Home Middle

‘ଯୌତୁକ ନିର୍ଯାତନାର ମିଥ୍ୟା ଅଭିଯୋଗ ଚରମ ନିଷ୍ଠୁରତା’

ନୂଆଦିଲ୍ଲୀ,୪ା୯(ପି.ଟି.) : ସ୍ବାମୀଙ୍କ ପରିବାର ବିରୋଧରେ ମହିଳା ମିଥ୍ୟା ଯୌତୁକ ନିର୍ଯାତନା କିମ୍ବା ବଳାତ୍କାର ଅଭିଯୋଗ ଆଣିବା ‘ଚରମ ନିଷ୍ଠୁରତା’ ଏବଂ ଏହାର କ୍ଷମା ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଉଚ୍ଚ ଅଦାଲତଙ୍କ ମତରେ କୌଣସି ବୈବାହିକ ସମ୍ପର୍କର ଆଧାର…

ମଣିପୁରରେ ୧୨,୬୯୪ ପିଲା ବିସ୍ଥାପିତ

ଇମ୍ଫାଲ,୪ା୯ : ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ଦୀର୍ଘ ୪ ମାସ ହେଲା ଲାଗିରହିଥିବା ଜାତିଆଣ ସଂଘର୍ଷ ଓ ହିଂସାକାଣ୍ଡରେ ପାଖାପାଖି ୨୦୦ ଲୋକଙ୍କ ଜୀବନ ଯାଇଥିବାବେଳେ ୫୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ବିସ୍ଥାପିତଙ୍କ ମଧ୍ୟରେ ୧୨,୬୯୪ ପିଲା ରହିଛନ୍ତି।…

ଯୁଦ୍ଧ ମଝିରେ ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସିଙ୍କୁ କଲେ ବରଖାସ୍ତ …

କିଭ୍‌,୪।୯: ରୁଷିଆ ସହିତ ଯୁଦ୍ଧ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ପଦକ୍ଷେପ ନେଇଛନ୍ତି। ରବିବାର ଜେଲେନସ୍କି ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭଙ୍କୁ ବରଖାସ୍ତ କରିଛନ୍ତି। ଓଲେକ୍ସିଙ୍କୁ କ୍ରିମିଆ ସାଂସଦ ରୁସ୍ତମ ଉମେରୋଭଙ୍କ ସ୍ଥାନ ଦିଆଯିବ। ଜେଲେନସ୍କି ତାଙ୍କ…

ଗିଲଗିଟ ବାଲ୍ଟିସ୍ତାନରେ ଉତ୍ତେଜନା, ଆମେରିକା ଜାରି କଲା ଯାତ୍ରା ଆଡଭାଇଜରୀ…

ଓ୍ବାଶିଂଟନ/ଇସଲାମାବାଦ,୪।୯ : ଗୁଲାମ ଜମ୍ମୁ-କୀଶ୍ମୀରର ଗିଲଗିଟ ବାଲ୍ଟିସ୍ତାନରେ ଧର୍ମଗୁରୁଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ବିବାଦ ଜାରି ରହିଛି। ଏହି ଅଞ୍ଚଳର ଉତ୍ତେଜନାକୁ ଦୃଷ୍ଟିରେ ରଖି ମୋବାଇଲ ଇଣ୍ଟରନେଟ ସେବା ସମଗ୍ର ଅଞ୍ଚଳରେ ବନ୍ଦ ରଖାଯାଇଛି। ଗିଲଗିଟ ବାଲ୍ଟିସ୍ତାନ ସରକାର ଏହି ଅଞ୍ଚଳରେ…

ହରିୟାଣାର ପ୍ରତିଟି ବୁଥରେ ୧୦ ଜଣିଆ କମିଟି ଗଠନ କରିବ ଏଏପି

ନୂଆଦିଲ୍ଲୀ,୩।୯: ହରିୟାଣାରେ ସଂଗଠନର ସମ୍ପ୍ରସାରଣ ପରେ ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ପ୍ରାୟ ୪୦୦୦ କର୍ମୀଙ୍କୁ ଶପଥ ଦେବା ଲାଗି ଭିଓ୍ବାନୀରେ ପହଞ୍ଚିଥିଲେ। ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ…

ଜାଲିଆତି, ମନି ଲଣ୍ଡରିଂ ମାମଲାରେ ଜେଲନସ୍କିଙ୍କ ନିକଟତମ ବ୍ୟବସାୟୀ ଗିରଫ

କ୍ୱିଭ,୩।୯: ଜାଲିଆତି ତଥା ଅର୍ଥ ହେରଫେର ବା ମନି ଲଣ୍ଡରିଂ ଅଭିଯୋଗରେ ୟୁକ୍ରେନ କୋର୍ଟ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ନିକଟତମ ବିବେଚିତ ବିଲିୟନେୟାର ଇଗୋର କୋଲୋମୋଇସ୍କିଙ୍କୁ ଦୁଇମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଶନିବାର ବିଳମ୍ବିତ ରାତିରେ ୟୁକ୍ରେନ ଗଣମାଧ୍ୟମ ଏହି ସୂଚନା…

ଗାଁ ଶ୍ମଶାନରେ ସୂର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୩ା୯(ଅଶେଷନାଥ ମିଶ୍ର): ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷକୃତ୍ୟ ତାଙ୍କ ଗାଁ ଶ୍ମଶାନ ତଥା ଗଞ୍ଜାମ ଜିଲାର ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ସୂର୍ଯ୍ୟଙ୍କୁ ତାଙ୍କ ବଡ଼ପୁଅ ବିପ୍ଳବ ମୁଖାଗ୍ନି ଦେଇଥିଲେ। ଶହଶହ ଲୋକ…

‘ଓ୍ବାନ ନେଶନ ଓ୍ବାନ ଏଜୁକେଶନ’ହେବା ଦରକାର: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୯: ଲୋକ ସଭା ନିର୍ବାଚନ ପରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁ କାରଣରୁ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇଛନ୍ତି। ଏହି କ୍ରମରେ ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ…

‘ଓ୍ବାନ ନେଶନ, ଓ୍ବାନ ଇଲେକ୍ସନକୁ ନେଇ’ ଆକ୍ସନରେ କମିଟି, ରାମନାଥ କୋବିନ୍ଦଙ୍କୁ ଭେଟିଲେ ଆଇନ ମନ୍ତ୍ରଣାଳୟର ଅଧିକାରୀ

ନୂଆଦିଲ୍ଲୀ,୩।୯: ଓ୍ବାନ ନେଶନ, ଓ୍ବାନ ଇଲେକ୍ସନ ଉପରେ ସାରା ଦେଶରେ ଏକ ନୂଆ ଆଲୋଚନା ଆରମ୍ଭ ହୋଇଛି। ଏହି ସମୟରେ ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ରବିବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। କୋବିନ୍ଦ ଲୋକ ସଭା, ରାଜ୍ୟ ସଭା…

ଜି-୨୦ର ଶେଷ ଶେରପା ବୈଠକରେ ଦେଖିବାକୁ ମିଳିବ ମଓ୍ବୋତ ସଂସ୍କୃତିର ଝଲକ, ବିଦେଶୀ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ,୩।୯: ହରିୟାଣାର ନୁହୁ ଜିଲାର ତାୱଡୁ ସବ-ଡିଭିଜନ ଅନ୍ତର୍ଗତ କୋଟା-ସାରାଇ ସୀମାନ୍ତ ଗ୍ରାମରେ ଅବସ୍ଥିତ ଆଇଟିସି ଗ୍ରାଣ୍ଡ ଭାରତ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଶେରପା ବୈଠକରେ ବିଦେଶୀ ଅତିଥିମାନେ ସିଧାସଳଖ ମେୱାତି ସଂସ୍କୃତିର ଝଲକ…

‘ଇଣ୍ଡିଆ’ ଗୋଷ୍ଠୀ ହିନ୍ଦୁତ୍ୱକୁ ଘୃଣା କରୁଛି: ଶାହା

ନୂଆଦିଲ୍ଲୀ,୩ା୯: କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ରବିବାର ଡିଏମକେ ନେତା ତଥା ଏହାର ‘ଇଣ୍ଡିଆ’ ସହଯୋଗୀ ପାର୍ଟି କଂଗ୍ରେସ ‘ସନାତନ ଧର୍ମ’କୁ ନଷ୍ଟ କରିବା କଥା କହୁଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ସଂଗଠନ ସହ ତୁଳନା କରିବା ପାଇଁ…

ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ନଡ୍ଡା କହିଲେ, ‘ଏହା ସନାତନ ଧର୍ମକୁ ଶେଷ କରିବାର ରଣନୀତି’

ନୂଆଦିଲ୍ଲୀ,୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାବି କରିଛନ୍ତି ଯେ ଖୁବ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବ। ମଧ୍ୟପ୍ରଦେଶର ଚିତ୍ରକୋଟରେ ‘ଜନ ଆର୍ଶିବାଦ ଯାତ୍ରା’ରେ ଜନତାଙ୍କୁ ସମ୍ବୋଧିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri