Home Middle

ଚାଇନା, ପାକିସ୍ତାନକୁ କଡ଼ା ସମାଲୋଚନା କଲେ ମୋଦି

ନୂଆଦିଲ୍ଲୀ,୩ା୯: ଚଳିତମାସ ୯-୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ଏବଂ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଦୁଇଟି ଶବ୍ଦରେ କହିଛନ୍ତି ଯେ, ଏହି ଦେଶରେ ଭାରତ…

ଜାଲନା ହିଂସାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଆଦିତ୍ୟ ଠାକରେ, କହିଲେ ଇସ୍ତଫା ଦେଇଦେବା ଭଲ

ମୁମ୍ବାଇ,୩।୯: ମହାରାଷ୍ଟ୍ରର ଜାଲନାରେ ମରାଠା ସଂରକ୍ଷଣ ଆନ୍ଦୋଳନ ଶୁକ୍ରବାର ହିଂସାତ୍ମକ ରୂପ ନେଇଛି। ଏହି ଆନ୍ଦୋଳନରେ ୩୮ଜଣ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ଏଥି ସହିତ, ଶନିବାର ଅପରାହ୍ନ ପର୍ଯ୍ୟନ୍ତ ୩୬୦ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।…

ସୂର୍ଯ୍ୟଙ୍କୁ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଦିଆଗଲା ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୩ା୯: ଶନିବାର ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଥିଲା। ତେବେ ଆଜି ତାଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ଶେଷ ଦର୍ଶନ ପରେ ତାଙ୍କ ପାର୍ଥିବ ଶରୀରକୁ ଶଙ୍ଖ ଭବନ ନିଆଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତଃ ପାତ୍ରଙ୍କ ଶେଷ ଦର୍ଶନ…

ଉତ୍ତର ପ୍ରଦେଶ ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷିତ

ଲକ୍ଷ୍ନୌ,୩।୯: ଉତ୍ତର ପ୍ରଦେଶରେ ରାଜ୍ୟ ସଭାର ଗୋଟିଏ ଖାଲି ଆସନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ନିଜର ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ଶର୍ମାଙ୍କୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ ଯେ, ଦଳର ବରିଷ୍ଠ ନେତା ହରିଦ୍ୱାର ଦୁବେଙ୍କ ମୃତ୍ୟୁ କାରଣରୁ ଖାଲିଥିବା…

ଇସ୍ରାଏଲରେ ଗୋଷ୍ଠୀ ସଂଘର୍ଷ, ୧୨ରୁ ଊର୍ଦ୍ଧ୍ୱ ଆହତ

ଜେରୁଜେଲମ,୩ା୯: ଇସ୍ରାଏଲର ରାଜଧାନୀ ତେଲ ଅଭିବ୍‌ରେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟିଛି। ଏହି ହିଂସାକାଣ୍ଡରେ ଇରିଟ୍ରିଆନ ସରକାରଙ୍କ ଶତାଧିକ ସମର୍ଥକ ଏବଂ ବିରୋଧୀ ପରସ୍ପର ସହ ଇସ୍ରାଏଲ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସଂଘର୍ଷରେ ତେଲ ଅଭିବ୍‌ ଇତିହାସରେ…

ଜି-୨୦କୁ ନେଇ ଚାଇନାର ଅଭିଯୋଗକୁ ଖଣ୍ଡନ କଲା ଭାରତ…

ନୂଆଦିଲ୍ଲୀ, ୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ପ୍ରତ୍ୟେକ ଭାଗରେ ଜି-୨୦ ବୈଠକ ଅନୁଷ୍ଠିତ ହେବା ସ୍ବାଭାବିକ। ଅରୁଣାଚଳ ପ୍ରଦେଶ ଏବଂ କ୍‌ଶ୍ମୀରରେ ଜି -୨୦ ବୈଠକ ଆୟୋଜନ ଉପରେ ଚାଇନାର ଆପତ୍ତିକୁ ପ୍ରଧାନମନ୍ତ୍ରୀ ଖଣ୍ଠନ କରିଛନ୍ତି। ଭାରତର…

