Home Middle

ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ମତଦାନ ଜାରି, ୫ ମୃତ ଅନେକେ ଆହତ

କୋଲକାତା,୮।୭: ପଶ୍ଚିମବଙ୍ଗରେ ଶନିବାର ସକାଳୁ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସାରା ରାଜ୍ୟରେ ବର୍ତ୍ତମାନ ସ୍ଥାନେ ସ୍ଥାନେ ପଥରମାଡ, ହିଂସା, ଅଗ୍ନିକାଣ୍ଡ ଭଳି ଖବର ଆସୁଛି। ସମଗ୍ର ରାଜ୍ୟରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ପୋଲିସ ଓ…

ସ୍ତ୍ରୀଙ୍କୁ ମାରିବା ପରେ ତାଙ୍କ ମସ୍କିଷ୍କକୁ ଖାଦ୍ୟରେ ଖାଇଲେ!

ମେକ୍ସିକୋ,୮।୭: ମେକ୍ସିକୋରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ୩୨ ବର୍ଷୀୟ ମେକ୍ସିକାନ ବ୍ୟକ୍ତି ଅମାନୁଷିକତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଏହି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀଙ୍କୁ ମାରିବା ପରେ ସ୍ତ୍ରୀଙ୍କ ମସ୍କିଷ୍କକୁ ଖାଦ୍ୟରେ ମିଶାଇ ଖାଇଛନ୍ତି। ସୂଚନାଯୋଗ୍ୟ, ବ୍ୟକ୍ତି ଜଣକ…

ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ୨୧ ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କ ନାମ

ନୂଆଦିଲ୍ଲୀ,୮।୭: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ବିଦେଶରେ ବିସିଥିବା ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଉଛି।ଏନଆଇଏ ପ୍ରାୟ ୨୧ ଜଣ ଆତଙ୍କବାଦୀଙ୍କ ନାମ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ସାମିଲ କରିଛି। ଏଥିରେ କନାଡା, ଆମେରିକା ଓ ପାକିସ୍ତାନରେ ଥିବା…

ଚାଇନା ସେନା ବିକଶିତ କରୁଛନ୍ତି ମସ୍ତିଷ୍କକୁ ଆଘାତ କରିପାରିବା ଭଳି ଅସ୍ତ୍ର, ବିଶ୍ୱ ପାଇଁ ହୋଇପାରେ ସତର୍କ ଘଣ୍ଟି

ବେଜିଂ,୮।୭: କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିସିପି) ଏବଂ ଚାଇନା ସେନାବାହିନୀ ବର୍ତ୍ତମାନ ଏକ ନୂତନ ପ୍ରକାରର ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଏହି ଅସ୍ତ୍ର ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।…

ଇଂଲଣ୍ଡ ୨୩୭, ଅଷ୍ଟ୍ରେଲିଆ ୧୧୬/୪

ଲିଡ୍ସ, ୮।୭: ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏହାର ପ୍ରଥମ ଇନିଂସରେ ୨୩୭ ରନକରି ଅଲ୍‌ଆଉଟ ହୋଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୧୧୬…

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ

କୋଲକାତା,୮।୭: ନିର୍ବାଚନ ପ୍ରଚାରକୁ ନେଇ ବହୁ ପରିଶ୍ରମ, ପାର୍ଥୀପତ୍ର ଦାଖଲ ସମୟରେ ହିଂସା, ବହୁ ଘଟଣା ଦୁର୍ଘଟଣା ପରେ ଶେଷରେ ଶନିବାର ସକାଳେ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ। ପ୍ରାର୍ଥୀପତ୍ର ଦାଖଲ ସମୟରେ ହୋଇଥିବା ହିଂସା…

