ଇଷ୍ଟର ସଣ୍ଡେ ଆକ୍ରମଣ ମାମଲା: ବ୍ରିଟେନ ଚ୍ୟାନେଲର ତଥ୍ୟକୁ ମନଗଢ଼ା କହିଲା ଶ୍ରୀଲଙ୍କା…
କଲମ୍ବୋ,୯।୯ : ୨୦୧୯ରେ ଶ୍ରୀଲଙ୍କାରେ ଇଷ୍ଟର ସଣ୍ଡେ ଆକ୍ରମଣ ଉପରେ ବ୍ରିଟେନ ଚ୍ୟାନେଲ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା ଯେଉଁଥିରେ ତତ୍କାଳୀନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଏବଂ ମେଜର ଜେନେରାଲ ସୁରେଶ ସାଲେଙ୍କୁ ଏଥିରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ଏଥି…
ଭଙ୍ଗାକୋଠାର ଆର୍ବଜନା ତଳୁ ଜୀବନ ସନ୍ଧାନ ଜାରି: ମୋରୋକୋ ଭୂକମ୍ପ ମୃତ୍ୟୁ ସଂଖ୍ୟା ୮୨୦ ଛୁଇଁଲା,ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…
ରାବାତ,୯।୯ : ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ଥିଲା। ମୋରୋକୋର ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ୮୨୦ କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ ସଂଖ୍ୟା…
ଦକ୍ଷିଣ ଆଫ୍ରିକା ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ…
ଜୋହାନ୍ସବର୍ଗ,୯।୯ : ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜିଙ୍କ ପରଲୋକ ଘଟିଛି ହୋଇଛି ବୋଲି ରାଷ୍ଟ୍ରପତି ରାମାଫୋସା ନିଶ୍ଚିତ କରିଛନ୍ତି। ଭେଟେରାନ ଦକ୍ଷିଣ ଆଫ୍ରିକାର ରାଜନେତା ମଙ୍ଗୋସୁଥୁ ବୁଥେଲେଜୀଙ୍କ ଶନିବାର ସକାଳେ ଦେହାନ୍ତ ହୋଇଛି। ଗତ ସପ୍ତାହରେ ଇଙ୍କଥା ଫ୍ରିଡମ ପାର୍ଟିର…
୧୨୩ଏକର ଜାଗାରେ ବ୍ୟାପିଛି ‘ଭାରତ ମଣ୍ଡପମ’, ସିଡନୀର ଅପେରା ହାଉସ ଠାରୁ ବଡ…
ନୂଆଦିଲ୍ଲୀ,୯।୯: ଦେଶର ରାଜଧାନୀ ଦିଲ୍ଲୀରେ ଜି-୨୦ ସମ୍ମିଳନୀ ଆୟୋଜିତ ହେଉଛି। ବୈଠକର ପ୍ରଥମ ଅଧିବେଶନ ଶନିବାର ଶେଷ ହୋଇଛି। ଏହି ବୈଠକରେ ଯୋଗଦେବା ପାଇଁ ସଦସ୍ୟ ଦେଶ ସମେତ ୨୯ଟି ଦେଶର ମୁଖ୍ୟ ଭାରତରେ ପହଞ୍ଚିଛନ୍ତି। ପ୍ରଗତି ମଇଦାନରେ ଅବସ୍ଥିତ ଭାରତ…
ଜି-୨୦ ନୂଆଦିଲ୍ଲୀ ଘୋଷଣା ପତ୍ରକୁ ସହମତି: ସୂଚନା ଦେଲେ ପ୍ରଧାନମନ୍ତ୍ରୀ..
ନୂଆଦିଲ୍ଲୀ,୯।୯ : ଦିଲ୍ଲୀରେ ଚାଲିଥିବା ଜି -୨୦ ବୈଠକର ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ଘୋଷଣା କରିଛନ୍ତି। ଦ୍ୱିତୀୟ ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଅତିଥି ଦେଶର ମୁଖ୍ୟମାନଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ନୂଆଦିଲ୍ଲୀ ଜି…
ବିକ୍ରମର ଫଟୋ ଉଠାଇଲା ଚନ୍ଦ୍ରାୟାନ ୨ର ଅର୍ବିଟର
ନୂଆଦିଲ୍ଲୀ,୯।୯: ଭାରତର ମୁନ ମିଶନ ଚନ୍ଦ୍ରାୟାନ ୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ପ୍ରଜ୍ଞାନ ରୋଭର ଓ ବିକ୍ରମ ଲ୍ୟାଣ୍ଡର ନିଜର ମିଶନ ସମାପ୍ତ କରି ଅନେକ ତଥ୍ୟ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)କୁ ପଠାଇଛନ୍ତି। ତେବେ…
ରବିବାର ଭାରତ-ପାକିସ୍ତାନ ସୁପର ୪ ମ୍ୟାଚରେ ପୁଣି ବାଧକ ହୋଇପାରେ ବର୍ଷା ! ସମ୍ଭାବନା ୯୦ ପ୍ରତିଶତ…
କଲମ୍ବୋ,୯।୯ : ଏସିଆ କପରେ ରବିବାର ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ସୁପର ଫୋର ମ୍ୟାଚ ପାଇଁ ରିଜର୍ଭ ଦିନ ଘୋଷଣା ହୋଇଛି। କଲମ୍ବୋରେ ହେବାକୁ ଥିବା ଏହି ମ୍ୟାଚରେ ମଧ୍ୟ ବର୍ଷା ଆଶଙ୍କା କମିନାହିଁ। ଯେହେତୁ ବର୍ଷା ଯୋଗୁଁ ପାଲଲେକେଲରେ…
ଦିଲ୍ଲୀରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନାହିଁ ‘ନୋ ଫ୍ଲାଇଙ୍ଗ୍ ଜୋନ’ କଟକଣା
ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜି-୨୦ରେ ବିମାନ ଉଡାଣକୁ ନେଇ କଟକଣା କୋହଳ କରାଯାଇଛି। ଜି-୨୦ ଶିଖର ସମ୍ମିଳନୀରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ କିମ୍ବା ଏହାର ଆଖପାଖ ଅଞ୍ଚଳକୁ ବିମାନ ଯାତ୍ରା ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ…
ବାଡ଼ ଡେଇଁଲେ ସିଏମ ଗେହଲଟଙ୍କ ନିକଟତର ଥିବା ରାଜେନ୍ଦ୍ର ଗୁଧା, ଶିନ୍ଦେଙ୍କ ଦଳରେ ସାମିଲ…
ମୁମ୍ବାଇ,୯।୯ : ଗତ ଦୁଇ ମାସ ମଧ୍ୟରେ ରାଜସ୍ଥାନ ରାଜନୀତିରେ ହଇଚଇ ସୃଷ୍ଟି କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରୁ ବହିଷ୍କୃତ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଶେଷରେ କଂଗ୍ରେସ ବାଡ଼ ଡେଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନାରେ ଯୋଗ ଦେଇଛନ୍ତି।…
ଭାରତରୁ ୟୁରୋପ ଚାଲିବ ଟ୍ରେନ: ଆମେରିକ ସାଉଦି ସହ ମିଳିତ ହୋଇ ନିର୍ମାଣ ହେବ ରେଲ ଶିପିଂ କରିଡର…
ନୂଆଦିଲ୍ଲୀ,୯।୯ : ‘ବେଲ୍ଟ ଆଣ୍ଡ ରୋଡ’ ପଦକ୍ଷେପ (ବିଆରଆଇ) ଅନ୍ତର୍ଗତ ଅନ୍ତର୍ଜାତୀୟ ବ୍ୟବସାୟରେ ନିଜର ଆଭିମୁଖ୍ୟ ପ୍ରତିଷ୍ଠା ପାଇଁ ଚାଇନା ଅନେକ ଦେଶକୁ ନିଜ ଅଧୀନରେ ନେଇଛି। ନୂଆଦିଲ୍ଲୀରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଭାରତ ମଧ୍ୟ ଏକ ଉପଯୁକ୍ତ ଉତ୍ତର…
ଜି-୨୦ରେ ଭାରତର ଅଧ୍ୟକ୍ଷତା, ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା
ନୂଆଦିଲ୍ଲୀ/ ମସ୍କୋ,୯।୯: ଦିଲ୍ଲୀରେ ଆରମ୍ଭ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଭାରତର ଅଧ୍ୟକ୍ଷତାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ସମୟରେ, ଋଷିଆର ଏକ ସରକାରୀ ଗଣମାଧ୍ୟମ ଭାରତ ବିରୋଧରେ ଭୁଲ ଏଜେଣ୍ଡା ପ୍ରସାରଣ କରିଥିବାରୁ ପାଶ୍ଚାତ୍ୟ…
ମୁଁ ସରକାର ନୁହେଁ ମୋର ପରିବାର ଚଳାଉଛି: ଶିବରାଜ…
ଖରଗୋନ,୯।୯ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ଖରଗୋନର ସନାୱାଦରେ ପହଞ୍ଚିଛନ୍ତି। ସେ ଭାଜପାର ଜନ ଆର୍ଶିବାଦ ଯାତ୍ରାରେ ଯୋଗଦେଇ କହିଛନ୍ତି ମୁଁ ସରକାର ନୁହେଁ, ମୋର ପରିବାର ଚଳାଉଛି। ସନାତନ ଅପମାନକୁ ବରଦାସ୍ତ କରାଯିବ ନାହିଁ। ସମସ୍ତ…