ତିବ୍ବତରେ ବୃଦ୍ଧି ପାଉଛି ଚାଇନାର ସକ୍ରିୟତା: ଭାରତର ଚିନ୍ତା ବଢ଼ିଲା…

ଲାସା,୩।୯ : ଯେ କୌଣସି ଉପାୟରେ ସାର୍ବଭୌମ ରାଷ୍ଟ୍ରକୁ ଦଖଲ କରିବାକୁ ଚାଇନାର ଶକ୍ତି ଏବଂ ଅଭିଳାଷ ବେଶ୍‌ ଜଣାଶୁଣା। ଏହାର ପଥରେ ତିବ୍ଦତର କ୍ଷୁଦ୍ର ହିମାଳୟ ରାଷ୍ଟ୍ର ଏବେ ଆସିଛି। ତିବ୍ଦତ ଉପରେ ଚାଇନା ନୀତି ବିଷୟରେ ଏକ ସ୍ପଷ୍ଟ…

‘୨୦୪୭ ସୁଦ୍ଧା ଭାରତ ହେବ ବିକଶିତ ଦେଶ’

ନୂଆଦିଲ୍ଲୀ,୩ା୯: ଦେଶର ଆର୍ଥିକ ଅଭିବୃଦ୍ଧିକୁ ମୋଦି ସରକାରଙ୍କ ୯ ବର୍ଷର ରାଜନୈତିକ ସ୍ଥିରତାର ଏକ ‘ସ୍ବାଭାବିକ ସହ-ଉତ୍ପାଦ’ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ପ୍ରକଟ କରିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ,…

ଇଣ୍ଡିଆ ମେଣ୍ଟରେ ଫାଟ: ପୁଥୁପାଲ୍ଲି ଉପନିର୍ବାଚନରେ କଂଗ୍ରେସ-ସିପିଏମ ମୁହାଁମୁହିଁ…

ନୂଆଦିଲ୍ଲୀ,୩।୯ : ଇଣ୍ଡିଆ ମେଣ୍ଟର ଦୁଇ ଦଳ କଂଗ୍ରେସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) (ସିପିଏମ) ଆସନ୍ତା ୨୦୨୪ ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ସଂକଳ୍ପ ପାରିତ କରିଛନ୍ତି। ଭାଜପା ବିରୋଧରେ…

ଭାରତ ଏକ ବିଲିୟନ ଭୋକିଲାଙ୍କ ଦେଶରୁ ଆଜି ପାଲଟିଛି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ…

ନୂଆଦିଲ୍ଲୀ,୩।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଆଜି ଏକ ବିଲିୟନ ବୁଦ୍ଧିଆଙ୍କ ଦେଶ ପାଲଟିଛି। ଭାରତୀୟମାନଙ୍କୁ ଆଜି ଏପରି ବିକାଶର ମୂଳଦୁଆ ପକାଇବାକୁ ଏକ ଅନନ୍ୟ ସୁଯୋଗ ରହିଛି, ଯାହା ଆଗାମୀ ହଜାର ହଜାର ବର୍ଷ ପାଇଁ ସ୍ମରଣୀୟ…

ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକରାକୁ ନେଇ ବିରୋଧୀଙ୍କ ରଣନୀତି ପ୍ରସ୍ତୁତ: ଖାର୍ଗେଙ୍କ ଘରେ ବସିବ ବୈଠକ

ନୂଆଦିଲ୍ଲୀ,୩।୯: ସଂସଦରେ ସ୍ବତନ୍ତ୍ର ଅଧିବେଶନ ଡକାଯିବାକୁ ନେଇ ବିରୋଧୀ ଏକଜୁଟ ହୋଇଥିବା ଜଣାପଡିଛି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଅଲ ଇଣ୍ଡିଆ ଆଲାଇନ୍ସରେ ଜଡିତ ଦଳର ନେତାମାନଙ୍କର ଏକ ବୈଠକ ହେବ। ୧୮ ସେପ୍ଟେମ୍ବରରୁ କେନ୍ଦ୍ର ସରକାର ସଂସଦର…

ଆପଣଙ୍କର ତଥ୍ୟ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବ୍ୟବହୃତ ହେବ: ଏଲନ ମସ୍କଙ୍କ ଘୋଷଣା…

ଓ୍ବାଶିଂଟନ,୩।୯ : ତୁମେ ଯାହା ଖୋଜୁଛ, ତୁମେ ଯାହା ଦେଖୁଛ, ତୁମେ କେଉଁଠାକୁ ଯାଅ, ଯେତେବେଳେ ତୁମେ ଯାଅ ଏଲନ ମସ୍କ ସବୁକିଛି ଜାଣେ। ପ୍ରକୃତରେ, ଏକ୍ସର ମାଲିକ ଏଲୋନ ମସ୍କ, ତାଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ମାଧ୍ୟମରେ ଆପଣଙ୍କର ପ୍ରତ୍ୟେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri