Home Middle

ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସଙ୍କଟରେ ୫ ଦେଶ…

ଓ୍ବାଶିଂଟନ,୧୮।୭ : ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆମେରିକା, ଚାଇନା, ଦକ୍ଷିଣ କୋରିଆ, ଜାପାନ, ସ୍ପେନାରେ ସଙ୍କଟ ସୃଷ୍ଟି ହୋଇଛି। ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଯୋଗୁଁ…

ଆମେରିକା ସେନାର ଗୁପ୍ତ ଇମେଲ ରୁଷିଆ ସହଯୋଗୀ ଦେଶ ମାଲି ହାତରେ…

ଓ୍ବାଶିଂଟନ,୧୮।୭ : ଆମେରିକାର ସମ୍ବେଦନଶୀଳ ସାମରିକ ସୂଚନା ଥିବା ହଜାର ହଜାର ଇମେଲ ରୁଷିଆ ସହଯୋଗୀ ପଶ୍ଚିମ ଆଫ୍ରିକୀୟ ଦେଶ ମାଲି ହାତରେ ପଡ଼ିଛି। ଗଣମାଧ୍ୟମର ରିପୋର୍ଟରେ ଏହା ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଡୋମେନର ତ୍ରୁଟି ଯୋଗୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

ରୁଷିଆ ସେନାରେ ବଢୁଛି ଅସନ୍ତୋଷ, ସୀମା ଚିନ୍ତା ନେଇ ବିବ୍ରତ ପୁଟିନ…

ମସ୍କୋ,୧୮।୭ : ରୁଷିଆ-ୟୁକ୍ରେନ ଯୁଦ୍ଧର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି ଏବଂ ଏହା ଶୀଘ୍ର ସମାପ୍ତ ହେବାର କୌଣସି ଲକ୍ଷଣ ଦେଖାଉ ନାହିଁ। ଏବେ ଏଭଳି ଏକ ଖବର ଆସିଛି, ରୁଷିଆ ସେନାରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ବାସ୍ତବରେ,…

ପ୍ରଧାନମନ୍ତ୍ରୀ ଦୌଡରେ ନାହିଁ କଂଗ୍ରେସ: ବିରୋଧୀ ଦଳ ବୈଠକରେ ଖାର୍ଗେଙ୍କ ବଡ଼ ବୟାନ

ବେଙ୍ଗାଲୁରୁ,୧୮।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ଚାଲିଛି। ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ଜାରି ରହିଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବଡ଼ ବୟାନ ଦେଇଛନ୍ତି। ଖାଗେର୍ର୍ କହିଛନ୍ତି, ୨୦୨୪ରେ ପ୍ରଧାନମନ୍ତ୍ରୀ ଦୌଡରେ କଂଗ୍ରେସ ସାମିଲ ନାହିଁ।…

ସୋନିଆଙ୍କୁ ମିଳିପାରେ ବିରୋଧୀ ସାମ୍ମୁଖ୍ୟର ଅଧ୍ୟକ୍ଷ, ନୀତୀଶଙ୍କୁ ସଂଯୋଜକ

ବେଙ୍ଗାଲୁରୁ,୧୮।୭: ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀ ଦଳର ବୈଠକରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଏହି ବୈଠକରେ ଶରଦ ପାୱାର ମଧ୍ୟ ଯୋଗଦେବେ। ବିରୋଧୀଙ୍କ ଏହି ବୈଠକର ଆଜି ହେଉଛି ଦ୍ୱିତୀୟ ଦିନ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ…

ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାମରକର ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ୭୧୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଟର୍ମିନାଲ୍‌ ବିଲଡିଂ ନିର୍ମାଣ କରାଯାଇଛି।…

ମାନହାନି ମାମଲା: ଜୁଲାଇ ୨୧ରେ ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୭: ମୋଦି ଉପନାମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଶୁଣିବାକୁ ରାଜି ହୋଇଛନ୍ତି। ଜୁଲାଇ ୨୧ରେ ଏହାର ଶୁଣାଣି ହେବ ବୋଲି…

‘୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’, ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ କଲ

ମୁମ୍ବାଇ,୧୮।୭: ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଛି। ଏଥିରେ କୁହାଯାଇଛି କି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଓ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତି ବିପଦ ରହିଛି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଅଭିଯୁକ୍ତ…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ବାଇଡେନ, ଓ୍ବାଶିଂଟନ ଯିବାକୁ ନେତାନ୍ୟାହୁଙ୍କୁ ମିଳିଲା ନିମନ୍ତ୍ରଣ

ଜେରୁଜେଲମ,୧୮।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫୋନ ଯୋଗେ କଥା ହୋଇଛନ୍ତି। ଏହାସହ ବାଇଡେନ ନେତନ୍ୟାହୁଙ୍କୁ ଓ୍ବାଶିଂଟନ ଆସିବା ଲାଗି ନିମନ୍ତ୍ରଣ ବି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ କୁହାଯାଇଛି କି ଦୁଇ ନେତାଙ୍କ…

୧୦୫ ଐତିହାସିକ କଳାକୃତି ଫେରାଇବ ଆମେରିକା, ରାଷ୍ଟ୍ରଦୂତ କହିଲେ ଏହାର ପ୍ରକୃତ ସ୍ଥାନ ଭାରତ

ନ୍ୟୁୟର୍କ,୧୮।୭: ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାସେଂଟି ସୋମବାର କହିଛନ୍ତି ଯେ ଆମେରିକା ସରକାର ଭାରତର ପ୍ରାଚୀନ ଓ ଐତିହାସିକ ମୂର୍ତ୍ତି ଓ କଳାକୃତିକୁ ଫେରାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି କଳା ସଂଗ୍ରହ…

ଏନଡିଏର ଶକ୍ତି ପ୍ରଦର୍ଶନକୁ ନେଇ ନଡ୍ଡା କହିଲେ କାହିଁକି ହେଉଛି ବୈଠକ

ନୂଆଦିଲ୍ଲୀ,୧୮।୭: ବେଙ୍ଗାଲୁରୁରେ ୨୬ ବିରୋଧୀ ଦଳଙ୍କୁ ଏକାଠି କରି ରାଜନୈତିକ ରଣନୀତି ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଏପଟେ ରାଷ୍ଟ୍ରୀୟ ଜନତାନ୍ତ୍ରିକ ମେଣ୍ଟ(ଏନଡିଏ) ମଙ୍ଗଳବାର ନୂଆଦିଲ୍ଲୀରେ ଯେଉଁ ବୈଠକ ଡାକିଛି ସେଥିରେ ୩୮ ଦଳ ସାମିଲ ହେବାର ସମ୍ଭାବନା ରହିଛି।…

ଭାରତର ଘଡିଆଲ- କୁମ୍ଭିର କାହିଁକି ନେବାକୁ ଚାହୁଁଛି ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୭: ଆମେରିକାର ସବୁଠାରୁ ବଡ ସରିସୃପ ବ୍ୟାଙ୍କ(ପେଟାଇଳ ବ୍ୟାଙ୍କ) ଭାରତରୁ ଘଡିଆଲ ଓ ‘ମଗର’ କୁମ୍ଭିର ନେବାକୁ ଚାହୁଁଛି। ଏହାକୁ ନେଇ ଆମେରିକା କେନ୍ଦ୍ର ସରକାରଙ୍କୁ ଆବେଦନ କରିଛି। ବ୍ୟାଙ୍କ ଯୁକ୍ତି କରିଛି ଯେ ଏମିତି ହେଲେ ବିଲୁପ୍ତ ହେବାକୁ ଯାଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri