ଚାଇନାରେ ଲାଗୁ ହେଲା ଅଜବ ନିୟମ, ଦାଢି ବଢିଲେ ହେବ ଜେଲ୍
ବେଜିଂ,୯।୯: ଚାଇନା ନିଜର ଏକଛତ୍ରବାଦୀ ମନୋଭାବ ପାଇଁ ଜଣାଶୁଣା। ଦେଶରେ ବିଭିନ୍ନ ପ୍ରକାର ଅଜବ ନିୟମ ଲାଗୁ କରି ଶୃଙ୍ଖଳା ବ୍ୟବସ୍ଥାକୁ କଡାକଡି କରିବାକୁ ଚାହୁଁଛି ଚାଇନା। ଆମେରିକୀୟ ଟେକ୍ କମ୍ପାନୀ ବ୍ୟତୀତ ବିଦେଶୀ କମ୍ପାନୀଗୁଡ଼ିକୁ ଟାର୍ଗେଟ କରିଛି ଚାଇନା। ଚାଇନା…
‘ବାଇଡେନଙ୍କ ସହ ବୈଠକ ପରେ ମୋଦିଙ୍କୁ ପ୍ରଶ୍ନ କରିବାକୁ ମିଡିଆକୁ ଦିଆଗଲା ନାହିଁ ଅନୁମତି’, ଜୟରାମ ରମେଶଙ୍କ ଅଭିଯୋଗ
ନୂଆଦିଲ୍ଲୀ,୯।୯: କଂଗ୍ରେସ ମହାସଚିବ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକ ପରେ ଦୁଇ ନେତାଙ୍କୁ ପ୍ରଶ୍ନ ପଚାରିବାକୁ ବୈଦେଶିକ ଗଣମାଧ୍ୟମକୁ ଅନୁମତି ଦିଆଯାଇ ନାହିଁ।…
ଗିରଫ ପରେ କହିଲେ ଚନ୍ଦ୍ରବାବୁ ନାଇଡୁ, କେହି ମୋତେ ଅଟକାଇ ପାରିବେ ନାହିଁ
ଅମରାବତୀ,୯।୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ ଶନିବାର ତାଙ୍କୁ ଗିରଫ କରିଛି। ତେବେ ଗିରଫ ପରେ ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ବାର୍ତ୍ତା ଜାରି କରିଛନ୍ତି। ସେ…
ବର୍ତ୍ତମାନ ଯାଏଁ ଭାରତ ଗସ୍ତ କରିଛନ୍ତି ଏତେଜଣ ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୯।୯: ଜି-୨୦ର ଅଧ୍ୟକ୍ଷତା କରି ଭାରତ ସମଗ୍ର ବିଶ୍ୱର ନଜର ନିଜ ଆଡକୁ ଟାଣି ଆଣିଛି। ଜି-୨୦ର ପ୍ରଥମ ଅଧିବେଶନ ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାଗ ନେବାକୁ ବିଶ୍ୱର ପ୍ରମୁଖ ନେତାମାନେ ଦିଲ୍ଲୀରେ ଏକାଠି ହୋଇଛନ୍ତି।…
ଆଫ୍ରିକାନ ୟୁନିୟନକୁ ସ୍ଥାୟୀ ସଦସ୍ୟତା
ନୂଆଦିଲ୍ଲୀ,୯।୯: ବର୍ତ୍ତମାନଠାରୁ ଜି-୨୦କୁ ଜି-୨୧ କୁହାଯିବ। ଆଫ୍ରିକୀୟ ୟୁନିୟନର ସ୍ଥାୟୀ ସଦସ୍ୟତା ପରେ ଏହା ବଦଳିଯାଇଛି। ଭାରତ ଗ୍ଲୋବାଲ ସାଉଥର ଲିଡର ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ଆଫ୍ରିକୀୟ ୟୁନିୟନରେ ୫୫ ଟି ଦେଶ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଫ୍ରିକୀୟ…
ଜି-୨୦ର ପ୍ରଥମ ବୈଠକ: କଣ ରହିଛି ଆଲୋଚନାର ମୁଖ୍ୟ ପ୍ରସଙ୍ଗ
ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଶନିବାର ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ସମ୍ମିଳନୀର ଉଦ୍ଘାଟନୀ ଉତ୍ସବରୁ ପ୍ରଧାନମନ୍ତ୍ରୀ ମୋଦି ମରକ୍କୋ ଭୂକମ୍ପକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଏହାପରେ ଆଫ୍ରିକୀୟ ୟୁନିୟନକୁ ଜି-୨୦ରେ ସଦସ୍ୟ ଭାବେ ଆମନ୍ତ୍ରଣ…
ମଣିପୁର ହିଂସା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି, ଚିକିତ୍ସା ସମୟରେ ଆହତଙ୍କ ମୃତ୍ୟୁ
ଇମ୍ଫାଲ,୯।୯: ମଣିପୁରର ଟେଙ୍ଗନୌପାଲ ଓ କାକଚିଂ ଜିଲାରେ ଘଟିଥିବା ହିଂସାରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଚିକିତ୍ସା ସମୟରେ ୩୭ ବର୍ଷ ବୟସ୍କା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳୁ ପେଲଲ ସହରରେ ଆସାମ ରାଇଫଲ୍ସର ଯବାନ ଓ…
ଜି-୨୦ରେ ମୋଦିଙ୍କ ସମ୍ବୋଧନ ସମୟରେ ନେମପ୍ଲେଟରେ ଲେଖାଯାଇଛି ‘ଭାରତ’
ନୂଆଦିଲ୍ଲୀ,୯।୯: ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ତାଙ୍କ ସାମ୍ନାରେ ରଖାଯାଇଥିବା ନେମପ୍ଲେଟରେ ‘ଭାରତ’ ଲେଖାଯାଇଥିବା ଦେଖାଯାଇଥିଲା। ଘଟରା ହେଲା ଏବେ…
ରାଷ୍ଟ୍ରପତିଙ୍କ ଜି-୨୦ ଡିନର ପାର୍ଟିରେ ରହିବେ ୧୭୦ ଅତିଥି
ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଛି ଜି-୨୦ ଶିଖର ସମ୍ମିଳନୀ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଏକ ଜି-୨୦ ଡିନର ପାର୍ଟି ହୋଷ୍ଟ କରାଯାଇଛି। ଏଥିରେ ସ୍ପେଶାଲ ଇନଭାଇଟି ଭାବେ ୧୭୦ ଜଣ ଅତିଥି ରହିବେ ବୋଲି ଜଣାପଡିଛି।…
ପ୍ରଥମ ଥର ଘୁଷୁରୀ ଭ୍ରୁଣରେ ବିକଶିତ ହେବ ମାନବ କିଡନୀ, ଚାଇନା ବୈଜ୍ଞାନିକଙ୍କ ବଡ ସଫଳତା
ବେଜିଂ,୯।୯: ମେଡିକାଲ ବିଜ୍ଞାନରେ ଅଙ୍ଗ ପ୍ରତିରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଠିକ ସମୟରେ ଟ୍ରାନ୍ସପ୍ଲାଣ୍ଟ ପାଇଁ ଅଙ୍ଗର ଉପଲବ୍ଧ ନ ହେବା ହେତୁ ଅନେକ ଲୋକ ପ୍ରାଣ ହରାନ୍ତି। ଏଭଳି ପରିସ୍ଥିତିରେ ପ୍ରଥମ ଥର ପାଇଁ ଘୁଷୁରୀ ଭ୍ରୁଣରେ…
ଏବେଠାରୁ ଜି-୨୦ ହେଲା ଜି-୨୧, ମୋଦି କହିଲେ ସଭିଙ୍କ ସହ ମିଶି ଚାଲିବାର ସମୟ
ନୂଆଦିଲ୍ଲୀ,୯।୯: ବର୍ତ୍ତମାନଠାରୁ ଜି-୨୦କୁ ଜି-୨୧ କୁହାଯିବ। ଆଫ୍ରିକୀୟ ୟୁନିଅନର ସ୍ଥାୟୀ ସଦସ୍ୟତା ପରେ ଏହା ବଦଳିଯାଇଛି। ଭାରତ ନିଜକୁ ଗ୍ଲୋବାଲ ସାଉଥର ଲିଡର ଭାବରେ ନିଜକୁ ସ୍ଥାପିତ କରିଛି। ଆଫ୍ରିକୀୟ ୟୁନିୟନରେ ୫୫ ଟି ଦେଶ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,…
ଜି -୨୦ ସମ୍ମିଳନୀର ପ୍ରଥମ ଦିବସ: ଉଦଘାଟନ ସମାରୋହରେ ମରକ୍କୋ ଭୂ୍କମ୍ପକୁ ନେଇ ଦୁଃଖ ପ୍ରକାଶ କଲେ ମୋଦି
ନୂଆଦିଲ୍ଲୀ,୯।୯: ରାଜଧାନୀ ଦିଲ୍ଲୀରେ ଶନିବାର (ଅନୁଷ୍ଠିତ ହେବାକୁ ଥିବା ଜି -୨୦ଶିଖର ସମ୍ମିଳନୀର ପ୍ରଥମ ଦିନର ଶୁଭାରମ୍ଭ ହୋଇଛି। ଏହି ଶିଖର ସମ୍ମିଳନୀକୁ ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସମଗ୍ର ବିଶ୍ୱ ତରଫରୁ ମରକ୍କୋରେ ହୋଇଥିବା ଭୂକମ୍ପ…

