Home Middle

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆଜିଠୁ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଆରମ୍ଭ

ଇମ୍ଫାଲ,୨୩।୯: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ୍‌ ବିରେନ ସିଂ ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଆଜି ଅର୍ଥାତ୍‌ ୨୩ ସେପ୍ଟେମ୍ବରରୁ ଜନସାଧାରଣଙ୍କ ପାଇଁ ଇଣ୍ଟରନେଟ୍‌ ସେବା ଆରମ୍ଭ କରିବାକୁ ସିଏମ ସିଂ ଘୋଷଣା କରିଛନ୍ତି। ରାଜ୍ୟରେ…

ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି, ଏହି ସ୍ବତନ୍ତ୍ର ସମ୍ମିଳନୀର ଆୟୋଜନ କରିବ ଭାରତୀୟ ସେନା

ନୂଆଦିଲ୍ଲୀ,୨୩।୯: ଆସନ୍ତା ସପ୍ତାହରେ ଭାରତୀୟ ସେନା ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶର ସେନା ମୁଖ୍ୟଙ୍କ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏହି ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବୃଦ୍ଧି କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯିବ। ‘ଇଣ୍ଡୋ-ପାସିଫିକ ଆର୍ମି…

ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି ଋଷି ସୁନକ

ଲଣ୍ଡନ,୨୩।୯: ବ୍ରିଟେନରେ ଏବେ ସିଗାରେଟ ଉପରେ ପ୍ରତିବନ୍ଧକ ଲାଗିପାରେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଦ ଗାର୍ଡିଆନ କହିଛି ଯେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରୁଛନ୍ତି, ଯାହା ଫଳରେ ଅଗାମୀ ପିଢି…

ଆମେରିକାର ଚେତାବନୀ, ବାଂଲାଦେଶ ନିର୍ବାଚନକୁ ‘ଦୁର୍ବଳ’ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଭିଜା ଉପରେ ଲାଗିବ ପ୍ରତିବନ୍ଧକ

ଢାକା,୨୩।୯: ଦକ୍ଷିଣ ଏସିଆ ଦେଶରେ ହେବାକୁ ଥିବା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ବା ଏହାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ବାଂଲାଦେଶୀ ନାଗରିକଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇବାକୁ ଆମେରିକା ପଦକ୍ଷେପ ନେଉଛି ବୋଲି ଚେତାବନୀ ଦେଇଛି।…

ଆଜି ବାରାଣସୀ ଆସିବେ ମୋଦି

ବାରାଣସୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ପରିଦର୍ଶନ କରିବେ। ସେ ଏଠାରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ମୂଳଦୁଆ ପକାଇବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ…

ଭାରତ, ଇସ୍ରାଏଲ, ୟୁଏଇ, ଆମେରିକା ମିଳିତ ମହାକାଶ ଉଦ୍ୟୋଗର କଲେ ଘୋଷଣା, ୱେବସାଇଟ ମଧ୍ୟ ଲଞ୍ଚ ହୋଇଛି

ନ୍ୟୁୟର୍କ,୨୩।୯: ଆଇ୨ୟୁ୨ ଗ୍ରୁପ ଅଫ ଇଣ୍ଡିଆ, ଇସ୍ରାଏଲ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆମେରିକା ଏକ ନୂତନ ମିଳିତ ମହାକାଶ ଉଦ୍ୟୋଗ ଘୋଷଣା କରିଛନ୍ତି। ନୀତି ନିର୍ମାତା, ଅନୁଷ୍ଠାନ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ସ୍ଥାନ ଭିତ୍ତିକ ଉପକରଣ…

ବ୍ରାଜିଲ ପୋଲିସ ଅପରେଶନରେ ୬ ମୃତ୍ୟୁ, ଅପରାଧୀଙ୍କ ବିରୋଧରେ ଚାଲିଛି ମେଗା ଅପରେଶନ

ରିଓ ଡି ଜେନେରିଓ,୨୩।୯: ବ୍ରାଜିଲ ପୋଲିସ ସାଲଭାଡୋରରେ ଏକ ଅପରେଶନ ଆରମ୍ଭ କରି ଅତି କମରେ ୬ଜଣ ସନ୍ଦିଗ୍ଧଙ୍କୁ ନିହତ କରିଥିଲା। ସ୍ଥାନୀୟ ଗଣମାଧ୍ୟମରୁ ଏହି ସୂଚନା ମିଳିଛି। ସାଲଭାଡୋର ହେଉଛି ବାହିଆ ରାଜ୍ୟର ଆଞ୍ଚଳିକ ରାଜଧାନୀ, ଏଥିରେ ୨.୯ ନିୟୁତରୁ…

‘ହିନ୍ଦୁଙ୍କୁ ସର୍ବଦା ସ୍ବାଗତ’, ଖଲିସ୍ତାନୀଙ୍କ ଧମକ ପରେ ହିନ୍ଦୁଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା

ଓଟାଓ୍ବା,୨୩।୯: କାନାଡାର ଖାଲିସ୍ତାନବାସୀଙ୍କୁ ଟାର୍ଗେଟ କରିଥିବା ହିନ୍ଦୁ ସମ୍ପ୍ରଦାୟ ସେଠାରେ ବିରୋଧୀ ଦଳର ନେତାଙ୍କ ସମର୍ଥନ ପାଇଛି। ସୂଚନାଯୋଗ୍ୟ, କାନାଡାର ବିରୋଧୀ ଦଳର ନେତା ତଥା କଞ୍ଜରଭେଟିଭ ପାର୍ଟି ନେତା ପିଏରେ ପୋଲିଭରେ ହିନ୍ଦୁମାନଙ୍କ ପ୍ରତି ଘୃଣାଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ…

ଆଜି ପ୍ରଧାନମନ୍ତ୍ରୀଙ୍କ କାଶୀ ଗସ୍ତ, ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନିର୍ବାଚନମଣ୍ଡଳୀ ବାରାଣାସୀ ଗସ୍ତ କରିବେ। ରାଜାତାଲାବ ନିକଟ ଗଞ୍ଜାରୀରେ ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିବା ସହିତ ଏକ ସାଧାରଣ ସଭା ମଧ୍ୟ କରିବେ ଏବଂ ଆସନ୍ତା ବର୍ଷ ଲୋକ ସଭା…

ରାମନାଥଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଏକ ଦେଶ, ଏକ ନିର୍ବାଚନ ବୈଠକ

ନୂଆଦିଲ୍ଲୀ,୨୩।୯: ଦେଶରେ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ବିଚାର କରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସମ୍ଭାବନା ଉପରେ ଆଗକୁ ବଢିବାର ବାହ୍ୟରେଖା ସ୍ଥିର ହେବ। ଏହା ବ୍ୟତୀତ ନିର୍ବାଚନ…

ଦ୍ୱିତୀୟ ସର୍ବାଧିକ ଫଳପ୍ରଦ ଅଧିବେଶନ

ନୂଆଦିଲ୍ଲୀ,୨୩ା୯: ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଅବସରରେ ଉଭୟ ଲୋକ ସଭା ଓ ରାଜ୍ୟ ସଭା ଧାର୍ଯ୍ୟ ସମୟଠାରୁ ଅଧିକ ସମୟ କାର୍ଯ୍ୟ କରିଛି। ସପ୍ତଦଶ ଲୋକସଭାର ଏହା ଏକମାତ୍ର ଅଧବବେଶନ, ଯେଉଁଠି ମୁଲତବୀ ଯୋଗୁ ନିମ୍ନ ସଦନର ସମୟ ଆଦୌ ବରବାଦ…

‘ମୁସଲମାନ ଆତଙ୍କବାଦୀ’ କହିଲେ ବିଧୁରୀ

ନୂଆଦିଲ୍ଲୀ,୨୩ା୯: ସଂସଦ ସ୍ବତନ୍ତ୍ର ଅଧିବେଶନରେ ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଛନ୍ତି। ନିମ୍ନ ସଦନରେ ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?