Home Middle

ଓ୍ବେଷ୍ଟବ୍ୟାଙ୍କ ଇହୁଦୀ ବସ୍ତିରେ ଗୁଳି କାଣ୍ଡ, ୬ ଇସ୍ରାଏଲ ନାଗରିକ ଆହତ, ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଜେରୁଜେଲମ,୨।୮ : ଓ୍ବେଷ୍ଟବ୍ୟାଙ୍କର ଏକ ଇହୁଦୀ ବସ୍ତିରେ ଜଣେ ପାଲେଷ୍ଟାଇନ ଉଗ୍ରବାଦୀ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬ ଜଣ ଇସ୍ରାଏଲ ନାଗରିକ ଆହତ ହୋଇଛନ୍ତି। ଇସ୍ରାଏଲ ପୋଲିସ ଏକ ବିବୃତ୍ତିରେ କହିଛି ମାଲେହ ଆଦୁମିମରେ ଜଣେ ଆତଙ୍କବାଦୀ ଗୁଳି ଚଳାଇଥିଲେ।…

ଜୁରିଆନ ବେ ସମୁଦ୍ର କୂଳରୁ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ପିଏସଏଲଭି ଆବର୍ଜନା: ଅଷ୍ଟ୍ରେଲିଆ…

ମେଲବୋର୍ନ,୨।୮ : ଅଷ୍ଟ୍ରେଲିଆର ସ୍ପେସ ଏଜେନ୍ସି କହିଛି ଏକ ଗମ୍ବୁଜ ଆକୃତିର ବସ୍ତୁ ଯାହା ଗତ ମାସରେ ଅଷ୍ଟ୍ରେଲିଆର ଏକ ବେଳାଭୂମିରେ ମିଳିଥିଲା ତାହା ଏକ ଭାରତୀୟ ରକେଟର ଆବର୍ଜନା ହୋଇପାରେ। ଜୁଲାଇ ୧୫ ରେ, ପର୍ଥ ସହରଠାରୁ ପ୍ରାୟ ୨୫୦…

ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ

ଓ୍ବାଶିଂଟନ୍‌,୨।୮: ବିଶ୍ୱର ବିଭିନ୍ନ କୋଣରେ ହେଉଥିବା ମହିଳାଙ୍କ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ ଗୁପ୍ତା। ସେ ଏକ ସପ୍ତାହ ଗସ୍ତରେ ଭାରତ ଆସୁଛନ୍ତି। ଏନେଇ ଆମେରିକା ସ୍ବରାଷ୍ଟ୍ର ବିଭାଗ ସୂଚନା ଦେଇଛି।…

ପ୍ରତି ସିଗାରେଟରେ ସ୍ବାସ୍ଥ୍ୟ ଚେତାବନୀ: କାନାଡ଼ା ସରକାରଙ୍କ ନିଷ୍ପତ୍ତି…

ଅଟଓ୍ବା,୨।୮ : ସିଗାରେଟ ପ୍ୟାକେଟରେ ସ୍ବାସ୍ଥ୍ୟ ଚେତାବନୀ ରହିଥାଏ। କିନ୍ତୁ ବର୍ତ୍ତମାନ କାନାଡାର ପ୍ରତ୍ୟେକ ସିଗାରେଟ ଉପରେ ସ୍ବାସ୍ଥ୍ୟ ଚେତାବନୀ ଛାପାଯିବ। କାନାଡାରେ ବିକ୍ରି ହୋଇଥିବା ପ୍ରତ୍ୟେକ ସିଗାରେଟରେ ‘ଧୂମପାନ କଲେ ନପୁଂଷକତା ଏବଂ କର୍କଟ ରୋଗ ହେବ’ ବୋଲି ଲେଖା…

ଡ୍ରଗ୍ସ ବିରୋଧରେ କଡା ଆଇନ୍‌ ପ୍ରସ୍ତୁତ କରିଥିବା ପୋଲିସ ଅଧିକାରୀ ନିଜେ କରୁଥିଲେ ଧୂମପାନ, ଜାଣନ୍ତୁ ପୁରା ଘଟଣା

ଲଣ୍ଡନ,୨।୮: ଲଣ୍ଡନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଡ୍ରଗ୍ସ ବିରୋଧରେ ଆଇନ୍‌ ପ୍ରସ୍ତୁତ କରିଥିବାବେଳେ ନିଜେ ଜଳଖିଆ ପୂର୍ବରୁ ଧୂମପାନ କରୁଥିବାର ଧରାପଡିଛନ୍ତି। ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଲଣ୍ଡନର ଜୁଲିଆନ…

ନାସାର ଭଏଜର୍‌-୨ ପୃଥିବୀକୁ ପଠାଇଲା ସଙ୍କେତ, ଆଶ୍ଚର୍ଯ୍ୟ ହେଲେ ମହାକାଶ ବିଜ୍ଞାନୀ…

ଓ୍ବାଶିଂଟନ,୨।୮ : ଆମେରିକୀୟ ସ୍ପେସ ଏଜେନ୍ସି ନାସାର ଭଏଜର୍‌-୨ ପୃଥିବୀକୁ ସଙ୍କେତ ପଠାଇଛି। ଉଲ୍ଲେଖନୀୟ କଥା ହେଉଛି, ନାସା ସହିତ ଭଏଜର ସିଗନାଲ ବିଚ୍ଛିନ୍ନ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ନାସା ମହାକାଶ ବିଜ୍ଞାନୀମାନଙ୍କ ଉଦ୍ୟମରେ ଯୋଗାଯୋଗ ପୁଣି ସ୍ଥାପିତ ହୋଇଛି।…

ବାଂଲାଦେଶରେ ଡେଙ୍ଗୁ ଆତଙ୍କ: ଗତ ୨୪ ଘଣ୍ଟାରେ ୧୦ ମୃତ…

ଢାକା,୨।୮ : ବାଂଲାଦେଶରେ ଡେଙ୍ଗୁ ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସାରା ଦେଶରେ ଆହୁରି ଦଶ ଜଣ ଡେଙ୍ଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଯାହା ଫଳରେ ଚଳିତ…

ବେଜିଂରେ ପ୍ରବଳ ବର୍ଷା: ୨୦ ମୃତ, ୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ…

ବେଜିଂ,୨।୮ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା ଯୋଗୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟାଜଳ ଯୋଗୁ ମେଟ୍ରୋ ରେଳ ସେବା ବନ୍ଦ ରଖାଯାଇଛି। ଖରାପ ପାଗ ପାଇଁ ୪୦୦ରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଲଗାଣ ବର୍ଷା…

୪ ବର୍ଷ ପରେ ପ୍ରଥମ ଥର ପାଇଁ ଛୁଟି ନେବେ ସୁନକ…

ଲଣ୍ଡନ,୨।୮ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏହି ସପ୍ତାହରେ ପାରିବାରିକ ଛୁଟି ନେବେ। ଡାଉନ ଷ୍ଟ୍ରିଟ ଏହି ସୂଚନା ଦେଇଛି। ୪ ବର୍ଷରେ ପ୍ରଥମ ଥର ପାଇଁ ସୁନକ ତାଙ୍କ ପରିବାର ସହିତ ଛୁଟିରେ ଯିବେ । ପ୍ରଧାନମନ୍ତ୍ରୀଙ୍କ ମୁଖପାତ୍ର…

ନୁହରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ, ହିଂସା ପଛରେ ଷଡଯନ୍ତ୍ର ସନ୍ଦେହ

ଚଣ୍ଡିଗଡ,୨।୮: ସୋମବାର ହରିୟାଣାର ନୁହରେ ଶୋଭାଯାତ୍ରାରେ ହୋଇଥିବା ଆକ୍ରମଣ ପରେ ସାମ୍ପ୍ରଦାୟିକ ହିଂସାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଶାନ୍ତି ବଜାୟ ରଖିବା ପାଇଁ ନହୁରେ କର୍ଫ୍ୟୁ ଜାରି ରହିଛି ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ…

ନିକୋବର ଦ୍ୱୀପପୁଞ୍ଜରେ ୫.୦ ତୀବ୍ରତାର ଭୂକମ୍ପ

ପୋର୍ଟ ବ୍ଲେୟର,୨।୮: ନିକୋବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୫.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୦ ରେକର୍ଡ କରାଯାଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ କୁହାଯାଇଛି ଯେ, ଏହି ଭୂକମ୍ପର…

ମୋଦିଙ୍କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ,୨ା୮: ଦିଲ୍ଲୀ ସେବା ଅଧ୍ୟାଦେଶ ସମ୍ପର୍କିତ କେନ୍ଦ୍ର ସରକାର ଆଣିଥିବା ଗଭର୍ନମେଣ୍ଟ ଅଫ୍‌ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରି ଅଫ୍‌ ଦିଲ୍ଲୀ (ସଂଶୋଧନ) ବିଲ୍‌, ୨୦୨୩କୁ ବିଜେଡି ସମର୍ଥନ କରିଥିବା ମଙ୍ଗଳବାର ଘୋଷଣା କରିଛି। ସେହିପରି ବିରୋଧୀ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?