ନୂତନ ସଂସଦ ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ସମସ୍ତ ଏମ୍ପି
ନୂଆଦିଲ୍ଲୀ,୧୯।୯: ଆଜି ସଂସଦର ସ୍ବତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ। ଆଜିଠାରୁ ନୂତନ ସଂସଦ ଗୃହରେ ସଂସଦର ପ୍ରକ୍ରିୟା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ଏମ୍ପି ନୂତନ ସଂସଦ ଗୃହରେ ପହଞ୍ଚି ନିଜ ନିଜ ଆସନ ଗ୍ରହଣ କରିଛନ୍ତି।ଲୋକ…
ରୁଷିଆ ଯାତ୍ରା ସାରି ସ୍ବଦେଶ ଫେରିଲେ କିମ
ସିଓଲ,୧୯।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ରୁଷିଆ ଗସ୍ତ ସାରି ସ୍ବଦେଶ ଫେରିଛନ୍ତି। ଉତ୍ତର କୋରିଆ ପକ୍ଷରୁ ଏହି ସୂଚନା ଦିଆଯାଇ କୁହାଯାଇଛି କି ରୁଷିଆ ଯାତ୍ରା ଶେଷ କରି କିମ ସ୍ବଦେଶ ଫେରି ଆସିଛନ୍ତି। ଏହି…
ଲୋକ ସଭାରେ ଆଜି ଆଗତ ହେବ ମହିଳା ସଂରକ୍ଷଣ ବିଲ୍
ନୂଆଦିଲ୍ଲୀ,୧୯।୯: ଆଜି ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହେବ। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହି ବିଲ ଗୃହରେ ଉପସ୍ଥାପନ କରିବେ। ଆସନ୍ତାକାଲି ଅର୍ଥାତ୍ ୨୦ ସେପ୍ଟେମ୍ବରରେ ଲୋକ ସଭାରେ ଆଲୋଚନା ପରେ ଏହି ବିଲ୍ ପାରିତ…
ଆକ୍ସନ ମୋଡରେ ଭାରତ, କାନାଡା ହାଇ କମିଶନରଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୯।୯: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦିପ ସିଂ ନିଜ୍ଜରଙ୍କ ହତ୍ୟା ସଂପର୍କରେ କାନାଡା ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ଏକ ବୟାନ ଦେଇଛନ୍ତି। ଏଥିସହ ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟା ପଛରେ…
ଜି-୨୦ ଅଧ୍ୟକ୍ଷତା ପାଇଁ ଭାରତକୁ କୃତଜ୍ଞତା ଜଣାଇଲା ଆମେରିକା,କହିଲା ଆମେ ସମସ୍ତେ ମୋଦିଙ୍କ ନିକଟରେ କୃତଜ୍ଞ
ଓ୍ବାଶିଂଟନ,୧୯।୯: ଭାରତ ଏଥର ଖୁବ ଭାଲ ଭାବରେଜି-୨୦ର ଅଧ୍ୟକ୍ଷତା କରିଛି। ସେପ୍ଟେମ୍ବର ୯ ଓ ୧୦ରେ ଦିଲ୍ଲୀରେ ଅନୁଷ୍ଠିତ ଜି -20 ଶିଖର ସମ୍ମିଳନୀରେ ସମସ୍ତ ଦେଶର ନେତା ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ…
ନୂଆ ସଂସଦ ଭବନରେ ଏଣ୍ଟ୍ରି କରିବା ପୁର୍ବରୁ ଏମପିଙ୍କୁ ମିଳିବ ୭୫ ଟଙ୍କାର ଚାନ୍ଦି କଏନ, ସମ୍ବିଧାନର କପି
ନୂଆଦିଲ୍ଲୀ,୧୯।୯: ଦେଶର ୭୫ବର୍ଷର ସଂସଦୀୟ ଯାତ୍ରା ଇତିହାସକୁ ସଂରକ୍ଷିତ ରଖିଥିବା ପୁରୁଣା ସଂସଦ ମଙ୍ଗଳବାର (ସେପ୍ଟେମ୍ବର ୧୯) ରେ ବିଦାୟ ନେବ। ନୂଆ ସଂସଦରେ ଏମପିଙ୍କ ପ୍ରବେଶକୁ ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଗତ କରିବେ। ଏହି ବିଶେଷ ଦିନକୁ…
ଚାଇନାର ଡେଙ୍ଗ ଭଳି ଭାରତକୁ ଆର୍ଥିକ ମହାଶକ୍ତି ଭାବେ ପ୍ରସ୍ତୁତ କରୁଛନ୍ତି ମୋଦି, ଆମେରିକା ନିବେଶକ ତଥା ଲେଖକ ଡାଲିଓଙ୍କ ଦାବି
ଓ୍ବାଶିଂଟନ,୧୯।୯: ଆମେରିକାର ପ୍ରସିଦ୍ଧ ନିବେଶକ ତଥା ଲେଖକ ରାଇ ଡାଲିଓ କହିଛନ୍ତି ଯେ ୧୯୭୮ ରୁ ୧୯୮୯ ମଧ୍ୟରେ ଚାଇନାରେ ଅର୍ଥନୈତିକ ବିପ୍ଳବ ସୃଷ୍ଟି କରି ଚାଇନା ଏକ ଶିଳ୍ପ ଅର୍ଥନୀତିରେ ପରିଣତ କରିବା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ…
ଆଜିଠୁ ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ଅଧିବେଶନ
ନୂଆଦିଲ୍ଲୀ,୧୯ା୯: ରାଜ୍ୟ ସଭା ଏବଂ ଲୋକ ସଭା ଅଧିବେଶନ ମଙ୍ଗଳବାର ନୂଆ ପାର୍ଲାମେଣ୍ଟ ବିଲ୍ଡିଂରେ ଆରମ୍ଭ ହେବ। ନୂଆ ଚାମ୍ବରରେ ସଂଗଠିତ ବିଶୃଙ୍ଖଳା ଏବଂ ପ୍ଲାକାର୍ଡ ଦେଖାଇବାରୁ ଦୂରେଇ ରହିବାକୁ ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି।…
ମଣିପୁରରେ ଏକତା ପାଇଁ ଆମେରିକାରେ ରାଲି
ଓ୍ବାଶିଂଟନ,୧୯।୯: ମଣିପୁରରେ ଦୀର୍ଘ ୪ମାସରୁ ଊର୍ଦ୍ଧ୍ୱ ସମୟ ହେଲା ହିଂସା ଜାରି ରହିଛି। ଏଭଳି ସ୍ଥିତିରେ ରାଜ୍ୟରେ ଏକତା ଆଣିବା ପାଇଁ ଆମେରିକାରେ ରାଲି ଅନୁଷ୍ଠିତ ହୋଇଛି। ସେଠାରେ ରହୁଥିବା ଜୋ ସମ୍ପ୍ରଦାୟ ଭାରତୀୟ ଦୂତାବାସ ଆଗରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରିଛନ୍ତି।…
ଯୌନ ସମ୍ପର୍କ ପାଇଁ ଜୀବନସାଥୀ ମନା କରିବା ନିଷ୍ଠୁରତା: ହାଇକୋର୍ଟ
ନୂଆଦିଲ୍ଲୀ,୧୯ା୯: ଜୀବନସାଥୀ ଯଦି ଉଦ୍ଦେଶ୍ୟମୂଳକ ଭାବେ ଯୌନ ସମ୍ପର୍କ ରଖିବାକୁ ମନା କରନ୍ତି, ତେବେ ଏହାକୁ ନିଷ୍ଠୁରତା ବିବେଚନା କରାଯିବ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ମାତ୍ର ୩୫ ଦିନ ବୈବାହିକ ଜୀବନ ବିତାଇଥିବା ଏବଂ ବିବାହର ସ୍ବାଦ ଚାଖି ନ…
ତାମିଲନାଡୁରେ ଭାଜପା ହାତ ଛାଡ଼ିଲା ଏଆଇଏଡିଏମ୍କେ
ନୂଆଦିଲ୍ଲୀ,୧୯ା୯: ତାମିଲନାଡୁରେ ଭାଜପା ସହ ମେଣ୍ଟ ନ ଥିବା ଏଆଇଏଡିଏମ୍କେ ସୋମବାର ଘୋଷଣା କରିଛି। ମେଣ୍ଟ ସମ୍ପର୍କିତ କୌଣସି ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ତାମିଲନାଡୁ ଭାଜପା ସଭାପତି ଆନ୍ନାମଲାଇଙ୍କୁ ଏଥିପାଇଁ ଏଆଇଏଡିଏମ୍କେ ଦାୟୀ…
ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଅଶ୍ୱିନ ସାମିଲ
ନୂଆଦିଲ୍ଲୀ,୧୯ା୯ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଏକ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ। ଏହି ଗୁରୁତ୍ୱପୂର୍ଣ୍ଣ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ସୋମବାର ଘୋଷଣା କରାଯାଇଛି। ଦଳକୁ ଭେଟେରାନ୍ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପ୍ରତ୍ୟାବର୍ତ୍ତନ…

