Home Middle

ପାକିସ୍ତାନୀ ନୈସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ

ଇସଲାମାବାଦ,୪।୯: ପାକିସ୍ତାନୀ ନୈସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୋମବାର ଦେଶର ବାଲୁଚିସ୍ତାନ ପ୍ରଦେଶରେ ନିୟମିତ ପ୍ରଶିକ୍ଷଣ ସମୟରେ ଏହି ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଅଧିକାରୀଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ନୈସେନା ମୁଖପାତ୍ର ଏ ବିଷୟରେ ସୂଚନା…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୪।୯: ଜମ୍ମୁ-କଶ୍ମୀରର ରିୟାସି ଜିଲାର ଚସାନା ନିକଟରେ ସୋମବାର ସର୍ଚ୍ଚ ଅପରେଶନ ବେଳେ ଭାରତୀୟ ସେନା ଏବଂ ଆତଙ୍କବାଦୀ ମୁହଁାମୁହିଁ ହୋଇଛନ୍ତି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏଡିଜିପି ମୁକେଶ ସିଂ…

ଏସିଆ କପ: ଟସ୍‌ ଜିତିଲା ଭାରତ…

କାଣ୍ଡି,୪।୯: ଏସିଆ କପର ସୋମବାର ପାଲଲେକେ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନେପାଳ ମ୍ୟାଚରେ ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆମନ୍ତ୍ରଣ ପାଇଁ ନେପାଳ ବ୍ୟାଟିଂ ଆରମ୍ଭ କରିବ। ଭାରତର ପ୍ଲେ-୧୧ରେ ଏକ ପରିବର୍ତ୍ତନ ହେଇଛି। ଯସପ୍ରୀତ ବୁମ୍ରାଙ୍କ…

କୁଆଡେ ଗଲା ୧୫ ଲକ୍ଷ: ମୋଦିଙ୍କୁ ଷ୍ଟାଲିନଙ୍କ ପ୍ରଶ୍ନ…

ଚେନ୍ନାଇ,୪।୯ : ଭାଜପା ସୋମବାର ପୋଡକାଷ୍ଟ ସିରିଜର ପ୍ରଥମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ଅଧ୍ୟକ୍ଷ ଏମ.କେ ଷ୍ଟାଲିନ କଡ଼ା ସମାଲୋଚନା କରିଥିବା ନେଇ ଜବାବ ଦେଇଛି। ଦଳ କହିଛି ପିଏମ ମୋଦି କଦାପି ପ୍ରତିଶ୍ରୁତି…

ସ୍ବତନ୍ତ୍ର ଅଧିବେଶନରେ ସରକାରଙ୍କୁ ଘେରିବା ନେଇ କଂଗ୍ରେସର ଯୋଜନା…

ନୂଆଦିଲ୍ଲୀ,୪।୯ : କଂଗ୍ରେସ ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ସେପ୍ଟେମ୍ବର ୫ ରେ କଂଗ୍ରେସ ସଂସଦୀୟ ଦଳ ପାଇଁ ଏକ ରଣନୀତି ପ୍ରସ୍ତୁତ କରିବାର ଯୋଜନା କରିଛନ୍ତି। ବୈଠକରେ ସେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସରକାର ୧୮…

ଭଲ ବର୍ଷା ପାଇଁ ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଲେ ଶିବରାଜ…

ଉଜ୍ଜୟନୀ,୪।୯ : ମଧ୍ୟପ୍ରଦେଶର ଉଜ୍ଜୟନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶ୍ରୀ ମହାକାଳେଶ୍ୱର ପରିଚାଳନା କମିଟି ସୋମବାର ସକାଳରୁ ଦେଶ ତଥା ରାଜ୍ୟରେ ଭଲ ବର୍ଷା ତଥା ଜନ କଲ୍ୟାଣ ପରିପ୍ରେକ୍ଷୀରେ ଏକ ପୂଚାର୍ଚ୍ଚନା ଆୟୋଜିତ ହୋଇଛି। ଏଥିରେ…

ଖାଲି ରାଜନୀତି ନୁହେଁ, ବିହାର ବି ଛାଡିଦେବି: ପପୁ ଯାଦବ…

ପାଟନା,୪।୯ : ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଜନ ଅଧିକାର ପାର୍ଟି (ଜେଏପି)ସୁପ୍ରିମୋ ରାଜେଶ ରଞ୍ଜନ ଓରଫ ପପୁ ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେଉଁ ଦିନ ମୁଁ ସରକାରରେ ଯୋଗଦେବେ କରିବେ, ପ୍ରତ୍ୟେକ…

କଂଗ୍ରେସରେ ଯୋଗଦେଲେ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ

ଭୁବନେଶ୍ୱର,୪।୯(ସୁନିତ ମିଶ୍ର): ଅନ୍ତର୍ଜାତୀୟ ହକି ଖେଳାଳି ତଥା ଭାରତର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ ସୋମବାର କଂଗ୍ରେସରେ ଯୋଗ ଦେଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଚେଲାକୁମାର, ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟଙ୍କ…

ଚନ୍ଦ୍ରର ରାତ୍ରି ପରେ ବିକ୍ରମ ଲ୍ୟାଣ୍ଡର୍‌ ପୁନଃ ସକ୍ରିୟ ହେବା ଆଶା କ୍ଷୀଣ…

ନୂଆଦିଲ୍ଲୀ,୪।୯ : ସୋମବାର ଏକ ଏକ୍ସ ପୋଷ୍ଟରେ ଇସ୍ରୋ ସୂଚନା ଦେଇଛି ଚନ୍ଦ୍ରୟାନ -୩ ର ବିକ୍ରମ ଲ୍ୟାଣ୍ଡର୍‌ ପୁଣି ଚନ୍ଦ୍ରରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିଛି। ବାସ୍ତବରେ, ବିକ୍ରମ ଲ୍ୟାଣ୍ଡର୍‌ ସଫଳତାର ସହିତ ହୋପ ଟେଷ୍ଟ ଅର୍ଥାତ ଜମ୍ପ ଟେଷ୍ଟ…

ଚନ୍ଦ୍ରୟାନ-୩: ଏବେ ଚନ୍ଦ୍ରକୁ ମାନବ ପଠାଇପାରିବ ଇସ୍ରୋ! ମିଳିଲା ବଡ ସଫଳତା, ଲ୍ୟାଣ୍ଡର ବିକ୍ରମ କଲା ଲିପ୍ଟ ଅଫ

ନୂଆଦିଲ୍ଲୀ,୪।୯: ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରୟାନ-୩ ମିଶନର ଉଦ୍ଦେଶ୍ୟକୁ ପୂରଣ କରି ନେଇଛି। ସୋମବାର ଇସ୍ରୋ ପକ୍ଷରୁୁ ଏକ ଭିଡିଓ ଜାରି କରାଯାଇଛି କୁହାଯାଇଛି କି ବିକ୍ରମ ଲ୍ୟାଣ୍ଡର ନିଜର ‘ହପ ଏକ୍ସପିରିମେଣ୍ଟ’ ସଫଳତାପୂର୍ବକ ପୂରଣ କରି ନେଇଛି। ରୋଭର ସ୍ଲିପ ମୋଡକୁ…

ମଧ୍ୟପ୍ରଦେଶ ଭାଜପାରେ ଫାଟ: ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ବାଇକ ରାଲି କଲେ କର୍ମୀ…

ଭୋପାଳ,୪।୯ : ମଧ୍ୟପ୍ରଦେଶର ଖାରଗୋନରେ ମହେଶ୍ୱର ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ରାଜକୁମାର ମଓ୍ବେଙ୍କ ବିରୋଧରେ ୮ ଟି ଗାଁର ଏକ ହଜାରରୁ ଅଧିକ ଭାଜପା କର୍ମୀ ଏକ ବାଇକ ରାଲି କରିଥିଲେ। ଭାଜପା କର୍ମୀମାନେ ହାତରେ ପ୍ଲାକାର୍ଡ ଧରି…

ଆଜି ଭାରତ ବନାମ ନେପାଳ: ମହମ୍ମଦ ଶାମି ବୁମ୍ରାଙ୍କ ସ୍ଥାନରେ ଫେରିବା ନେଇ ଚର୍ଚ୍ଚା…

କାଣ୍ଡି,୪।୯ : ସୋମବାର ଏସିଆ କପରେ ଭାରତ ନେପାଳ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଖେଳିବ। ଗ୍ରୁପ-ଏରେ ଉଭୟ ଦଳର ଏହା ଦ୍ୱିତୀୟ ମ୍ୟାଚ ହେବ। ଭାରତ ଏବଂ ନେପାଳ ମଧ୍ୟରେ ଏହି ମ୍ୟାଚ କାଣ୍ଡିର ପଲେକଲ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri