ଟୁଇଟର୍କୁ ବଡ଼ ଝଟ୍କା: ଲାଗିଲା ୫୦ ଲକ୍ଷ ଟଙ୍କାର ଜରିମାନା
ବେଙ୍ଗାଲୁରୁ,୩୦ା୬: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର କମ୍ପାନୀ ଦ୍ୱାରା ତଥ୍ୟ ହଟାଇବା ତଥା ଅବରୋଧ କରିବା ଆଦେଶକୁ ଚ୍ୟାଲେଞ୍ଜ କରି କର୍ନାଟକ ହାଇକୋର୍ଟ ଶୁକ୍ରବାର ଟୁଇଟର ଦାଖଲ କରିଥିବା ଏକ ଆବେଦନକୁ ଖାରଜ କରି ଦେଇଛନ୍ତି। ଏହା ସହିତ କମ୍ପାନୀର…
ଇସ୍ତଫା ଦେବେ ମଣିପୁର ମୁଖ୍ୟମନ୍ତ୍ରୀ!
ଇମ୍ଫାଲ,୩୦।୬: ମଣିପୁରରେ ପ୍ରାୟ ଦୁଇମାସ ଧରି ଜାତି ହିଂସା ଲାଗିରହିଛି। ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ସତ୍ତ୍ୱେ ସ୍ଥିତିରେ ସୁଧାର ଆସୁନାହିଁ। ଏହି ସମୟରେ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ ଶୁକ୍ରବାର…
ନିମନ୍ତ୍ରଣ ପାଇଲି, ଆସିବାକୁ ନିଷ୍ପତ୍ତି ନେଲି
ନୂଆଦିଲ୍ଲୀ,୩୦ା୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ସେଣ୍ଟର ଏବଂ ‘ଫ୍ୟାକଲ୍ଟି ଅଫ ଟେକ୍ନୋଲୋଜି’…
ଭାରତରେ ହେବାକୁ ଥିବା ଏସସିଓ ବୈଠକରେ ଯୋଗ ଦେବେ ସି ଜିନପିଙ୍ଗ, ଚାଇନା ବୈଦେଶିକ ମନ୍ତ୍ରଣାଳୟ ଦେଲା ସୂଚନା
ବେଜିଂ,୩୦।୬: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏସସିଓ (ସାଂଘାଇ ସହଯୋଗ ସଂଗଠନ) ବୈଠକରେ ଯୋଗଦେବେ। ସି ଜିନପିଙ୍ଗ ଏହି ବୈଠକରେ ଭର୍ଚୁଆଲି ଯୋଗଦେବେ । ଚାଇନାଅଫିସିୟାଲି ଚାଇନା ଏହା ଘୋଷଣା କରିଛି।…
ଉଦ୍ଧବଙ୍କୁ ବଡ଼ ଝଟକା, ପୁଅ ଆଦିତ୍ୟଙ୍କ ଘନିଷ୍ଠ ରାହୁଲ କନାଲ ଶିନ୍ଦେ ଗୋଷ୍ଠୀରେ ହେବେ ସାମିଲ
ମୁମ୍ବାଇ,୩୦।୬: ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେଙ୍କ ଅସୁବିଧା ଥମିବାର ନାଁ ନେଉନାହିଁ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଏହି ବିଦ୍ରୋହ ପରଠାରୁ ଉଦ୍ଧବ ଠାକରେ ଦଳର ଅନେକ ନେତା ପକ୍ଷ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ…
ବିଶ୍ୱକପ ପୂର୍ବରୁ ନବୀକରଣ ହେବ ୭ ଷ୍ଟାଡିୟମ, ବିସିସିଆଇ ଦେବ ୫୦-୫୦ କୋଟି
ନୂଆଦିଲ୍ଲୀ, ୩୦।୬: ୨୦୨୩ ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥର ଭାରତରେ ବିଶ୍ୱକପ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଅକ୍ଟୋବର ୫ରେ ଅହମ୍ମଦାବାଦରେ ଖେଳାଯିବ। ତେଣୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଷ୍ଟାଡିୟମର…
ଇଣ୍ଟରନେଟ ଯୋଗୁ ଶୀଘ୍ର ଯୁବକ ହେଉଛନ୍ତି ଶିଶୁ
ଗ୍ବାଲିୟର,୩୦।୬: ଦେଶରେ ପାରସ୍ପରିକ ସହମତି ସହ ସମ୍ପର୍କ ସ୍ଥାପନ କରିବାର ଆଇନଗତ ବୟସ ୧୮ ବର୍ଷ, କିନ୍ତୁ ଇତିମଧ୍ୟରେ ଗ୍ବାଲିୟର ହାଇକୋର୍ଟ ଏହାକୁ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କରିଛନ୍ତି। ବାସ୍ତବରେ, ଗ୍ବାଲିୟର ହାଇକୋର୍ଟ ପାରସ୍ପରିକ ସହମତି ପାଇଁ ବୟସକୁ…
‘ମୁମ୍ବାଇକୁ କରିଦେଲେ ସୁନା ଅଣ୍ଡା ଦିଆ କୁକୁଡା’, ସାମନାରେ ଶିନ୍ଦେ ସରକାରଙ୍କୁ ଟାର୍ଗେଟ
ମୁମ୍ବାଇ,୩୦।୬: ମୁମ୍ବାଇରେ ଏବେ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଛି। ବିଭିନ୍ନ ସ୍ଥାନରେ ଓ୍ବାଟର ଲଗିଂ ଯୋଗୁ ଭିନ୍ନ ଭିନ୍ନ ଦୁର୍ଘଟଣା ବି ହେଉଛି। ଏହାକୁ ନେଇ ଶିବସେନା(ୟୁବିଟି)ତା’ର ମୁଖପତ୍ର ସାମନାରେ ସମ୍ପାଦକୀୟ ମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରିଛି।…
ମେଟ୍ରୋରେ ଯାତ୍ରା କଲେ ମୋଦି
ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିଲ୍ଲୀ ୟୁନିଭର୍ସିଟି ଯିବା ଲାଗି ମେଟ୍ରୋର ବ୍ୟବହାର କରିଛନ୍ତି। ସଡ଼କ ପଥରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ଥିଲା ହେଲେ ଶେଷ ମୁହୂର୍ତ୍ତରେ ଏହା ପରିବର୍ତ୍ତନ ହୋଇଯାଇଥିଲା। ମେଟ୍ରୋରେ ଯାତ୍ରା କରିବା ସମୟରେ…
ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ରାଗିଲା ଡିଏମକେ
ଚେନ୍ନାଇ,୩୦।୬: ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମନ୍ତ୍ରୀ ସେଂଥିଲ ବାଲାଜିଙ୍କୁ ପଦରୁ ହଟାଇବା ଓ ନିଜ ନିଷ୍ପତ୍ତିକୁ ଫେରାଇନେବା ପ୍ରସଙ୍ଗକୁ ନେଇ ରାଜନୀତି ହୋଇଛି ସରଗରମ। ଡିଏମକେ ଏବେ ରାଜ୍ୟପାଳ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି।…
ହିଂସା ପ୍ରଭାବିତ ମଣିପୁର ଗସ୍ତର ଦ୍ୱିତୀୟ ଦିନରେ ମେଇତି ସମ୍ପ୍ରଦାୟର ଲୋକଙ୍କୁ ଭେଟିଲେ ରାହୁଲ
ଇମ୍ଫାଲ,୩୦।୬: ମଣିପୁରରେ ଗତ ପ୍ରାୟ ଦୁଇ ମାସ ହେବ ଲାଗି ରହିଥିବା ହିଂସା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ସେ ଇମ୍ଫାଲରୁ ୬୩ କିଲୋମିଟର ଦୂର ଚୁରାଚାନ୍ଦପୁରରେ ଥିବା ଆଶ୍ରୟ ସ୍ଥଳରେ…
ଆଜି ମହାପ୍ରଭୁଙ୍କ ଅଧରପଣା ନୀତି
ପୁରୀ,୩୦ା୬ (ଅଜିତ୍ ମହାନ୍ତି): ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସରିଆସୁଛି। ଗୁରୁବାର ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଛି। ଶୁକ୍ରବାର ତିନିରଥ ଉପରେ ଅଧରପଣା ନୀତି ସମ୍ପନ୍ନ କରାଯିବ। ରଥାରୂଢ ଠାକୁରମାନଙ୍କୁ ପଣା ଲାଗିହେବ। ମହାପ୍ରଭୁଙ୍କ ଅଧର ପର୍ଯ୍ୟନ୍ତ ମାଟିହାଣ୍ଡିରେ ପଣା…
Archives


