Home Middle

ଯାନ, ଔଷଧ, ପର୍ଯ୍ୟଟନ କ୍ଷେତ୍ର ନୂଆ ନିଯୁକ୍ତି ସୃଷ୍ଟି କରିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୯ା୮: ଭାରତର ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ଏହା ଯୁବବର୍ଗଙ୍କ ଲାଗି ନିଯୁକ୍ତିର ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳାରେ ଉଦ୍‌ବୋଧନ ଦେଇ କହିଛନ୍ତି। ଏହି ଅବସରରେ ସେ ୫୧…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା.୨୯।୮: ଇଣ୍ଡୋନେସିଆର ବାଲି ସାଗର ଅଞ୍ଚଳରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (ଇଏମ୍‌ଏସ୍‌ସି) ସୂଚନା ଦେଇଛି ଯେ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୃଥିବୀ ପୃଷ୍ଠରୁ ୫୧୮ କିଲୋମିଟର ଦୂରରେ…

ଚନ୍ଦ୍ରୟାନ ମିଶନକୁ ପୂରଣ ହେଲା ୧୦ ଦିନ, ସମୟ ସହ ଦୌଡୁଛନ୍ତି ବୈଜ୍ଞାନିକ

ଅହମଦାବାଦ,୨୯।୮: ସ୍ପେସ ଆପ୍ଲିକେଶନ ସେଣ୍ଟର ଅହମଦାବାଦର ନିର୍ଦ୍ଦେଶକ ନୀଲେଶ ଏମ ଦେଶାଇ କହିଛନ୍ତି ଯେ ଚନ୍ଦୟାନ ମିଶନ ୩ଟି ପାର୍ଟ ରହିଛି। ଯାନର ସପ୍ଟ ଲ୍ୟାଣ୍ଡିଂ, ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡର ବିକ୍ରମଙ୍କ ଠାରୁ ରୋଭର ପ୍ରଜ୍ଞାନର ଆରମ୍ଭ ଏବଂ ମିଶନରେ ଜଡିତ…

ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍‌୧କୁ ନେଇ ବଡ଼ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ,୨୮।୮: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୂର୍ଯ୍ୟ ଅଭିଯାନ ଆରମ୍ଭ ଲାଗି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍‌ ଯୋଗେ କୁହାଯାଇଛି ଯେ, ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ ପାଇଁ ଆଦିତ୍ୟ-ଏଲ୍‌୧…

ଏଲନ ମସ୍କଙ୍କୁ ନିଜର ପରାମର୍ଶଦାତା କରିବାକୁ ଚାହାଁନ୍ତି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ରାମାସ୍ବାମୀ

ଓ୍ବାଶିଂଟନ,୨୮।୮: ଆମେରିକାରେ ଆସନ୍ତା ବର୍ଷ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀଭାବେ ଭାରତୀୟ ମୂଳ ବାସିନ୍ଦା ବିବେକ ରାମାସ୍ବାମୀ ନିଜର ମଜଭୁତ ଦାବିଦାର ଉପସ୍ଥାପନ କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ରରେ ରାମାସ୍ବାମୀ ତାଙ୍କ ଭାଷଣ…

ମହାନଗରର ଗରିବ ପାଇଲେ ଭୂମି ଅଧିକାର, ୬୫ ହଜାର ପରିବାରକୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୮(ଅସମାପିକା ସାହୁ): ଆପଣମାନେ ଖୁସି ତ? ମହାନଗର ନିଗମର ଗରିବ ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରଶ୍ନରେ ଆନନ୍ଦ, ଉଲ୍ଲାସ, କରତାଳି ଓ ହୁଳହୁଳିରେ କମ୍ପିଥିଲା କଳିଙ୍ଗ ଷ୍ଟାଡିୟମ। ସୋମବାର କଳିଙ୍ଗ ଷ୍ଟାଡିୟମରେ…

ଜେଲ୍‌ରେ ଇମ୍ରାନଙ୍କୁ ମିଳୁଛି ଏସବୁ ସୁବିଧା

ଇସଲାମାବାଦ,୨୮ା୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବର୍ତ୍ତମାନ ଅଟକ ଜେଲରେ ରହିଛନ୍ତି। ଜେଲ୍‌ ନିୟମ ଅନୁଯାୟୀ ତାଙ୍କୁ ଶଯ୍ୟା, ତକିଆ, ଗଦି ଏବଂ ଏୟାର କୁଲର ଦିଆଯାଇଛି। ଏହା ସହିତ ତାଙ୍କୁ ଜଣେ ପ୍ରଶଂସକ, ନମାଜ ପାଇଁ କୋଠରୀ, ମହୁ,…

ଶିବଶକ୍ତି ପଏଣ୍ଟ ନିକଟରେ ଘୂରୁଛି ପ୍ରଜ୍ଞାନ ରୋଭର

ବେଙ୍ଗାଲୁରୁ,୨୮।୮: ଚନ୍ଦ୍ରୟାନ-୩ର ସଫଳତା ପରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ର ସମ୍ପର୍କିତ ସୂଚନା ଏକତ୍ର କରି ଲଗାତାର ଭାବେ ଇସ୍ରୋ ବୈଜ୍ଞାନିକଙ୍କ ନିକଟକୁ ପଠାଉଛନ୍ତି। ଆଉ ସେହି ସବୁ ତଥ୍ୟକୁ ଇସ୍ରୋ ସାରା ବିଶ୍ୱବାସୀଙ୍କୁ ଜଣାଉଛି। ଅଗଷ୍ଟ ୨୩…

‘ରୋଜଗାର ଦେବା ଆମର ସବୁଠୁ ବଡ଼ ପ୍ରାଥମିକତା’

ନୂଆଦିଲ୍ଲୀ,୨୮ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୋଜଗାର ମେଳାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ କର୍ମଚାରୀଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର ଏହି ଅମୃତବେଳାରେ ଦେଶର ସ୍ବାଧୀନତା…

ପ୍ରଧାନମନ୍ତ୍ରୀ ଧନଜନ ଯୋଜନା ଆକାଉଣ୍ଟ ସଂଖ୍ୟା ଟପିଲା ୫୦୦ ନିୟୁତ…

ନୂଆଦିଲ୍ଲୀ,୨୮।୮ : ଦୁନିଆର ସର୍ବବୃହତ ଆର୍ଥିକ ଅନ୍ତର୍ଭୂକ୍ତି ମିଶନ ପ୍ରଧାନ ମନ୍ତ୍ରୀ ଜନ-ଧନ ଯୋଜନାର ଆକାଉଣ୍ଟ ସଂଖ୍ୟା ସୋମବାର ୫୦୦ ମିଲିୟନ ଅତିକ୍ରମ କରିଛି। ଯୋଜନା ଆରମ୍ଭ ହେବାର ନଅ ବର୍ଷ ପରେ ଏଥିରେ ୨ ଲକ୍ଷ କୋଟିରୁ ଅଧିକ ଜମା…

୬୫ ବର୍ଷ ମଧ୍ୟରେ ବିଦ୍ୟୁତ କମ୍ପାନୀ କଲା ୪୨୨ କୋଟି ଲାଭ…

ପାଟନା,୨୮।୮ : ବିହାରର ୬୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ବିହାର ରାଜ୍ୟ ବିଦ୍ୟୁତ ବୋର୍ଡ (ବିଏସଇବି) ଏବଂ ଡିସକମ ୪୨୨.୬୮ କୋଟି ଲାଭ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ସ୍ମାର୍ଟ ପ୍ରିପେଡ ଏନର୍ଜି ମିଟର ଦ୍ୱାରା ପରିଚାଳିତ…

ସିରିଆକୁ ଟାର୍ଗେଟ କଲା ଇସ୍ରାଏଲ

ଦୁବଇ,୨୮।୮: ସିରିଆ ଓ ଇସ୍ରାଏଲ ମଧ୍ୟରେ ଥିବା ଶତ୍ରୁତା ବିଶ୍ୱ ବିଖ୍ୟାତ। ଉଭୟ ଦେଶ କିଛି ଦିନ ହେବ ପରସ୍ପର ଉପରେ ଆକ୍ରମଣ କରି ଚାଲିଛନ୍ତି। ଏଥର ଇସ୍ରାଏଲ ସିରିଆକୁ ଟାର୍ଗେଟ କରିଛି। ଏଥର ଇସ୍ରାଏଲ ସିରିଆର ବିମାନ ବନ୍ଦରକୁ ଟାର୍ଗେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri