ମଧ୍ୟପ୍ରଦେଶ ପରିସ୍ରା କାଣ୍ଡ: ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିବା ପାଇଁ ସରକାରଙ୍କୁ ଦାବି କଲେ ପୀଡିତ
ଭୋପାଳ,୮।୭: ମଧ୍ୟପ୍ରଦେଶର ପରିସ୍ରା କାଣ୍ଡ ଘଟଣାର ଅଭିଯୁକ୍ତ ପ୍ରବେଶ ଶୁକ୍ଲାଙ୍କୁ ମୁକ୍ତ କରିବାକୁ ଶିବରାଜ ସିଂ ଚୌହାନ ସରକାରଙ୍କୁ ଦାବି କରିଛନ୍ତି ପୀଡିତ। ପୀଡିତ ଆଦିବାସୀ କହିଛନ୍ତି, ଅଭିଯୁକ୍ତ ତାଙ୍କ ଭୁଲ ବୁଝିଛନ୍ତି। ବୁଧବାର ଦିନ ଆଦିବାସୀ ସମ୍ପ୍ରଦାୟର ପୀଡିତା ଦାଶମତ…
ବିଆରଏସ-କଂଗ୍ରେସ ଉଭୟ ତେଲେଙ୍ଗାନା ପାଇଁ ବିପଜ୍ଜନକ: ପ୍ରଧାନମନ୍ତ୍ରୀ…
ଓ୍ବାରଙ୍ଗଲ,୮।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତେଲେଙ୍ଗାନାର ୱାରଙ୍ଗାଲ ଗସ୍ତରେ ଅଛନ୍ତି। ସେ ସକାଳେ ତେଲେଙ୍ଗାନାର ୱାରଙ୍ଗାଲରେ ପହଞ୍ଚିବା ପରେ ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ସେ ରାଜ୍ୟ ପାଇଁ ପ୍ରାୟ ୬,୧୦୦ କୋଟି ଟଙ୍କା ମୂଲ୍ୟର…
ଭାରତରେ ୪୭ପ୍ରତିଶତ ଲୋକଙ୍କର ଅଛି ଚାକିରି ହରାଇବାର ଭୟ
ନୂଆଦିଲ୍ଲୀ,୮।୭: ଭାରତରେ ପ୍ରାୟ ୪୭ ପ୍ରତିଶତ ଲୋକ ଚାକିରିକୁ ନେଇ ଅସୁରକ୍ଷିତ ମନେ କରନ୍ତି। ୧୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୫ଜଣଙ୍କ ମଧ୍ୟରେ ଚାକିରି ହରାଇବାର ଭୟ ରହିଥାଏ। ଏଡିପି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଏକ ସର୍ଭେର ଏହା ଜଣାପଡିଛି।…
ରାହୁଲଙ୍କ ଟ୍ରକ-ଟ୍ରାକ୍ଟର ଚଳାଉଥିବା-ଧାନ ରୋଉଥିବା ଫଟୋ ଭାଇରାଲ…
ନୂଆଦିଲ୍ଲୀ,୮।୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ସକାଳେ ହରିୟାଣାରେ ଟ୍ରାକ୍ଟର ଚଳାଉଥିବାର ନଜର ଆସିଥିଲେ। ସେ ଚାଷୀଙ୍କ ସହ ଧାନ ରୋଇ ଥିଲେ। ଗତ କିଛି ଦିନ ହେବ ରାହୁଲଙ୍କ ଏଭଳି ଅନେକ ଚିତ୍ର ସାମ୍ନାକୁ ଆସିଛି। ବେଳେବେଳେ…
ଭାରତରୁ ଗ୍ଲୋବମାଷ୍ଟର-ରାଫାଲ ପହଞ୍ଚିଲା ଫ୍ରାନ୍ସ…
ପ୍ୟାରିସ,୮।୭ : ୪ ଟି ରାଫେଲ ଯୁଦ୍ଧ ବିମାନ ଏବଂ ୨ଟି ସି -୧୭ ଗ୍ଲୋବାମାଷ୍ଟରଙ୍କୁ ନେଇ ଭାରତୀୟ ବାୟୁସେନାର ବିମାନ କଣ୍ଟିଜେଣ୍ଟ ଜୁଲାଇ ୭ରେ ଫ୍ରାନ୍ସର ଏଭ୍ରକ୍ସ-ଫାଉଭିଲ ଏୟାର ବେସରେ ଅବତରଣ କରିଛି। ଯେଉଁଠାରେ ସେମାନଙ୍କୁ ଫ୍ରାନ୍ସ ବାୟୁ ଏବଂ…
ଡବଲ ପାଓ୍ବାର ଡ୍ରାମା: ନା ଥକିଛି, ନା ରିଟାୟାର ହେବି, ମୁଁ ନିଆଁ: ଶରଦ ପାଓ୍ବାର
ମୁମ୍ବାଇ,୮।୭: ମହାରାଷ୍ଟ୍ର ରାଜନୀତିରେ ଚାଲିଛି ଡବଲ ପାଓ୍ବାର ଡ୍ରାମା। ଦାଦା-ପୁତୁରା କଳି ଭିତରେ ଫଶିଯାଇଛନ୍ତି ସିନ୍ଦେ ସରକାର। ସେପଟେ ମହାରାଷ୍ଟ୍ର ମହାନାଟକର ଦର୍ଶକ ସାଜିଛି ଭାଜପା। ଡ୍ରାମାରେ ଥାଇ ମଧ୍ୟ ଡ୍ରାମାରେ ନାହିଁ ବୋଲି ମତ ଦେଇଛି ଭାଜପା। କିଛି ଦିନ…
ଚାଇନା ମୋ ସହିତ ଆଲୋଚନା କରିବାକୁ ଆଗ୍ରହୀ: ଦଲାଇ ଲାମା…
ଧର୍ମଶାଲା,୮।୭ : ବୈଦ୍ଧ ନେତା ଦଲାଇ ଲାମା କହିଛନ୍ତି ତିବ୍ଦତର ସମସ୍ୟା ସମ୍ପର୍କରେ ସେ ଚାଇନା ସହ ଖୋଲାଖୋଲି ଭାବେ ଆଲୋଚନା କରିବାକୁ ପ୍ରସ୍ତୁତ। ଚାଇନା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛି। ଧାର୍ମିକ ନେତା କହିଛନ୍ତି ବର୍ତ୍ତମାନ ଚାଇନା…
ମୂଷାର ବୁଲିବାରେ ଥିଲା ସଉକ, ମୃତ୍ୟୁ ପରେ ଅସ୍ଥି ଧରି ଦୁନିଆ ଦେଖାଇବାକୁ ବାହାରିଲେ ମହିଳା
ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ଉଭୟ ପରସ୍ପର ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି। କିନ୍ତୁ ଏକ ସାଧାରଣ ଅନୁଭବ ହେଉଛି, ପଶୁମାନେ ମଣିଷକୁ ଯେତିକି ଭଲ ପାଆନ୍ତି ମଣିଷ ପଶୁମାନଙ୍କୁ ସେତିକି ପରିମାଣରେ ଭଲ ପାଏ ନାହିଁ।…
ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା: ୧୨ମୃତ
କୋଲକାତା,୮।୭: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା ମଧ୍ୟରେ ମତଦାନ ଜାରି ରହିଛି। ଶନିବାର ସକାଳ ୭ଟାରୁ ପଞ୍ଚାୟତ ନିର୍ବାଚନ ଆରମ୍ଭ ହୋଇଥିଲା। ହିଂସା ଯୋଗୁ ଏ ପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଟିଏମସି ଏବଂ ଭାଜପା…
୧୦୦ ଦେଶରେ ନିଷେଧ ଥିବା କ୍ଲଷ୍ଟର ଅସ୍ତ୍ରଶସ୍ତ୍ର ୟୁକ୍ରେନକୁ ଯୋଗାଇବ ଆମେରିକା…
ଓ୍ବାଶିଂଟନ,୮।୭ : ରୁଷିା-ୟୁକ୍ରେନ ବିବାଦ ଉପରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଘୋଷଣା କରିଛନ୍ତି ସାମରିକ ସହାୟତା ପ୍ୟାକେଜର ଅଂଶ ଭାବରେ ଆମେରିକା ୟୁକ୍ରେନକୁ କ୍ଲଷ୍ଟର ଅସ୍ତ୍ରଶସ୍ତ୍ର ପଠାଇବ। ଏହି ବିବାଦ ପରିସ୍ଥିତିରେ ଆମେ ୟୁକ୍ରେନକୁ ଅସହାୟ ଛାଡିବୁ ନାହିଁ। ତଥାପି,…
ପୃଥିବୀରୁ ରାସାୟନିକ ଅସ୍ତ୍ରଶସ୍ତ୍ର ନଷ୍ଟ ହୋଇଯାଇଛି: ଓପିସିଡବ୍ଲୁ…
ଓ୍ବାଶିଂଟନ,୮।୭ : ପୃଥିବୀର ରାସାୟନିକ ଅସ୍ତ୍ରଶସ୍ତ୍ର ଉପରେ ନଜର ରଖୁଥିବା ଓପିସିଡବ୍ଲୁ କହିଛି ଆମେରିକାର ଶେଷ ବିଷାକ୍ତ ରାସାୟନିକ ଅସ୍ତ୍ରଶସ୍ତ୍ର ନଷ୍ଟ କରାଯାଇଥିବା ରିପୋର୍ଟ ପାଇଥିବା ପ୍ରକାଶ ପାଇବା ପରେ ସମସ୍ତ ଘୋଷିତ ଷ୍ଟକପାଇଲଗୁଡିକ ଅପରିବର୍ତ୍ତନୀୟ ଭାବରେ ନଷ୍ଟ କରାଯାଇଛି। ଆମେରିକାର…
ଆଦାନୀ କମ୍ପାନୀର ୬୦୦୦କିଲୋ ଲୁହା ପୋଲ ଚୋରି, ଚୋରିରେ କମ୍ପାନୀର କର୍ମୀ ସଂପୃକ୍ତ
ନୂଆଦିଲ୍ଲୀ,୮।୭: ମୁମ୍ବାଇ ସହରର ପଶ୍ଚିମ ଉପନଗରରେ ଥିବା ଡ୍ରେନ ଉପରେ ଥିବା ପୋଲର ୬୦୦୦କିଲୋଗ୍ରାମ ଲୁହା ଚୋରି ହେବା ଅଭିଯୋଗରେ ମୁମ୍ବାଇ ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ବଙ୍ଗୁର ନାଗର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ମାଲାଡ…

