋଦ୍ଧା ଅଟକ, ବଜରଙ୍ଗ ପୁନିଆ କହିଲେ ଆମକୁ ଗୁଳି କର

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀର ଜନ୍ତର ମନ୍ତରରେ ନୂଆ ସଂସଦ ଭବନ ସାମ୍ନାରେ ରେସଲରମାନେ ମହାପଞ୍ଚାୟତ କରିବାକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ଅଟକାଇ ଦେଇଛି। ଏହାପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଛି। କୁସ୍ତିଯୋଦ୍ଧାମାନେ ପୋଲିସ ବାରିକେଡକୁ ପାର ହୋଇ ଯିବାକୁ ଚେଷ୍ଟା କରୁଥିବା…

ଆଇପିଏଲ ଟିମ ବିଜେତା ହେବେ ମାଲାମାଲ, ବାଜି ଲଗାଯାଇଛି କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୨୮।୫: ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ଆଇପିଏଲ ୨୦୨୩ର ଫାଇନାଲରେ ମୁକାବିଲା କରିବାକୁ ଯାଉଛନ୍ତି। ଏହି ସିଜନ ମାଧ୍ୟମରେ ଚେନ୍ନାଇ ଦଶମ ଥର ପାଇଁ ଆଇପିଏଲର ଫାଇନାଲରେ ପହଞ୍ଚି ଥିବାବେଳେ ଗୁଜରାଟ ଏହାର ଦୁଇ ସିଜନରେ ଲଗାତାର…

ସମସ୍ତଙ୍କୁ ଏକାଠି କରିବାର କାମ କରିଛି ‘ମନ କି ବାତ’: ମୋଦି

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ୨୮ ମେ’ରେ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି, ‘ମନ କି ବାତ’ର ଏହି ଏପିସୋଡ ସେକେଣ୍ଡ ସେଞ୍ଚୁରୀର ଆରମ୍ଭ। ଗତ ମାସରେ ଆମେ…

ନୂଆ ସଂସଦ ଭବନ ଉଦଘାଟନକୁ ନେଇ ପୁଣି ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍‌ ମେ’ ୨୮ରେ ଦେଶର ନୂଆ ସଂସଦ ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏଥି ସହିତ କଂଗ୍ରେସ, ଟିଏମସି, ଆମ…

ଦେବାଳିଆ ହେବାରୁ ବଞ୍ଚିଗଲା ଆମେରିକା! ରାଷ୍ଟ୍ରପତି ବାଇଡେନ, କେଭିନ ମ୍ୟାକ୍କାର୍ଥିଙ୍କ ମଧ୍ୟରେ ହେଲା ଋଣ ସୀମା ଚୁକ୍ତି

ଓ୍ବାଶିଂଟନ,୨୮।୫: ଋଣ ସଙ୍କଟ ସହ ସଂଘର୍ଷ କରୁଥିବା ଆମେରିକା ଦେବାଳିଆ ହେବାକୁ ଯାଉଥିବା ବେଳେ ଏବେ ଲାଗୁଛି କି ଖୁବଶୀଘ୍ର ଆମେରିକା ଏହି ସଙ୍କଟରୁ ବାହାରି ଆସିବ। ରାଷ୍ଟ୍ରପତି ଜୋ ବାଇଡେନ ଓ ରିପବ୍ଲିକାନ ସାଂସଦ ଓ ଆମେରିକା କଂଗ୍ରେସର ସ୍ପିକର…

ନୂଆ ସଂସଦ ଭବନର ଉଦ୍‌ଘାଟନ ପରେ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଏବଂ ଅନ୍ୟ ମନ୍ତ୍ରୀମାନେ ସେଣ୍ଟ୍ରାଲ ହଲ୍‌ରେ ବୀର ସାବରକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ନୂଆ ସଂସଦ ଭବନ ଭିତରେ ଚାଣକ୍ୟ ଏବଂ…

ଉଦ୍‌ଘାଟନ ହେଲା ନୂଆ ସଂସଦ ଭବନ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନ ରବିବାର ଉଦ୍‌ଘାଟନ କରିଛନ୍ତି। ହୋମ ପୂଜା ପରେ ମୋଦି ନୂଆ ସଂସଦ ଭବନରେ ରାଜ ଦଣ୍ଡ ‘ସଙ୍ଗୋଲ’ ସ୍ଥାପନ କରିଛନ୍ତି।   Delhi | PM Modi along with Lok…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri