Home Middle

୩ ଲଶ୍କର-ଇ-ତୋଏବା ଆତଙ୍କବାଦୀ ଗିରଫ…

ଶ୍ରୀନଗର,୨୬।୮ : ଉତ୍ତର କଶ୍ମୀରର କୁପୱାରା ଜିଲାରେ ସେନା ତଥା ଜମ୍ମୁ-କଶ୍ମୀର ପୋଲିସର ମିଳିତ ବାହିନୀଙ୍କୁ ଆତଙ୍କବାଦ ବିରୋଧୀ କର୍ଯ୍ୟକଳାପରେ ବଡ଼ ସଫଳତା ମିଳିଛି। ମିଳିତ ସୁରକ୍ଷାର୍କମୀ ୩ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ୫ ଗ୍ରେନେଡ ମଧ୍ୟ ଜବତ କରାଯାଇଛି।…

ଇସ୍ରୋ ପୂର୍ବରୁ ଆରମ୍ଭ ହୋଇଛି ପାକିସ୍ତାନର ସ୍ପେସ ଏଜେନ୍ସି, ୬୨ବର୍ଷରେ ଲଞ୍ଚ କରିଛି କେବଳ ୫ଟି ସାଟେଲାଇଟ

ନୂଆଦିଲ୍ଲୀ/ଇସଲାମବାଦ,୨୬।୮: ଚନ୍ଦ୍ରାବତରଣ କରିଛି ଭାରତ। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରିଚିଛି। ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟନ ୩ର ସଫଳତାକୁ ସାରା ବିଶ୍ୱରେ ଆଲୋଚନା ହେଉଛି। ଖାସ୍‌ କରି ଆମ ପଡୋଶୀ ଦେଶ ପାକିସ୍ତାନରେ ଏନେଇ ଅଧିକ ଚର୍ଚ୍ଚା ହେଉଛି।…

ଦଳ ଛାଡ଼ିଥିବା ସଦସ୍ୟଙ୍କ ସହ ଗରିଲା ଯୁଦ୍ଧ ରଣନୀତି କରୁଛନ୍ତି ଶରଦ ପାଓ୍ବାର: ସଞ୍ଜୟ ରାଉତ…

ମୁମ୍ବାଇ,୨୬।୮ : ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶନିବାର କହିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ତାଙ୍କ ଦଳ ଛାଡୁଥିବା ଲୋକଙ୍କ ସହ ଗରିଲା ଯୁଦ୍ଧ କୌଶଳ ବ୍ୟବହାର କରୁଛନ୍ତି। ତାଙ୍କ ଦଳ ଭାରତୀୟ ଜନତା…

ମେଘାଳୟ ସୋନାପୁର ଟନେଲରେ ଭୂସ୍ଖଳନ…

ଶିଲଂ,୨୬।୮ : ମେଘାଳୟର ସୋନାପୁର ଟନେଲରେ ପୁଣି ଥରେ ଭୂସ୍ଖଳନ ଘଟିଛି। ଟନେଲରେ ଭୂସ୍ଖଳନ ଯୋଗୁୁ ଶହ ଶହ ଗାଡି ଫସି ରହିଛନ୍ତି। ଗତ କିଛି ଦିନ ହେବ ଲଗାତାର ବର୍ଷା ହେବା ଦ୍ୱାର ଏହି ଭୂସ୍ଖଳନ ଘଟିଛି। ସୋନାପୁର ଟନେଲରେ…

ମୁଜାଫରପୁର ଘଟଣା ଭାଜପାର ଘୃଣା ରାଜନୀତିର ଫଳ: ଖାର୍ଗେ….

ନୂଆଦିଲ୍ଲୀ,୨୬।୮ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର ଭାଜପା ବିରୋଧରେ ଅଭିଯୋଗ ଆଣିଛନ୍ତି। ଉତ୍ତରପ୍ରଦେଶର ଏକ ସ୍କୁଲରେ ଶିକ୍ଷୟିତ୍ରୀ ଜଣେ ଜଣେ ସଂଖ୍ୟାଲଘୁ ଛାତ୍ରଙ୍କୁ ଅନ୍ୟ ଛାତ୍ରଙ୍କୁ ଚାପୁଡା ମାରିବା ଦଳର ଘୃଣା ରାଜନୀତିର ଫଳାଫଳ। ସେ କହିଛନ୍ତି ଏଭଳି…

ନାଇଜରରେ ୪ଟି ଦେଶର ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ

ନିୟାମି,୨୬।୮: ନାଇଜରକୁ ସାମରିକ ଶାସକମାନେ ଦଖଲ କରିବା ପରେ ୪ଟି ଦେଶର ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫ୍ରାନ୍ସ, ଜର୍ମାନ, ନାଇଜେରିଆଇ ଓ ଆମେରିକାର ରାଷ୍ଟ୍ରଦୂତମାନଙ୍କୁ ଦେଶ ଛାଡିବାକୁ ୪୮ ଘଣ୍ଟା ସମୟ ଦିଆଯାଇଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ଏନେଇ…

