Home Middle

ବାହାନଗା ଟ୍ରେନ ଦୁର୍ଘଟଣା: ୩ଅଭିଯୁକ୍ତଙ୍କ ପାଇଁ ରିମାଣ୍ଡ ଆବେଦନ

ବାଲେଶ୍ୱର,୭।୭(ମାନସ ବିଶ୍ୱାଳ):ବାହାନଗା ଟ୍ରେନ ଦୁର୍ଘଟଣାରେ ଗିରଫ ୩ଜଣ ରେଳ କର୍ମଚାରୀଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ସିବିଆଇ। ୩ଅଭିଯୁକ୍ତଙ୍କ ପାଇଁ ୫ଦିନିଆ ରିମାଣ୍ଡ ଆବେଦନ କରାଯାଇଛି। ଗିରଫ କର୍ମଚାରୀମାନେ ହେଲେ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର…

ମିଶନ ୨୪: ନିର୍ବାଚନ ରଣନୀତି ନେଇ ଦଳର ମୁଖ୍ୟାଳୟରେ ମାନସ ମନ୍ଥନ

ନୂଆଦିଲ୍ଲୀ,୭।୭: ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି ଭାଜପା। ଶୁକ୍ରବାର ଦଳର ମୁଖ୍ୟାଳୟରେ ଏନେଇ ବୈଠକ ହୋଇଛି। ଭାଜପା ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଭାଜପାର ସମସ୍ତ ସାଧାରଣ ସଚିବ, ରାଷ୍ଟ୍ରୀୟ ସଭାପତି ଏବଂ ଉତ୍ତର ଏବଂ…

ବିରୋଧି ଦଳ ବୈଠକ ନେଇ ଏଏପିକୁ ନିମନ୍ତ୍ରଣ ପଠାଇଲା କଂଗ୍ରେସ; ଏଏପି କହିଲା, ଅଧ୍ୟାଦେଶ ଉପରେ ଆଭିମୁଖ୍ୟ ସ୍ପଷ୍ଟ କରୁ

ନୂଆଦିଲ୍ଲୀ,୭।୭: ଆଗାମୀ ବିଧାନସଭା ନିର୍ବାଚନରେ ଭାଜପାକୁ ଚିତପଟାଙ୍ଗ କରିବା ନେଇ ଏକଜୁଟ ହୋଇଛନ୍ତି ବିରୋଧୀ। ବିରୋଧୀ ଏକଜୁଟ ବୈଠକ ପୂର୍ବରୁ ବିହାରର ପାଟନାରେ ହୋଇଥିବାବେଳେ ଆଗାମୀ ବୈଠକ ବେଙ୍ଗାଲୁରୁର କର୍ନାଟକରେ ହେବାକୁ ଯାଉଛି। ଏନେଇ କଂଗ୍ରେସ ଅରବିନ୍ଦ କେଜରିଓ୍ବାଲଙ୍କୁ ବୈଠକ ପାଇଁ…

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ବନ୍ଧା ହେଲେ ୩ ରେଳ କର୍ମଚାରୀ

ବାଲେଶ୍ବର,୭।୭(ମାନସବିଶ୍ୱାଳ): ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସିବିଆଇ ଶୁକ୍ରବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୩ଜଣ ରେଳ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି। ଗିରଫ କର୍ମଚାରୀମାନେ ହେଲେ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାଁ…

ରାଜସ୍ଥାନ, ଛତିଶଗଡ଼, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ପାଇଁ ଭାଜପା ନିଯୁକ୍ତ କଲା ନିର୍ବାଚନ ପ୍ରଭାରି

ନୂଆଦିଲ୍ଲୀ,୭।୭: ଦେଶର ୫ ରାଜ୍ୟରେ ଚଳିତ ବର୍ଷ ଶେଷକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ପ୍ରସ୍ତୁତିରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) ଶୁକ୍ରବାର ଏଥିମଧ୍ୟରୁ ୪ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଥିବା ଘୋଷଣା କରିଛି। ରାଜସ୍ଥାନ ପାଇଁ…

ଓ୍ବାଗନର୍‌ ମୁଖ୍ୟ ପ୍ରିଗୋଜିନଙ୍କ ମିଳୁନି ପତ୍ତା, ଗାୟବ କରିଦେଲେ କି ପୁଟିନ!

ମସ୍କୋ,୭।୭: ଋଷର ବିଦ୍ରୋହୀ ଏବଂ ଗୃହଭେଦୀ ଓ୍ବାଗନର ଗୋଷ୍ଠୀର ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କ ପତ୍ତା ମିଳୁନି। ସେ କେବେଠୁ ବେଲାଋଷ ଛାଡି ସାରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବେଲଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ। ସେ କହିଛନ୍ତି, ପ୍ରିଗୋଜିନ ବେଲାଋଷରେ ନାହାନ୍ତି। ସେ…

୯ ନେତାଙ୍କୁ ୪ ରାଜ୍ୟ ନିର୍ବାଚନ ଦାୟିତ୍ୱ, ପ୍ରହ୍ଲାଦଙ୍କୁ ମିଳିଲା ରାଜସ୍ଥାନ ଦାୟିତ୍ୱ

ଜୟପୁର,୭।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରସ୍ତୁତି ଆରମ୍ଭ କରିଛି। ଏହି ସମୟରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ତେଲଙ୍ଗାନା ପାଇଁ ରାଜ୍ୟ ନିର୍ବାଚନ ପ୍ରଭାରୀ ଏବଂ ସହ…

ନିର୍ବାଚନ ଲଢିବେ ନଓ୍ବାଜ ସରିଫ

ଇସଲାମବାଦ,୭।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ ପାକିସ୍ତାନର ଆଗାମୀ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନର ଆଇନ ମନ୍ତ୍ରୀ ଆଜମ ନାଜିର। ସେ କହିଛନ୍ତି,‘ନୂତନ ନିର୍ବାଚନ ଅଧିନିୟମ ଅନୁଯାୟୀ ନଓ୍ବାବଙ୍କ ଉପରେ ପିଏମଏଲ-ଏନ ପ୍ରତିବନ୍ଧକ ହଟାଇ ଦିଆଯାଇଛି।…

ତେଲ ଅଭାବରୁ ୫ମାସ ଯାଏଁ ପାକ୍‌ ସେନା କରିବନି ସମରଭ୍ୟାସ

ଇସଲାମବାଦ,୭।୭: ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗିତ କରୁଛି ପାକିସ୍ତାନ। ବୈଦେଶିକ ଋଣ ଜାଲରେ ପଡି ଛଟପଟ ହେଉଛି ଦେଶ। ତେବେ ଏପରି ଦୁଃସ୍ତିତିରୁ ନିସ୍ତାର ନ ପାଉଣୁ ଆଉ ଏକ ବିପଦ ଘୋଟେଇଛି ଦେଶ ଉପରେ। ଦେଶର ଆର୍ଥିକ ଦୁରାବସ୍ଥା…

ଆମେ ଆଶା କରୁଛୁ ଉପର କୋର୍ଟରେ ରାହୁଲଙ୍କୁ ନ୍ୟାୟ ମିଳିବ: ସଞ୍ଜୟ ରାଉତ

ମୁମ୍ବାଇ,୭।୭: ଶିବସେନା(ୟୁବିଟି) ଏମପି ସଞ୍ଜୟ ରାଉତ ଶୁକ୍ରବାର କହିଛନ୍ତି, ଆମେ ଆଶା କରୁଛୁ ରାହୁଲ ଗାନ୍ଧୀଙ୍କୁ ଉପର କୋର୍ଟରୁ ‘ମୋଦି ସରନେମ’ ମାନହାନି ମାମଲାରେ ନ୍ୟାୟ ମିଳିବ। ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟ ହାଇକୋର୍ଟ ‘ମୋଦି ସରନେମ’ ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ…

ଆମେରିକାରେ ବ୍ୟାନ୍‌ ହେବ ଘାତକ କେମିକାଲ ଅସ୍ତ୍ର

ଓ୍ବାଶିଂଟନ୍‌,୭।୭: ଅର୍ଗାନାଇଜେସନ ଫର ପ୍ରୋହିବିଶନ ଅଫ୍‌ କେମିକାଲ ଓ୍ବିପନ୍‌ ବା ଓପିସିଡବ୍ଲୁ ଅନୁଯାୟୀ, ରାସାୟନିକ ଅସ୍ତ୍ର ହେଉଛି ଏପରି ଏକ ମାରଣାସ୍ତ୍ର। ଯେଉଁଥିରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶାଯାଇଥାଏ। ଯାହାଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ଲୋକଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ କରାଯାଏ।…

କ’ଣ ଭାଜପା ଛାଡି କଂଗ୍ରେସରେ ହେବେ ସାମିଲ? ସ୍ପଷ୍ଟ କଲେ ପଙ୍କଜା

ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଭାଜପା ନେତା ପଙ୍କଜା ମୁଣ୍ଡେ ସ୍ପଷ୍ଟ କରିଛନ୍ତି ଯେ, ସେ ଭାଜପା ଛାଡୁ ନାହାଁନ୍ତି। ଏଥିସହ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ସେ ଭେଟିଛନ୍ତି ବୋଲି ଦାବି କରୁଥିବା ରିପୋର୍ଟକୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?