ବିଚାର କରିବ ପିସିଏ

ଆମଷ୍ଟରଡାମ୍‌/ଇସ୍‌ଲାମାବାଦ/ନୂଆଦିଲ୍ଲୀ,୮ା୭: ସିନ୍ଧୁନଦୀ ଜଳ ବିବାଦ ମାମଲାରେ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ପର୍ମାନେଣ୍ଟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ୍‌ (ପିସିଏ)ରେ ଗୁରୁବାର ଭାରତ ବିରୋଧରେ ପାକିସ୍ତାନ ବଡ଼ ବିଜୟ ଲାଭ କରିଛି। ସିନ୍ଧୁନଦୀ ଅବବାହିକାରେ କିଷନଗଙ୍ଗା ଓ ରତଲେ ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ ପାକିସ୍ତାନର ଆବେଦନ…

ପ୍ରତିଯୋଗିତା ଭଲ, ଛଳନା ନୁହେଁ: ମସ୍କ

ଓ୍ବାଶିଂଟନ୍‌,୮।୭: ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର ପ୍ରତିଦ୍ୱନ୍ଦ୍ୱୀ ଥ୍ରେଡ୍ସ ଲଞ୍ଚ ହେବାର କେଇ ଘଣ୍ଟା ମଧ୍ୟରେ ଟୁଇଟର ଓକିଲ ଆଲେକ୍ସ ସ୍ପିରୋ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ନିକଟକୁ ଚିଠି ଲେଖିଛନ୍ତି। ଏଲନ ମସ୍କଙ୍କ ଟୁଇଟରର ଟ୍ରେଡ୍‌ ସିକ୍ରେଟ୍‌କୁ ବ୍ୟବହାର କରି ଥ୍ରେଡ୍ସ…

ଏନ୍‌ଇପି ବଦଳରେ ନୂଆ ଶିକ୍ଷାନୀତି ଆଣିବ କର୍ନାଟକ

ବେଙ୍ଗାଲୁରୁ , ୮।୭ (ପି.ଟି.): କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଶୁକ୍ରବାର ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)କୁ ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ଜାତୀୟ ଶିକ୍ଷାନୀତି ସଂଘୀୟ ବ୍ୟବସ୍ଥା ସହ ଅସଂଗତ ଏବଂ ଏଥିରେ ଏକାଧିକ ତ୍ରୁଟି ରହିଥିବା ସିଦ୍ଦାରାମାୟା…

ଆଜି ପଶ୍ଚିମବଙ୍ଗ ପଞ୍ଚାୟତ ଭୋଟ

କୋଲକାତା, ୮।୭: ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଏବଂ ହତ୍ୟାକାଣ୍ଡ ମଧ୍ୟରେ ଶନିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ହେବାକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏହା ଅଗ୍ନିପରୀକ୍ଷା ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ସମ୍ମାନର…

ଆଜି ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ: ଭୟ ମଧ୍ୟରେ ପୋଲିଙ୍ଗ ବୁଥ୍‌ରେ ପହଞ୍ଚିବେ ଭୋଟ ଦେବେ ଭୋଟର

କୋଲକାତା,୮।୭: ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ଆଜି ୭୩,୦୦୦ରୁ ଅଧିକ ଆସନରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ରାଜ୍ୟ ନିର୍ବାଚନ ଆୟୋଗ ଏହାର ପ୍ରସ୍ତୁତି ଶେଷ କରିଛନ୍ତି। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଞ୍ଚାୟତ ନିର୍ବାଚନ ସମୟରେ…

ପଶ୍ଚିମବଙ୍ଗରେ ଭୋଟିଂ ପୂର୍ବରୁ ଟିଏମସି ଉପରେ ବୁଥ କ୍ୟାପଚରିଂ ଅଭିଯୋଗ, କୁଚବିହାର-ବେଲଡାଂଗା ହିଂସାରେ ଦୁଇ ମୃତ

କୋଲକାତା,୮।୭: ପଶ୍ଚିମବଙ୍ଗରେ ଶନିବାର ଅର୍ଥାତ୍‌ ୮ ଜୁଲାଇରେ ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। କିଛି ସମୟ ପରେ ଏହି ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ, ହେଲେ ଏହାର ଠିକ ପୂର୍ବରୁ ପୁଣିଥରେ ଏଠାରେ ନିର୍ବାଚନ ହିଂସା ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?