ଟ୍ରମ୍ପଙ୍କ ସହିତ ଆଗାମୀ ଉପରାଷ୍ଟ୍ରପତି ହେବାକୁ ବିବେକ ରାମସ୍ବାମୀ ଆଶାବାଦୀ…

ଓ୍ବାଶିଂଟନ,୨୬।୮ : ଭାରତୀୟ ମୂଳ ବିବେକ ରାମସ୍ବାମୀ ମଧ୍ୟ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ନିଜର ପ୍ରାର୍ଥୀତ୍ୱ ଉପସ୍ଥାପନ କରୁଛନ୍ତି। ବିଶେଷ କଥା ହେଉଛି ବିବେକ ରାମସ୍ବାମୀଙ୍କ ଲୋକପ୍ରିୟତା ମଧ୍ୟ କ୍ରମାଗତ ଭାବରେ…

ଦେଶ ପ୍ରତି ବିଶ୍ୱସ୍ତ ରହିବେ ବୋଲି ଶପଥ ନେଲେ ଓ୍ବାଗନର ଗ୍ରୁପ୍‌, ପୁଟିନ୍‌ଙ୍କ ଆଦେଶ

ମସ୍କୋ,୨୬।୮: ଋଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ବିରୋଧରେ ବିଦ୍ରୋହ କରି ଏକ ଦୁର୍ଘଟଣାରୋ ନିହତ ହୋଇଛନ୍ତି ଓ୍ବାଗନର ସେନା ମୁଖ୍ୟ ୟେଭେଗିନ ପ୍ରିଗୋଜିନ। ତେବେ ଏହା ଷଡଯନ୍ତ୍ର ନା ଦୁର୍ଘଟଣା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ଶୁକ୍ରବାର ପ୍ରିଗୋଝିନଙ୍କ ମୃତ୍ୟୁରେ ପୁଟିନ୍‌…

ଜେଲ୍‌ରେ ଇମ୍ରାନଙ୍କ ପ୍ରତି ବିପଦ,ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କଲେ ଇମ୍ରାନଙ୍କ ସ୍ତ୍ରୀ ବ୍ରୁଶା ବିବି

ଇସଲାମବାଦ,୨୬।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବି ଦାବି କରିଛନ୍ତି ଯେ ଜେଲରେ ତାଙ୍କ ସ୍ବାମୀଙ୍କ ଜୀବନ ପ୍ରତି ବିପଦ ଅଛି। ସୂଚନାଯୋଗ୍ୟ, ବ୍ରୁଶା ବିବି ଇମ୍ରାନଙ୍କୁ ୨୨ ଅଗଷ୍ଟରେ ଭେଟିଥିଲେ।…

ଶିକ୍ଷୟିତ୍ରୀଙ୍କୁ କୋର୍ଟ ଚାଲାଣ କରାଯିବ ନା’ ଘୃଣା ସଂସ୍କୃତି ବଢ଼ିବାକୁ ଦିଆଯିବ: ମୋଦିଙ୍କୁ ସିବଲଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୬।୮ : ରାଜ୍ୟସଭା ଏମପି କପିଲ ସିବଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର କଡା ସମାଲୋଚନା କରିଛନ୍ତି। ଊତ୍ତର ପ୍ରଦେଶରେ ଜଣେ ଶିକ୍ଷୟିତ୍ରୀ ସଂଖ୍ୟାଲଘୁ ଛାତ୍ରଙ୍କ ପ୍ରତି କରିଥିବା ଅନ୍ୟାୟ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସର୍ବସାଧାରଣରେ ନିନ୍ଦା କରି ଶିକ୍ଷକଙ୍କୁ…

ମୁଖ୍ୟମନ୍ତ୍ରୀ ବିଜୟନ-ଝିଅଙ୍କୁ ଆଶ୍ୱସ୍ତି: କୋର୍ଟରେ ଅଭିଯୋଗ ଖାରଜ…

ଥିରୁଭାନନ୍ତପୁରମ,୨୬।୮ : କେରଳର ଭିଜିଲାନ୍ସ କୋର୍ଟ ପିନାରାଇ ବିଜୟନ ଏବଂ ତାଙ୍କ ଝିଅଙ୍କୁ ଆଶ୍ୱସ୍ତି ମିଳିଛି। ସିଏମଆରଏଲ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କର ଆଇଟି କମ୍ପାନୀ ଉପରେ ଆର୍ଥିକ କାରବାର ଯାଞ୍ଚ ପାଇଁ କୋର୍ଟ ତାଙ୍କ ବିରୋଧରେ ହୋଇଥିବା ଏକ ଆବେଦନକୁ…

ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କଲା ଆମେରିକା

ଓ୍ବାଶିଂଟନ୍‌,୨୬।୮:ସୁଦାନ ଗୃହ ଯୁଦ୍ଧ ଜନିତ ଯୌନ ହିଂସାକୁ ନିନ୍ଦା କରିଛି ଆମେରିକା। ବୈଦେଶିକ ବିଭାଗ ରାପିଡ ସପୋର୍ଟ ଫୋର୍ସ (ଆରଏସଏଫ) ଏବଂ ସେମାନଙ୍କର ସହଯୋଗୀ ମିଲିସିଆକୁ ହିଂସା ପାଇଁ ଦାୟୀ କରିଛି। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri