ଆମେ କରୋନାକୁ ପରାସ୍ତ କରିଛେ, ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ଅବିଶ୍ୱାସକୁ ମଧ୍ୟ ପରାଜିତ କରି ପାରିବା : ଜି-୨୦ ରେ ମୋଦି…
ନୂଆଦିଲ୍ଲୀ,୯।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଜି -୨୦ ସମ୍ମିଳନୀକୁ ସମ୍ବୋଧିତ କରି ସ୍ବାଗତ ଭାଷଣ ଦେଇଛନ୍ତି। ଦେଶକୁ ଆତ୍ମବିଶ୍ୱାସର ମନ୍ତ୍ର ପ୍ରଦାନ କରୁଥିବାବେଳେ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ଅଧ୍ୟକ୍ଷତାରେ ‘ସବକା ସାଥ,…
ଭାରତକୁ ପ୍ରଂଶସା ଓ ଆମେରିକାକୁ ନିନ୍ଦା କଲା ଚାଇନା ଗଣମାଧ୍ୟମ
ବେଜିଂ,୯।୯: ଜି-୨୦ ଶିଖର ସମ୍ମିଳନୀ ଦୁଇ ଦିନ ଧରି ଭାରତରେ ଅନୁଷ୍ଠିତ ହୋଇଯାଇଛି। ୩୦ଟି ଦେଶର ପ୍ରମୁଖ ରାଷ୍ଟ୍ରନେତା ବୈଠକରେ ଯୋଗ ଦେଇଛନ୍ତି। କେବଳ ଚାଇନା ଓ ଋଷିଆ ରାଷ୍ଟ୍ରପତି ସମ୍ମିଳନୀରେ ଯୋଗ ନେଇ ନାହାନ୍ତି। ତେବେ ଏହାରି ଭିତରେ ଚାଇନାର…
ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କ ସମ୍ପର୍କ ଅବା ଜୁଆ ଖେଳ ଅଭ୍ୟାସ ତାଙ୍କୁ ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତ କରାଇବାର କାରଣ ହୋଇ ପାରିବ ନାହିଁ: ହାଇକୋର୍ଟ…
ନୂଆଦିଲ୍ଲୀ,୯।୯ : ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କ ସମ୍ପର୍କ ଅବା ଜୁଆ ଖେଳ ଅଭ୍ୟାସ ତାଙ୍କୁ ଯୌତୁକ ହତ୍ୟା ମାମଲାରେ ଅଭିଯୁକ୍ତ କରାଇବାର କାରଣ ହୋଇ ପାରିବ ନାହିଁ। ଏହା…
ଉତ୍ତର କୋରିଆର ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ଋଷିଆ, ଚାଇନା
ଉତ୍ତର କୋରିଆର ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ଋଷିଆ ଓ ଚାଇନାରା ପ୍ରତିନିଧି। ଆମେରିକା ସହିତ ବଢୁଥିବା ମୁହାଁମୁହିଁ ପରିସ୍ଥିତି ମଧ୍ୟରେ ଉତ୍ତର କୋରିଆ ଋଷିଆ ଓ ଚାଇନା ସହ ସୁସମ୍ପର୍କ ବଢାଇବା ପାଇଁ ଉଭୟ ଦେଶର ପ୍ରତିନିଧି ଓ କଳାକାରମାନଙ୍କୁ…
କରୋନାଠାରୁ ଲେପ୍ଟୋସ୍ପାଇରୋସିସ ଅଧିକ ବିପଜ୍ଜନକ, ବାରାଣସୀରେ ୧୦ରୁ ଅଧିକ ପିଲା ଆକ୍ରାନ୍ତ,ସତର୍କ ସୂଚନା ଜାରି…
ବାରାଣସୀ,୯।୯ : କରୋନା ଠାରୁ ଅଧିକ ବିପଜ୍ଜନକ ଲେପ୍ଟୋସ୍ପାଇରୋସିସ ବାରାଣସୀରେ ସଂକ୍ରମଣ ହେବାରେ ଲାଗିଛି। ଏହି ରୋଗ ମୂଷା ଦ୍ୱାରା ହୋଇଥାଏ। ଏହା କେବଳ ପିଲାମାନଙ୍କୁ ହୋଇଥାଏ। ଏପର୍ଯ୍ୟନ୍ତ ୧୦ ରୁ ଅଧିକ ପିଲା ଏହା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସହରର…
ଡିନର ପାର୍ଟିରେ ଯୋଗ ଦେବେନି ମନମୋହନ ଓ ଦେବଗୌଡା
ନୂଆଦିଲ୍ଲୀ,୯।୯: ଜି-୨୦ ସମ୍ମିଳନୀ ପାର୍ଇ ଡିନର ପାର୍ଟି ଆୟୋଜନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଯେଉଁଥିରେ ଦେଶର ଅନେକ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ତେବେ ଡିନରରେ କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ…
ବାଂଲାଦେଶ ଦେଶ ଜିତିଲା ଟସ, ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଶ୍ରୀଲଙ୍କା…
କଲେମ୍ବୋ,୯।୯ : ଏସିଆ କପରେ ସୁପର ଫୋରର ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କାର ଆର.ପ୍ରେମଦାସା ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ସୁପର ଫୋରର ପ୍ରଥମ ମ୍ୟାଚରେ ବାଂଲାଦେଶ ଦଳ ପାକିସ୍ତାନକୁ ହରାଇଛି ଏବଂ ଫାଇନାଲ ଦୌଡ଼ରେ ଏହି ଦଳ ଜିତିବା…
ଜି-୨୦ରେ ବଡ଼ ଭୁଲ କଲା ଚାଇନା: ଏବେ ୫୫ ଦେଶରେ ବନ୍ଦ ହେବ ଆର୍ଥିକ ଅନୁପ୍ରବେଶ…
ନୂଆଦିଲ୍ଲୀ,୯।୯ : ଦିଲ୍ଲୀରେ ଆରମ୍ଭ ହୋଇଥିବା ଜି -୨୦ ବୈଠକରେ ଚାଇନା କୂଟନୈତିକ ପ୍ରସଙ୍ଗରେ ସବୁଠୁ ବଡ ଭୁଲ କରିଛି। ଏହି ଭୁଲ ଯୋଗୁଁ ଚାଇନା କେବଳ ଆଫ୍ରିକୀୟ ୟୁନିଅନର ୫୫ ଟି ଦେଶରେ ଆତ୍ମବିଶ୍ୱାସର ସଙ୍କଟର ସମ୍ମୁଖୀନ ହେବ ନାହିଁ…
ବ୍ରିଟେନ୍ରୁ ଫେରିବ ଛତ୍ରପତି ଶିବାଜୀଙ୍କ ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’
ମୁମ୍ବାଇ,୯।୯: ଛତ୍ରପତି ଶିବାଜୀ ମହାରାଜଙ୍କ ସବୁଠାରୁ ସ୍ବତନ୍ତ୍ର ଅସ୍ତ୍ର ‘ବାଘ ନଖ’କୁ ଦେଶକୁ ଫେରାଇ ଆଣିବାକୁ ପ୍ରସ୍ତୁତି ଚାଲିଛି। ୬.୭ ଫୁଟ୍ର ଶତ୍ରୁ ଅଫଜଲ ଖାନ୍କୁ ହତ୍ୟା କରିବା ପାଇଁ ଶିବାଜୀ ବ୍ୟବହାର କରିଥିବା ଏହି ଅସ୍ତ୍ର ଗତ କିଛି ଦଶନ୍ଧି…
କୋଣାର୍କ ଚକ୍ର, ନଟରାଜ ପ୍ରତିମୂର୍ତ୍ତି, ଯୋଗମୁଦ୍ରା…ଜି୨୦ ବାହାନାରେ ବିଶ୍ୱ ଦେଖିଲା ଏସବୁ…
ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଶନିବାରଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ। ଏଥିପାଇଁ ଭାରତ ମଣ୍ଡପମ୍ରେ ପହଞ୍ଚିଛନ୍ତି ବିଶ୍ୱ ନେତା। ସମ୍ମିଳନୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଭାରତ ମଣ୍ଡପମ୍ରେ ସ୍ବାଗତ କରିଛନ୍ତି। ତେବେ ସ୍ବାଗତସ୍ଥଳରେ ଭାରତୀୟ…
୨୦୩୦ ସୁଦ୍ଧା ମହିଳାଙ୍କ ପାଇଁ ସମାନତା ଲକ୍ଷ୍ୟ ଅସମ୍ଭବ ବୋଲି କହିଲା ଜାତିସଂଘ,ପ୍ରତ୍ୟେକ କ୍ଷେତ୍ରରେ ଘଟୁଛି ଭେଦଭାବ..
ଜେନେଭା,୯।୯: ମିଳିତ ଜାତିସଂଘର ବିଶ୍ୱ ସଂସ୍ଥା କହିଛି ମହିଳାଙ୍କ ସମାନତା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ଅସମ୍ଭବ ହୋଇପଡିଛି। ୨୦୩୦ସୁଦ୍ଧା ବିଶ୍ୱର ଲିଙ୍ଗଗତ ସମାନତା ହାସଲ କରିବାର ଲକ୍ଷ୍ୟ ବର୍ତ୍ତମାନ ସମ୍ପୂୂର୍ଣ୍ଣ ଦୋହଲି ଯାଇଛି। ମିଳିତ ଜାତିସଂଘ କହିଛି ସ୍ବାସ୍ଥ୍ୟ,…
ମୋର୍କ୍କୋ ଭୂକମ୍ପ ମୃତ୍ୟୁସଂଖ୍ୟା ୬୦୦ ଟପିଲା
ରବାଟ୍,୯ା୯: ମୋର୍କ୍କୋରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୬୩୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି, ରିକ୍ଟର…

