Home Middle

ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୨୩ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ସମସ୍ତ ଉତ୍ସରୁ ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର କରାଯାଇଥିବା ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। କେନ୍ଦ୍ର ଏବଂ ମଣିପୁର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଡି.ଓ୍ବାଇ.…

କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ପରିସର ସର୍ଭେରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ମଥୁରା କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ମସ୍‌ଜିଦ ପରିସରର ସର୍ଭେ ପାଇଁ ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଆବେଦନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଶାହି ଇଦ୍‌ଗା ମସ୍‌ଜିଦ ସ୍ଥାନରେ ପୂର୍ବରୁ ହିନ୍ଦୁ ମନ୍ଦିର…

ଭାରତର ଭୁଲ୍‌ ମାନଚିତ୍ର ଦେଖାଇଲା ମୋଟୋଜିପି

ନୂଆଦିଲ୍ଲୀ,୨୩ା୯: ମୋଟରସାଇକେଲ ରେସିଂ ପ୍ରତିଯୋଗିତା ମୋଟୋଜିପି ଏହାର ସିଧାପ୍ରସାରଣ ବେଳେ ଭାରତର ଏକ ଭୁଲ୍‌ ମାନଚିତ୍ର ପ୍ରଦର୍ଶିତ କରିଥିବାରୁ ଶୁକ୍ରବାର ଏଥିପାଇଁ ଭୁଲ୍‌ ମାଗିଛି। ମୋଟୋଜିପି ଦେଖାଇଥିବା ମାନଚିତ୍ରରେ ଜମ୍ମୁ-କଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ନ ଥିଲା। ଉକ୍ତ ସ୍ପୋଟର୍‌ସ…

ବନ୍ଦେ ଭାରତ ରୁଟ୍‌ ପାର୍ଶ୍ୱରେ ବାଡ଼ ହେବ

ଚେନ୍ନାଇ,୨୩ା୯: ଆଗାମୀ ଦିନରେ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ରେଲ୍‌ଓ୍ବେ ଯୋଜନା କରୁତ୍ଛି। ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଯିବାକୁ ଥିବା ଏହି ଟ୍ରେନ୍‌ଠାରୁ ଲୋକ ଓ ଗୋରୁଗାଈଙ୍କୁ ବାହାରେ ରଖିବା ଲାଗି ରୁଟ୍‌ଗୁଡ଼ିକୁ ବାଡ଼ବନ୍ଦୀ କରିବା ପାଇଁ…

୨୫ରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇପାରେ

ନୂଆଦିଲ୍ଲୀ,୨୩ା୯: ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଶୁକ୍ରବାର କୁହାଯାଇଛି। ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍‌ ୧ରେ କେରଳ ଛୁଇଁବା ପରେ ଜୁଲାଇ ୮ ସୁଦ୍ଧା…

ରୁଷିଆ ନୌସେନା ଘାଟିରେ ୟୁକ୍ରେନ୍‌ର କ୍ଷେପଣାସ୍ତ୍ର ମାଡ଼

ମସ୍କୋ,୨୩ା୯: କ୍ରିମିଆର ସେଭାଷ୍ଟୋପୋଲ୍‌ ବନ୍ଦରରେ ଥିବା ରୁଷିଆର କୃଷ୍ଣସାଗର ନୌସେନା ଘାଟିରେ ଶୁକ୍ରବାର ୟୁକ୍ରେନ୍‌ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଜଣେ ରୁଷିଆ ସୈନ୍ୟ ନିହତ ହୋଇଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚତ୍ ନିଆଁକୁ…

ଟିଟିପିକୁ ବିସ୍ଫୋରକ ସାମଗ୍ରୀ ଯୋଗାଉଛି ଆଫଗାନିସ୍ତାନ

ପାକିସ୍ତାନୀ ସୁରକ୍ଷା ବାହିନୀ ସୀମାନ୍ତ ଅଞ୍ଚଳରୁ ୨୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ଆଫଗାନିସ୍ତାନ-ପାକିସ୍ତାନର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଆତଙ୍କବାଦୀ ଓ ବିସ୍ଫୋରକ ସାମଗ୍ରୀକୁ ସୀମାରେ ନବାଆଣିବା ପ୍ରସଙ୍ଗ ଜୋରଦାର ଚର୍ଚ୍ଚା ହୋଇଥିଲା। ଏହା ପରେ…

ଭାରତୀୟ ନୌସେନାରେ ନିୟୋଜିତ ହେବ ୨୭ଟି ଶକ୍ତିଶାଳୀ ବୁଡାଜାହାଜ

ନୂଆଦିଲ୍ଲୀ,୨୨।୯: ଆଗାମୀ ଦିନରେ ଭାରତୀୟ ନୌସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନୌସେନା ଭାବେ ପରିଗଣିତ ହେବାକୁ ଯାଉଛି। ଖୁବ୍‌ ଶୀଘ୍ର ୨୭ଟି ବୁଡ଼ାଜାହାଜ ଭାରତୀୟ ନୌସେନାରେ ଯୋଗ ଦେବାକୁ ଯାଉଛି। ଯେଉଁଥିରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ବୁଡ଼ାଜାହାଜ ଅନ୍ତର୍ଭୁକ୍ତ। ଏହି ବୁଡ଼ାଜାହାଜଗୁଡ଼ିକ…

ଭାରତ-କାନାଡା ବିବାଦରେ ଚାକିରି ହରାଇପାରନ୍ତି ୧୭ହଜାର କାନାଡିୟ

ଅଟାଓ୍ବା,୨୨।୯: ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ବିଗିଡିବାରେ ଲାଗିଛି। ଉଭୟ ଦେଶର କୂଟନୈତିକଙ୍କୁ ବହିଷ୍କାର ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗୁରୁତର ଅଭିଯୋଗ ପରେ ଭାରତ କ୍ରମାଗତ ଭାବରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ଏହାପୂର୍ବରୁ ଦୁଇ…

ଦେଶରେ ନିଖୋଜ ହୋଇଯାଉଛନ୍ତି ଆମେରିକାର ମୂଳ ନିବାସୀ

ଓ୍ବାଶିଂଟନ୍‌,୨୨।୯: ଆମେରିକାର ମୂଳ ବାସିନ୍ଦା ଦଶନ୍ଧି ଦଶନ୍ଧି ଧରି ଅତ୍ୟାଚାରର ଶିକାର ହେଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ସମ୍ପ୍ରଦାୟର ହଜାର ହଜାର ଲୋକ ନିଖୋଜ ହୋଇଯାଇଛନ୍ତି କିମ୍ବା ସେମାନଙ୍କୁ ହତ୍ୟା କରାଯାଇଛ। ଏହି ଘଟଣା ପଛର କାରଣ ଏଯାଏଁ…

ନିଜାର ହତ୍ୟାକାଣ୍ଡର ପ୍ରମାଣ ଅଛି! କାନାଡା ଅଧିକାରୀଙ୍କ ବଡ ଦାବି

ଅଟାଓ୍ବା,୨୨।୯: ଭାରତ-କାନାଡ କୂଟନୈତିକ ବିବାଦ ମଧ୍ୟରେ କାନାଡା ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ନେଇ କାନାଡା ଏକ ବଡ଼ ଦାବି କରିଛି। ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ…

କାନାଡାର ଖଲିସ୍ତାନୀଙ୍କୁ ସାହାଯ୍ୟ କରୁଛି ପାକିସ୍ତାନ ଆଇଏସଆଇ!

ଇସଲାମବାଦ,୨୨।୯: ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି। ଏହାରି ଭିତରେ ଭାରତ କାନାଡାବାସୀଙ୍କ ପାଇଁ ଭିସା ସେବା ବନ୍ଦ କରିଛି। ତେବେ ଏହି ତିକ୍ତତା ମଧ୍ୟରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଲିଙ୍କ୍‌ ଥିବର ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?