Home Middle

ମାନବ ବୁଦ୍ଧିର ସ୍ଥାନ ନେଇ ପାରିବ ନାହିଁ ଏଆଇ: ହାଇକୋର୍ଟ…

ନୂଆଦିଲ୍ଲୀ,୨୮।୮ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ମାନବ ବୁଦ୍ଧିର ସ୍ଥାନ ନେଇ ପାରିବ ନାହିଁ। ଚାଟ ଜିପିଟି ଏକ ଅଦାଲତରେ ଆଇନଗତ କିମ୍ବା ବାସ୍ତବ ପ୍ରସଙ୍ଗ ଉପରେ ନିଷ୍ପତ୍ତିର ଆଧାର ହୋଇପାରିବ ନାହିଁ ।…

ଭାଜପା କରିଥିଲା ପୁଲଓ୍ବାମା ଆକ୍ରମଣ, ରାମ ମନ୍ଦିର ଉପରେ ମଧ୍ୟ ଏଭଳି କରିବା ଆଶଙ୍କା ରହିଛି: ଉଦ୍ଧବ…

ମୁମ୍ବାଇ,୨୮।୮ : ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରର ହିଙ୍ଗୋଲିରେ ଏକ ରାଲି କରିଥିଲେ ଯେଉଁଠାରେ ସେ ତାଙ୍କ ଦଳର କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ ଉଦ୍ଧବ ଠାକରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଉଦ୍ଧବ ଠାକରେ କହିଥିଲେ…

ରୋଜଗାର ମେଳାରେ ମୋଦି କହିଲେ, ୟୁପିରେ ଅପରାଧରେ ଲାଗିଛି ଲଗାମ ବଢିଛି ନିବେଶ, ଏଠାରେ ଏବେ ଚାଲିଛି ଆଇନର ରାଜ

ନୂଆଦିଲ୍ଲୀ,୨୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଭିଡିଓ କନଫରେନସିଂ ଜରିଆରେ ରୋଜଗାର ମେଳା ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଓ ସଙ୍ଗଠନରେ ପ୍ରାୟ ୫୧,୦୦୦ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଏହି ସମୟରେ ସେ ଏକ ସମ୍ବୋଧନରେ କହିଛନ୍ତି ଯେ ଅପରାଧକୁ ରୋକିବା…

ଶିନ୍ଦେଙ୍କ ସହ ଯୋଗଦେବାରେ ମୋର କୌଣସି ସ୍ବାର୍ଥ ନାହିଁ: ଅଜିତ ପାଓ୍ବାର…

ମୁମ୍ବାଇ,୨୮।୮ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି ରାଜନୀତିରେ କୌଣସି ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନାହାଁନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ର ଦ୍ୱାରା ଧର୍ମନିରପେକ୍ଷ ମହାରାଷ୍ଟ୍ର ଉପକୃତ ହେବ। ଏହି କାରଣରୁ ସେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରରେ…

‘ଅଧାଥିବା ଶୋଭାଯାତ୍ରାକୁ ପୂରଣ କରିବ ବିଶ୍ୱ ହିନ୍ଦୁ ପରିଷଦ’, ନୁହରେ ଉତ୍ତେଜନା ମଧ୍ୟରେ କହିଲେ ଭିଏଚପି ନେତା

ନୁହ,୨୮।୮: ହରିୟାଣାର ନୁହରେ ଗତ ମାସରେ ହୋଇଥିବା ହିଂସା ପରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚପି) ପୁଣିଥରେ ଘୋଷଣା କରିଛି କି ବ୍ରଜ ମଣ୍ଡଳ ଜଳାଭିଷେକ ଯାତ୍ରାକୁ ପୂରଣ କରାଯିବ। ତେବେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏଥିପାଇଁ ଅନୁମତି ଦେଇନାହାଁନ୍ତି। ଏହା…

ଏନଡିଏ ଏମୋଇବା ଭଳି, ଏହାର କୌଣସି ଆକାର ନାହିଁ: ଭାଜପାକୁ ଉଦ୍ଧବଙ୍କ ଜବାବ…

ମୁମ୍ବାଇ,୨୮।୮ : ଶିବସେନା (ୟୁବିଟି) ଅଧ୍ୟକ୍ଷ ଉଦ୍ଧବ ଠାକରେ ଏନଡିଏକୁ ଏମୋଇବା ସହ ତୁଳନା କରି କହିଛନ୍ତି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏର କୌଣସି ସ୍ଥିର ରୂପ ନାହିଁ। ବିରୋଧୀ ଦଳକୁ ଅହଂକାରୀ ଏବଂ “ଇଣ୍ଡିଆନ ମୁଜାହିଦ୍ଦିନ” ବୋଲି କହି…

ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ କମ…

ଓ୍ବାଶିଂଟନ,୨୮।୮ : ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ମହାକାଶଚାରୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ତେବେ ପୃଥିବୀକୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଥାଏ। ସ୍ବିଡେନର ଏକ ଗବେଷକ ଦଳଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା…

ରୁଷିଆ-ଚାଇନା ନୌସମରାଭ୍ୟାସ…

ମସ୍କୋ/ବେଜିଂ,୨୮।୮ : ରୁଷିଆର ଯୁଦ୍ଧ ଜାହାଜ ଚାଇନା ନୌସେନା ସହିତ ପ୍ରଶାନ୍ତ ମହାସାଗରରେ ମିଳିତ ନୌସମରାଭ୍ୟାସ କରିଛି। ଦୁଇ ଦେଶ ଆମେରିକାର ପଶ୍ଚିମ ତଟ ନିକଟରେ ନୌସମରାଭ୍ୟାସ କରିଛନ୍ତି। ତିନି ସପ୍ତାହରୁ ଅଧିକ ସମୟ ନୌସମରାଭ୍ୟାସ କରିବା ପରେ ରୁଷିଆର ନୌସେନା…

ଇତିହାସ ରଚିବା ପରେ ଦେଶ ପାଇଁ ଦେଲେ ସ୍ବତନ୍ତ୍ର ମେସେଜ୍‌ ଦେଲେ ନୀରଜ

ବୁଦାପେଷ୍ଟ,୨୮।୮: ଭାରତର ଗୋଲଡେନ୍‌ ବଏ ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ଆଥଲେଟ ହୋଇଛନ୍ତି। ହଙ୍ଗେରୀର ରାଜଧାନୀ ବୁଦାପେଷ୍ଟର ଜାତୀୟ ଆଥଲେଟିକ୍ସ ସେଣ୍ଟରରେ ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ୮୮.୧୭…

ପ୍ରଥମ ଚନ୍ଦ୍ର ମିଶନକୁ ସ୍ଥଗିତ ରଖିଲା ଜାପାନ…

ଟୋକିଓ,୨୮।୮ : ଜାପାନ ଏହାର ପ୍ରଥମ ଚନ୍ଦ୍ର ମିଶନକୁ ସ୍ଥଗିତ ରଖିଛି। ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପ୍ରଥମ ପ୍ରୟାସ ଅନ୍ତର୍ଗତ ସୋମବାର ଜାପାନ ଏଚ୨ଏ ରକେଟ ଉତକ୍ଷେପଣ କରିବାର କାର୍ଯ୍ୟକ୍ରମ ଥିଲା। ତେବେ, ଏନଏଚକେ ଅନୁଯାୟୀ, ଖରାପ ପାଗ ଯୋଗୁଁ…

ଚାଇନାରୁ ଆସୁଛି ଧମକପୂର୍ଣ୍ଣ କଲ,ଫୁକୁସିମା ଆଣବିକ କାରଖାନାରୁ ଜଳ ଛାଡିବା ବିଷୟରେ କହିଲା ଜାପାନ…

ଟୋକିଓ,୨୮।୮ : ଚାଇନା ଏବଂ ଜାପାନରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଉଛି। ଜାପାନ ପ୍ରଶାନ୍ତ ମହାସାଗରରେ ଥିବା ଫୁକୁସିମା ଆଣବିକ କାରଖାନାରୁ ଜଳ ଛାଡିବା ପରେ ଏଥର ଏହି ତିକ୍ତତା ବୃଦ୍ଧି ପାଇଛି। ଜାପାନ ସରକାରଙ୍କ ମୁଖପାତ୍ର ସୋମବାର କହିଛନ୍ତି…

ଲୁଇସଭିଲ ରେଷ୍ଟୁରାଣ୍ଟରେ ଗୁଳିକାଣ୍ଡ ଜଣଙ୍କର ମୃତ୍ୟ,୬ ଜଣ ଆହତ…

ସିକାଗୋ,୨୮।୮ : ଆମେରିକାର କେଣ୍ଟୁକି ସହରର ଲୁଇସଭିଲ ସହରର ଏକ ରେଷ୍ଟୁରାଣ୍ଟରେ ଗୁଳି ବିନିମୟ ହୋଇଥିଲା। ଏହି ସମୟରେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଥିଲା। ରବିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri